କେଦାର ମିଶ୍ର ଭଲ ଲାଗିଲା, ଯେତେବେଳେ ନୂଆ ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ଵ ଗ୍ରହଣ କରି ଅସିତ ତ୍ରିପାଠୀ ପ୍ରଶାସନର ଜୀବନରେଖା ବୋଲାଉଥିବା ଫାଇଲ ବିଷୟରେ ଏକ ବିଶେଷ ମତ ରଖିଲେ। ମୁଖ୍ୟ ଶାସନ ସଚିବଙ୍କ କହିବା କଥା ହେଲା, […]
ସମୀକ୍ଷା ବ୍ୟୁରୋ ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇଛି। ସରକାର ଏକାଥରେ 39 ଜଣ ଅଧିକାରୀଙ୍କୁ ବଦଳି କରିଛନ୍ତି। ଭୁବନେଶ୍ବର କଟକ ପୋଲିସ କମିଶନର ଭାବେ ନିଯୁକ୍ତ ଦେଇଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ସୁଧାଶୁଂ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: ଏକ ଉଲ୍ଲେଖନୀୟ ସଫଳତା ପୂର୍ବକ ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ଓ ଏବେ ଦେଶର ସର୍ବବୃହତ ମୋବାଇଲ ସେବା ପ୍ରଦାନକାରୀ ହୋଇଥିବା ରିଲାଏନ୍ସ ଜିଓର ଓଡ଼ିଶା ଟେଲିକମ ସର୍କଲରେ ଗ୍ରାହକ ସଂଖ୍ୟା ୧୦ ନିୟୁତରୁ (୧ କୋଟି) ଅଧିକ […]
ରଙ୍ଗାଚରଣ ପ୍ରଧାନ ବର୍ଷା ବନ୍ଦ ହେବା ପରେ ଆପଣ ଘରୁ ବାହାରି ବଜାର ଆଡକୁ ଯାଇଛନ୍ତି । ଆପଣ ଦେଖିଲେ ବାଟରେ ଗୋଟିଏ ୫୦୦ ଟଙ୍କିଆ ନୋଟ୍ ପଡିଛି । ଆପଣ ଯାଇ ସେହି ଟଙ୍କାରେ ଗୋଟିଏ ସଦ୍ୟ ପ୍ରକାଶିତ ବହିଟିଏ […]
କେଦାର ମିଶ୍ର ଶ୍ରୀଜଗନ୍ନାଥ ସଂସ୍କୃତି କେବଳ ଶ୍ରୀମନ୍ଦିର ଭିତରେ ସୀମିତ ନୁହେଁ। ମନ୍ଦିର ବାହାରେ ମେଘନାଦ ପାଚେରୀକୁ ଘେରି ରହିଥିବା ମଠ, ବିଭିନ୍ନ ସେବାୟତଙ୍କ ଘର ଓ ଖୋଦ ଗଜପତିଙ୍କ ଶ୍ରୀ ନଅର ମଧ୍ୟ ଶ୍ରୀ ଜଗନ୍ନାଥ ପରମ୍ପରାର ଅଂଶବିଶେଷ। ଦୁଇଦିନ […]
ସମୀକ୍ଷା ବ୍ୟୁରୋ ଆପଣ କାମ କରିବାକୁ ନିଜ ଡେସ୍କରେ ପହଞ୍ଚିଲା ବେଳକୁ, ଆପଣଙ୍କୁ ଆପଣଙ୍କ ଏଚଆର ଅଧିକାରୀ ଡାକି କହିବେ- ଆପଣଙ୍କ ବହୁମୂଲ୍ୟ ସେବା ପାଇଁ ଧନ୍ୟବାଦ ସାର, କମ୍ପାନୀ ଲାଗି ଲାଗି ଆଜିଠୁ ଆଉ ଆପଣଙ୍କ ସେବାର ଆବଶ୍ୟକତା ନାହିଁ। […]
କେଦାର ମିଶ୍ର ବିଜେଡ଼ିର ନେତାମାନଙ୍କୁ ବିଭିନ୍ନ ସରକାରୀ ପଦ ପଦବୀରେ ଗତ କାଲି ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି। ଏହା ଏକ ପାରମ୍ପରିକ ପ୍ରକ୍ରିୟା। ନୂଆ ସରକାର ଗଠନ ହେବା ପରେ ବିଭିନ୍ନ କମିଶନ ଓ କର୍ପୋରେସନରେ ଶାସକ ଦଳର ନେତାମାନଙ୍କୁ ଥଇଥାନ […]
ସମୀକ୍ଷା ବ୍ୟୁରୋ ଓଡିଶା ପ୍ରଶାସନରେ ଏକ ବଡ ଧରଣର ଅଦଳ ବଦଳ ହେଲାପରେ, ହଠାତ କିଛି ଆଇଏଏସ ଅଧିକାରୀ ଏବେ ଇସ୍ତଫା ଦେବା ସହିତ ଆଉ କିଛି କେନ୍ଦ୍ରୀୟ ଡେପୁଟେସନରରେ ଯିବା ଲାଗି ତତ୍ପର ହୋଇ ପଡିଛନ୍ତି। ନିଜ ଚାକିରି କାଳ […]
ଶୈଲେନ ରାଉତରାୟ (ଖାଇବାକୁ ନେଇ ଲେଖିବାର ପରମ୍ପରା ଆମର ବହୁତ କମ। ତେଣୁ ଓଡିଆ ଖାଦ୍ୟର କୌଣସି ବିଶେଷ ଐତିହାସିକ ଦଲିଲ ଆମର ନାହିଁ। କାଁ ଭାଁ ଲେଖାକୁ ବାଦ ଦେଲେ ଖାଦ୍ୟର ଏକ ସଂକଳିତ ଇତିହାସ ଆମର ନାହିଁ। ଓଡିଆ […]
ସମୀକ୍ଷା ବ୍ୟୁରୋ ଆପଣଙ୍କ ସରକାର ଆପଣଙ୍କ ପାଖରେ ପହଁଚିବ। ଆପଣଙ୍କର ସମସ୍ୟା ସଂପର୍କରେ ଅଫିସରମାନେ ଫୋନ କରି ପଚାରିବେ। ରାଜ୍ୟରେ ଖୁବ୍ ଶିଘ୍ର ଆରମ୍ଭ ହେବ “ମୋ ସରକାର ଯୋଜନା”। ସ୍ବାଧିନତା ଦିବସ ଅବସରରେ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ପରେଡରେ ଏହି […]
କେଦାର ମିଶ୍ର କଥାଟି ବର୍ତ୍ତମାନ ପାଇଁ ଅସମ୍ଭବ ମନେ ହେଉଥିଲେ ମଧ୍ୟ ଭିତ୍ତିହୀନ ନୁହେଁ। ଓଡିଶାରେ ବିଜୁ ଜନତା ଦଳ ଭିତରେ ଏକ ବଡ ଧରଣର ବିଭାଜନ ସୃଷ୍ଟି କରିବାକୁ ବିଜେପି ତରଫରୁ ଏକ ଦୀର୍ଘସୂତ୍ରୀ ଯୋଜନା ଆରମ୍ଭ ହୋଇଛି। ଯଦିଓ […]
ମୋର ପ୍ରିୟ ଦେଶବାସୀ, (୧) ୭୩ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ମୁଁ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଦେଶବିଦେଶରେ ରହୁଥିବା ଭାରତମାତାର ସବୁ ସନ୍ତାନଙ୍କ ପାଇଁ ଏକ ଖୁସି ଓ ଆବେଗର ଦିବସ । ଦେଶମାତୃକାକୁ ବିଦେଶୀ ଶାସନରୁ […]
ରଙ୍ଗାଚରଣ ପ୍ରଧାନ ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ସତୁରୀ ଦଶକରେ ମୁକ୍ତିଲାଭ କରିଥିବା ଫିଲିମ୍ ‘ଅମର ଆକବର ଆନ୍ଥୋନୀ’ ଦେଖିଥିବେ, ସେମାନଙ୍କର ମନେଥିବ କେମିତି ତିନି ଜଣ ପୁଅଙ୍କର ଦେହରୁ ଏକସଙ୍ଗେ ରକ୍ତ ସଂଗ୍ରହ ହୋଇ ସୀଧା ସଳଖ ମା’ ଦେହରେ ପ୍ରବେଶ […]
କେଦାର ମିଶ୍ର ବନ୍ୟା ଓ ବଲାଙ୍ଗୀର, ଏ ଦୁଇଟି ଶବ୍ଦର ସମ୍ପର୍କ ନିଆଁ ଓ ପାଣି ପରି ବିପରୀତ। କେବେ ଦିନେ ବଲାଙ୍ଗୀର ସହରରେ ବନ୍ୟାଜଳ ପଶି ଆସିବ ଓ ସାରା ସହର ଜଳମଗ୍ନ ହୋଇଯିବ, ଏକଥା ବିଶ୍ଵାସ କରି ହେଉନି। […]
କେଦାର ମିଶ୍ର ବଲିଉଡରେ ଆଜିକାଲି ଲଭ ଷ୍ଟୋରି ବା ପ୍ରେମ କାହାଣୀ ଆଉ ବେଶୀ ଚାଲୁନି। ବଜାରରେ ଏବେ ହେଟ ଷ୍ଟୋରି ବା ବିଦ୍ଵେଷର ସମୟ। ଏବେ ବଲିଉଡରେ ହେଟ ଷ୍ଟୋରି , ଏକ, ଦୁଇ, ତିନ….ଏମିତି ଗୋଟେ ପରେ ଗୋଟେ […]
ସମୀକ୍ଷା ବ୍ୟୁରୋ ଦେଶରେ ଏବେ ମୋଦି ସରକାରଙ୍କର ଦ୍ଵିତୀୟ ଏବଂ ରାଜ୍ୟ ସରକାରଙ୍କର ପଞ୍ଚମ ପାଳି ଚାଲିଛି। ଉଭୟ ସରକାର ଏବେ ଲୋକପ୍ରିୟତାର ଶୀର୍ଷରେ ଅଛନ୍ତି। କାଁ ଭାଁ ବିରୋଧ ଦେଖିବାକୁ ମିଳୁଛି ଯାହା ସବୁ ସରକାର ସମୟରେ ଥିଲା। କିନ୍ତୁ […]
ସମୀକ୍ଷା ବ୍ୟୁରୋ ଆଜ୍ଞା, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଏକ ପ୍ରେସ ବିଜ୍ଞପ୍ତି ଆସିଛି। ଯେଉଁଥିରେ ତିରିଶିଟି ଜିଲ୍ଲାର ଜିଲ୍ଲା ଯୋଜନା କମିଟର ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ସାଧାରଣତଃ ଏହି ପଦବୀରେ ମନ୍ତ୍ରୀମାନଙ୍କୁ ନିଆଯାଇଥାଏ। ହେଲେ କେତେକ କ୍ଷେତ୍ରରେ ବିଧାୟକଙ୍କୁ ମଧ୍ୟ ନେବାରେ […]
ମୁମ୍ବାଇ ସ୍ଥିତ ବିର୍ଲା ମାତୁଶ୍ରୀ ସଭାଗାରରେ ଅନୁଷ୍ଠିତ ହୋଇଛି ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ର 42 ତମ ବାର୍ଷିକ ସାଧାରଣ ବୈଠକ । ଏହି ବୈଠକରେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ ଅଧ୍ୟକ୍ଷତା କରିଥିଲେ । ଭାରତ ଏବଂ ରିଲାଏନ୍ସର ଭବିଷ୍ୟତ ବର୍ତ୍ତମାନ ସମୟରେ […]
ସମୀକ୍ଷା ବ୍ୟୁରୋ ଆଜି ସୋସିଆଲ୍ ମିଡିଆ ଯୁଗରେ ପ୍ରାୟ ସମସ୍ତଙ୍କ ହାତରେ ଅତ୍ୟାଧୁନିକ ମୋବାଇଲ। ଆଉ ଏହି ମୋବାଇଲ ହିଁ ଯୁବପିଢିଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ଏକ ବଳିଷ୍ଠ ମାଧ୍ୟମ ପାଲଟିଛି। ଏବେ ନିଜ ନିଜର ପାରଦର୍ଶିତାକୁ ଅନ୍ୟମାନଙ୍କ ଆଗରେ […]
ସମୀକ୍ଷା ବ୍ୟୁରୋ ଆମେ କହୁଛୁ ବିଧାନସଭା ଚାଲିଥିବା ବେଳର ଏକ ଘଟଣା। ହଠାତ୍ ଗୃହ ଭିତରୁ ଜଣେ ଟାଣୁଆ ବିଜେଡି ବିଧାୟକ ରାଗ ତମତମ ହୋଇ ବାହରକୁ ବାହାରି ଆସିଲେ। ତାଙ୍କର ଏପରି ଅବସ୍ଥା ଦେଖି ସାମ୍ବାଦିକମାନେ ତାଙ୍କ ଚାରିପଟେ ଘେରି […]
ସମୀକ୍ଷା ବ୍ୟୁରୋ ସଂକ୍ଷିପ୍ତ 1-ଆସନ୍ତାକାଲି ମୁକେଶ ଆମ୍ବାନୀଙ୍କ ଅଧ୍ୟକ୍ଷତାରେ ବସୁଛି ରିଲାଏନସର 42 ତମ ବାର୍ଷିକ ସାଧାରଣ ବୈଠକ 2-ଏଥିରେ ବହୁ ପ୍ରତିକ୍ଷୀତ ଜିଓ ଗିଗା ଫାଇବର ସେବା ଆରମ୍ଭ ହେବାର ଘୋଷଣା ହୋଇପାରେ 3-ମୁକେଶ ଆମ୍ବାନୀ ପ୍ରଥମ ଥର […]