ନୂଆଦିଲ୍ଲୀ: ଏହି ବର୍ଷ, NEET, ସ୍ନାତକୋତ୍ତର ମେଡିକାଲ ପାଠ୍ୟକ୍ରମରେ ଆଡମିଶନ ପାଇଁ ପରୀକ୍ଷା, ଅନେକ ବିବାଦ ଘେରି ରହିଛି। ଛାତ୍ରଛାତ୍ରୀମାନେ ଅନେକ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରିଛନ୍ତି ଏବଂ ସୁପ୍ରିମକୋର୍ଟ ସମେତ ଅନେକ କୋର୍ଟରେ NEET ବିରୋଧରେ ଆବେଦନ କରିଛନ୍ତି। ପୃଷ୍ଠଭୂମି […]
ଭୁବନେଶ୍ଵର: ରାଜ୍ୟରେ ବିଜେଡ଼ି ସରକାର ଆଉ ନାହିଁ। ନବୀନ ପଟ୍ଟନାୟକ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଚଳିତ ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିଛି। ତେବେ ରାଜ୍ୟରୁ ବିଜେଡ଼ି ସରକାରର ପତନ ପରେ ଲୋକମାନଙ୍କ ମଧ୍ୟରେ ଅନେକ ଆଶଙ୍କା […]
ଭୁବନେଶ୍ୱର: ସାଧାରଣ ନିର୍ବାଚନ – ୨୦୨୪ ପାଇଁ ଗତ କାଲି ଫଳାଫଳ ପ୍ରକାଶ ପାଇବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ (ବିଏସକେୱାଇ)କୁ ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସୁଛି । ରାଜ୍ୟର କିଛି ଘରୋଇ ହସପିଟାଲଗୁଡିକ ବିଏସକେୱାଇ କାର୍ଡ ବନ୍ଦ […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କ୍ରାନ୍ତି ପକ୍ଷରୁ ଜାତୀୟ କର୍କଟ ବିଜୟୀ ଦିବସ ସହ ବ୍ରହ୍ମପୁର ସମର ମହତ୍ସୋବ ପାଳିତ ହୋଇଛି। କର୍କଟ ପୀଡିତଙ୍କ ମୁହଁରେ ହସ ଫୁଟାଇବାକୁ ବ୍ରହ୍ମପୁର ସହରର ଅଗ୍ରଣୀ ସେବା ଅନୁଷ୍ଠାନ “କ୍ରାନ୍ତି” ପକ୍ଷରୁ ନିଆରା ପ୍ରୟାସ […]
ଭୁବନେଶ୍ୱର: ବିଶ୍ୱ ତମାଖୁ ମୁକ୍ତ ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ ସାଇନ୍ସେସ୍ (ଆଇଡିଏସ୍)ର ପବ୍ଲିକ୍ ହେଲ୍ଥ ଡେଂଟିଷ୍ଟ୍ରି ବିଭାଗ ପକ୍ଷରୁ ସଫେଇ କର୍ମଚାରୀଙ୍କ ନିମନ୍ତେ ତମାଖୁ ବର୍ଜନ ନେଇ ଏକ ସଚେତନତା କାର୍ଯ୍ୟକ୍ରମ […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରେଶମ ନଗରୀ ବ୍ରହ୍ମପୁର ସହରର ବ୍ରହ୍ମାନଗର ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ “କ୍ରାନ୍ତି “ଓ ସରକାରୀ ଆଇ ଟି ଆଇ ଶିକ୍ଷାନୁଷ୍ଠାନ ମିଳିତ ସହଯୋଗରେ ବିଶ୍ବ ତମାଖୁ ବର୍ଜନ ଦିବସ ସଚେତନତା କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ […]
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସମ ଅଲ୍ଟିମେଟ ହସ୍ପିଟାଲକୁ ଯାଇ ସେଠାରେ ଚିକିତ୍ସିତ ହେଉଥିବା ପୁରୀର ବାଣ ଦୁର୍ଘଟଣାର ଆହତମାନଙ୍କୁ ଭେଟିଥିଲେ। ସେମାନଙ୍କର ଚିକିତ୍ସା ବ୍ୟବସ୍ଥାରେ ରହିଥିବା ମୁଖ୍ୟ ଡାକ୍ତରମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କୁ […]
ନୂଆଦିଲ୍ଲୀ: ଭାରତରେ ଜାତୀୟ ଟେଲି- ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟରେ ପହଞ୍ଚିଛି ଏବଂ ଏହାର ଟେଲି- ମାନସ ଟୋଲ୍ ଫ୍ରି ନମ୍ବରରେ ଦୈନିକ ହାରାହାରି ୩,୫୦୦ କଲ୍ ଆସୁଛି ଏବଂ ଏଥିରେ ପ୍ରାୟ ୧୦ ଲକ୍ଷରୁ ଅଧିକ କଲ୍ […]
ଭୁବନେଶ୍ୱର: ମାସିକ ଋତୁସ୍ରାବ ବା ପିରିୟଡ୍ସ ଜଣେ କିଶୋରୀ ବା ନାରୀ ଜୀବନର ଏକ ପ୍ରାକୃତିକ ତଥା ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ଏହାକୁ ନେଇ ଏବେ ବି ମହିଳାଙ୍କ ଭିତରେ ଲାଜ, ସଙ୍କୋଚ ରହିଥିବା ବେଳେ ଅନେକ କ୍ଷେତ୍ରରେ ସେମାନେ ବିଭିନ୍ନ […]
ଭୁବନେଶ୍ୱର: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଗତ ରବିବାର ପେଡିଆଟ୍ରିକ ଗ୍ୟାଷ୍ଟ୍ରୋଏନ୍ଟେରୋଲୋଜି ସମ୍ପର୍କିତ ଏକ କର୍ମଶାଳା ଆୟୋଜିତ ହୋଇଯାଇଥିବା ବେଳେ ଏଥିରେ ପ୍ରାୟ ୧୫୦ ଜଣ ପ୍ରତିନିଧି ସାମିଲ ହୋଇଥିଲେ। କର୍ମଶାଳାରେ ଲକ୍ଷେ୍ନା÷ ସ୍ଥିତ ସଞ୍ଜୟ ଗାନ୍ଧୀ […]
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ମାନସିକ ବିଭାଗ ତରଫରୁ ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳିତ ହୋଇଯାଇଛି। ଶୁକ୍ରବାର ସକାଳେ ଏହି ଅବସରରେ ଏକ ସଚେତନା ର୍ୟାଲି ଆୟୋଜନ କରାଯାଇଥିଲା। […]
ଭୁବନେଶ୍ୱର: ନିଜର ୨୧ ମାସର ଶିଶୁ ପୁତ୍ର ବ୍ରେନ୍ଡେଡ୍ ଘୋଷଣା ହେବା ପରେ ମହାନତା ଦେଖାଇଛନ୍ତି ତାର ପିତା ମାତା। ଦୁଃଖରେ ଭାଙ୍ଗିପଡ଼ିଛନ୍ତି ସତ, କିନ୍ତୁ ନିଜ ପୁଅର ଅଙ୍ଗ ପ୍ରଦାନ କରି ଅନ୍ୟ କାହାର ଜୀବନ ରକ୍ଷା କରିବାର ଉଦାରତା […]
ଭୁବନେଶ୍ୱର: ରକ୍ତ କର୍କଟ ଏକ ଗୁରୁତର ସମସ୍ୟା ତେବେ ସଠିକ୍ ସମୟରେ ରୋଗ ନିରୂପଣ, ପରୀକ୍ଷା ନିରୀକ୍ଷା ଓ ଉପଯୁକ୍ତ ଚିକିତ୍ସା ଦ୍ୱାରା ମଣିଷ ଏହି ଜଟିଳ ବ୍ୟାଧିରୁ ସୁସ୍ଥ ହୋଇପାରିବ। ସେହିପରି ବର୍ତମାନ ଅତ୍ୟାଧୁନିକ ଷ୍ଟେମ୍ ସେଲ ପ୍ରତ୍ୟାରୋପଣ ପ୍ରକ୍ରିୟା […]
ଭୁବନେଶ୍ୱର: ସମ୍ ଅଲ୍ଟିମେଟ ମେଡିକେୟାର ଡାକ୍ତରଙ୍କ ଦ୍ୱାରା ଜଣେ ମେଦବହୁଳ ମହିଳାଙ୍କ କ୍ଷେତ୍ରରେ ସଫଳତାର ସହ ୟୁଟେରାଇନ୍ ଆର୍ଟେରୀ ଏମ୍ବୋଲାଇଜେସନ୍ (ୟୁଏଇ) ପ୍ରକ୍ରିୟା ସମ୍ପାଦିତ କରାଯାଇଛି। ମହିଳା ଜଣଙ୍କ ଗର୍ଭାଶୟରେ ଅନେକ ଫାଇବ୍ରଏଡ୍ ସୃଷ୍ଟି ହୋଇଥିବା ବେଳେ ସେ ମେନୋପୋଜ୍ ପରବର୍ତ୍ତୀ […]
ମୁମ୍ବାଇ: ମହାରାଷ୍ଟ୍ର ନୂତନ COVID-19 ଓମିକ୍ରନ୍ ସବଭାରିଆଣ୍ଟ KP.2 ର 91 ଟି ମାମଲା ସାମ୍ନାକୁ ଆସିଛି, ଯାହା JN.1 ଭାରିଆଣ୍ଟ ଅପେକ୍ଷା ଅଧିକ ପ୍ରାଧାନ୍ୟ ବିସ୍ତାର କରିଛି। ସୂଚନା ଅନୁଯାୟୀ, ପୁଣେରେ KP.2 ଭାରିଆଣ୍ଟର ସର୍ବାଧିକ 51 ଟି ମାମଲା […]
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ସଚେତନ ହେଲେ ଡେଙ୍ଗୁ ଭଳି ପ୍ରାଣଘାତୀ ଶତ୍ରୁ କବଳରୁ ମୁକ୍ତି ମିଳିପାରିବ। ଏନେଇ ଆଜି ଏମ୍ସ ପକ୍ଷରୁ ବ୍ୟାପକ ଜନଜାଗରଣ କାର୍ଯ୍ୟକ୍ରମ ଆୟୋଜିତ ହେବା ସହିତ ଜନସାଧାରଣଙ୍କୁ ସଚେତନତାଧର୍ମୀ […]
ନୂଆଦିଲ୍ଲୀ: ମଙ୍ଗଳବାର ଦିନ ରାଖୀ ସାୱନ୍ତ ପ୍ରଶଂସକଙ୍କୁ ଚକିତ କରିଦେଇଥିଲେ, ଯେତେବେଳେ ଡାକ୍ତରଖାନାରୁ ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ହୃଦଘାତ ହେବା ପରେ ରାଖୀ ସାୱନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ରାଖୀଙ୍କ ପୂର୍ବତନ ସ୍ୱାମୀ ରିତେଶ ରାଜ […]
ସ୍ୱାସ୍ଥ୍ୟ ଟିପ୍ସ: ଗ୍ରୀଷ୍ମ ଋତୁ ଆସିଛି। ଏପରି ପରିସ୍ଥିତିରେ ଲୋକେ ଥଣ୍ଡା-ଥଣ୍ଡା କିଛି ଖାଇବାକୁ ପସନ୍ଦ କରନ୍ତି। ଅତ୍ୟଧିକ ଗରମରେ ଘରକୁ ଫେରି କିଛି ଥଣ୍ଡା ପିଇବାକୁ ଇଛା ହୋଇଥାଏ। ପ୍ରଚଣ୍ଡ ଉତ୍ତାପରେ ଆରାମ ପାଇବା ପାଇଁ, ଆପଣ ଘରେ ସହଜରେ […]
ଭୁବନେଶ୍ୱର: ମା’ର ଅନ୍ୟ ଏକ ରୂପ ହେଉଛି ସେବିକା। ମା ନିଜ ପିଲାର ଯତ୍ନ ନେବା ଭଳି ନର୍ସମାନେ ମଧ୍ୟ ସେବା ଯତ୍ନ ପ୍ରଦାନ କରି ରୋଗୀମାନଙ୍କୁ ସୁସ୍ଥ କରିଥାନ୍ତି। ତେଣୁ ନର୍ସ ମାନେ ମା ସହିତ ତୁଳନୀୟ ବୋଲି କହିଛନ୍ତି […]
ଭୁବନେଶ୍ୱର: ରୋଗୀଙ୍କୁ ଉତମ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ଚିକିତ୍ସା ଭାବେ ଉଭା ହୋଇଥିବା ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ପ୍ରକ୍ରିୟା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲ୍ ର ଶୀତଳାପଲ୍ଲୀ କ୍ୟାମ୍ପସ୍ରେ ସଫଳତାର ସହ […]
ଭୁବନେଶ୍ୱର: ନର୍ସମାନଙ୍କର ସେବା ଯତ୍ନ ଦ୍ୱାରା ହିଁ ରୋଗୀମାନେ ସୁସ୍ଥ ହୋଇଥାନ୍ତି। ନର୍ସମାନଙ୍କୁ ମା’ମାନଙ୍କ ସହିତ ମଧ୍ୟ ତୁଳନା କରାଯାଏ। ତେଣୁ ଡାକ୍ତରଖାନା ନର୍ସମାନଙ୍କ ବିନା ଅଧୁରା ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶାଶ୍ୱତୀ ଦାସ। ସୋଆ […]