କେଦାର ମିଶ୍ର ନିର୍ବାଚନ ଆଉ ଗଣିତ କି ଜ୍ୟୋତିଷ ହୋଇ ରହି ନାହିଁ, ଏବେ ନିର୍ବାଚନ ଏକ ପ୍ରକାର ପୂର୍ବ ନିର୍ଦ୍ଧାରିତ ଫର୍ମୁଲା। ନିର୍ବାଚନ ଲଢିବାକୁ କୌଣସି ପ୍ରସଙ୍ଗ ବା ଇସ୍ତାହାର ନୁହଁ, ବରଂ କିଛି ବିବାଦ ଦରକାର। ଯେମିତି କି, […]
ସମୀକ୍ଷା ବ୍ୟୁରୋ ଚଣ୍ଡୀଗଡ଼ର ଏକ ମାଟ୍ରିମୋନିଆଲ୍ ସର୍ଭିସ୍ ପ୍ରୋଭାଇଡ ୬୨ ହଜାର ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିବେ । ଚଣ୍ଡୀଗଡ଼ର ଏକ ମାଟ୍ରିମୋନିଆଲ୍ ସର୍ଭସ୍ ପ୍ରୋଭାଇଡରଙ୍କୁ ଉପଯୁକ୍ତ ବର ନ ଖୋଜିବା ପାଇଁ ଦଣ୍ଡିତ ହେବାକୁ ପଡିଛି । ଚଣ୍ଡୀଗଡ଼ର […]
ରଙ୍ଗାଚରଣ ପ୍ରଧାନ ଓଡିଶା କ’ଣ ସତରେ ଭାରତଠାରୁ ଅଲଗା ହୋଇ ନିଜର ସ୍ବାଧୀନତା ଘୋଷଣା କରିସାରିଛି ? ଓଡିଶାର ଗଣମାଧ୍ୟମର ବ୍ୟବହାରକୁ ଯିଏ ଲକ୍ଷ୍ୟ କରୁଥିବ ତାକୁ ତ ତାହା ହିଁ ମନେହେବା ଉଚିତ୍ । ଏ ପ୍ରଶ୍ନ ହୁଏତ ଅନେକଙ୍କୁ […]
ବିଶ୍ବର ପ୍ରଥମ ଅଣ୍ଡର ଡିସ୍ପ୍ଲେ କ୍ୟାମେରା ଫୋନ୍ ବଜାରକୁ ଆସିବାକୁ ଯାଉଛି । ମୋବାଇଲ୍ରେ ଦିନକୁ ଦିନ ନୂତନ ପ୍ରଯୁକ୍ତି କୌଶଳର ବିକଶିତ ହେବାରେ ଲାଗିଛି । ପୂର୍ବରୁ କେବଳ କଥା ହେବା ପାଇଁ ବ୍ୟବହାର କରାଯାଉଥିବା ବେଳେ ଦିନକୁ ଦିନ […]
ସମୀକ୍ଷା ବ୍ୟୁରୋ ବାୟୁ ପ୍ରଦୂଷଣ ଦ୍ଵାରା କେବଳ ଦିଲ୍ଲୀ ଏନସିଆର ଅଞ୍ଚଳର ବାୟୁମଣ୍ଡଳ ନୁହେଁ ବରଂ ସାରା ଦେଶର ଲୋକଙ୍କ ଉପରେ ଏହାର ପ୍ରଭାବ ପଡୁଛି। ଏହା କେବଳ ଯେ ମହିଳା, ବୟସ୍କ ବ୍ୟକ୍ତି ଏବଂ ଜନ୍ମିତ ଶିଶୁ ଉପରେ ପ୍ରଭାବ […]
କେଦାର ମିଶ୍ର “ମୁଁ ଆପଣଙ୍କ ପାଖକୁ ଆସିଛି, ଆପଣ ମାନେ ଖୁସି ତ! ମୋତେ ଆପଣମାନେ ଆଶୀର୍ବାଦ କରନ୍ତୁ। ଆମ ପ୍ରାର୍ଥୀଙ୍କୁ ବହୁତ ଅଧିକ ଭୋଟ ଦେଇ ଜିତାନ୍ତୁ।” ବାସ ଏତିକି ମାତ୍ର। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିଜେପୁର […]
କେଦାର ମିଶ୍ର ଭାରତର ଆକାଶବାଣୀ ଓ ଦୂରଦର୍ଶନ ଗଢିବାରେ ଯେଉଁ କେତେଜଣ ମହାନ ଲୋକଙ୍କ ଅବଦାନ ରହିଛି ସେମାନଙ୍କ ଭିତରୁ ଗୋଟେ ଚର୍ଚ୍ଚିତ ନାଁ ହେଉଛି ପି.ଭି.କୃଷ୍ଣମୂର୍ତ୍ତି। ଦୂରଦର୍ଶନର ପ୍ରଥମ ମହା ନିର୍ଦ୍ଦେଶକ, ଆକାଶବାଣୀରେ ଶିକ୍ଷା ଓ ବିଜ୍ଞାନ କାର୍ୟକ୍ରମର ସଂସ୍ଥାପକ, […]
ସମୀକ୍ଷା ବ୍ୟୁରୋ ସମସ୍ତ ଦେଶରେ ସରକାର ବ୍ୟକ୍ତିଙ୍କ ଆୟର ହିସାବ ଅନୁସାରେ ଟ୍ୟାକ୍ସ ଆଦାୟ କରିଥା’ନ୍ତି। ଏହି ଟିକସ ପଇସାକୁ ଜନତାଙ୍କ ସେବାରେ ବିନିଯୋଗ କରାଯାଇଥାଏ। ଏହି ଟ୍ୟାକ୍ସ ବା କର ଦେଶର ବିକାଶରେ ଲାଗିଥାଏ। ତେବେ ଜାଣିଛନ୍ତି, ଯଦି ଆମକୁ […]
କେଦାର ମିଶ୍ର ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେବା ପରେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ବିଜେପିର ଓଡିଶା ପ୍ରଭାରୀ ଅରୁଣ ସିଂ କହିଛନ୍ତି ଯେ, ଏହାର କୌଣସି ପ୍ରଭାବ ବିଜେପି ଉପରେ ପଡିବ ନାହିଁ। ସେକଥା ଅକ୍ଷରେ […]
ସମୀକ୍ଷା ବ୍ୟୁରୋ ପଶୁ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ବିଭାଗ ପକ୍ଷରୁ ଆଜି ବିଂଶତମ ପଶୁ ସମ୍ପଦ ଗଣନା ଫଳାଫଳ ପ୍ରକାଶ ପାଇଛି। ଏହି ଗଣନାରେ କେତେକ ପଶୁ ସମ୍ପଦ ହାରାହାରୀ ସଂଖ୍ୟା ସହିତ ପୂର୍ବ ଗଣନା ସହିତ ତୁଳନାତ୍ମକ ତଥ୍ୟ […]
ସମୀକ୍ଷା ବ୍ୟୁରୋ ବଲିଉଡର ଡ୍ରିମ୍ଗାର୍ଲ ତଥା ଅଭିନେତ୍ରୀ ହେମାମାଳିନୀ ଆଜି ୭୧ ବର୍ଷ ବୟସରେ ପାଦ ଦେଇଛନ୍ତି । ହେମାମାଳିନୀ କେବଳ ଭାରତୀୟ ସିନେମାରେ ନୁହେଁ, ରାଜନୀତିରେ ମଧ୍ୟ ନିଜର ଏକ ସ୍ବତନ୍ତ୍ର ସ୍ଥାନ ରଖିଛନ୍ତି । ନିଜର ସୌନ୍ଦର୍ଯ୍ୟ ତଥା […]
ସମୀକ୍ଷା ବ୍ୟୁରୋ କର୍ମଜୀବୀଙ୍କ ଜୀବନରୁ ଚିନ୍ତା କେବେ କମ୍ ହୁଏ ନାହିଁ। ଆମ ଜୀବନ ଉପରେ ଆମ କାର୍ଯ୍ୟ କ୍ଷେତ୍ରରେ ପ୍ରଭାବ ଅଧିକ ପଡିଥାଏ। ଆମେ ଚିନ୍ତା ତଥା ଅବସାଦରୁ ମୁକ୍ତ ରହିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ମେଡ଼ିସିନ୍ରେ ବ୍ୟବହାର […]
ସମୀକ୍ଷା ବ୍ୟୁରୋ ବିଶ୍ବ ଖାଦ୍ୟ ଦିବସରେ ପ୍ରକାଶ ପାଇଛି ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସ । ଏହି ମାନକ ଅନୁଯାୟୀ ଭାରତ ଏହି ତାଲିକାରେ ପାକିସ୍ତାନ ଠାରୁ ମଧ୍ୟ ପଛରେ ରହିଛି । ଏପରିକି ଭାରତ ଦକ୍ଷିଣ ଏସୀୟ ରାଷ୍ଟ୍ର ମାନଙ୍କ ମଧ୍ୟରେ […]
ସମୀକ୍ଷା ବ୍ୟୁରୋ ୧୯୯୭, ଏପ୍ରିଲ ମାସରେ ବିଜୁ ବାବୁଙ୍କ ଦେହାନ୍ତ ପରେ ଓଡିଶା ରାଜନୀତିର ଦିଗ ଯେ ସଂପୂର୍ଣ୍ଣ ପରିବର୍ତ୍ତିତ ହୋଇଯିବ ଏକଥା କେହି କେବେ କଳ୍ପନା କରିନଥିଲେ। କାରଣ ମୃତ୍ୟୁ ବେଳକୁ ବିଜୁ ବାବୁ କ୍ଷମତାରେ ନଥିଲେ ଓ ଓଡିଶା […]
ସମୀକ୍ଷା ବ୍ୟୁରୋ ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାରେ ଏବେ ନୂଆ ମୋଡ଼ ଆସିଛି। ଏହି ବିବାଦୀୟ ଜମି ମାମଲାର ଅନ୍ତିମ ଶୁଣାଣି ଆଜି କରିବା ପାଇଁ ସୁପ୍ରିମ୍କୋର୍ଟ ନିଷ୍ପତ୍ତି ନେଇଛନ୍ତି। ଲଗାତାର ୩୯ଦିନର ଶୁଣାଣି ପରେ ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା […]
କେଦାର ମିଶ୍ର ଓଡିଶା ଗଣମାଧ୍ୟମରେ ଅନ୍ତତଃ ଏ ପ୍ରକାର ଭୟଙ୍କର ରୋଗ ଏଯାଏ ଗ୍ରାସି ନଥିଲା। ଜାତୀୟ ଗଣମାଧ୍ୟମରେ ପାଖଣ୍ଡି ବାବା ଓ ମାତାମାନଙ୍କର ପ୍ରବଳ ପ୍ରଭାବ ରହିଥିବା ବେଳେ, ଓଡିଶାରେ କେବଳ ପ୍ରବଚନ ଓ ଧର୍ମ ମାମଲାରେ ଏମାନେ ସୀମିତ […]
କେଦାର ମିଶ୍ର ଗତକାଲି ଯେତେବେଳେ ରୟାଲ ସୁଇସ ଏକାଡେମୀ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କଲେ, ତାହା ଅନେକାଂଶରେ ଭାରତ ପାଇଁ ଏକ ପ୍ରକାର ଚକିତ କରିଦେଲା ଭଳି ଖବର ଥିଲା। ଯଦିଓ ଅଭିଜିତ ବାନାର୍ଜୀ, ଜଗଦୀଶ […]
ସମୀକ୍ଷା ବ୍ୟୁରୋ ଭାରତ ଇତିହାସରେ ଅକ୍ଟୋବର ୧୫ ଏକ ଗୁରୁତ୍ବପୂର୍ଣ୍ଣ ଦିବସ । ଆଜିର ଦିନରେ ଭାରତର ମିସାଇଲ୍ ମ୍ୟାନ୍ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ୍ କଲାମ୍ ଜନ୍ମ ହୋଇଥିଲେ । ମିଶାଇଲ ମ୍ୟାନ୍ ନାଁରେ ପ୍ରସିଦ୍ଧ ଡା. […]
କେଦାର ମିଶ୍ର ମାନ୍ୟବର ସୁପ୍ରିମ କୋର୍ଟଙ୍କୁ ଧନ୍ୟବାଦ! ପରିଶେଷରେ ଭାରତୀୟ କ୍ରିକେଟ ବୋର୍ଡ ବିଜେପିର ପାରିବାରିକ ସମ୍ପତ୍ତି ପାଲଟିଗଲା। ଭାରତର ମାନ୍ୟବର ସୁପ୍ରିମ କୋର୍ଟ ଏକଦା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ ରାଜନୈତିକ ଲୋକଙ୍କଠାରୁ ମୁକ୍ତ କରିବା ପାଇଁ ଓ କ୍ରିକେଟ […]
ସମୀକ୍ଷାବ୍ୟୁରୋ ଆଜିଠୁ ଆରମ୍ଭ ହୋଇଯାଇଛି ହବିଷ୍ୟାଳୀ କାର୍ତ୍ତିକ ବ୍ରତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ହବିଷ୍ୟାଳୀ କାର୍ତ୍ତିକ ବ୍ରତର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ହବିଷ୍ୟାଳୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ରାଜ୍ୟ ଲୋକସେବା […]
ସମୀକ୍ଷା ବ୍ୟୁରୋ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଏବଂ ମୁଖ୍ୟମନ୍ତ୍ରୀ ଦପ୍ତରର ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀମାନେ ବିଭିନ୍ନ ଜିଲ୍ଲା ହସପିଟାଲ ଅନୁଧ୍ୟାନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ଏହି ଦଳ […]