କୋରାପୁଟ, କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି କୋରାପୁଟ ଜିଲ୍ଲାକୁ 48 ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି। ଆଜି ମଧ୍ୟରାତ୍ରରୁ ଅଗଷ୍ଟ 1 ତାରିଖ ମଧ୍ୟରାତ୍ର ଯାଏଁ 48 ଘଣ୍ଟା କୋରାପୁଟ ଜିଲ୍ଲା ସଟ୍ ଡାଉନ୍ ରହିବ। ବୃଦ୍ଧି ପାଉଥିବା କରୋନା […]
ଭୁବନେଶ୍ବର, ଆଜି ରାଜ୍ୟରେ ଆଉ 581 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମରୁ ସର୍ବାଧିକ 160 ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଖୋର୍ଦ୍ଧାରୁ 77, ଗଜପତିରୁ 43, କଟକରୁ 34, ମାଲକାନଗିରିରୁ 32, ବରଗଡ଼ରୁ 25, ଭଦ୍ରକରୁ 23, କେନ୍ଦୁଝରରୁ 19, ଅନୁଗୁଳରୁ […]
ଭୁବନେଶ୍ବର, ଓଡ଼ିଶାରେ କୋଭାକ୍ସିନର ମାନବ ପରୀକ୍ଷଣ କରାଯାଇଛି। ଭୁବନେଶ୍ବରର ସମ୍ ହସ୍ପିଟାଲ ସହ ଦେଶର 12ଟି ସ୍ଥାନରେ କୋଭାକ୍ସିନ ପରୀକ୍ଷଣ ହୋଇଛି। ଭାରତ ବାୟୋଟେକ ପକ୍ଷରୁ କୋଭାକ୍ସିନ ପ୍ରସ୍ତୁତ କରାଯାଇଛି। ପରୀକ୍ଷଣ ପାଇଁ ରାଜି ହୋଇଥିବା ସ୍ବେଚ୍ଛାସେବୀଙ୍କଠାରେ ମାନବ ପରୀକ୍ଷା କରାଯାଇଛି। […]
କଟକ, କଟକ ସହରରେ ଆଜି ଆଉ 65 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 65 ମଧ୍ୟରେ 59 କ୍ବାରେଣ୍ଟିନ ଓ 6 ଲୋକାଲ କଣ୍ଚାକ୍ଚ କେସ୍ ଅଛନ୍ତି। ଖଟବିନ ସାହିରୁ ଆଜି 28 କରୋାନା ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି। ସେକ୍ ବଜାରରୁ […]
ଭୁବନେଶ୍ବର, ଭୁବନେଶ୍ବର ସହରରେ ଆଜି ଆଉ 159 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଚିନରୁ 118 ଏବଂ 41 ଜଣ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀ ତ୍ରିନାଥ ବସ୍ତିରୁ 44 ଜଣ, ଆଇଗଣିଆ ଆଳୁଗଦିରୁ ପୁଣି 20, […]
ଭୁବନେଶ୍ବର, ରାଜ୍ୟରେ ଆଜି ଆଉ 728 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ସର୍ବାଧିକ 391 ଜଣ ଆରୋଗ୍ୟ ଲାଭ କରିଛନ୍ତି। ଅନ୍ୟ ଜିଲ୍ଲାଗୁଡିକ ମଧ୍ୟରେ ଖୋର୍ଦ୍ଧା-49, କଟକ-43, ବାଲେଶ୍ବର-33, ଯାଜପୁର-32, ଗଜପତି-23, ମୟୂରଭଂଜ-19, ଅନୁଗୁଳ-18, ଜଗତସିଂହପରୁ ଓ ନୟାଗଡରୁ […]
ଭୁବନେଶ୍ବର, ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ପାଇଁ ଆଉ 15 ଶହ କୋଭିଡ ବେଡ୍ ବ୍ୟବସ୍ଥା କରାଯିବ। ଏବେ ଟେଷ୍ଟିଂ ଉପରେ ଗୁରୁତ୍ବ ଦେଉଛୁ, ଦିନକୁ 14 ଶହ ଟେଷ୍ଟ କରାଯିବ। ସମସ୍ତ 67 ୱାର୍ଡରେ ସଚେତକ ଟିମ୍ ଅଛନ୍ତି ଏବଂ ସେମାନେ […]
କଟକ, କଟକ ସହରରୁ ଆଜି 35 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ 26 ଜଣ ହୋମ୍ କ୍ବାରେଣ୍ଟିନ ହୋଇଥିବା ବେଳେ 6 ଜଣ ସରକାରୀ କ୍ବାରେଣ୍ଟିନ ଚିହ୍ନଟ ହୋଇଛନ୍ତି। ଲୋକାଲ କଣ୍ଚାକ୍ଚରୁ 3 ଜଣ ପଜିଟିଭ ବାହାରିଛନ୍ତି। […]
ଭୁବନେଶ୍ବର, ଆଜି ଭୁବନେଶ୍ବରରୁ ଆଉ 111 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଚିନରୁ 62 ଏବଂ ଲୋକାଲ କଣ୍ଟାକ୍ଟ କେସ୍ 49 ଚିହ୍ନଟ ହୋଇଛନ୍ତି। ଆଇଗଣିଆ ଆଳୁଗଦିରୁ 9 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଡୁମୁଡୁମା ନୂଆସାହିରୁ 5, […]
ଭୁବନେଶ୍ବର, କୋଭିଡ19 ନିୟନ୍ତ୍ରଣ ପାଇଁ ଯେଉଁଠି ଆଲୋଚନା ଓ ନିଷ୍ପତି ହୁଏ ସେହି ଲୋକସେବା ଭବନରେ ବର୍ତ୍ତମାନ ବାହାରିଛି ପଜେଟିଭ୍। ଫଳରେ ରାଜ୍ୟରେ କରୋନା ମୁକାବିଲା କିପରି ହେବ ସେ ନେଇ ସମସ୍ତେ ଚିନ୍ତିତ। ତେବେ ଲୋକସେବା ଭବନରେ ଏହି ଭୂତାଣୁ […]
ମୁମ୍ବାଇ, ଭାରତର ପ୍ରସିଦ୍ଧ ଔଷଧ ନିର୍ମାତା କଂପାନୀ ସିପ୍ଲା ଆଣିଲା ନୂଆ କୋଭିଡ19 ନିରାକରଣ ଔଷଧ। ଯାହାର ନାମ ରହିଛି ଫାଭିପିରାଭିର, ହେଲେ ଏହା ସିପ୍ଲେଞ୍ଜା ବ୍ରାଣ୍ଡ ନାମରେ ବଜାରରେ ଉପଲବ୍ଧ ହେବ। ଏହା ଟାବଲେଟ୍ ଭାବେ ବଜାରରେ ମିଳିବ। ଏଥିପାଇଁ […]
ନୂଆଦିଲ୍ଲୀ, ଏ ପର୍ଯ୍ୟନ୍ତ ୧,୫୪,୨୮,୧୭୦ କୋଭିଡ-୧୯ ନମୁନା ପରୀକ୍ଷା କରାଯାଇଛି। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ୩,୫୨,୮୦୧ ନମୁନା ପରୀକ୍ଷା କରାଯାଇଛି। ସେହି ଅନୁସାରେ ଦେଶରେ ଏବେ ୧୦ ଲକ୍ଷ ଜନସଂଖ୍ୟାରେ ୧୧୧୭୯.୮୩ ନମୁନା […]
କଟକ, କଟକ ସହରରୁ ଆଜି ଆଉ 93 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। 93 ଜଣଙ୍କ ମଧ୍ୟରୁ 75 ହୋମ କ୍ବାରେଣ୍ଟିନରୁ ହୋଇଥିବା ବେଳେ 14 ଜଣ ଲୋକାଲ କଣ୍ଟାକ୍ଟ କେସ୍ ଥିବା ଜଣାପଡିଛି। ବକ୍ସିବଜାର ବାସୁଳି ସାହିରୁ 23 ଜଣ […]
ଭୁବନେଶ୍ବର, ରାଜ୍ୟରେ ଆଉ 808 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 530 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାୟଗଡ଼ାରୁ 61, କଟକରୁ 35, ମାଲକାନଗିରିରୁ 30, ଗଜପତିରୁ 22, ବାଲେଶ୍ବର ଓ ଖୋର୍ଦ୍ଧାରୁ 19 ଜଣ ଲେଖାଏଁ, […]
ଭୁବନେଶ୍ବର, କରୋନା ଏବେ ରାଜଧାନୀ ଭୁବନେଶ୍ବରର ବସ୍ତି ଅଞ୍ଚଳରେ ହୁ ହୁ ହୋଇ ବଢିବାରେ ଲାଗିଠି। ଆଜି ସର୍ବାଧିକ କରୋନା ଆକ୍ରାନ୍ତ ବସ୍ତି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜି ଭୁବନେଶ୍ବରରେ ଆଉ 248 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ […]
ରମେଶ ମହାନ୍ତି ଜଗତସିଂହପୁର, ଆଜି ଜଗତସିଂହପୁର ଜିଲ୍ଲାରୁ 2 ଜଣ କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାର ମୋଟ ପଜିଟିଭ ସଂଖ୍ୟା 614ରେ ପହଞ୍ଚିଛି। ଏଯାବତ ଜିଲ୍ଲାରେ 425 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ […]
ଭୁବନେଶ୍ବର, ଆଜି ରାଜ୍ୟରେ ଆଉ 643 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ସର୍ବାଧିକ 407 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ 44, ବାଲେଶ୍ବରରୁ […]
ଭୁବନେଶ୍ବର, ରାଜ୍ୟରେ କରୋନା ସ୍ଥିତି ନେଇ ଚିନ୍ତା ନ କରିବାକୁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ଆମ ରାଜ୍ୟର ସ୍ଥିତି ଅନ୍ୟ ରାଜ୍ୟଠାରୁ ସଂପୂର୍ଣ୍ଣ ଭିନ୍ନ ରହିଛି। ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢୁଥିଲେ […]
ଭୁବନେଶ୍ବର, ରାଜଧାନୀ ଭୁବନେଶ୍ବରରେ କରୋନା କମିବା ନାଁ ନେଉନାହିଁ। ଆଜି ପୁଣି ଥରେ ଭୁବନେଶ୍ବର ସହରରୁ ଆଉ 126 ପଜିଟିଭ ଚିହ୍ନଟ ହୋଇଛନ୍ତି। ଲକଡାଉନ ସତ୍ତ୍ବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବ୍ୟାପିବାରେ ଲାଗିଛି। ଆକ୍ରାନ୍ତ 126 ଜଣଙ୍କ ମଧ୍ୟରୁ 93 ଜଣ […]
କଟକ, କଟକ ସହରରୁ ଆଜି 34 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। 34 ଆକ୍ରାନ୍ତଙ୍କ ମଧ୍ୟରେ 8 ଲୋକାଲ କେସ୍ ଥିବା ଜଣାଯାଇଛି। ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଦେୱାନ ବଜାରରୁ 5 ସଂକ୍ରମିତ ହୋଇଛନ୍ତି। ରାଉସପାଟଣାରୁ 3 ମହିଳାଙ୍କ […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ସୁନ୍ଦରଗଡ ଓ ଯାଜପୁର ଜିଲ୍ଲାର କୋଭିଡ ପରିଚାଳନା ବ୍ୟବସ୍ଥା ସମୀକ୍ଷା କରି କୋଭିଡ ଯୁଦ୍ଧ ରଣନୀତିକୁ ସୁଦୃଢ କରିବା ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ […]