ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୦ ହଜାର ୮୫୬ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୧ ହଜାର ୧୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧ ହଜାର ୧୬ ଜଣ […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ପଲସ ପୋଲିଓ ଟିକାକାରଣ ପାଇଁ ଜିଲ୍ଲା ଟାସ୍କଫୋର୍ସ ବୈଠକ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଭର୍ଚ୍ଯୁଆଲ ମୋଡ଼ରେ ଅନୁଷ୍ଠିତ ହୋଇଯାଇଛି। ପୋଲିଓ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। […]
ଭୁବନେଶ୍ୱର: ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ନ୍ୟୁରୋ ସର୍ଜନମାନେ ଏକ ନବଜାତ ଶିଶୁଠାରେ ଥୋରାସିକ ଅଂଚଳରେ ବିରଳ ଅସ୍ଥିଯୁକ୍ତ ଲାଞ୍ଜ ଦେଖିବାକୁ ପାଇଛନ୍ତି ଯାହାକୁ ପୃଥିବୀର ପ୍ରଥମ ଏପରି ଘଟଣା କୁହାଯାଉଛି। ଜନ୍ମ ସମୟରେ […]
ସ୍ୱାସ୍ଥ୍ୟ ଟିପ୍ସ: ଓମିକ୍ରନ୍ ର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଆପଣଙ୍କୁ ବହୁତ ସତର୍କ ଏବଂ ସୁସ୍ଥ ରହିବା ଆବଶ୍ୟକ। ଆପଣଙ୍କର ସାମାନ୍ୟ ଅସାବଧାନତା ଆପଣଙ୍କୁ ବିପଦରେ ପକାଇପାରେ। କରୋନାକୁ ଏଡାଇବା ପାଇଁ, ଆପଣଙ୍କର ପ୍ରତିରକ୍ଷା ଶକ୍ତିକୁ ବୃଦ୍ଧି ଏବଂ ଓଜନ […]
ଭୁବନେଶ୍ବର: ଭୁବନେଶ୍ଵର ମହାନଗର ନିଗମର ୨୨ କର୍ମଚାରୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ଆକ୍ରାନ୍ତ ଚିହ୍ନଟ ପରେ ବିଏମସିର ସମସ୍ତ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯିବ ବୋଲି ସୂଚନା ରହିଛି। ପଜିଟିଭ ଆକ୍ରାନ୍ତଙ୍କୁ ପୃଥକବାସ ପାଇଁ ନିର୍ଦ୍ଦେଶ ହୋଇଥିବା ବେଳେ ସେମାନଙ୍କର […]
ନୂଆଦିଲ୍ଲୀ: ଗତକାଲି ଦେଶରେ ୧ ଲକ୍ଷ ୯୪ ହଜାର ୭୨୦ ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୨ ଲକ୍ଷ ୪୭ ହଜାର ୪୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତକାଲି ୪୪୨ ଜଣଙ୍କର ମୃତ୍ୟୁ ହୋଇଥିବା […]
ଭୁବନେଶ୍ବର: ଗତକାଲି ରାଜ୍ୟରେ ୮ ହଜାର ୭୭୮ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୦ ହଜାର ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୮୭୨ ଜଣ ଅଛନ୍ତି। ସେହିପରି […]
ନୂଆଦିଲ୍ଲୀ: ଜଳଖିଆ ଠାରୁ ଆରମ୍ଭ କରି ସ୍ନାକ୍ସ ପର୍ଯ୍ୟନ୍ତ ବ୍ରେଡ ପ୍ରାୟତଃ ଅନ୍ତର୍ଭୁକ୍ତ ହୋଇଥାଏ।ବେଳେବେଳେ ଏହାକୁ ରୁଟି ସ୍ୟାଣ୍ଡୱିଚ୍ ଏବଂ ବେଳେବେଳେ ରୁଟି ଟୋଷ୍ଟ ଆକାରରେ ଏହାର ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯାଏ। କିନ୍ତୁ ଅନେକ ଲୋକ ଏହା ଦ୍ୱାରା ହୋଇଥିବା କ୍ଷୟକ୍ଷତି […]
ନୂଆଦିଲ୍ଲୀ: ଏପର୍ଯ୍ୟନ୍ତ ବିଶ୍ଵାସ କରାଯାଏ ଯେ, ଓମିକ୍ରନ୍ କୋଭିଡ୍-19 କିମ୍ବା ଡେଲଟା ପରି ଶରୀରର ଅଂଶକୁ କ୍ଷତି ପହଞ୍ଚାଏ ନାହିଁ। ଅବଶ୍ୟ, କିଛି ସାମ୍ପ୍ରତିକ ଅନୁସନ୍ଧାନ ସାମ୍ନାକୁ ଆସିଛି, ଯାହା ଓମିକ୍ରନ୍ ଶରୀର ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି […]
ନୂଆଦିଲ୍ଲୀ: କରୋନାର ବିପର୍ଯ୍ୟୟ ପୁଣି ଥରେ ଦେଶରେ ହଇଚଇ ସୃଷ୍ଟି କରୁଛି। ଏବଂ ପ୍ରାୟ ସମସ୍ତ ରାଜ୍ୟରେ କରୋନା ମାମଲାର ମୁକାବିଲା ପାଇଁ ପ୍ରତିବନ୍ଧକ ଏବଂ କଡାକଡି ନିୟମ ଲାଗୁ କରୁଛନ୍ତି। କୋଭିଡର ପୁନର୍ବାର ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ଭାରତୀୟ […]
ନୂଆଦିଲ୍ଲୀ: ଗତକାଲି ଦେଶରେ ୧ ଲକ୍ଷ ୬୮ ହଜାର ୬୩ ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୧ ଲକ୍ଷ ୯୪ ହଜାର ୭୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତକାଲି ୨୭୭ ଜଣଙ୍କର ମୃତ୍ୟୁ ହୋଇଥିବା […]
ଭୁବନେଶ୍ବର: ଗତକାଲି ରାଜ୍ୟରେ ୭ ହଜାର ୭୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୮ ହଜାର ୭୭୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୭୯୨ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସାରା ଦେଶରେ କୋଭିଡ-୧୯ର ତୃତୀୟ ଲହର ଖୁବ ଜୋରରେ ବ୍ୟାପି ଚାଲିଛି। ଓଡିଶାରେ ମଧ୍ୟ ସଂକ୍ରମଣ ଦ୍ରୁତ […]
ଜୀବନଶୈଳୀ: ଆମକୁ ସବୁବେଳେ ସକାଳେ ନରମ ଏବଂ ସବୁଜ ଘାସ ଉପରେ ଖାଲି ପାଦରେ ଚାଲିବାକୁ ପରାମର୍ଶ ଦିଆଯାଏ। ଏହା ବ୍ୟତୀତ, ନିଶ୍ଚିତ ଭାବରେ ସକାଳ ଏବଂ ସନ୍ଧ୍ୟାରେ ପ୍ରାୟ ୫୦ ମିନିଟ୍ ପର୍ଯ୍ୟନ୍ତ ମାଟି ଏବଂ ବାଲିରେ ଖାଲି ପାଦରେ […]
ନୂଆଦିଲ୍ଲୀ: କରୋନା ଭାଇରସର ଏକ ନୂତନ ଭାରିଆଣ୍ଟ ଓମିକ୍ରନ୍ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସମଗ୍ର ବିଶ୍ୱରେ କରୋନାର ତୃତୀୟ ତରଙ୍ଗର ବିପଦ ଅଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି। ଲୋକଙ୍କ ଅସାବଧାନତା ଏହାର ମୁଖ୍ୟ କାରଣ […]
ମୁମ୍ବାଇ: ପ୍ରସିଦ୍ଧ କଣ୍ଠଶିଳ୍ପୀ ଲତା ମଙ୍ଗେଶକର କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି। ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରିବାର ସଦସ୍ୟ କହିଛନ୍ତି ଯେ, ତାଙ୍କର କରୋନାର ସାମାନ୍ୟ ଲକ୍ଷଣ ଅଛି। ଲତା ଦିଦିଙ୍କ ବୟସ ଦେଖି ତାଙ୍କୁ […]
ନୂଆଦିଲ୍ଲୀ: ଗତକାଲି ତୁଳନାରେ ଆଜି ଦେଶରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୬୮ ହଜାର ୬୩ ଟି ନୂଆ ମାମଲା ହୋଇଥିବାବେଳେ ୨୭୭ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ତୁଳନାରେ ଆଜି […]
ଭୁବନେଶ୍ବର: ଗତକାଲି ରାଜ୍ୟରେ ୪ ହଜାର ୮୨୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୭ ହଜାର ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୭୦୭ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ […]
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ସୋମବାର ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି। ନଡ୍ଡା କହିଛନ୍ତି ଯେ, ସେ ବର୍ତ୍ତମାନ ସୁସ୍ଥ ଅନୁଭବ କରୁଛନ୍ତି ଏବଂ ଡାକ୍ତରଙ୍କ ପରାମର୍ଶରେ […]
ପାଟନା: ବିହାରରେ କରୋନା ଭାଇରସ୍ ଦ୍ରୁତ ଗତିରେ ବିସ୍ତାର କରୁଛି। କୋଭିଡ୍-୧୯ ସହିତ ବର୍ତ୍ତମାନ ଡେଲଟା ଏବଂ ଓମିକ୍ରନ୍ ମଧ୍ୟ ଲୋକଙ୍କୁ ସଂକ୍ରମଣ କରିବା ଆରମ୍ଭ କରିଛନ୍ତି। ଏଥର ବିହାରରୁ ପୁଣି ଥରେ ବଡ ଖବର ଆସୁଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ପୁରା ଗାଁରେ ଛାୟୀ ଯାଇଛି କିଡନୀ ରୋଗ। ଆତଙ୍କରେ ଗ୍ରାମବାସୀ। ଜଣେ ନୁହେଁ କି ଦୁଇ ଜଣ ନୁହଁ, ସାରା ଗ୍ରାମର ପରିବାରରେ ଖେଳିଯାଇଛି କିଡନୀ ରୋଗ। ଏବେ ନିଜ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି […]