କେଦାର ମିଶ୍ର ୨୦୦୩ ମସିହାର ସୁପରହିଟ ସିନେମା ମୁନ୍ନାଭାଇ ଏମବିବିଏସର ନାୟକ କିଏ, ମୁନ୍ନାଭାଇ ନା ଡାକ୍ତର ଆସ୍ଥାନା? ଡାକ୍ତର ଆସ୍ଥାନା ଚାହୁଁଥିଲା- ଶ୍ରୂଙ୍ଖଳା ହେଲେ ମୁନ୍ନାଭାଇ ଭାଇ ଚାହୁଁଥିଲା ଉଦ୍ଦାମ ଜୀବନ। ଗୋଟେ ହା ହୁତାସର ପରିବେଶ ଭିତରେ ରୋଗୀସେବା […]
ସମୀକ୍ଷା ବ୍ୟୁରୋ ୨୦୧୯ ଆଇସିସି ବିଶ୍ଵକପ କ୍ରିକେଟର ୩୪ତମ ମ୍ୟାଚରେ ଭାରତ ବନାମ ୱେଷ୍ଟଇଣ୍ଡିଜ ମଧ୍ୟରେ ମଞ୍ଚେଷ୍ଟର ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ୧୨୫ ରନରେ ବିଜୟ ହାସଲ କରିଛି। ଭାରତ ନିର୍ଦ୍ଧାରିତ ଓଭରରେ ୭ ୱିକେଟ […]
ସମୀକ୍ଷା ବ୍ୟୁରୋ ସାରା ବିଶ୍ବରେ ଜଗନ୍ନାଥଙ୍କ ସଂସ୍କୃତି ଓ ଜଗନ୍ନାଥଙ୍କୁ ନେଇ ବେଶ୍ ଚର୍ଚ୍ଚା । ମହାପ୍ରଭୁ ଜଗନ୍ନାଥଙ୍କ ରୀତିନୀତି ତଥା ସଂସ୍କୃତି ବେଶ୍ ନିଆରା । ଜଗନ୍ନାଥଙ୍କ ବିଭିନ୍ନ ଯାନିଯାତ୍ରା ଭିତରେ ରଥଯାତ୍ରାକୁ ନେଇ ସାରା ବିଶ୍ବବାସୀ ବେଶ୍ ଆଗ୍ରହୀ […]
ସାଗରିକା ବିଗତ କିଛି ବର୍ଷ ହେଲା ଭାରତରେ ମବ ଲିଞ୍ଚିଙ୍ଗ ବା ସଂଘବଦ୍ଧ ଆକ୍ରମଣ ବ୍ୟାପକ ପରିମାଣରେ ବଢି ଚାଲିଛି । ଘୃଣା ଜନିତ ଅପରାଧର ଏକ ନୂଆ ସଂଜ୍ଞା ପାଲଟିଛି ଏହି ଗୋଷ୍ଠୀବଦ୍ଧ ଆକ୍ରମଣ । ପ୍ରାୟତଃ ଧାର୍ମିକ ଉନ୍ମାଦନା […]
ସମୀକ୍ଷା ବ୍ୟୁରୋ ବିଜେପିର ଘୋଷାପାଠ ହେଉଛି- ବିଜେଡି ଆମକୁ କାହିଁକି ସମର୍ଥନ କଲା, ତାର କାରଣ ସେମାନେ ଦିଅନ୍ତୁ। ବିଜେଡି ଏ ମାମଲାରେ ପୂରାପୂରି ଚୁପ। ଏଇ କିଛିଦିନ ହେଲା ବିଜେଡି ମୁଖପାତ୍ରମାନେ ଟିଭି ବିତର୍କରୁ ନିଜକୁ ଦୂରେଇ ରଖୁଛନ୍ତି। ଅଶ୍ବିନୀ […]
କେଦାର ମିଶ୍ର ଗତକାଲି ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ପାରମ୍ପାରିକ ଭାବରେ ରାଜ୍ୟପାଳ ଗୃହକୁ ନିଜ ସରକାରର ଆଭିମୁଖ୍ୟ ବିଷୟରେ ସମ୍ବୋଧିତ କରିଛନ୍ତି। ବିଧାନସଭାର ବିରୋଧୀ ଦଳ ନେତା ଭାବରେ ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ […]
କେଦାର ମିଶ୍ର ଯେତେବେଳେ ଲୋକସଭାରେ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଲୋକସଭାରେ ତାଙ୍କର ଚା ବାଲାର ସରକାରକୁ ପ୍ରଶଂସା କରି ବହୁଭାଷୀ ଭାଷଣ ଦେଉଥିଲେ, ଠିକ ସେତିକିବେଳେ ଇଂରାଜୀ ଖବର କାଗଜ “ହିନ୍ଦୁସ୍ଥାନ ଟାଇମ୍ସ” ର ଏକ ଖବର ତାଙ୍କୁ ଖତେଇ ହେଉଥିଲା। […]
କେଦାର ମିଶ୍ର ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ଓଡିଶାର ସବୁ ବରିଷ୍ଠ ବାବୁମାନଙ୍କୁ ଡାକି ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ସଚିବାଳୟର ସବୁ ସଚିବଙ୍କୁ ଡାକି ମୁଖ୍ୟମନ୍ତ୍ରୀ କହିଥିଲେ ଯେ- “ମୁଁ ଆପଣମାନଙ୍କ ଦକ୍ଷତା ଓ କର୍ମନିଷ୍ଠତାକୁ ଆକଳନ କରି ପିଏଆର(ପର୍ଫାର୍ମାଂସ ଅପ୍ରାଇଜାଲ […]
କେଦାର ମିଶ୍ର ରାଜ୍ୟସଭା ଉପ ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା ହେବା ପରେ ଓଡିଶାର ବିରୋଧୀ ରାଜନୀତି ଏକ ପ୍ରକାର ଶୂନ୍ୟସ୍ଥାନ ପାଲଟି ଯାଇଛି। ନିର୍ବାଚନ ପରବର୍ତ୍ତୀ ବିଜେଡି-ବିଜେପି ମଧୁଚନ୍ଦ୍ରିକା ଏବେ ସବୁଠୁ ଚିନ୍ତାର ବିଷୟ। ଦୀର୍ଘ ବର୍ଷର ବ୍ୟବଧାନ ପରେ […]
କେଦାର ମିଶ୍ର ଅଶ୍ବିନୀ କୁମାର ବୈଷ୍ଣବ, ଏ ନାଁଟି ସହିତ ଓଡିଶା ରାଜନୀତିର କିଛି ବିଶେଷ ସମ୍ପର୍କ ରହିଛି କି? ହଠାତ ୨୧, ଜୁନ ସନ୍ଧ୍ୟା ୬.୧୫ ସମୟରେ ଭାରତୀୟ ଜନତା ପାର୍ଟିର ବୈଧାନିକ ଟୁଇଟରରେ ଘୋଷଣା କରାଗଲା ଯେ ଅଶ୍ବିନୀ […]
କେଦାର ମିଶ୍ର ଓଡିଶାର ସ୍ବାସ୍ଥ୍ୟମନ୍ତ୍ରୀ ଭାବରେ ଦାୟିତ୍ଵ ନେବା ପରେ ଶ୍ରୀ ନବ କିଶୋର ଦାସ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ପ୍ରୟାସ କରୁଛନ୍ତି, ସେଥିଲାଗି ତାଙ୍କୁ ପ୍ରଶଂସା କରିବାକୁ ପଡିବ। ତେବେ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କଥା […]
ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି। ଏକାଥରେ ୩୨ ଜଣ ଅଧିକାରୀଙ୍କୁ ଅଦଳ ବଦଳ କରିଛନ୍ତି। ସେମାନଙ୍କ ମଧ୍ୟରେ ୯ ଜଣ ଜିଲ୍ଲାପାଳଙ୍କୁ ମଧ୍ୟ ବଦଳି କରାଯାଇଛି। ବିଏମସି କମିଶନର ଭାବେ ଯୋଗଦେବେ କେନ୍ଦ୍ରାପଡାର […]
ସମୀକ୍ଷା ବ୍ୟୁରୋ ରାଜନୀତିରେ ଅସମ୍ଭବ ବୋଲି କିଛି ନାହିଁ। ବିଜେଡି ଏହି କଥାକୁ ଅକ୍ଷରେ ଅକ୍ଷରେ କରି ଦେଖାଇ ଦେଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୋଟିଏ ରାଜ୍ୟସଭା ଆସନ ଜାଣିଶୁଣି ବିଜେପି ହାତରେ ଟେକିଦେଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ […]
ଜ୍ୟୋତି ନନ୍ଦ ଥାଇଲାଣ୍ଡ ର ଗୋଟିଏ ଗୁମ୍ଫାରେ ୧୨ ଜଣ ବାଳକ ଅଟକି ରହିଥିଲେ।ଆଉ ସେମାନଙ୍କର ଉଦ୍ଧାର ପାଇଁ ଥାଇଲାଣ୍ଡ ସରକାର କହିବାକୁ ଗଲେ ଆକାଶପାତାଳ ଏକ କରିଦେଇଥିଲା। ଗୁମ୍ଫା ଭିତରେ ପାଣି ଭରିରହିଥିବାରୁ ପୃଥିବୀ ର ସବୁଠୁ ଦକ୍ଷ ବୁଡାଳି […]
କେଦାର ମିଶ୍ର ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ର ସମ୍ପର୍କ ଟେଲିଭିଜନ ପରଦାରେ ଯେତେ ତିକ୍ତ ଜଣାପଡୁଥାଏ, ବାସ୍ତବ କ୍ଷେତ୍ରରେ ଏ ଦୁଇ ଦଳର ସମ୍ପର୍କ ମାତ୍ରାଧିକ ମଧୁର। ୨୦୧୪ ରୁ ଆଜି ପର୍ଯ୍ୟନ୍ତ ସଂସଦ ଭିତରେ […]
ରବି ପଟ୍ଟନାୟକ (ଗତକାଲି ଓଡିଶାର ଗାନ୍ଧୀବାଦୀ ଓ ସମାଜବାଦୀ ଆଂଦୋଳନର ମହାନ ବୌଦ୍ଧିକ ସାଧକ ପ୍ରଫେସର ଭାଗବତ ପ୍ରସାଦ ରଥଙ୍କର ପରଲୋକ ଘଟିଛି। ପ୍ରଫେସର ରଥ ଥିଲେ ଆମ ସମୟର ନିରଳସ ବୌଦ୍ଧିକ କର୍ମୀ। ଲେଖକ ଓ ସାମାଜିକ କର୍ମୀ ଭାବରେ […]
କେଦାର ମିଶ୍ର ଲୋକସଭା ରେ କୀର୍ତ୍ତନ ହୁଏନାହିଁ କି ନମାଜ ପାଠ ହୁଏନାହିଁ। ତଥାପି ଆମର ସାଂସଦମାନେ ଶପଥ ଗ୍ରହଣ କଲାବେଳେ “ଜୟ ଶ୍ରୀରାମ”, “ଜୟ ମା କାଳୀ”, “ଆଲ୍ଲା ହୁ ଆକବର” ଧ୍ବନୀ ଦେବାର ମାନେ କଣ? ଲୋକଙ୍କ ଦ୍ଵାରା […]
ରଙ୍ଗାଚରଣ ପ୍ରଧାନ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ନମସ୍କାର । ସାର୍ , ଆପଣ ଆମ ନିର୍ବାଚନମଣ୍ଡଳିର ବିଧାୟକ ହୋଇ ମନ୍ତ୍ରୀ ପଦ ପାଇ ଥିବାରୁ ମୁଁ ଖୁସୀ । ଏହି ପତ୍ର ଜରିଆରେ ଆପଣଙ୍କ ଦୄଷ୍ଟି ଆକର୍ଷଣ କରିବାକୁ […]
କେଦାର ମିଶ୍ର ନନା ଅନର୍ଗଳ ସଂସ୍କୃତରେ ଟେଲିଭିଜନକୁ ସାକ୍ଷାତ୍କାର ଦେଲେ। ନନା ସଂସ୍କୃତରେ ଲୋକସଭା ସଦସ୍ୟ ଭାବରେ ଶପଥ ନେଲେ। ନନା ସଂସ୍କୃତରେ ଶପଥ ନେଲାବେଳେ ଲୋକସଭାରେ ସର୍ବାଧିକ ତାଳି ପଡିଲା। ନନା ଗାଁ କୁ ଆସି ଗାଡିଆରେ ଗାଧେଇଲେ। ନନା […]
ସମୀକ୍ଷା ବ୍ୟୁରୋ ବର୍ତ୍ତମାନ ନୂଆ ମନ୍ତ୍ରୀମାନେ ଆକ୍ସନ ମୁଡରେ ଥିବା ବେଳେ ଗୋଟିଏ ଗୋଟିଏ ସ୍ଥାନରେ ମନ୍ତ୍ରୀଙ୍କ ନିଷ୍ପତି ଫୁସ ହେଇଯାଉଛି। ପୂର୍ବରୁ ଏହିପରି ଘଟଣା ବହୁତ ଘଟିଯାଇଛି। ହେଲେ ଏବେ ନୂଆ ମନ୍ତ୍ରୀମଣ୍ଡଳରେ ନୂଆ ମନ୍ତ୍ରୀଙ୍କ ଅବସ୍ଥା ମଧ୍ୟ ସେହିପରି […]
ସମୀକ୍ଷା ବ୍ୟୁରୋ ଓଡିଶା ବ୍ୟତୀତ ଅନ୍ୟାନ୍ୟ ରାଜ୍ୟ ଗୁଡିକରେ ସମାଜର ଅବହେଳିତ ଶ୍ରେଣୀ ଯଥା- ଅସହାୟ ବୃଦ୍ଧ, ବିଧବା ଓ ଭିନ୍ନକ୍ଷମଙ୍କ ମାସିକ ଭତ୍ତା ରାଶି ବଢୁଥିବା ବେଳେ ଓଡିଶାରେ ଏହା ମାତ୍ର ୩୦୦ ଟଙ୍କାରେ ସୀମିତ ରହିଛି। ମାତ୍ର ୩୦୦ […]