ନୂଆଦିଲ୍ଲୀ: କୋଭିଡ-୧୯ ମାମଲାର ବୃଦ୍ଧି ଏବଂ ଭାରତରେ ଜେଏନ.୧ ଭାରିଆଣ୍ଟର ପ୍ରଥମ ମାମଲାର ଚିହ୍ନଟକୁ ଦୃଷ୍ଟିରେ ରଖି ରାଜ୍ୟମାନଙ୍କୁ କେନ୍ଦ୍ର ଏକ ମାର୍ଗଦର୍ଶିକା ଜାରି କରିଛି। କୋଭିଡ ପରିସ୍ଥିତିର ନିରନ୍ତର ମନିଟରିଂ ବଜାୟ ରଖିବାକୁ ରାଜ୍ୟମାନଙ୍କୁ ଅନୁରୋଧ କରାଯାଇଛି। ରାଜ୍ୟଗୁଡିକ ନିୟମିତ […]
ନୂଆଦିଲ୍ଲୀ: କୋଭିଡ୍-୧୯ର ନୂଆ ଭାରିଏଣ୍ଟ ସାରା ବିଶ୍ୱର ବୈଜ୍ଞାନିକଙ୍କ ଚିନ୍ତା ବଢ଼ାଇ ଦେଇଛି। କରୋନାର ଜେଏନ୍-୧ ଷ୍ଟ୍ରେନ୍ ପୂର୍ବ ଭାରିଆଣ୍ଟ ତୁଳନାରେ ଅଧିକ ସଂକ୍ରାମକ ହୋଇପାରେ। ନିକଟରେ କେରଳରେ ଜେଏନ୍-୧ ଭାରିଏଣ୍ଟର ଏକ ମାମଲା ସାମ୍ନାକୁ ଆସିଛି। ଜଣେ ୭୮ ବର୍ଷୀୟ […]
ସ୍ୱାସ୍ଥ୍ୟ ଟିପ୍ସ: ନୂଆ ବର୍ଷକୁ ଆଉ ଅଳ୍ପ ଦିନ ବାକି ଅଛି। ୨୦୨୪ କୁ ସ୍ୱାଗତ କରିବାକୁ ସମସ୍ତେ ଉତ୍ସାହିତ। ସମସ୍ତେ ନୂଆ ବର୍ଷରେ ନିଜକୁ ପରିବର୍ତ୍ତନ କରିବା ପାଇଁ ଏକ ଲକ୍ଷ୍ୟ ସ୍ଥିର କରନ୍ତି। ଅନେକ ଲୋକ ସେମାନଙ୍କର ଜୀବନଶୈଳୀ […]
ଭୁବନେଶ୍ୱର: ପ୍ରତ୍ୟେକ ମଣିଷ ନିଜ ଦାନ୍ତର ଯତ୍ନ ନେବା ଉଚିତ୍। ତେବେ ଭାରତରେ ମୋଟ ଜନସଂଖ୍ୟାର ମାତ୍ର ୬ ରୁ ୭ ପ୍ରତିଶତ ଲୋକ ନିଜ ଦାନ୍ତ ଚିକିତ୍ସା ପାଇଁ ଦନ୍ତ ଚିକିତ୍ସକଙ୍କ ନିକଟକୁ ଯାଇ ଥାଆନ୍ତି। ତେବେ ଏହି ସଂଖ୍ୟାକୁ […]
ସ୍ୱାସ୍ଥ୍ୟ ଟିପ୍ସ: ଶୀତଦିନେ, ରଙ୍ଗୀନ ପନିପରିବା ବଜାରକୁ ଆସେ। ମାର୍କେଟଗୁଡିକ ଲାଲ ରଙ୍ଗର ଗାଜର, ଧଳା କୋବି, ଧଳା ମୂଳା ଏବଂ ସବୁଜ ପନିପରିବାରେ ପରିପୂର୍ଣ୍ଣ। ସୁସ୍ଥ ରହିବା ପାଇଁ ଆପଣଙ୍କ ଖାଦ୍ୟରେ ସମସ୍ତ ପନିପରିବା ଅନ୍ତର୍ଭୁକ୍ତ କରିବା ଉଚିତ୍। ମୂଳା ସ୍ୱାସ୍ଥ୍ୟ […]
କୁଜଙ୍ଗ: କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତକାଲି ରାତିରେ ଡାକ୍ତରଙ୍କ ତୃଟିପୂର୍ଣ୍ଣ ଚିକିତ୍ସା କାରଣରୁ ରୋଗୀର ମୃତ୍ୟୁ ଘଟଣା ଏବେ ରୋଚକ ମୋଡ ନେଇଛି। ଗତକାଲି ଏହି ଘଟଣାରେ ଅଭିଯୋଗ ଆଧାରରେ କାର୍ଯ୍ୟରତ ତିନିଜଣ ଡାକ୍ତରଙ୍କ ନାମରେ ମାମଲା ରୁଜୁ କରାଯାଇଛି। […]
ଜୀବନଶୈଳୀ: ଶରୀର ପାଇଁ ଭିଟାମିନ୍ ଡି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମସ୍ତିଷ୍କ ସହିତ ଏହା ସ୍ନାୟୁକୁ ମଧ୍ୟ ସକ୍ରିୟ ରଖେ। ଯେଉଁଥିପାଇଁ ଶରୀର ଅନେକ ପ୍ରକାରର ମାନସିକ ଏବଂ ଶାରୀରିକ ରୋଗରୁ ସୁରକ୍ଷିତ ରହିଥାଏ। ଏହି ଆର୍ଟିକିଲ୍ ମାଧ୍ୟମରେ, ଆମେ ଜାଣିବା ଯେ […]
ସ୍ୱାସ୍ଥ୍ୟ ଟିପ୍ସ: ଆଖୁ ରସକୁ ଗ୍ରୀଷ୍ମ ଋତୁରେ ଥଣ୍ଡା ପାନୀୟ ଭାବରେ ଦେଖାଯାଏ। ଏହା ଶରୀରକୁ ଜଳ ଯୋଗାଇବା ସହିତ ଲୌହ, ଖଣିଜ ପଦାର୍ଥ ସହିତ ଅନେକ ପୁଷ୍ଟିକର ଖାଦ୍ୟ ଯୋଗାଇଥାଏ। ଏହାର ଅନେକ ଲାଭ ଅଛି। ଆଖୁ ବହୁତ ମିଠା। ଏଥିରେ […]
ସ୍ୱାସ୍ଥ୍ୟ ଟିପ୍ସ: ଆମ ଶରୀର ପାଇଁ କ୍ୟାଲସିୟମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହାଡ, ସ୍ନାୟୁ, ରକ୍ତ, ମାଂସପେଶୀକୁ ଶକ୍ତିଶାଳୀ କରିବା ଏବଂ ହୃଦୟର ଦୁର୍ବଳତାକୁ ଦୂର କରିବା ପାଇଁ କ୍ୟାଲସିୟମ ଆବଶ୍ୟକ। ଆମର ହାଡ ଏବଂ ଦାନ୍ତରେ ଆମ ଶରୀରରେ ୯୯% କ୍ୟାଲସିୟମ ଥାଏ। […]
ସ୍ୱାସ୍ଥ୍ୟ ଟିପ୍ସ: କୋଷ୍ଠକାଠିନ୍ୟ ଏକ ଛୋଟ ଶବ୍ଦ ପରି ଶୁଣାଯାଏ, କିନ୍ତୁ ଅଧିକାଂଶ ଲୋକ ଏହି ସମସ୍ୟା ଦ୍ୱାରା ଅସୁବିଧାରେ ପଡ଼ନ୍ତି। ଅନ୍ୟପକ୍ଷରେ ପେଟ ସଫା ନେହେବା ହେତୁ ଶାରୀରିକ ସମସ୍ୟା ସହିତ ଅନେକ ଚର୍ମ ସମସ୍ୟା ମଧ୍ୟ ଦେଖାଯାଏ। କିନ୍ତୁ ଆପଣ […]
ସ୍ୱାସ୍ଥ୍ୟ ଟିପ୍ସ: ଶୁଖିଲା ଫଳର ରାଜା ଭାବରେ କାଜୁକୁ ବିବେଚନା କରାଯାଏ। ଯାହା ସ୍ୱାସ୍ଥ୍ୟ ସହିତ ଆପଣଙ୍କ ସୌନ୍ଦର୍ଯ୍ୟ ବଢାଇବା ପାଇଁ ମଧ୍ୟ କାର୍ଯ୍ୟ କରିଥାଏ। ଏହା ସହିତ ଏହାକୁ ଖାଇବା ଦ୍ୱାରା ଅନେକ ପ୍ରକାରର ରୋଗକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ। ଆଜି […]
ଭୁବନେଶ୍ବର: ରାଜ୍ୟର ଆସ୍ଥା ଫାଉଣ୍ଡେସନ ଆନୁକୂଲ୍ୟରେ ଆନ୍ତଃ ଜାତୀୟ ଆୟୁର୍ବେଦିକ ରସ ମନ୍ଥନ କାର୍ଯ୍ୟକ୍ରମ ୯ ଓ ୧୦ଦୁଇ ଦିନ ଧରି ଭୁବନେଶ୍ୱର ସ୍ଥିତ ବିବେକାନନ୍ଦ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ସରକାରଙ୍କ ଆୟୁର୍ବେଦିକ ରିସର୍ଚ୍ଚ ଏବଂ ଅନୁସନ୍ଧାନ […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସ ଜରିଆରେ ତାଳଚେରଠାରେ ୩୩୦ ଶଯ୍ୟା ବିଶିଷ୍ଟ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍ଘାଟନ କରିଛନ୍ତି। ଏହି ହସ୍ପିଟାଲ ପ୍ରତିଷ୍ଠା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ […]
ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ରକ୍ଷା କବଚ ସାଜିଛି। ଓଡ଼ିଶା ଏବଂ ଓଡ଼ିଶା ବାହାର ରାଜ୍ୟର ସୁପର ସ୍ପେସିଆଲିଟି ହସ୍ପିଟାଲ ମାନଙ୍କରେ ଅନେକ ଜଟିଳ ରୋଗର ସଫଳ ଚିକିତ୍ସା ଏହି କାର୍ଡ ମାଧ୍ୟମରେ […]
ଭୁବନେଶ୍ବର: ଭୁବନେଶ୍ବର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି-ସ୍ପେସିଆଲିଟି ଉତ୍କଳ ହସ୍ପିଟାଲରୁ କିଡନୀ ପ୍ରତିରୋପଣ ହୋଇଥିବା ଜଣେ ପୁରୁଷ ରୋଗୀ ଆଜି ଡିସ୍ଚାର୍ଜ ହୋଇଛନ୍ତି। ଏବଂ ଏବେ ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେ ଅନ୍ୟ ମାନଙ୍କ ଭଳି […]
ଭୁବନେଶ୍ବର: ଆୟୁର୍ବେଦିକ ଚିକିତ୍ସା ପଦ୍ଧତି ବହୁ ପୁରାତନ ଜଗନ୍ନାଥ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ। ଏହି ଚିକିତ୍ସା ପଦ୍ଧତି ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହ ଓତଃପ୍ରୋତ ଭାବେ ଜଡ଼ିତ। କେରଳ ଭଳି ଓଡ଼ିଶାରେ ଆୟୁର୍ବେଦିକ ଚିକିତ୍ସାର ପର୍ଯ୍ୟାପ୍ତ ସୁଯୋଗ ରହିଛି। […]
ନୂଆଦିଲ୍ଲୀ: ପଞ୍ଚମ ଆୟୁର୍ବେଦ ଗ୍ଲୋବାଲ ଫେଷ୍ଟିଭାଲ ୨୦୨୩ କେରଳସ୍ଥିତ ତିରୁବନ୍ତପୁରମ ଠାରେ ଗତକାଲି ଠାରୁ ଆରମ୍ଭ ହୋଇଛି। ଆସନ୍ତା ମଙ୍ଗଳବାର ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଆୟୁର୍ବେଦ ମହାକୁମ୍ଭକୁ ଉପରାଷ୍ଟ୍ରପତି ଶ୍ରୀ ଜଗଦୀଶ ଧନଖର ଶୁଭ ଉଦଘାଟନ କରିଛନ୍ତି। […]
ସ୍ୱାସ୍ଥ୍ୟ ଟିପ୍ସ: କଖାରୁ ହେଉଛି ଏକ ସୁପରଫୁଡ୍ ଯାହାର ଅନେକ ଲାଭ ଅଛି। କିନ୍ତୁ ଆପଣ ଜାଣନ୍ତି କି କଖାରୁ ସହିତ ଏହାର ହଳଦିଆ ଏବଂ ସୁନ୍ଦର ଫୁଲ ମଧ୍ୟ ଗୁଣର ଏକ ଖଣି ଅଟେ। ଏହି ଫୁଲ ଖାଦ୍ୟ ପାଇଁ ବ୍ୟବହୃତ […]
ନୂଆଦିଲ୍ଲୀ: ଗୁଜୁରାଟର ଶିକ୍ଷା ମନ୍ତ୍ରୀ କୁବେର ଡିଣ୍ଡୋର ଶୁକ୍ରବାର ଦିନ କହିଛନ୍ତି ଯେ, ଗତ ୬ ମାସ ମଧ୍ୟରେ ରାଜ୍ୟରେ ହୃଦଘାତ ଯୋଗୁଁ ସମୁଦାୟ ୧,୦୫୨ ଲୋକ ପ୍ରାଣ ହରାଇଛନ୍ତି, ଯେଉଁଥିରୁ ୮୦ ପ୍ରତିଶତ ୧୧-୨୫ ବୟସ ବର୍ଗରେ ଥିଲେ। ଡିଣ୍ଡୋର […]
ଡା ତ୍ରୈଲୋକ୍ୟନାଥ ମହାରଣା ପ୍ରତିବର୍ଷ ମାରାତ୍ମକ ଏଡସ ଭୁତାଣୁ ଏଚ ଆଇ ଭି ସମଗ୍ର ବିଶ୍ୱରେ କାୟା ବିସ୍ତାର କରି ଚାଲିଛି।୧୯୬୦ ମସିହାରେ ଏହି ରୋଗ ପ୍ରକାଶ ପାଇଥିଲା କିନ୍ତୁ ଏହାକୁ ୧୯୮୧ମସିହାରେ ନିରୂପଣ କରାଯାଇଥିଲା।୧୯୮୬ ମସିହା ଜୁନ ମାସ ୧ […]
ଭୁବନେଶ୍ବର: ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଲୋକଙ୍କ ଭରଷା ବଢିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଭିଡିଓ କନ୍ଫରେନ୍ସ ଜରିଆରେ ସାରା ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ […]