ସ୍ୱାସ୍ଥ୍ୟ ଟିପ୍ସ: ପ୍ରାଚୀନ କାଳରେ, ଲୋକମାନେ ତମ୍ବା ପାତ୍ରକୁ ଅଧିକ ବ୍ୟବହାର କରୁଥିଲେ। ଏହା ଅନେକ ଉପାୟରେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ତମ୍ବା ପାତ୍ରରେ ରଖାଯାଇଥିବା ପାନୀୟ ଜଳ ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ମିଳେ। ଶୀତଦିନେ, ଏହି ଜଳ ସ୍ୱାସ୍ଥ୍ୟ […]
ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀକୁ ସମଗ୍ର ବିଶ୍ୱକୁ ଦେଇଥିବା ଚୀନରେ ଏବେ ଏକ ଅଜବ ପ୍ରକାରର ନିମୋନିଆ ଆତଙ୍କ ଦେଖାଦେଇଛି। ଏହାକୁ ଏକ ନୂଆ ମହାମାରୀଭାବେ ଦେଖିବାକୁ ମିଳୁଛି। ସେଠାକାର ସ୍କୁଲଗୁଡ଼ିକରେ ରହସ୍ୟମୟ ନିମୋନିଆ ବ୍ୟାପିବାରେ ଲାଗିଛି। କରୋନା ଆରମ୍ଭରେ ଯେମିତି […]
ନୂଆଦିଲ୍ଲୀ: ଚାଇନା କହିଛି ଯେ ସ୍ୱାଇନ୍ ଫ୍ଲୁ ଭଳି ରୋଗ ସେମାନଙ୍କ ଅଧିକାଂଶ ପିଲାଙ୍କ ମଧ୍ୟରେ ବ୍ୟାପୁଛି। ଏହା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହି ରହସ୍ୟମୟ ରୋଗ ବିଷୟରେ ଅଧିକ ସୂଚନା ପାଇଁ ବେଜିଂକୁ କହିଛି। ଖବର ଅନୁଯାୟୀ […]
ନୂଆଦିଲ୍ଲୀ: ଦୂରଦୃଷ୍ଟି ସମ୍ପନ୍ନ ଚକ୍ଷୁ ବିଶେଷଜ୍ଞ ତଥା ଶଙ୍କର ନେତ୍ରାଳୟର ପ୍ରତିଷ୍ଠାତା ଡକ୍ଟର ଏସ୍ ଏସ୍ ବଦ୍ରିନାଥଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ଦୂରଦୃଷ୍ଟିସମ୍ପନ୍ନ, ଚକ୍ଷୁ ଚିକିତ୍ସା […]
ପ୍ରଫେସର ଡାକ୍ତର ତୁଲୀକା ସେଠ୍ ଦେଶରେ ସିକିଲ ସେଲ ରୋଗରେ ପୀଡିତ ହେଉଥିବା ବିପୁଳ ସଂଖ୍ୟକ ରୋଗୀଙ୍କ ନିମନ୍ତେ ଆଶାର ସଂଚାର ହେବା ଭଳି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି। ଏହି ନିକଟରେ ଅର୍ଥମନ୍ତ୍ରୀ ଶ୍ରୀମତୀ […]
ନୂଆଦିଲ୍ଲୀ: ହୃଦ୍ରୋଗ ହେଉ କି ମଧୁମେହ, ଗଣ୍ଠି ଯନ୍ତ୍ରଣା କିମ୍ବା କର୍କଟ, ଅଧିକାଂଶ ରୋଗ କୌଣସି ସ୍ଥାନରେ ମୋଟାପଣ ସହିତ ଜଡିତ। ମେଦବହୁଳତା ଅନେକ ରୋଗର ଆଶଙ୍କା ବଢାଇବା ପାଇଁ କାମ କରେ। ତଥାପି ଆପଣ ଆପଣଙ୍କର ଜୀବନଶୈଳୀ ଏବଂ ଖାଦ୍ୟପେୟରେ କିଛି […]
ସ୍ୱାସ୍ଥ୍ୟ ଟିପ୍ସ: ଭାରତରେ ବେଲପତ୍ରର ବିଶେଷ ଗୁରୁତ୍ୱ ରହିଛି। କାରଣ ତାହାକୁ ଭଗବାନ ଶିବଙ୍କୁ ଅର୍ପଣ କରାଯାଏ। ଧାର୍ମିକ ଗୁରୁତ୍ୱ ବ୍ୟତୀତ ବେଲପତ୍ର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। ସେଗୁଡିକ କ୍ୟାଲସିୟମ୍ ଏବଂ ଫାଇବର ପରି ଭିଟାମିନ୍ ଏ, […]
ଭୁବନେଶ୍ୱର: ଦକ୍ଷିଣ କୋରିଆଠାରେ ଅନୁଷ୍ଠିତ ବିଶ୍ୱ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ୬୦ କେଜି ବର୍ଗରେ ଭୁବନେଶ୍ୱରର ନାରାୟଣ ବାରିକ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ଜିିତି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି। ନାରାୟଣଙ୍କ ଏହି ସଫଳତା […]
ନୂଆଦିଲ୍ଲୀ: କର୍କଟ ରୋଗର ଚିକିତ୍ସାରେ କାଲିଫର୍ନିଆର ବୈଜ୍ଞାନିକମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେମାନେ ଏକ ‘କିଲ୍ ସୁଇଚ୍’ ପାଇଛନ୍ତି। ଯାହା କର୍କଟ କୋଷକୁ ମାରିବାରେ ସଫଳ ହେବ। ସୈକ୍ରାମେଣ୍ଟୋରେ ଥିବା ୟୁସି ଡେଭିସ୍ କମ୍ପେରେସିଭ୍ କ୍ୟାନସର ସେଣ୍ଟରର କାଲିଫର୍ନିଆ […]
ନୂଆଦିଲ୍ଲୀ: ଅଙ୍ଗଦାନ କ୍ଷେତ୍ରରେ ଦେଶରେ ମହିଳାମାନେ ଆଗରେ ଅଛନ୍ତି। ପ୍ରତି ପାଞ୍ଚଟି ଅଙ୍ଗଦାନ ମଧ୍ୟରୁ ୪ଟି ମହିଳାମାନେ କରିଥାନ୍ତି। ସେହିପରି ଦାନ କରାଯାଇଥିବା ୫ଟି ଅଙ୍ଗ ମଧ୍ୟରୁ ୪ଟି ଅଙ୍ଗ ପୁରୁଷଙ୍କ ଜୀବନ ବଞ୍ଚାଇପାରିଛି। ପରିସଂଖ୍ୟାନ ଏହା କହୁଛି। ସେମାନଙ୍କ କହିବା […]
ଭୁବନେଶ୍ବର: ଅନେକ ସମୟରେ ରାସ୍ତାରେ କାହାକୁ ଗାଡି ଧକ୍କା କରି ଦ୍ରୁତ ଗତିରେ ଚାଲିଯାଏ। ଲୋକେ ଜାଣିବା ପୂର୍ବରୁ ସେ ଗାଡି କେଉଁ ଆଡେ ଉଭାନ ହୋଇଯାଏ। ଫଳରେ ଏହି ଧକ୍କାରେ ମୃତ୍ୟୁ ବରଣ କିମ୍ବା ଅକ୍ଷମ ହେଲା ସେମାନଙ୍କୁ ବୀମା […]
ଭୁବନେଶ୍ବର: ଏଣିକି ଡାକ୍ତରଖାନା ପରିସରରୁ ହଟିବ ଘରୋଇ ଔଷଧ ଦୋକାନ। ଏ ନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଏକ କଡା ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ରାଜ୍ୟ ସରକାର ନିରାମୟ ଯୋଜନା ଅନୁସାରେ ସମସ୍ତ ସରକାରୀ ହସପିଟାଲରେ ମାଗଣା ଔଷଧ […]
କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ଭବାନୀ ପାଟଣା ହିଲ ଟାଉନ୍ ୭ ନମ୍ବର ଗଲିରେ ରାଜ୍ୟର ୮୬ ତମ ଜେନେରିକ ଔଷଧ ବିକ୍ରୟ କେନ୍ଦ୍ର ଉଦ୍ଘାଟିତ ହୋଇ ଯାଇଛି। ଏହି ଅବସର ରେ ଆୟୋଜିତ ଏକ ଉତ୍ସବରେ ଭବାନୀ […]
ଭୁବନେଶ୍ବର: ଦୁଇ ଦିନ ଧରି ଗଂଜାମ ଜିଲ୍ଲାର ବ୍ରହ୍ମପୁର ନିକଟ ଆଙ୍କୁଶପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଆୟୁବେଦ ପ୍ରବର୍ତକ ଭଗବାନ ଧନ୍ଵନ୍ତରୀ ଙ୍କ ଜୟନ୍ତୀ ଓ ଅଷ୍ଟମ ଜାତୀୟ ଆୟୁର୍ବେଦ […]
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘‘ସୁସ୍ଥ ଓଡିଶା – ସୁଖୀ ଓଡିଶା’’ ଆହ୍ଵାନ ସାକାର ଦିଗରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ( ବିଏସ୍କେୱାଇ )ଦୃତ ଅଗ୍ରଗତି କରିଛି। ଉଭୟ ଜନସାଧାରଣ ଏବଂ ଘରୋଇ ହସ୍ପିଟାଲ୍ମାନେ ଅଧିକରୁ ଅଧିକ ସଂଖ୍ୟାରେ ଏଥିରେ […]
ଡା ତ୍ରୈଲୋକ୍ୟନାଥ ମହାରଣା ସୃଷ୍ଟି ସର୍ଜନା ପରେ ମନୁଷ୍ୟ ଓ ପ୍ରାଣୀ ସମାଜ ର ଦୀର୍ଘାୟୁ ଓ କଲ୍ୟାଣ ନିମନ୍ତେ ଆୟୁର୍ବେଦ ଚିକିତ୍ସା କୁ ପ୍ରତିପାଦନ କରାଯାଇଛି। ଭଗବାନ ଧନ୍ଵନ୍ତରୀ ଏହି ଶାଶ୍ୱତ ଭାରତୀୟ ଚିକିତ୍ସା ବିଜ୍ଞାନ ର ଆଦି ପ୍ରବର୍ତକ। […]
ଭୁବନେଶ୍ବର: ରୋଗୀମାନଙ୍କୁ ସନ୍ତୋଷଜନକ ଜନସ୍ୱାସ୍ଥ୍ୟ ସୁବିଧା ସହିତ ସରକାରୀ ଡାକ୍ତରଖାନା ପରିସରକୁ ମଶାମୁକ୍ତ ଏବଂ ପରିବେଶ ଅନୁକୂଳ କରିବା ପାଇଁ ରାଜ୍ୟ ସରକାର ଧ୍ୟାନ ଦେଇଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ […]
ଭୁବନେଶ୍ୱର: ବିଶ୍ୱରେ ଗତ ୨୦ ବର୍ଷ ମଧ୍ୟରେ ଏଗ୍ଜିମା ଭଳି ଚର୍ମରୋଗ ସମସ୍ୟା ପ୍ରାୟ ଦ୍ୱିଗୁଣିତ ହୋଇ ୪ ପ୍ରତିଶତରୁ ୭.୫ ପ୍ରତିଶତରେ ପହଂଚିଛି। କିନ୍ତୁ ଏହାର ଚିକିତ୍ସା ନିମନ୍ତେ ନୂତନ ଔଷଧ ଓ ନୂତନ ଦିଗ ବର୍ତ୍ତମାନ ଉପଲବ୍ଧ ଥିବାରୁ […]
ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ହେଉଥିବା ୪ ଦିନିଆ ଇଣ୍ଡିଆନ୍ ସୋସାଇଟି ଅଫ୍ ହେମାଟୋଲୋଜି ଆଣ୍ଡ ବ୍ଲଡ ଟ୍ରାନ୍ସଫ୍ୟୁଜନ୍ର ୬୪ତମ ବାର୍ଷିକ ସମ୍ମିଳନୀ ପରିପ୍ରେକ୍ଷୀରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଗତ ଗୁରୁବାର ୪ଟି ପ୍ରାକ୍-ସ୧ିଳନୀ କର୍ମଶାଳା ଆୟୋଜିତ […]
ଭୁବନେଶ୍ୱର: ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆଡଭାନ୍ସଡ ନିଓନାଟାଲ ରିଶୁଶିଟେସନ ପ୍ରୋଗ୍ରାମ (ଏନ୍ଆର୍ପି)ର ବିଭିନ୍ନ ଦିଗ ସମ୍ପର୍କରେ ମଙ୍ଗଳବାର ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଶିଶୁରୋଗ ଏବଂ ନବଜାତ ଶିଶୁରୋଗର ଏକ ବିଶେଷଜ୍ଞ ଟିମ୍ ହସ୍ପିଟାଲ୍ର ଡାକ୍ତର ଓ ନର୍ସ […]
ନୂଆଦିଲ୍ଲୀ: ୨୦୨୪ ଶେଷ ସୁଦ୍ଧା ଦେଶର ସମସ୍ତ ଡାକ୍ତରଙ୍କ ପାଖରେ ଏକ ୟୁନିକ୍ ଆଇଡେଣ୍ଟିଫିକେସନ୍ ନମ୍ବର (ୟୁନିକ୍ ଆଇଡି) ରହିବ। ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ଏକ ଜାତୀୟ ମେଡିକାଲ ରେଜିଷ୍ଟର ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ଆସନ୍ତା ୬ […]