ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରେଶମ ନଗରୀ ବ୍ରହ୍ମପୁର ସହରର ହରିହର ନଗର ଦ୍ଵିତୀୟ ସାରଣୀ ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ମଧୁମେହ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ […]
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଠାରେ ଜନସନ ଆଣ୍ଡ ଜନସନ କମ୍ପାନୀ ଦ୍ୱାରା ଯୋଗାଇ ଦିଆଯାଇଥିବା ଏକ ଚଳନଶୀଳ ସ୍କିଲ୍ ଲ୍ୟାବ୍ରେ ନଭେମ୍ବର ୨୦ ଓ ୨୧ ତାରିଖରେ […]
ନୂଆଦିଲ୍ଲୀ: ଜୀବନଶୈଳୀର ପରିବର୍ତ୍ତନ, ଖରାପ ଖାଇବା ଅଭ୍ୟାସ ଏବଂ କମ୍ ଶାରୀରିକ କାର୍ଯ୍ୟକଳାପ ହେତୁ ରକ୍ତଚାପର ସମସ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଭାରତରେ ପ୍ରାୟ 3 କୋଟି ଲୋକ ଏହି ସମସ୍ୟା ସହ ସଂଘର୍ଷ କରୁଛନ୍ତି। ଏହି ସମସ୍ତ ରୋଗୀଙ୍କ […]
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ପେଡିଆଟ୍ରିକ ସର୍ଜରୀ ବିଭାଗରେ କାର୍ଯ୍ୟରତ ସିନିୟର ରେସିଡେଣ୍ଟ (ଶେଷ ବର୍ଷ) ଡ. ମନୀତା ତମାଙ୍ଗ ଦେଶର ମର୍ଯ୍ୟାଦାଜନକ ୟୁସି ଚକ୍ରବର୍ତ୍ତୀ ପୁରସ୍କାର ହାସଲ କରିଛନ୍ତି। ନିକଟରେ ଏମ୍ସ ଋଷିକେଶରେ ଆୟୋଜିତ ପେଡିଆଟ୍ରିକ ସର୍ଜନମାନଙ୍କ ସର୍ବଭାରତୀୟ ସମ୍ମିଳନୀ ଆଇଏପିଏସସିଓଏନ୍ […]
ନୂଆଦିଲ୍ଲୀ: ଏକ ସୁସ୍ଥ ପୃଥିବୀ ହିଁ ଏକ ଉତ୍ତମ ପୃଥିବୀ ବୋଲି ଆଲୋକପାତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ, ପ୍ରଯୁକ୍ତିବିଦ୍ୟାକୁ ଏକୀକୃତ କରିବା ପାଇଁ ଭାରତ ସ୍ୱାସ୍ଥ୍ୟ କ୍ଷେତ୍ରରେ ସକ୍ରିୟ ଭାବେ କାର୍ଯ୍ୟ କରୁଛି । ଏହି […]
ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ନିଶୁଳ୍କ ଡାଏଲିସିସ୍ ସେବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ଏହି ଡାଏଲିସିସ୍ କେନ୍ଦ୍ର ଦ୍ବାରା ରେଢାଖୋଲ ସମେତ ଆଖପାଖ ଅଞ୍ଚଳର ଲୋକମାନେ କିଡ୍ନୀ […]
ଭୁବନେଶ୍ଵର: ଏକ ଜଟିଳ ଏବଂ ଯୁଗାନ୍ତକାରୀ ଚିକିତ୍ସା ହସ୍ତକ୍ଷେପ ଜରିଆରେ ଏମ୍ସ ଡାକ୍ତରମାନେ ୨୪ ବର୍ଷ ବୟସ୍କ ଯୁବକ ଶୁଭକାନ୍ତ ସାହୁଙ୍କ ଜୀବନ ବଞ୍ଚାଇଛନ୍ତି। ଇସିପିଆର ପଦ୍ଧତିରେ ଏମ୍ସର ଡାକ୍ତରମାନେ ଜୀବନ ବଞ୍ଚାଇ ପାରିଛନ୍ତି। ଦୀର୍ଘ ଦେଢଘଣ୍ଟା ପର୍ଯ୍ୟନ୍ତ ସଂପୃକ୍ତ ଯୁବକଙ୍କ […]
ସ୍ୱାସ୍ଥ୍ୟ ଟିପ୍ସ: ଶୀତଦିନେ, ରଙ୍ଗୀନ ପନିପରିବା ବଜାରକୁ ଆସେ। ମାର୍କେଟଗୁଡିକ ଲାଲ ରଙ୍ଗର ଗାଜର, ଧଳା କୋବି, ଧଳା ମୂଳା ଏବଂ ସବୁଜ ପନିପରିବାରେ ପରିପୂର୍ଣ୍ଣ। ସୁସ୍ଥ ରହିବା ପାଇଁ ଆପଣଙ୍କ ଖାଦ୍ୟରେ ସମସ୍ତ ପନିପରିବା ଅନ୍ତର୍ଭୁକ୍ତ କରିବା ଉଚିତ୍। ମୂଳା ସ୍ୱାସ୍ଥ୍ୟ […]
ପୁରୀ: ପୁରୀ ଠାରେ ଶ୍ରୀ ଜଗନ୍ନାଥ ହାର୍ଟଫାଉଣ୍ଡେସନ ଏବଂ କୋରୋନା ରିମେଡିଜର ମିଳିତ ଆନୁକୂଲ୍ୟରେ ଆଜି ମଧୁମେହ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରା ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ବାହାରି ଗୁଣ୍ଡିଚା ମନ୍ଦିର ଯାଏ ଅନୁଷ୍ଠିତ ହୋଇଥିବା ବେଳେ […]
ଭୁବନେଶ୍ୱର: ଆଜି ଲୋକସେବା ଭବନ ଠାରେ ଆମେରିକାର ମିୟୋ କ୍ଲିନିକ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ଗବେଷଣା ସଂସ୍ଥାର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡିଶାରେ କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ସବୁଠାରୁ ଆଧୁନିକ ରୋଗ ନିରୂପଣ ଓ ଚିକିତ୍ସା ପଦ୍ଧତିର […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅର୍ନ୍ତଗତ ଡିଆଁଡେଇଁ ଗ୍ରାମର ସୁନେଲୀ ନାୟକ ନାମ୍ନୀ ଜଣେ ମହିଳା ପ୍ରସବ ବେଦନା ଯୋଗୁଁ ଛତ୍ରପୁର ଉପକଣ୍ଠ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ମହିଳାଙ୍କ ପରିସ୍ଥିତି ଗୁରୁତର ହେବାରୁ […]
ନୂଆଦିଲ୍ଲୀ, କଦଳୀ ହେଉଛି ଏକ ଶୁଭ ଫଳ। ଏହାକୁ ବିଭିନ୍ନ ପୂଜାପାର୍ବଣରେ ବ୍ୟବହାର କରାଯାଇଥାଏ। ଏହାର ଗଛ ମଧ୍ୟ ପୂଜାରେ ବ୍ୟବହାର କରାଯାଏ। କଦଳୀ ଫଳ ଠାରୁ ଆରମ୍ଭ କରି ପତ୍ର ଏବଂ ଏହାର ମଞ୍ଜା ମଧ୍ୟ ବ୍ୟବହାର ହୁଏ। ତେବେ କଦଳୀ […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କର୍କଟ ରୋଗ ଜୀବନ ଘାତ ହେଲେ ମଧ୍ୟ ଜନସଚେତନତା ସୃଷ୍ଟି କରିପାରିଲେ ରୋଗରୁ ମୁକ୍ତ ସୁନିଶ୍ଚିତ ବୋଲି ଆରୋଗ୍ୟ ଲାଭ କରିଥିବା ସାମାଜିକ ଓ ସଂସ୍କୃତି ପ୍ରେମୀ ଡଃ ଦେବାନନ୍ଦ ଦାସ ଏହାର ଉଦାହରଣ ସୃଷ୍ଟି […]
ନୂଆଦିଲ୍ଲୀ: ୦୨୧-୨୨ ପାଇଁ ଜାତୀୟ ସ୍ୱାସ୍ଥ୍ୟ ଆକାଉଣ୍ଟ (ଏନଏଚଏ) ତଥ୍ୟରେ ଏକ ସକାରାତ୍ମକ ଧାରା ପ୍ରକାଶିତ ହୋଇଛି । ଦେଶରେ ମୁଖ୍ୟତଃ ସରକାରୀ ପୁଞ୍ଜିନିବେଶ ବୃଦ୍ଧି ଏବଂ ଉନ୍ନତ ସାର୍ବଜନୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା କାରଣରୁ ଚିକିତ୍ସା ବାବଦ ଅତିରିକ୍ତ ପକେଟ୍ ଖର୍ଚ୍ଚ […]
ଭୁବନେଶ୍ବର: ଫିଟ୍ ରହିବା ପାଇଁ କିଏ ନ ଚାହାନ୍ତି। ସମେସ୍ତ ପତଳା ଓ ସୁଢଳ ରହିବାକୁ ଚାହାନ୍ତି। ମୋଟାପାକୁ ନେଇ ଏବେ ଯୁବପିଢି ବ୍ୟସ୍ତ ଓ ବିବ୍ରତ। ଆଜିକାଲିର ଖାଇବା ପିଇବା ଓ ଜୀବନଶୈଳୀ ଯୋଗୁଁ ଓଜନ ବୃଦ୍ଧି ହୋଇଛି। ଥରେ […]
ଭୁବନେଶ୍ୱର: କୋଭିଡ ମହାମାରୀରେ ଭାରତରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଜୀବନର ରକ୍ଷାକାରୀ ସାଜିଥିଲା ଜୀବାଣୁକୁ ଅକାମୀ କରୁଥିବା ଆଂଟିବାୟୋଟିକ। ତେଣୁ ଏଭଳି ଆଂଟିବାୟୋଟିକ୍ଗୁଡ଼ିକୁ ଅଧିକ ମାତ୍ରାରେ ବିକଶିତ କରିବା ପାଇଁ ସମାଜର ସହଯୋଗର ଆବଶ୍ୟକତା ରହିଛି। […]
ସ୍ୱାସ୍ଥ୍ୟ ଟିପ୍ସ: ମୁଣ୍ଡବିନ୍ଧାକୁ କେବେ ବି ଅଣଦେଖା କରିବା ଅନୁଚିତ। କାରାଣ ହୁଏତ ଏହା କିଛି ବଡ ରୋଗର କାରଣ ହୋଇପାରେ। ତେଣୁ ଏହି ରୋଗର ଲକ୍ଷଣ ଭଲ ଭାବରେ ଜାଣି ଚିକିତ୍ସା ହେବା ଉଚିତ। ଆଜି ଆମେ ଆପଣଙ୍କୁ ଏପରି କିଛି […]
ସ୍ୱାସ୍ଥ୍ୟ ଟିପ୍ସ: ଭାରତରେ ବେଲପତ୍ରର ବିଶେଷ ଗୁରୁତ୍ୱ ରହିଛି। କାରଣ ତାହାକୁ ଭଗବାନ ଶିବଙ୍କୁ ଅର୍ପଣ କରାଯାଏ। ଧାର୍ମିକ ଗୁରୁତ୍ୱ ବ୍ୟତୀତ ବେଲପତ୍ର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। ସେଗୁଡିକ କ୍ୟାଲସିୟମ୍ ଏବଂ ଫାଇବର ପରି ଭିଟାମିନ୍ ଏ, […]
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ପକ୍ଷରୁ ଏହାର ଦ୍ୱିତୀୟ ବାର୍ଷିକ ଅନୁସନ୍ଧାନ ଦିବସ ଏବଂ ପ୍ରଥମ ଆଞ୍ଚଳିକ ଅନୁସନ୍ଧାନ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଗବେଷଣାର ପ୍ରମୁଖତାକୁ ଗୁରୁତ୍ଵ ଦେବା ସହିତ ପ୍ରଥମକରି ଚଳିତ ବର୍ଷ, ଏମ୍ସ ଭୁବନେଶ୍ୱର ପ୍ରଥମ ଆଞ୍ଚଳିକ […]
ଭୁବନେଶ୍ବର: ଅଁଳାରେ ଭିଟାମିନ୍ ସି ଭରପୂର ରହିଛି। ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ ଅଁଳା ଚର୍ମ ଏବଂ କେଶ ପାଇଁ ମଧ୍ୟ ଲାଭଦାୟକ ଅଟେ। ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା, ଦୃଷ୍ଟି ଶକ୍ତିରେ ଉନ୍ନତି, ହଜମ […]
ନୂଆଦିଲ୍ଲୀ: ଆଜିକାଲି, ଲୋକମାନେ ଅଧିକ ସୁବିଧା ପାଇବାକୁ ଯାଉଥିବାରୁ ସେମାନଙ୍କର ଶାରୀରିକ କାର୍ଯ୍ୟକଳାପ ହ୍ରାସ ପାଉଛି। ଏହି କାରଣରୁ ରୋଗ ଏବଂ ସଂକ୍ରମଣର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଉଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ସଂକ୍ରମଣ […]