ନୂଆଦିଲ୍ଲୀ: କରୋନାର ଡେଲଟା ଭାରିଆଣ୍ଟ ଠାରୁ ଓମିକ୍ରନ୍ ଅଧିକ ସଂକ୍ରମଣ ହୋଇପାରେ। ଏନେଇ କେନ୍ଦ୍ର ସରକାର ଚେତାବନୀ ଦେଇଛି। ଦକ୍ଷିଣ ଆଫ୍ରିକା, ବ୍ରିଟେନ ଭଳି ଦେଶରେ ଏଭଳି ପରିସ୍ଥିତି ସମ୍ପର୍କରେ ସରକାର ଚେତାବନୀ ଦେଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ […]
ଭୁବନେଶ୍ଵର: କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ ଦେଶରେ ବର୍ତ୍ତମାନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏପର୍ଯ୍ୟନ୍ତ ଦେଶରେ ୯୯ ଟି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ଦ୍ରୁଷ୍ଟିରେ ରଖି ଉଭୟ କେନ୍ଦ୍ର ଆଉ ରାଜ୍ୟ ସରକାର ବିଭିନ୍ନ […]
ନୂଆଦିଲ୍ଲୀ: ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ, ଆଜି ଜାତୀୟ ରାଜଧାନୀରେ ଓମିକ୍ରନର ୧୦ଟି ନୂଆ ମାମଲା ରିପୋର୍ଟ ହୋଇଛି। ଏହା ପରେ ଏଠାରେ କରୋନାର ଏହି ଭାରିଆଣ୍ଟରେ ସଂକ୍ରମିତ ସଂଖ୍ୟା ୨୦ କୁ ବୃଦ୍ଧି ପାଇଛି। ଜୈନ କହିଛନ୍ତି […]
ନୂଆଦିଲ୍ଲୀ: ଆଜି ଦେଶରୁ ୭ ହଜାର ୪୪୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୩୯୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୭ ଲକ୍ଷ ୨୬ […]
ଭୁବନେଶ୍ବର: ଆଜି ରାଜ୍ୟରେ ୧୫୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨୬ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୩ ଜଣ ଅଛନ୍ତି। ତେବେ […]
ସ୍ୱାସ୍ଥ୍ୟ ଟିପ୍ସ: ଲୋକମାନେ କ୍ଷୀରରୁ ପ୍ରସ୍ତୁତ ଚା’ ଅଧିକ ପିଅନ୍ତି। କିନ୍ତୁ ଏହି ଚା’ ଆପଣଙ୍କୁ ଅଧିକ କ୍ଷତି ପହଞ୍ଚାଏ। ବିଶେଷକରି ଯେଉଁମାନେ ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି, ସେମାନେ ଆଦୌ କ୍ଷୀର ଚା’ ପିଇବା ଉଚିତ୍ ନୁହେଁ। ଆପଣଙ୍କୁ […]
ନୂଆଦିଲ୍ଲୀ: ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତି ଫିଟ୍ ଏବଂ ଆକର୍ଷଣୀୟ ଦେଖାଯିବାକୁ ଚାହାଁନ୍ତି। ଆଜିକାଲି ଲୋକମାନେ ଭଲ ଦେଖାଯିବା ପାଇଁ କେଶ ଉପରେ ଅନେକ ପରୀକ୍ଷଣ କରନ୍ତି। କେଶକୁ କଳା କରନ୍ତି, କିନ୍ତୁ ଆଜି ବୃଦ୍ଧାବସ୍ଥା ବିନା ଲୋକଙ୍କ କେଶ ଧଳା […]
ନୂଆଦିଲ୍ଲୀ: ବୁଧବାର ଦିନ ଦେଶରେ ଲୋକଙ୍କୁ ଦିଆଯାଇଥିବା ଆଣ୍ଟି-କୋଭିଡ ଟିକା ସଂଖ୍ୟା ୧୩୫ କୋଟି ଅତିକ୍ରମ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ବୁଧବାର ଦିନ ୬୦ ଲକ୍ଷରୁ ୧୨ ହଜାରରୁ ଅଧିକ ଡୋଜ ଦିଆଯାଇଥିଲା, ଯେଉଁଥିରେ ୧୫ […]
ନୂଆଦିଲ୍ଲୀ: ଗତକାଲି ୬ ହଜାର ୯୮୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଦେଶରୁ ୭ ହଜାର ୯୭୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତକାଲି ୨୪୭ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆଜି ୩୪୩ ଜଣ […]
ଭୁବନେଶ୍ବର: ଆଜି ରାଜ୍ୟରେ ୧୭୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨୬ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୭୫ ଜଣ ଅଛନ୍ତି। ତେବେ […]
ନୂଆଦିଲ୍ଲୀ: ଆଜିକାଲି ଚକୋଲେଟ୍, ଫାଷ୍ଟଫୁଡ୍, ଚିପ୍ସ ଏବଂ ଥଣ୍ଡା ପାନୀୟ ଯୋଗୁଁ ପିଲାମାନଙ୍କର ଦାନ୍ତ ଖରାପ ହେବାରେ ଲାଗିଛି। ୫ ବର୍ଷ ବୟସର ପିଲାମାନେ ରାତିରେ ବ୍ରଶ୍ କିମ୍ବା ମୁହଁ ଧୋଇ ନଥିବା କାରଣରୁ ଦାନ୍ତ ନଷ୍ଟ ହୋଇପାରେ ବୋଲି ଡାକ୍ତରମାନେ […]
ନୂଆଦିଲ୍ଲୀ: ଆଜି ଦେଶରୁ ୬ ହଜାର ୯୮୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୨୪୭ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୭ ଲକ୍ଷ ୧ […]
ଭୁବନେଶ୍ବର: ଆଜି ରାଜ୍ୟରେ ୨୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨୮ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୯୧ ଜଣ ଅଛନ୍ତି। ତେବେ […]
ଭୁବନେଶ୍ୱର: ଚଳିତ ବର୍ଷ ନଭେମ୍ବର ମାସରେ ସେକେଣ୍ଡ ପ୍ରତି ୨୪.୧ ମେଗାବିଟ୍ (ଏମ୍ବିପିଏସ) ହାରାହାରି ୪ଜି ଡାଉନଲୋଡ ସ୍ପିଡ ସହିତ ରିଲାଏନ୍ସ ଜିଓ ତାହାର ଶୀର୍ଷ ସ୍ଥାନ ଅପରିବର୍ତ୍ତିତ ରଖିଥିବା ଭାରତର ଦୂରସଂଚାର ନିୟନ୍ତ୍ରଣ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ […]
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ନୟାଗଡ ଓ ଜଗତସିଂହପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ନୟାଗଡର ୭.୭୦ ଲକ୍ଷ ଲୋକ ଏହି ସୁବିଧା ପାଇବା […]
ଭୁବନେଶ୍ୱର: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ସ୍ଥିତିପ୍ରଜ୍ଞା ଦଳବେହେରାଙ୍କୁ “ଦ ଫିଜିଓ ଲିଜେଣ୍ଡ ଆୱାର୍ଡ-ସିକନ୍ଦର ଅଫ୍ ଫିଜିଓ” ସମ୍ମାନରେ ସମ୍ମାନିତ କରାଯାଇଛି। ସ୍ପୋର୍ଟସ କନେକ୍ଟ ପକ୍ଷରୁ ଅମୃତସର ଠାରେ ଆୟୋଜିତ ଦୁଇ […]
ପୁଣେ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆସନ୍ତା ୬ ମାସ ମଧ୍ୟରେ ପିଲାମାନଙ୍କ ପାଇଁ କୋଭିଡ୍-୧୯ ଟିକା ଆଣିବାକୁ ଯୋଜନା କରିଛି। କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଆଦର ପୁନାୱାଲା ଆଜି ଏହି ସୂଚନା ଦେଇଛନ୍ତି। ଏକ ଶିଳ୍ପ ସମ୍ମିଳନୀରେ […]
ନୂଆଦିଲ୍ଲୀ: ଶୀତଦିନେ ଶରୀରର ଓଜନ ଦ୍ରୁତ ଗତିରେ ବଢିଥାଏ। ଏଭଳି ପରିସ୍ଥିତିରେ, ଆପଣ ୱାର୍କଆଉଟ୍ ସହିତ କିଛି ଆୟୁର୍ବେଦିକ ଏବଂ ଘରୋଇ ଉପଚାର କରିବା ଜାରି ରଖିବା ଉଚିତ୍, ଯାହା ଓଜନ ହ୍ରାସ କରିବା ସହଜ କରିବ। ଯଦି ଆପଣ ଘରେ […]
ନୂଆଦିଲ୍ଲୀ: ଭାରତରେ ଓମିକ୍ରନ୍ର କରୋନାର ନୂତନ ଭାରିଆଣ୍ଟର ଗତି ବୃଦ୍ଧି ପାଉଥିବା ଜଣାପଡିଛି। ଗତ ଗୋଟିଏ ଦିନରେ, ଓମିକ୍ରନ୍ ମାମଲାରେ ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ଘଟିଛି। ସୋମବାର ପର୍ଯ୍ୟନ୍ତ, ଯେଉଁଠାରେ ଦେଶରେ ୪୦ ଟି ମାମଲା ଥିଲା, ମଙ୍ଗଳବାର ଦିନ […]
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କପୁର କରୋନାରେ ସଂକ୍ରମିତ ହେବା ପରେ ସୁରକ୍ଷା ପାଇଁ ଏବେ ବିଏମସି ତାଙ୍କ କୋଠାକୁ ସିଲ୍ କରିଛି। କରଣ ଜୋହର, ଅମୃତା ଆରୋରା, କରୀନା କପୁରଙ୍କ ବାସସ୍ଥାନ, ସଦଗୁରୁ ଶରଣ ଏବଂ ସରକାର ହେରିଟେଜ୍ ବିଲଡିଂକୁ […]
ଦିଲ୍ଲୀ: ଆଜି ଦେଶରୁ ୫ ହଜାର ୭୮୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୨୫୨ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୬ ଲକ୍ଷ ୯୪ […]