କଟକ, ଭୁବନେଶ୍ବର ପରେ କଟକ ସହରରେ ବି କରୋନା କାୟା ବିସ୍ତାର କରିବା ଆରମ୍ଭ କରିଛି। ଆଜି ଦିନକରେ କଟକ ସହରରୁ ଆଉ 54 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ 11 ସରକାରୀ କ୍ବାରେଣ୍ଟିନ, 41 ହୋମ୍ କ୍ବାରେଣ୍ଟିନ […]
ନୂଆଦିଲ୍ଲୀ, ଭାରତରେ କରୋନା ସଂକ୍ରମଣ ଓ ମୃତ୍ୟୁ ହାର ବିଶ୍ବ ହାରଠାରୁ କମ୍ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ କରାଯାଇଛି। ବିଶ୍ୱରେ ହାରାହାରି ପ୍ରତି ନିୟୁତ ଲୋକଙ୍କ ମଧ୍ୟରୁ ୭୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟୁଥିବା ବେଳେ ଭାରତରେ […]
ଭୁବନେଶ୍ବର, ରାଜ୍ୟରେ ଡାକ୍ତରଙ୍କ ଅବସର ବୟସ ସୀମା 65 ବର୍ଷକୁ ବୃଦ୍ଧି କରିଛନ୍ତି। ରାଜ୍ୟରେ କରୋନା ସ୍ଥିତି ନେଇ ଆଜି ବସିଥିବା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି। ପୂର୍ବରୁ ଡାକ୍ତରଙ୍କ ଅବସର ବୟସ ସୀମା 62 ବର୍ଷ ଥିଲା। […]
ଭୁବନେଶ୍ବର, ରାଜ୍ୟରେ ଆଜି ଆଉ 400 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ସର୍ବାଧିକ 137 କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହା ପଛକୁ କଟକରୁ 58, ଖୋର୍ଦ୍ଧାରୁ 46, କୋରାପୁଟରୁ 41, ଯାଜପୁରରୁ 37, କେନ୍ଦୁଝରରୁ 14, […]
କଟକ, କଟକରୁ ଆଜି ଆଉ 32 କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ 5 ଲୋକାଲ କଣ୍ଟାକ୍ଟ କେସ୍ ରହିଥିବା ବେଳେ ଅନ୍ୟମାନେ କ୍ବାରେଣ୍ଟିନରୁ ବୋଲି କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଦେୱାନ ବଜାର, ଜଗତପୁରରୁ, ଟୋଲ୍ […]
ଭୁବନେଶ୍ବର, ଭୁବନେଶ୍ବରରୁ ଆଜି 21 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସଂଗରୋଧରୁ 16ଟି ମାମଲା ଆସିଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ 5ଟି ରହିଛି। କ୍ବାରେଣ୍ଟିନରୁ ଚିହ୍ଟଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ନୟାପଲ୍ଲିରୁ ଜଣେ, ଆମ୍ରି ହସ୍ପିଟାଲ […]
ଭୁବନେଶ୍ବର, ଆଜି ରାଜ୍ୟରେ ଆଉ 457 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ସର୍ବାଧିକ 118 ଜଣ ଆରୋଗ୍ୟ ହୋଇଥିବା ବେଳେ ଅନ୍ୟ ଜିଲ୍ଲାଗୁଡିକ ମଧ୍ୟରେ ନୟାଗଡ଼ରୁ 53, କଟକରୁ 44, ସୁନ୍ଦରଗଡ଼ରୁ 38, ଖୋର୍ଦ୍ଧାରୁ 32, ଗଜପତିରୁ […]
ଭୁବନେଶ୍ବର, ରାଜ୍ୟରେ ସବୁଠାରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ଏବଂ ମୃତ୍ୟୁମୁଖରେ ପଡିଥିବା ଗଂଜାମ ଜିଲ୍ଲାରେ ଆସନ୍ତାକାଲିଠାରୁ ପ୍ଲାଜମା ଥେରାପି ଆରମ୍ଭ କରାଯିବ। ଗଞ୍ଜାମ ଜିଲ୍ଲାରେ କୋଭିଡ-19 ସ୍ଥିତିର ସମୀକ୍ଷା ପାଇଁ ବସିଥିବା ବୈଠକରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି। […]
ଭୁବନେଶ୍ବର, କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସଙ୍କୁ ପ୍ରୋତ୍ସାହନ ରାଶି ଦିଆଯିବ। ଫାର୍ମାସିଷ୍ଟ, ରେଡିଓଗ୍ରାଫର. ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ମଧ୍ୟ ପ୍ରୋତ୍ସାହନ ରାଶି ଦିଆଯିବ। ଡାକ୍ତରଙ୍କୁ ଦୈନିକ 1 ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ। ନର୍ସ, ଫାର୍ମାସିଷ୍ଟ, ରେଡିଓଗ୍ରାଫର, ଲ୍ୟାବ […]
ଭୁବନେଶ୍ବର, ଭୁବନେଶ୍ବର ମହାନଗର ଅଞ୍ଚଳରୁ ଆଜି 49 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି 49 ଆକ୍ରାନ୍ତଙ୍କ ସଂଗରୋଧ କେନ୍ଦ୍ରରୁ 34 ଜଣ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ 15 ଜଣ ଚିହ୍ଟଟ ହୋଇଥିବା ଜଣାଯାଇଛି। ସହରର […]
ଭୁବନେଶ୍ୱର: କୋଭିଡ୍-୧୯ ଭ୍ୟାକ୍ସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ବିଧିବଦ୍ଧ ପ୍ରକ୍ରିୟା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ୍ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲ୍ରେ ସୋମବାର ଆରମ୍ଭ ହୋଇଛି । ଭାରତର ପ୍ରଥମ […]
କଟକ, କଟକ ମହାନଗର ନିଗମ ଅଞ୍ଚଳରୁ ଆଜି ଆଉ 16 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ 6 ଜଣ ସରକାରୀ କ୍ବାରେଣ୍ଟିନରୁ, 8 ଜଣ ହୋମ୍ କ୍ବାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ 2ଟି ଲୋକାଲ କଣ୍ଟ୍ରାକ୍ଟ କେସ୍ ଚିହ୍ନଟ […]
ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଅଖିଳ ଭାରତ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମସ)ରେ ଦେଶର ପ୍ରଥମ କରୋନା ଟିକା ‘କୋଭାକ୍ସିନ’ର ମାନବ ପରୀକ୍ଷଣ ଆରମ୍ଭ ହେବ। ଏମ୍ସ ର ଏକ ବିଶେଷ କମିଟି ଶନିବାର ଦିନ କରୋନା ଭୂତାଣୁ ପାଇଁ ସ୍ୱଦେଶୀ ଟିକା କୋଭାକ୍ସିନର ମାନବ […]
ଭୁବନେଶ୍ବର, ଲଗାତର ଦୁଇ ତିନି ଦିନ ହୁ ହୁ ହୋଇ ବଢିବା ପରେ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସାମାନ୍ୟ କମିଛି। ଦିନକରେ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଆଜି ଆଉ 52 ଜଣ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି […]
ଭୁବନେଶ୍ବର,ଆଜି ରାଜ୍ୟରେ ମୋଟ 608 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମରୁ ସର୍ବାଧିକ 279 ଜଣ ଆରୋଗ୍ୟ ଲାଭ କରିଛନ୍ତି। ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ଯାଜପୁରରୁ 84, ଖୋର୍ଦ୍ଧାରୁ 50, କଟକରୁ 42, କେନ୍ଦୁଝରରୁ 23, ମାଲକାନଗିରିରୁ 21, ପୁରୀ […]
ନୂଆଦିଲ୍ଲୀ, ବିଶ୍ବ ମହାମାରୀ କରୋନା ଭୂତାଣୁ ରୋକିବା ଲାଗି ସାରା ବିଶ୍ବରେ ବ୍ୟାପକ ପରୀକ୍ଷା ନୀରିକ୍ଷା, ଗବେଷଣା ଜାରି ରହିଛି। ଅନେକ ଦେଶରେ ଟୀକାର ମାନବ ପରୀକ୍ଷଣ ଆଗୁଆ ପର୍ଯ୍ୟାୟରେ ରହିଛି। ଇତିମଧ୍ୟରେ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ ICMR […]
ନୂଆଦିଲ୍ଲୀ, ଆମ୍ ଆଦମୀ ପାର୍ଟି (ଆପ୍) ନେତା ଆତିସି ଆଜି ଦିଲ୍ଲୀର ବସନ୍ତ କୁଞ୍ଜଠାରେ ଥିବା ଇନିଷ୍ଟିଚ୍ୟୁଟ ଅଫ୍ ଲିଭର ଏଣ୍ଡ ବିଲିଆରୀ ସାଇନସେସ୍ (ILBS) ରେ ରକ୍ତ ପ୍ଲାଜମା ଦାନ କରିଛନ୍ତି। ସେ ନିକଟରେ କୋଭିଡ-19 ସଂକ୍ରମଣରୁ ସୁସ୍ଥ ହୋଇଥିଲେ। […]
ଭୁବନେଶ୍ବର, କରୋନା ଜାଲରୁ ଏବେ ବି ମୁକୁଳି ପାରୁନାହିଁ ରାଜଧାନୀ ଭୁବନେଶ୍ବର। ପ୍ରାୟ ପ୍ରତିଦିନ ବହୁ ସଂଖ୍ୟାରେ କରୋନା ଆକ୍ରାନ୍ତ ସହରର ବିଭିନ୍ନ ସ୍ଥାନରୁ ଚିହ୍ନଟ ହେଉଛନ୍ତି। ଆଜି ରାଜଧାନୀରୁ 87 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଟିନକୁ 41 ଚିହ୍ନଟ […]
ଭୁବନେଶ୍ୱର, ଆଜି ରାଜ୍ୟରେ 453 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ସର୍ବାଧିକ 220 ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଅନ୍ୟ ଜିଲ୍ଲା ଗୁଡିକ ମଧ୍ୟରେ ସୁନ୍ଦରଗଡ଼ 41, ନବରଙ୍ଗପୁର 33, ଖୋର୍ଦ୍ଧା 28, ବଲାଙ୍ଗିର 26, […]
ଭୁବନେଶ୍ୱର, ହସ୍ପିଟାଲ ଗୁଡିକରେ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଏବଂ ଅନେକ କ୍ଷେତ୍ରରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀମାନେ ସଂକ୍ରମିତ ହେଉଥିବାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଘରୋଇ ଡାକ୍ତରଖାନାର ଚିକିତ୍ସକଙ୍କ ପାଇଁ ଗାଇଡଲାଇନ ଜାରି କରିଛି । ସମସ୍ତ ନର୍ସିଂହୋମ ଓ କ୍ଲିନିକରେ […]
ଭୁବନେଶ୍ବର, ଏଣିକି ରାଜ୍ୟରେ ଦିନକୁ ହେବ ୧୦ ହଜାର କରୋନା ଟେଷ୍ଟ । ୭ ହଜାର ଆରଟିପିସିଆର ଓ ୩ ହଜାର ଆଂଟିଜେନ ଟେଷ୍ଟ କରାଯିବ । ଓଡିଶାକୁ ଆଉ ୨ ଲକ୍ଷ ଆଟିଂଜେନ କିଟ ଆସିବ ବୋଲି କହିଛନ୍ତି ଇନଷ୍ଟିଚ୍ୟୁଟ […]