ସମୀକ୍ଷା ବ୍ୟୁରୋ ନିକଟରେ ଭାରତ ସରକାର ସଡକ ନିରାପତ୍ତା ତଥା ଦୁର୍ଘଟଣା ରୋକିବା ଦିଗରେ ନୂଆ ମୋଟର ଯାନ ଆଇନର ପ୍ରଚଳନ କରିଥିବାବେଳେ ଏବେ ପ୍ଲାଷ୍ଟିକ୍ ବ୍ୟବହାରକୁ ନେଇ ଏକ ନୂଆ ନିୟମ ପ୍ରଚଳନ କରିବାକୁ ଯାଉଛନ୍ତି। ସରକାର ସିଙ୍ଗଲ ୟୁଜ୍ ପ୍ଲାଷ୍ଟି୍କ୍ […]
କେଦାର ମିଶ୍ର ଯେତେବେଳେ ପୁରୀ ମନ୍ଦିରର ମେଘନାଦ ପାଚେରି ଠାରୁ ୭୫ ମିଟର ଭିତରେ ରହିଥିବା ମଠ ଓ ଘର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେତେବେଳେ ଏହା ଐତିହ୍ୟର ସୁରକ୍ଷା ଦୃଷ୍ଟିରୁ ଅନାବଶ୍ୟକ ବୋଲି ଆମେ କହିଥିଲୁ। ମନ୍ଦିର ସହିତ […]
ସମୀକ୍ଷା ବ୍ୟୁରୋ ଉତ୍ତମ ବଧୂ ହେବାକୁ ଚାହୁଁଛନ୍ତି ? ତେବେ ନିଅନ୍ତୁ ପ୍ରଶିକ୍ଷଣ । ମାତ୍ର ମାସିକ ୫,୦୦୦ ଟଙ୍କାରେ ଫି ଦେଇ ଆପଣ ହୋଇପାରିବେ ଉତ୍ତମ ବଧୂ ବା ପତ୍ନୀ । ଆଜ୍ଞା ହଁ, ହାଇଦ୍ରାବାଦଠାରେ ଏପରି ଏକ ଶିକ୍ଷାନୁଷ୍ଠାନ […]
ସମୀକ୍ଷା ବ୍ୟୁରୋ ହାଡିବନ୍ଧୁ କହଁର, କନ୍ଧମାଳରୁ ରାଜଧାନୀକୁ ଆସିଥିଲେ ଜୀବନ ଓ ଜୀବିକାର ତଲାସରେ। ଅଟୋ ରିକ୍ସା ଚଲାଇ ଜୀବିକା ନିର୍ବାହ କରୁଥିବା ହାଡିବନ୍ଧୁ ହୁଏତ ଜାଣିନଥିଲେ, ସେଇ ଅଟୋ ରିକ୍ସା ହିଁ ଦିନେ ତାଙ୍କର ସବୁକିଛି ଉଜାଡି ଦେବ। ନୂଆ […]
ପଞ୍ଚାନନ ଦଳାଇ ଭାଇ ନମସ୍କାର। କେମିତି ଅଛନ୍ତି, ଆପଣମାନେ ପେପରରେ ଗୋଟିଏ ବଢିଆ ଖବରଟିଏ ଦେଇଥିଲେ। ହେଲେ ସେଇଟା ପ୍ରଥମ ପୃଷ୍ଠାରେ ବଡବଡ ଅକ୍ଷରରେ ଛାପିବାର ଥିଲା। ଏମିତି ବଡ ପାଟିରେ କହି କହି ଆମ ପାଖକୁ ଆସିଲେ ବିଜେପିର ଜଣେ […]
କେଦାର ମିଶ୍ର ସେପ୍ଟେମ୍ବର ୧ ତାରିଖରୁ ସାରା ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଛି। ଏହି ଆଇନର ସବୁଠୁ ବଡ ଉଦ୍ଦେଶ୍ୟ ହେଉଛି ଭାରତର ରାସ୍ତାରେ ଗାଡି ଚଲାଉଥିବା ସାଧାରଣ ଜନତାର ପକେଟ ରୁ ଟଙ୍କା ଆଦାୟ କରିବାର […]
ସମୀକ୍ଷା ବ୍ୟୁରୋ ୧୯ ବର୍ଷର ନିରଙ୍କୁଶ ଶାସନ ପରେ ମଧ୍ୟ ନବୀନ ପଟ୍ଟନାୟକ ଯେ ପଞ୍ଚମ ପାଳିରେ ଏତେ ବଡ ଜନ ସମର୍ଥନ ପାଇବେ, ଏକଥା ତାଙ୍କ ସମର୍ଥକ ମଧ୍ୟ କଳ୍ପନା କରି ପାରୁନଥିଲେ। ପୁଲବାମା ଓ ବାଲାକୋଟ ଘଟଣା ପରେ […]
କେଦାର ମିଶ୍ର ଭାଦ୍ରବ ମାସ ଆରମ୍ଭରୁ ପଶ୍ଚିମ ଓଡିଶାର ଘରେ ଘରେ ଆରମ୍ଭ ହୋଇ ଯାଏ ପ୍ରସ୍ତୁତି । ଲୋକେ ଘର ଲିପା ପୋଛା ଆରମ୍ଭ କରନ୍ତି। ନୁଆ ଓ ଚକ୍ ଚକ୍ ଦିଶେ ଘର ଦୁଆର। ହାଟରୁ କିଣା ହୋଇ […]
ସମୀକ୍ଷା ବ୍ୟୁରୋ ପୂର୍ବରୁ ଜନ୍ମାଷ୍ଠମୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ପାଇଁ 5ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ବର୍ତ୍ତମାନ ଗଣେଷ ପୂଜାରେ ପୁରୀ ପାଇଁ ପୁଣି ଥରେ ବଡ ପ୍ୟାକେଜ ଘୋଷଣା କରିଛନ୍ତି ନବୀନ। ଶ୍ରୀମନ୍ଦିରର ସୁରକ୍ଷାକୁ ସର୍ବାଧିକ […]
ରଙ୍ଗାଚରଣ ପ୍ରଧାନ ତାହା ଥିଲା ୨୦୧୩ ମସିହା ଫେବୄଆରୀ ମାସର ଏକ ଅପରାହ୍ଣ । ପ୍ରାୟ ୨୦୦୦ ଛାତ୍ରଛାତ୍ରୀ ଦିଲ୍ଲୀର ପ୍ରତିଷ୍ଠିତ ଶ୍ରୀରାମ କଲେଜ୍ ଅଫ୍ କମର୍ସର ସଭାକକ୍ଷରେ ଦୀର୍ଘ ୭୫ ମିନିଟ୍ ଧରି ମୋଦୀଙ୍କ ଭାଷଣ ମନ୍ତ୍ରମୁଗ୍ଧ ହୋଇ ଶୁଣୁଥିଲେ […]
କେଦାର ମିଶ୍ର ଗତ ସପ୍ତାହରେ ଫ୍ରାନ୍ସ ରେ ପ୍ରବାସୀ ଭାରତୀୟମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସରକାରକୁ ସଂପୂର୍ଣ୍ଣ ଦୁର୍ନୀତିମୁକ୍ତ ବୋଲି ପ୍ରମାଣପତ୍ର ଦେଉଥିବା ବେଳେ ବିଜେପି ଶାସିତ ରାଜ୍ୟ ଝାଡଖଣ୍ଡର ଏକ ଚମତ୍କାର ଖବର ପ୍ରକାଶ ପାଇଥିଲା। […]
ସମୀକ୍ଷା ବ୍ୟୁରୋ ଦେଶରେ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଓଡିଶାରେ ମଧ୍ୟ ଦୁର୍ଘଟଣାରେ ଅନେକ ଧନଜୀବନ ହାନୀ ଘଟିଛି । ସଡକ ଦୁର୍ଘଟଣାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ସରକାର ନୂଆ ମୋଟର ଯାନ ଆଇନ ଆଣିଛନ୍ତି । ଏଣିକି […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବରରେ ନୂତନ ଭାବେ ନିର୍ମାଣ ହୋଇଥିବା ‘କୃଷି ଭବନ’ ଏକ ନୂଆ ବିଶ୍ବ ରେକର୍ଡ ସୃଷ୍ଟି କରିବାର ସମ୍ଭାବନା ସୃଷ୍ଟି ହୋଇଛି। କାରଣ ଏହି ଭବନ ବିଶ୍ବ ସ୍ଥାପତ୍ୟ ଉତ୍ସବରେ ପୁରସ୍କୃତ ହେବା ପାଇଁ ଚୁଡାନ୍ତ ତାଲିକାରେ ସାମିଲ […]
କେଦାର ମିଶ୍ର ଗତକାଲି ଆସାମରେ ପ୍ରବଳ ବର୍ଷା ସତ୍ତ୍ୱେ ଲୋକେ କମ୍ପ୍ୟୁଟର କେନ୍ଦ୍ର ଆଗରେ ଲମ୍ବା ଧାଡିରେ ଠିଆ ହୋଇଥିଲେ। ସେମାନଙ୍କ ଲାଗି ଗତ କାଲୀ ଥିଲା ଜୀବନ ଓ ମରଣର ନିର୍ଣ୍ଣାୟକ ଦିନ। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆସାମର […]
ସମୀକ୍ଷା ବ୍ୟୁରୋ ପୁରୀ ଶ୍ରୀମନ୍ଦିର କୁ ଘେରି ରହିଥିବା ମଠ ଉଚ୍ଛେଦ ପ୍ରକ୍ରିୟାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୁରୀ ଗୋବର୍ଦ୍ଧନପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଏହି ଉଚ୍ଛେଦ ପ୍ରକ୍ରିୟାକୁ ନେଇ ସେ ରାଜ୍ୟ ସରକାରଙ୍କ ଉପରେ ନିଜର ଅସନ୍ତୋଷ […]
ସମୀକ୍ଷା ବ୍ୟୁରୋ ଆଜି ପ୍ରସିଦ୍ଧ କବି, ଔପନ୍ୟାସିକା ତଥା ଲେଖିକା ଅମୃତା ପ୍ରୀତମଙ୍କ ୧୦୦ତମ ଜନ୍ମଦିବସ । ଅମୃତା ୧୯୧୯ ଅଗଷ୍ଟ ୩୧ ତାରିଖରେ ପଞ୍ଜାବ (ପାକିସ୍ତାନର) ଗୁଜରାଂବାଲା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ଅମୃତା ପ୍ରୀତମ୍ ସେହି ବିରଳ ସାହିତ୍ୟିକମାନଙ୍କ […]
କେଦାର ମିଶ୍ର ଦେଶର ଜିଡିପି ହାର ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ରେ ମାତ୍ର ୫% ରହିଛି, ତ କଣ ହୋଇଗଲା ସେଇଠୁ। ଦେଶର ରାଜନୀତି ଭଲ ଅଛି। ପ୍ରଧାନମନ୍ତ୍ରୀ ବଢିଆ ଭାଷଣ ଦେଉଛନ୍ତି। ପାକିସ୍ତାନକୁ ଆମେ ସବୁଠି ପାନେ […]
ସମୀକ୍ଷା ବ୍ୟୁରୋ ନାରୀ ଓ ପୁରୁଷ ଦୁହେଁ ଦୁହିଁଙ୍କ ପରିପୂରକ । ବୁଝାମଣା ଆଉ ପ୍ରେମ ହିଁ ସଫଳ ଦାମ୍ପତ୍ୟର ଚାବିକାଠି । ଏଥିରେ ଦୁହିଁଙ୍କର ସମଭାଗିତା ରହିଥାଏ । କିନ୍ତୁ ଆଜିକାଲି ଏସବୁଥିରେ ବ୍ୟତିକ୍ରମ ଦେଖାଯାଉଛି । ନିକଟରେ ଏକ […]
ସମୀକ୍ଷା ବ୍ୟୁରୋ ଭାରତୀୟ ଅର୍ଥନୀତିକୁ ଦୃଢତା ପ୍ରଦାନ କରିବା ପାଇଁ ତଥା ଭାରତୀୟ ଅର୍ଥନୀତିକୁ ୫ ଟ୍ରିଲିୟନ୍ ଅର୍ଥନୀତିରେ ପରିଣତ କରିବା ପାଇଁ ବିଭିନ୍ନ ନୂତନ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରେସ୍ ମିଟ୍ ସମୟରେ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କର […]
କେଦାର ମିଶ୍ର ଅଭିମାନ ଏକ ସୁନ୍ଦର ଓଡିଆ ଶବ୍ଦ। ଏହାର ପ୍ରତିଶବ୍ଦ ବା ପ୍ରତିଭାବ ଅନ୍ୟ ଭାଷାରେ ସହଜରେ ମିଳିବ ନାହିଁ। ବ୍ୟକ୍ତିଗତ ସମ୍ପର୍କରେ ବା ସାହିତ୍ୟିକ ବର୍ଣ୍ଣନାରେ ଅଭିମାନର ବିଶେଷ ଗୁରୁତ୍ଵ ରହିଛି। ହେଲେ ରାଜନୀତିର କୃର ବାସ୍ତବତା ଭିତରେ […]
ସମୀକ୍ଷା ବ୍ୟୁରୋ ବିଜେପିର ବରିଷ୍ଠ ନେତା ତଥା ପୂର୍ବତ୍ତନ ମନ୍ତ୍ରୀ ଦାମୋଦର ରାଉତ କହୁକହୁ କହିଦେଲେ ତାଙ୍କର ମନର କଥା। ମିଡିଆ ଆଗରେ ଦାମ ସ୍ପଷ୍ଟ ଭାବେ କହିଛନ୍ତି ଯେ, ବିଜେପିରେ ବର୍ତ୍ତମାନ ମୁଁ ଅଲୋଡା ହୋଇଯାଇଛି। ନିର୍ବାଚନ ପୂର୍ବରୁ ବିଜେପି […]