ରଙ୍ଗାଚରଣ ପ୍ରଧାନ ସରକାରଙ୍କ ପାଖରେ ଆଉ କୌଣସି ରାସ୍ତା ନ ଥିଲା । ସିଧା ସିଧା କହିବାକୁ ଗଲେ ସରକାରଙ୍କ ପାଖରେ ଟଙ୍କା ନାହି । ଗତବର୍ଷ କେନ୍ଦ୍ର ସରକାର ଯେତିକି ମୋଟ ଟିକସ ଆଦାୟ କରିବେ ବୋଲି ଲକ୍ଷ୍ୟ ଧାର୍ଯ୍ୟ […]
କେଦାର ମିଶ୍ର ନୂଆ ଭାରତରେ ସରକାରକୁ ବିରୋଧ କରିବାକୁ ପାକିସ୍ତାନ ସପକ୍ଷବାଦୀ ହେବା ବା ଦେଶଦ୍ରୋହୀ ହେବା ସହ ତୁଳନୀୟ ବୋଲି କହିବାର ଏକ ବିପଜ୍ଜନକ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ପରୋକ୍ଷରେ ପାକିସ୍ତାନକୁ ହିଁ ସୁହାଉଛି। ଗତକାଲି ପାକିସ୍ତାନ କଶ୍ମୀର […]
ରଙ୍ଗାଚରଣ ପ୍ରଧାନ ନିର୍ବାଚନ ପ୍ରଚାର ବେଳେ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କର ଫୋନ୍ ଆସେ । ସେସବୁକୁ କଥାବାର୍ତ୍ତା ନ କହି ଏକ ପାଖିଆ ବାର୍ତ୍ତା କୁହାଯାଇ ପାରିବ । ତେବେ ଗତ ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ […]
ସାଗରିକା କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ନାଟକୀୟ ଢଙ୍ଗରେ ଗିରଫ ହେଲା ପରେ ପୁଣି ଥରେ ବିରୋଧୀ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର କଂଗ୍ରେସ ବିରୋଧରେ ପ୍ରତିଶୋଧ ନେଉଛି କାରଣ ପି ଚିଦମ୍ବରମ ଗୃହମନ୍ତ୍ରୀ […]
କେଦାର ମିଶ୍ର ଅରୁଣ ଜେଟଲି ନିଶ୍ଚିତ ଭାବରେ ଜଣେ ସଫଳ ରାଜନେତା। କୌଣସି ଲୋକସଭା ନିର୍ବାଚନ ନ ଜିତି ସେ ଦେଶର ଅର୍ଥ, ପ୍ରତିରକ୍ଷା ଓ ଆଇନ ବିଭାଗ ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ। ଜଣେ ଦକ୍ଷ କର୍ପୋରେଟ […]
ସମୀକ୍ଷା ବ୍ୟୁରୋ ଓଡିଶୀ ନୃତ୍ୟର କିମ୍ବଦନ୍ତୀ ପୁରୁଷ ଗୁରୁ କେଳୁଚରଣ ମହାପାତ୍ରଙ୍କ ଦ୍ଵାରା ପ୍ରତିଷ୍ଠିତ ପ୍ରସିଦ୍ଧ ଓଡିଶୀ ନୃତ୍ୟ ଅନୁଷ୍ଠାନ “ସୃଜନ” ଆସନ୍ତା ସେପ୍ଟେମ୍ବର ୫ ରୁ ୧୧ ତାରିଖ ପର୍ଯ୍ୟନ୍ତ ସାତ ଦିନ ବ୍ୟାପୀ ଗୁରୁ କେଳୁଚରଣ ପୁରସ୍କାର ସମାରୋହର […]
କେଦାର ମିଶ୍ର କିଛିଦିନ ତଳେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ମୁଖ୍ୟ କୁମାର ପ୍ରଶାନ୍ତ ଓଡିଶାର ବିଭିନ୍ନ ସହରରେ “ଗାନ୍ଧୀ କଥା” କାର୍ୟକ୍ରମରେ ଯୋଗ ଦେଇ ବାପୁଙ୍କ ଜୀବନ ଓ ଦର୍ଶନ ବିଷୟରେ ଆଲୋଚନା କରିଥିଲେ। ନିଜ ଆଲୋଚନା ଭିତରେ କୁମାର ପ୍ରଶାନ୍ତ […]
ସମୀକ୍ଷା ବ୍ୟୁରୋ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ବିଡବ୍ଲ୍ୟୁଏଫ୍ ବ୍ୟାଡମିଣ୍ଟନ ଚାମ୍ପିୟନ୍ସିପ୍ ହାସଲ କରିଛନ୍ତି। ଜାପାନର ନୋଜୋମି ଓକୁହାରାଙ୍କୁ ସିଧାସଳଖ ସେଟ୍ରେ ପରାସ୍ତ କରି ସିନ୍ଧୁ ପ୍ରଥମ ଥର ବିଶ୍ବ ଚାମ୍ପିୟନ୍ସିପ୍ ହାସଲ କରିଛନ୍ତି। ଓକୁହାରାଙ୍କୁ ସିଧାସଳଖ ସେଟ୍ ୨୧-୭, […]
କେଦାର ମିଶ୍ର ଆମ ସରକାର ଓ ସରକାରୀ ପୋଷା ଗଣମାଧ୍ୟମ କହିଚାଲିଛନ୍ତି, କାଶ୍ମୀରରେ ସବୁକିଛି ସହଜ ଓ ସ୍ଵାଭାବିକ ଚାଲିଛି। ତେବେ ସେ ସ୍ଵାଭାବିକ ଅବସ୍ଥାଟି କଣ? ଗଣତନ୍ତ୍ରରେ ସ୍ଵାଭାବିକ ବ୍ୟବସ୍ଥା କହିଲେ ଆମେ ବୁଝୁ, ମୁକ୍ତ ଓ ଅବାଧ ବିଚରଣ, […]
ସମୀକ୍ଷା ବ୍ୟୁରୋ ସାଧାରଣତଃ ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ପ୍ରେମ ନ ରହିଲେ ଏହା ବିଚ୍ଛେଦର ରୂପ ନେଇଥାଏ। କିନ୍ତୁ ଅତ୍ୟଧିକ ପ୍ରେମ ବି ବିଚ୍ଛେଦର କାରଣ ପାଲଟିଯାଏ, ତାର ଏକ ପ୍ରମାଣ ଦେଖିବାକୁ ମିଳିଛି। ନିକଟରେ ଏପରି ଏକ ଅଜବ ତଲାକ୍ ବା […]
ଓଡ଼ିଶା ଜନଜୀବନରେ ଯାତ୍ରା ଏକ ସ୍ବତନ୍ତ୍ର ପରିଚୟ ରଖିଛି। ଯାତ୍ରାରେ ପ୍ରଦର୍ଶିତ ହେଉଥିବା କାହାଣୀଗୁଡ଼ିକ ଜନ ଜୀବନର କାହାଣୀ ଦ୍ବାରା ପ୍ରଭାବିତ ହୋଇଥାଏ। ଅଭିନୟର ଏକ ନିଆରା ମଞ୍ଚ ହେଉଛି ଯାତ୍ରା। ଯାତ୍ରାରେ କଳାକାରଙ୍କ ବାସ୍ତବ ତଥା ନିଖୁଣ ଅଭିନୟ ଦର୍ଶକଙ୍କ […]
ରଙ୍ଗାଚରଣ ପ୍ରଧାନ ହୋଇ ପାରନ୍ତି ଚିଦାମ୍ବରମ୍ ଜଣେ ବାଗ୍ନୀ ଅର୍ଥନୀତିଜ୍ଞ ଯିଏ ସରକାରଙ୍କ ଆର୍ଥିକ ନୀତିକୁ ସବିଶେଷ ତଥ୍ୟ ସହ ଅତି ପ୍ରାଞ୍ଜଳ ଭାବେ ସମାଲୋଚନା କରୁଥିଲେ । କିନ୍ତୁ ଦୁର୍ନୀତି ବିଷୟରେ କାହାକୁ ଛାଡ ମିଳିବା ଉଚିତ୍ ନୂହେଁ । […]
ସମୀକ୍ଷା ବ୍ୟୁରୋ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ପରଲୋକ ଘଟିଛି । ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ଦିନ୧୨.୦୭ ମିନିଟ୍ ସମୟରେ ପ୍ରାଣ ହରାଇଛନ୍ତି ଜେଟ୍ଲୀ । ଦୀର୍ଘଦିନ ଧରି ଅସୁସ୍ଥ ରହିଥିବା ବେଳେ ଆଜି ବିଜେପିର […]
ସମୀକ୍ଷା ବ୍ୟୁରୋ ଜନ୍ମାଷ୍ଠମୀରେ ପୁରୀ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି। ଶ୍ରୀମନ୍ଦିର ଏବଂ ଏହାର ପାରିପାର୍ଶ୍ବିକ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ 5 ଶହ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି। ଜନ୍ମାଷ୍ଠମୀରେ ସରକାରୀ ଛୁଟି […]
କେଦାର ମିଶ୍ର ଆଉ ସେ ଆଗପରି, ନିଜ ସାହେବଙ୍କ ଆଜ୍ଞାଧୀନ ସେନାପତି ନୁହନ୍ତି, ସେ ନିଜେ ସାହେବ- ଦିଲ୍ଲୀ ରାଜନୀତି ସହ ପରିଚିତ ଜଣେ ବିଶିଷ୍ଟ ସାମ୍ବାଦିକ ଏ କଥା କହିଛନ୍ତି। ତାଙ୍କର ସିଧା ସଳଖ ଈଷାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ […]
ଗତକାଲି ରାତିରେ ଯେପରି ନାଟକୀୟ ଭାବେ ପୂର୍ବତ୍ତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କୁ ସିବିଆ ଗିରଫ କରିଛି ତାହାକୁ ନେଇ ପୁରା ଗଣମାଧ୍ୟମରେ ଚାଲିଛି ଚର୍ଚ୍ଚା। ହେଲେ ସୋସିଆଲ ମିଡିଆରେ ଏ ନେଇ ବଡ ରୋଚକ ତଥା ଅଦ୍ଭୁତ […]
କେଦାର ମିଶ୍ର କେହି କେହି ବହୁତ ଖୁସି ହୋଇପାରନ୍ତି ଯେ, ଗତକାଲି ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ ପୂର୍ବତନ ଅର୍ଥ, ପ୍ରତିରକ୍ଷା ଓ ଗୃହ ମନ୍ତ୍ରୀ ପି. ଚିଦମ୍ବରମଙ୍କ କାନ୍ଥ ଡେଇଁ ତାଙ୍କ ଘର ଭିତରୁ ତାଙ୍କୁ ଘୋଷାରି ଆଣିଲା। […]
ସମୀକ୍ଷା ବ୍ୟୁରୋ ୧୭ତମ ଲୋକସଭା ନିର୍ବାଚନରେ ବିପୁଳ ମତଦାନ ପାଇ ପୁଣି ଥିରେ କ୍ଷମତାସୀନ ହୋଇଥିବା ବିଜେପି କିନ୍ତୁ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ କେରଳ ଭଳି ରାଜ୍ୟରେ ହାର ମାନିଥିଲା । ଆନ୍ଧ୍ରପ୍ରଦେଶ ଓ କେରଳ ରାଜ୍ୟକୁ ଛାଡ଼ି ଓଡ଼ିଶା […]
ସମୀକ୍ଷା ବ୍ୟୁରୋ ୟୂପିଏ ସରକାର ଅମଳରେ ତତ୍କାଳୀନ ଗୁଜରାଟ ରାଜ୍ୟର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଜେଲ ଯିବାକୁ ପଡ଼ିଥିଲା। ଫେକ ପୋଲିସ ଏନକାଉଣ୍ଟର ମାମଲାରେ ଅମିତ ଶାହାଙ୍କୁ ସେତେବେଳେ ସିବିଆଇ ଗିରଫ କରିଥିଲା। ୨୦୦୨ ଗୁଜରାଟ ଦଙ୍ଗା ଓ ଏହାର […]
କେଦାର ମିଶ୍ର ଅନେକ ଶିଳ୍ପୀ ଅଛନ୍ତି, ଯେଉଁମାନେ ସଙ୍ଗୀତ ତିଆରି କରନ୍ତି, ହେଲେ କ୍ଵଚିତ ଶିଳ୍ପୀ ଅଛନ୍ତି ଯେଉଁମାନେ ସଙ୍ଗୀତକୁ ମଣିଷର ଜୀବନରେ ରୂପାନ୍ତରିତ କରିଦିଅନ୍ତି। ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଖୟାମ ସେଇ କ୍ଵଚିତଙ୍କ ଭିତରୁ ଜଣେ। ଖୟାମ କେବଳ ସଙ୍ଗୀତ […]
ଦେବ ରଞ୍ଜନ ଗଣତାନ୍ତ୍ରିକ ବିଚାର ନେଇ କାଶ୍ମୀରର ସନ୍ଦର୍ଭରେ ଆଜି କିଛି କହିବା ଅଥବା ଲେଖିବା ନିଜ ଘର ଉପରକୁ ଟେକା ମାରିବା ସଦୃଶ କଥା। ସେ ବନ୍ଧୁ ହେଉ କି ପରିବାର ସମସ୍ତେ ବୁଝି ନେଇଛନ୍ତି ଯେ ଗଣତନ୍ତ୍ରର ଅର୍ଥ […]