ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର :ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ଆଜି ଗୋଟିଏ ଦିନରେ ଓଡିଶାରୁ ଏକାଥରେ 15 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ତେବେ ପ୍ରଥମ ଥର […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଆଜି ରାଜ୍ୟରେ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ କଟକର ବୋଲି ଜଣାପଡିଛି। ସେ ଦିଲ୍ଲୀ ନିଜାମୁଦ୍ଦିନରୁ ଫେରିଥିବାର ଜଣାଇଛନ୍ତି କୋଭିଡ – 19ର ମୁଖପାତ୍ର ସୁବ୍ରତୋ ବାଗ୍ଚୀ। କଟକର ଅଶ୍ବିନୀ ହସ୍ପିଟାଲରେ ତାଙ୍କର ଚିକିତ୍ସ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଆଜି ଭିଡିଓ କନଫରେନ୍ସ ଜରିଆରେ କ୍ରୀଡାବିତମାନଙ୍କ ସହ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କୋଭିଡ-19 ସମଗ୍ର ମାନବ ସମାଜ ନିମନ୍ତେ ଏକ ଘାତକ ରୂପ ଧାରଣ କରିଛି । ସେଥିପାଇଁ କ୍ରୀଡାବିତମାନେ ଲୋକମାନଙ୍କୁ ସଚେତନ କରିବା […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଦେଶରେ କରୋନା ସ୍ଥିତି ଗମ୍ଭୀର ରହିଥିବାବେଳେ ରାଜ୍ୟରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ବଢିଛି। ଆଜି ଏନେଇ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ଆଜି ରାତି ୮ଟାରୁ ରବିବାର ଦିନ ରାତ୍ରି ୮ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ […]
ନୂଆଦିଲ୍ଲୀ : କରୋନା ଅନ୍ଧକାରକୁ ଚ୍ୟାଲେଞ୍ଜ ଦେବା ପାଇଁ ଆସନ୍ତା ଏପ୍ରିଲ୍ 5 ତାରିଖ ରବିବାର ରାତ୍ରି 9ଟା ସମୟରେ ନ ମିନିଟ୍ ପାଇଁ ଘରର ଆଲୋକ ବନ୍ଦ ରଖ। ବାଲକୋନୀରେ ଦୀପ, ମହମବତୀ, ମୋବାଇଲ୍ ଫ୍ଲାସ୍ ଲାଇଟ୍ କିମ୍ବା ଟର୍ଚ୍ଚ […]
କେଦାର ମିଶ୍ର ପ୍ରଥମଥର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ପ୍ରକାର ସ୍ପଷ୍ଟ କରିଛନ୍ତି ଯେ ଲକ ଡାଉନ ର ୨୧ ଦିନ ପୂରିବା ପରେ ତାକୁ ଚଳାଇ ରଖିବା ହୁଏତ ସମ୍ଭବପର ହୋଇନପାରେ। ପ୍ରଥମତଃ ଅର୍ଥନୈତିକ ଦୃଷ୍ଟିରୁ ଦେଶକୁ ଯେଉଁ […]
କେଦାର ମିଶ୍ର ଏ ରିପୋର୍ଟ ଲେଖିଲା ବେଳକୁ କୋଭିଡ ଇଣ୍ଡିଆ ର ରିପୋର୍ଟ କହୁଛି, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୧୬ରେ ପହଞ୍ଚିଛି। ମାତ୍ର ସପ୍ତାହେ ତଳେ ପାଞ୍ଚ ଶହ ଆକ୍ରାନ୍ତଙ୍କ କଥା ଆମେ କହୁଥିଲୁ। ସାତ ଦିନ ଭିତରେ ଏହା […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି […]
କେଦାର ମିଶ୍ର ଆଜି ଓଡିଶା ଦିବସ। ସେ ପୁଣି ୮୫ତମ ଓଡିଶା ଦିବସ। ତେବେ ଆଜି ଆମ ଜୀବନରେ ସବୁଠୁ ନୀରସ ଉତ୍ସବର ଦିନ। ଗତ ୮୪ ବର୍ଷ ଭିତରେ ଏମିତି କୌଣସି ଦିନ ନଥିବ ଯେଉଁ ଦିନ ଓଡିଶା ଦିବସକୁ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି […]
ସମୀକ୍ଷା ବ୍ୟୁରୋ ଏବେ ସାରା ଦେଶରେ କରୋନାର ପ୍ରକୋପ। ମୃତ୍ୟୁ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତି କୁ ନିୟନ୍ତ୍ରଣ କରିବାକୁ ଯାଇ ସରକାର ଦେଶ ବ୍ୟାପୀ ଲକ ଡାଉନ ବା ତାଲା ବନ୍ଦର ଘୋଷଣା କରିଛନ୍ତି। ସଙ୍ଗରୋଧ କୁ […]
କେଦାର ମିଶ୍ର ଯେତେବେଳେ ଦେଶରେ ଦୁର୍ବିପାକ ବା ବିପର୍ୟୟ ଆସେ, ସେତେବେଳେ ସବୁ ନାଗରିକ ଏକାଠି ହୋଇ କାମ କରିବାକୁ ବାଧ୍ୟ। ତେବେ ଏକାଠି ହୋଇ କାମ କରିବାର ଅର୍ଥ ଗଣମାଧ୍ୟମ ପାଇଁ ସବୁବେଳେ ଅଲଗା। ଆମେ ଯେ କୌଣସି ବିପର୍ୟୟ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। […]
ଭୁବନେଶ୍ବର, ଆଜି ବିଧାନସଭା ସବୁଦିନ ପାଇଁ ଓଡିଶା ରାଜନୀତିରେ ଏକ ଇତିହାସ ରଚିଲା। ଏହାର କାରଣ ହେଲା ଆଜିର ବୈଠକ ବିଧାନସଭାରେ ନୁହେଁ ବସିଥିଲା ବାହାରେ। ଭୁବନେଶ୍ବରସ୍ଥିତ ଲୋକସେବା ଭବନରେ ନିର୍ମାଣ ହୋଇଥିବା ନୂଆ ରାଜ୍ୟ କନଭେସନ ହଲରେ ବସିଥିଲା ଏହି […]
ସୌଜନ୍ୟ-ପି ଆଇ ବି କୋଭିଡ-୧୯ ମୁକାବିଲା ନେଇ ବିଭିନ୍ନ କ୍ଷେତ୍ରର ଅଂଶୀଦାରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ ଭୟାବହ କରୋନା ବ୍ୟାଧି ବିରୋଧରେ ଭାରତ ଯେଉଁ ଲଢେଇ ଲଢୁଛି ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରମୁଖ ଯୋଦ୍ଧା ଭାବେ ରଣାଙ୍ଗନରେ ସର୍ବାଗ୍ରେ […]
କେଦାର ମିଶ୍ର ଆମର ମଧ୍ୟବିତ୍ତମାନେ ଭାବନ୍ତି, ସେମାନେ ଇ ଦେଶ। ସେମାନେ ଆୟକର ଦେଇ ସରକାର ଚଳାଉଛନ୍ତି, ତେଣୁ ସରକାର ସେମାନଙ୍କର ବଶଂବଦ। ସରକାର ସେମାନଙ୍କୁ ଯେତିକି ଚାବୁକ ମାରେ ସରକାରକୁ ସେମାନେ ସେତେ ବେଶୀ ଭଲ ପାଆନ୍ତି। ଇଂରାଜୀରେ ଏହାକୁ […]
ୱାସିଂଟନ୍, ଏଣିକି କରୋନା ଭାଇରସକୁ ଭୟ କରିବାର କିଛି ନାହିଁ, ଖୁବ ଶିଘ୍ର ବଜାରକୁ ଆସିବ କୋଭିଡ-19 ନିରାକଣ ଔଷଧ। ଏହା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ରବିବାର ରାତିରେ ଟ୍ରମ୍ପ ହ୍ବାଇଟ ହାଉସରେ ସମ୍ବୋଧିତ କରି ଏହି ତଥ୍ୟ […]
ଭୁବନେଶ୍ୱର : ମହାମାରୀ କରୋନାର ମୁକାବିଲା କରିବା ପାଇଁ ଦେଶର ପ୍ରଥମ ଓ ସର୍ବବୃହତ କୋଭିଡ 19 ହସ୍ପିଟାଲ ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ସମ ହସ୍ପିଟାଲ ପକ୍ଷରୁ ସ୍ଥାପନ କରାଯାଉଛି। ଏ ନେଇ ରବିବାର ଏହି ନୂତନ […]
ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମନ୍ କି ବାତ୍ ରେ ସାରା ଦେଶରେ ଥିବା ଲକଡାଉନ ସଂପର୍କରେ ଉଲ୍ଲେଖ କରିଛନ୍ତି। ଏଥିପାଇଁ ଦେଶବାସୀ ମୋତେ କ୍ଷମା କରନ୍ତୁ ବୋଲି ମୋଦୀ କହିଛନ୍ତି। ଆଜିର ମନ୍ କି ବାତରେ ମୋଦୀ […]
ଭୁବନେଶ୍ୱର: କୋଭିଡ୍-୧୯ ପରିପ୍ରେକ୍ଷୀରେ ସାରା ଦେଶରେ ହୋଇଥିବା ତାଲାବନ୍ଦ ଯୋଗୁଁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଶାର ଶ୍ରମଜୀବୀ, ଛାତ୍ର, ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କ ସହାୟତା ନିମନ୍ତେ ଓଡ଼ିଶା ସରକାର ସ୍ୱତନ୍ତ୍ର ପ୍ରଶାସନିକ ବ୍ୟବସ୍ଥା କରିଛନ୍ତି। ଇତି ମଧ୍ୟରେ ରାଜ୍ୟ […]
କେଦାର ମିଶ୍ର କରୋନା ଆଜି ପୃଥିବୀର ପ୍ରତ୍ୟେକ ଘର ଆଗରେ “କୋକୁଆ” ଭଳି ଠିଆ ହୋଇଛି। “କୋକୁଆ” ଶବ୍ଦଟି ବିଷୟରେ ଆମର ପୃଥିବୀ ବିଲକୁଲ ଅବଗତ ନୁହେଁ, କାରଣ ଏ ଶବ୍ଦ ଓ ଚରିତ୍ର ତିଆରି କରିଥିଲେ ଓଡିଆ କବିତାର ପ୍ରଥମ […]