ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକଡାଉନ ଜାରି ହୋଇଛି । ଏହା ଦ୍ବାରା କୃଷି ଓ ଆନୁସଙ୍ଗିକ ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା କରି କୃଷି ଉପରୁ କଟକଣା ହଟାଇଛନ୍ତି ସରକାର । ଏହା ଦ୍ବାରା […]
ମୁମ୍ବାଇ : କରୋନା ସଙ୍କଟ ସମୟରେ ଏହାର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ ଶନିବାର ସ୍ବତନ୍ତ୍ର କେୟାର ଫଣ୍ଡ ଗଠନ କରାଯାଇଥିଲା। ଏହାପରେ ବଲିଉଡ୍ ଅଭିନେତା 25 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ଅକ୍ଷୟ ପୂର୍ବରୁ […]
ସୁମନ ଦାଶ ଜୀବନ ରେ ଯେଉଁ କେତୋଟି ହାତଗଣତି ସୁଖ ହାତ ପାହାନ୍ତା ରେ ଥାଏ,ଯାହା ସିଧା ସଳଖ ମଗଜ ପଟେ ପଶି ହୃଦୟକୁ ଦ୍ରଵିଭୂତ କରି ପାରେ,ସିଧା ପାର୍ଥିବ ପୃଥିବୀ ରୁ ନେଇ କେଉଁ ଏକ ଅପାର୍ଥିବ ଜଗତ ରେ […]
କେଦାର ମିଶ୍ର ଯେତେବେଳେ ଏକ ବଡ ସଙ୍କଟ ଆସେ ସେତେବେଳେ ତାକୁ ଘେରି ଅନେକ ରକମର ସମସ୍ୟା ମଧ୍ୟ ତିଆରି ହୁଏ। ଏବେ କରୋନା ଭୂତାଣୁର ଭୟ ସାରା ପୃଥିବୀକୁ ସନ୍ତ୍ରସ୍ତ କରି ରଖିଛି। ପୃଥିବୀର ବହୁ ବିତ୍ତଶାଳୀ ଓ ପ୍ରଭାବଶାଳୀ […]
କେଦାର ମିଶ୍ର ମୋ ବିଷୟରେ ନ ଲେଖିଲେ, ଆପଣଙ୍କୁ ଗୁଳି କରିଦେବି- ଧଉଳି ମହୋତ୍ସବ ମଞ୍ଚରୁ ଗୁରୁ ଗଙ୍ଗାଧର ପ୍ରଧାନ ସମ୍ମାନ ଗ୍ରହଣ କରି ଫେରିବା ବେଳେ ମୋ କାନରେ ଏତକ କହି ସେ ଚାଲି ଯାଇଥିଲେ। ସେ ଏମିତି ହିଁ। […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 22ଶହ କୋଟିର ପ୍ୟାକେଜ୍ର ଘୋଷଣା କରିଛନ୍ତି । ଗରିବ, ଖଟିଖିଆ, ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏହି ପ୍ୟାକେଜ୍ ଘୋଷଣା କରିଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ଆସୁଥିବା 94 […]
କେଦାର ମିଶ୍ର ଆଗରୁ ସବୁ କଥାରେ ଓଡିଶାର ଗରିବୀକୁ ନେଇ ଚର୍ଚ୍ଚା କରୁଥିବା ଆମର ଜାତୀୟ ଗଣମାଧ୍ୟମ ପ୍ରାକୃତିକ ବିପର୍ୟୟ ତଥା କରୋନା ଭଳି ବିଶ୍ଵର ଏକ ଭୟଙ୍କର ସଙ୍କଟକୁ ମୁକାବିଲା କରିବାରେ ଓଡିଶାର ଦକ୍ଷତାକୁ ଦେଖିବା ଉଚିତ। କରୋନା ମୁକାବିଲା […]
ଭୁବନେଶ୍ୱର : ଓଡ଼ିଶାରେ ସ୍ଥାପନ ହେବ ଭାରତର ସବୁଠୁ ବଡ଼ କରୋନା ହସ୍ପିଟାଲ୍। ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଗୁରୁବାର ରାଜ୍ୟ ସରକାର ଏହି ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ରେ ସାମିଲ ହୋଇଛି ସମ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି […]
ନୂଆଦିଲ୍ଲୀ : କରୋନା ଭାଇରସ୍ ସହ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର 21 ଦିନ ପାଇଁ ଲକ୍ ଡାଉନ୍ର ଘୋଷଣା କରିଛନ୍ତି। ଏହି ଲକ୍ ଡାଉନ ବିଶେ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି ଗରିବ, ଖଟିଖିଆ । ତେବେ ଆଜି ଅର୍ଥମନ୍ତ୍ରୀ […]
କେଦାର ମିଶ୍ର ଆମେରିକା ସରକାର ତାଙ୍କ ଦେଶରେ କରୋନା ଆକ୍ରମଣକୁ ମୁକାବିଲା କରିବାକୁ ୨ ଲକ୍ଷ କୋଟି ଟଙ୍କାର ଏକ ବିଶାଳ ପ୍ୟାକେଜ ଘୋଷଣା କରିଛନ୍ତି। ଲକ ଡାଉନ ସମୟରେ ଯେଉଁ ଆମେରେକୀୟ ନାଗରିକମାନେ କାମ ପାଇବେ ନାହିଁ, ସେମାନଙ୍କ ବ୍ୟାଙ୍କ […]
ନୂଆଦିଲ୍ଲୀ: ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତକଥା। ବର୍ତ୍ତମାନ ସାରା ପୃଥିବୀରେ କରୋନା ଭାଇରସକୁ ନେଇ ଏକ ଆତଙ୍କର ବାତାବରଣ ସୃଷ୍ଟି ହେବାରେ ଲାଗିଛି। ଲୋକମାନେ ଏକ ଭୟଭୀତ ଅବସ୍ଥାରେ କାଳାତିପାତ କରୁଛନ୍ତି। କାଳେ ଏହି ଭାଇରସ ପଶିଯିବ ଆଉ ମୋତେ ମାରିଦେବ, […]
କେଦାର ମିଶ୍ର ପୂରା ଦେଶ ଆଜି ଯେତେବେଳେ ନିଜକୁ ଗୃହବନ୍ଦୀ କରି ରଖିଛି ଓ ନିଜର ଆର୍ଥିକ ଭବିଷ୍ୟତକୁ ନେଇ ଆଶଙ୍କାରେ ଠିଆ ହୋଇଛି, ସେତେବେଳେ ଜାତୀୟ ରାଜନୀତିର ଚେହେରା କେମିତି ହେବା ଉଚିତ? ଏହା ପ୍ରଶ୍ନ ନୁହେଁ, ଏହା ଗୋଟେ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟରାତ୍ରରୁ ସମଗ୍ର ଦେଶରେ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରିବା ପରେ ଏହାକୁ ନେଇ ଦେଶବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ମୋଦିଙ୍କ ସମ୍ବୋଧନ ପରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଲକ୍ଡାଉନ୍ର ନିୟମାବଳୀ ସମ୍ପର୍କିତ ଏକ […]
ନୂଆଦିଲ୍ଲୀ: କରୋନା ଭାଇରସ୍ ପ୍ରଭାବକୁ ନେଇ ଏକ ସପ୍ତାହ ମଧ୍ୟରେ କ୍ରମାଗତ ଦ୍ବିତୀୟ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ମଧ୍ୟରାତ୍ରରୁ ଦେଶରେ ଲକ୍ଡାଉନ୍ ଜାରି କରିବା ପାଇଁ ମୋଦି ଘୋଷଣା କରିଛନ୍ତି। ୨୧ ଦିନ […]
* ବିଭିନ୍ନ କ୍ଷେତ୍ରରେ ବୈଧାନିକ ଓ ନିୟାମକ ଅନୁପାଳନ କ୍ଷେତ୍ରରେ ମିଳିବ ରିହାତି * ଆଧାର-ପ୍ୟାନ ସଂଯୋଗ ତାରିଖ ୩୦ ଜୁନ, ୨୦୨୦ ପର୍ଯ୍ୟନ୍ତ ଘୁଂଚିଲା * ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ଘୁଂଚିଲା * ଟିକସ ପଇଠ […]
ଭୁବନେଶ୍ବର, ବର୍ତ୍ତମାନ ଓଡିଶାରେ ଆଉ ନୂଆ ରୋଗୀ ଏ ପର୍ଯ୍ୟନ୍ତ ସୃଷ୍ଟି ହୋଇ ନାହିଁନ୍ତି। ପୂର୍ବରୁ ଯେଉଁ ଦୁଇଜଣ ଥିଲେ ତାହା ହିଁ ରହିଛି। ଆଜି ଦିନ 12ଟା ସୁଦ୍ଧା 190ଟି ସାମ୍ପୁଲ କୋଭିଡ19 ଟେଷ୍ଟ ପାଇଁ ପଠାଯାଇଥିଲା। ସେସବୁର ପରୀକ୍ଷା […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ମୋ ଜୀବନ କାର୍ଯ୍ୟକ୍ରମ’ର ଆରମ୍ଭ କରିଛନ୍ତି। ଘରୁ ବାହାରକୁ ନ ବାହାରିବାକୁ ବ୍ୟକ୍ତିଗତ ଶପଥ ନେବାକୁ କହିଛନ୍ତି ନବୀନ। ଜରୁରୀ […]
କେଦାର ମିଶ୍ର କିଛି ଦିନ ତଳେ ଅର୍ଥନୀତି ସମ୍ପର୍କରେ ଆଲୋଚନା ବେଳେ ଆମେ କହୁଥିଲୁ, ଭାରତ ଏକ ଭୟଙ୍କର ଅର୍ଥନୈତିକ ମାନ୍ଦାବସ୍ଥା ଦେଇ ଗତି କରୁଛି। ଭାରତ ସରକାର କହୁଥିଲେ, ଆମ ଅର୍ଥନୀତିର ମୌଳିକ ଢାଞ୍ଚା ଠିକ ରହିଛି, ତେଣୁ ସାମୟିକ […]
ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ (ଆରଆଇଏଲ୍) ପକ୍ଷରୁ କୋଭିଡ୧୯ ବିରୁଦ୍ଧରେ ଭାରତର ସାମଗ୍ରିକ ସଂଗ୍ରାମରେ ସହଯୋଗ ସ୍ୱରୂପ ଅନେକ ପଦକ୍ଷେପର ଘୋଷଣା କରାଯାଇଛି । ରାଷ୍ଟ୍ର ସେବାରେ ଅବିରତ ୨୪ ଘଣ୍ଟା ନିଜ ଦାୟିତ୍ୱ ନିର୍ବାହ କରିବାକୁ ସଂକଳ୍ପ ନେଇ ରିଲାଏନ୍ସ […]
ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘କୋଭିଡ-୧୯’ ସଂକ୍ରମଣ କାରଣରୁ ଉତ୍ପନ୍ନ ହୋଇଥିବା ଜଟିଳ ସମସ୍ୟା ଉପରେ ଭିଡିଓ କନଫରେନ୍ସ ମାଧ୍ୟମରେ ଇଲକଟ୍ରୋନିକ୍ ଗଣମାଧ୍ୟମର ପ୍ରମୁଖ ଅଂଶୀଦାରମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମ ଦିନରୁ ଏହି ମହାମାରୀର ଗମ୍ଭୀର […]