ୱାସିଂଟନ : ଆମେରିକାର ପ୍ରଥମ କୃଷ୍ଣକାୟ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି କମଳା ହାରିସ। ୱାସିଂଟନ ଡିସିରେ କ୍ୟାପିଟୋଲ ହିଲରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ସେ ଏହି ଶପଥ ନେଇଛନ୍ତି। ତାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସୋନିଆ ସୋଟୋମେୟର ଶପଥ […]
ୱାସିଂଟନ, ବହୁ ବାଦବିବାଦ ପରେ ଶେଷରେ ଯୋଶେଫ ରୋବିନେଟ ବାଇଡେନ ଜୁନିୟର ବା ଜୋ ବାଇଡେନ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। କ୍ୟାପିଟୋଲ ହିଲରେ ଆୟୋଜିତ ଏକ ବର୍ଣ୍ଣଢ୍ୟ ଉତ୍ସବରେ ସେ 46 ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। […]
ୱାସିଂଟନ, ଆଉ କିଛି ସମୟ ପରେ ଜୋ ବାଇଡେନ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ। ହେଲେ ଏହି ଭିତରେ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ହ୍ବାଇଟ ହାଉସ ପରିତ୍ୟାଗ କରିଛନ୍ତି। ବାଇଡେନଙ୍କ ଶପଥ ସମାରୋହକୁ ଏଡାଇବା ପାଇଁ ସେ ଏହି […]
ନୂଆଦିଲ୍ଲୀ, ଆଜିଠାରୁ ଭୁଟାନ, ମାଲଦ୍ୱୀପ, ବାଂଲାଦେଶ, ନେପାଳ, ମିଆଁମାର ଏବଂ ସିଆଚେଲ୍ସକୁ କରୋନା ଟିକା ପଠାଇବ ଭାରତ। ଏହାପରେ ଆବଶ୍ୟକ ନିୟାମକ ଅନୁମୋଦନ ସହିତ ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ମରିସସକୁ ମଧ୍ୟ ଟିକା ପଠାଯିବ। ଆସନ୍ତା ସପ୍ତାହ ଏବଂ ମାସ ମଧ୍ୟରେ […]
ୱାସିଂଟନ, ଆଜି ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଆଜି ଶପଥ ନେବେ ଜୋ ବାଇଡେନ୍। ତାଙ୍କ ସହ ଉପରଷ୍ଟ୍ରପତି ଭାବେ କମଲା ହାରିଶ ମଧ୍ୟ ଶପଥ ନେବେ। ଆମେରକୀୟ ସମୟ ଦିନ 11ଟା ବେଳେ ସେ ଏହି ଶପଥ ନେବେ। […]
ବ୍ରିସବେନ: ଆଜି ଭାରତୀୟ କ୍ରିକେଟ ଦଳ ରଚିଲା ଇତିହାସ। ପୁଣି ଅସମ୍ଭବକୁ ସମ୍ଭବ କରି ଦେଖାଇଲେ ରାହାଣେ ବାହିନୀ। ଚତୁର୍ଥ ଟେଷ୍ଟ ତଥା ନିର୍ଣ୍ଣାୟକ ଟେଷ୍ଟରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ସିରିଜ ଜିତିନେଇଛି। ପ୍ରଥମ ଥର ପାଇଁ ବ୍ରିସବେନ ଗ୍ରାଉଣ୍ଡରେ ଏତେ […]
ବ୍ରିସବେନ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ନିର୍ଣ୍ଣାୟକ ଟେଷ୍ଟରେ ଅଷ୍ଟ୍ରେଲିଆ ଦ୍ଵିତୀୟ ପାଳିରେ ୨୯୪ରେ ସମସ୍ତ ୱିକେଟ ହରାଇଛି। ହେଲେ ଜିତିବାକୁ ହେଲେ ଭାରତୀୟ ଦଳକୁ ୩୨୮ ରନ ସଂଗ୍ରହ କରିବାକୁ ପଡ଼ିବ। ଅଷ୍ଟ୍ରେଲିଆ ପକ୍ଷରୁ ମାର୍କସ ହାରିସ ୩୮ ରନ କରିଥିବା […]
ନୂଆଦିଲ୍ଲୀ, ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ୱେବ୍ ସିରିଜ୍ ‘ତାଣ୍ଡବ’ର ମୁକ୍ତିଲାଭକୁ ନେଇ ବିବାଦ ଦେଖା ଦେଇଛି। ୱେବ୍ ସିରିଜରେ ହିନ୍ଦୁ ଭାବନାକୁ ଖରାପ ଢଙ୍ଗରେ ଚିତ୍ରଣ କରାଯାଇଛି ବୋଲି ଅଭିଯୋଗ ହୋଇଛି। ଏଥିସହିତ ପ୍ରଧାନମନ୍ତ୍ରୀ ପରି ସମ୍ମାନଜନକ ପଦ ଗ୍ରହଣ […]
ଓସଲୋ: ଫାଇଜର କୋଭିଡ ଟିକା ନେବା ପରେ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ୧୩ ଜଣଙ୍କ ଟିକାର ପାର୍ଶ୍ଵ ପ୍ରତିକ୍ରିୟା ଯୋଗୁଁ ହୋଇଛି ବୋଲି ଜଣାପଡିଛି। ଏହିପରି ଏକ ଘଟଣା ନରୱେ ଦେଶରେ ଘଟିଛି। ଯାହାକୁ ନେଇ ସାରା ଦେଶରେ ଏକ ଆତଙ୍କର […]
ନୂଆଦିଲ୍ଲୀ, ଆଜି କରୋନା ମାହାମାରୀ ମୁକାବିଲା ପାଇଁ ଆରମ୍ଭ ହୋଇଛି ଟୀକାଦାନ ପକ୍ରିୟା। ଦେଶର ପ୍ରାୟ 3 ହଜାର କେନ୍ଦ୍ରରେ ଏହି ଟୀକା ପ୍ରଦାନ କରାଯାଇଛି। ବର୍ତ୍ତମାନ ଭାରତରେ ଦୁଇଟି ଟୀକା, ସେରମ ସଂସ୍ଥାର କୋଭିସିଲ୍ଡ ଏବଂ ଭାରତ ବାଓଟେକର କୋଭାକ୍ସିନକୁ […]
କୁଆଲାଲମ୍ପୁର: ଆଜି କୁଆଲାଲମ୍ବୁର ବିମାନବନ୍ଦରରେ ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସ(ପିଆଇଏ)ର ପ୍ଲେନ୍କୁ ଜବତ କରାଯାଇଛି। ପାକିସ୍ଥାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ବୋଇଙ୍ଗ ୭୭୭ କୁ ମାଲେସିଆ କର୍ତ୍ତୃପକ୍ଷ ଜବତ କରିଛନ୍ତି। ଏହି ଘଟଣାରେ ନିଜର ବନ୍ଧୁ ଦେଶ ଠାରୁ ପାକିସ୍ଥାନ ଅପମାନିତ ହୋଇଛି। ମାଲେସିଆଠାରୁ […]
ବ୍ରିସବେନ: ପୁଣି ଭାରତୀୟ ଖେଳାଳିଙ୍କ ଉପରେ ଅପଶବ୍ଦ ପ୍ରୟୋଗ କରିଛନ୍ତି ଅଷ୍ଟ୍ରେଲିଆ ଦର୍ଶକ। ବ୍ରିସବେନରେ ଖେଳାଯାଉଥିବା ଅଷ୍ଟ୍ରେଲିଆ-ଭାରତ ଚତୁର୍ଥ ଟେଷ୍ଟରେ କିଛି ଅଷ୍ଟ୍ରେଲିଆ ଦର୍ଶକ ଭାରତୀୟ ଖେଳାଳିଙ୍କ ସହିତ ଖରାପ ବ୍ୟବହାର କରିଛନ୍ତି। ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ କିଛି ଦର୍ଶକ ୱାସିଙ୍ଗଟନ […]
ବ୍ରିସବେନ: ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ଅନ୍ତିମ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ହୋଇଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୨୭୪ ରନ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ଲାବୁସେନ ୧୦୮ ରନର ଶତକୀୟ ପାଳି ଖେଳିଛନ୍ତି। […]
ସିଡନୀ: ଭାରତୀୟ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ଵିନୀଙ୍କୁ ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଅଧିନାୟକ ସ୍ଲେଜିଙ୍ଗ କରିଥିଲେ। ଏହି ଘଟଣାରେ ଅଧିନାୟକ ଟିମ ପେନଙ୍କ ଉପରେ ପୂର୍ବ ଅଧିନାୟକ ସୁନୀଲ ଗାଭାସ୍କର ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ ଜଣେ ରାଷ୍ଟ୍ରୀୟ ଦଳର ଅଧିନାୟକଙ୍କୁ […]
ନୂଆଦିଲ୍ଲୀ: ଆଇସିସି ଦ୍ଵାରା ଶ୍ରେଷ୍ଠ ଖେଳାଳି ଚୟନ ଲାଗି ଏକ ଭୋଟିଂ ବ୍ୟବସ୍ଥା କରାଯାଇଥିଲା। ଯେଉଁଥିରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହିଲି ଏବଂ ପାକିସ୍ଥାନର ପୂର୍ବତନ ଅଧିନାୟକ ତଥା ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ମଧ୍ୟରେ କଡା ଟକ୍କର […]
ବ୍ୟାଙ୍କକ: ଭାରତୀୟ ବ୍ୟାଡମେଣ୍ଟନ ଖେଳାଳି ସାଇନା ନେହୱାଲ କରୋନାରେ ସଂକ୍ରମିତ ହୋଇଛନ୍ତି। ସାଇନା ବ୍ୟାଡମେଣ୍ଟନ ଖେଳିବା ଲାଗି ଥାଇଲାଣ୍ଡ ଯାଇଥିଲେ। ସେଠାରେ ତାଙ୍କୁ କ୍ଵାରେଣ୍ଟିନରେ ରଖାଯାଇଛି। ଆସନ୍ତା ୧୨ ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୟୋନେକ୍ସ ଥାଇଲାଣ୍ଡ ଓପନ […]
ୱାସିଂଟନ, ପ୍ରଥମ ଥର ପାଇଁ ବିଶ୍ବ ସ୍ବାସ୍ଥ୍ୟ ଜଗତରେ ଏକ ନୂଆ ଘଟଣା ପରିଲକ୍ଷିତ ହୋଇଛି। ତାହା ହେଲା ଯେ, ଏକ ଗରିଲା କରୋନା ସଂକ୍ରାମିତ ହୋଇଥିବାର ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, କାଲିଫର୍ଣ୍ଣିଆସ୍ଥିତ ସାନ ଡିଗୋ ଚିଡିଆଖାନାର ତିନିଟା ଗରିଲାକୁ […]
ସିଡନୀ: ଅଷ୍ଟ୍ରେଲିଆ-ଭାରତ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ଡ୍ର ହୋଇଛି। ହନୁମା ବିହାରୀ ଏବଂ ରବିଚନ୍ଦ୍ରନ ଅଶ୍ଵିନୀ ଭାରତକୁ ଏକ ନିଶ୍ଚିତ ପରାଜୟରୁ ରକ୍ଷା କରିଛନ୍ତି। ଉଭୟଙ୍କ ଲଢୁଆ ବ୍ୟାଟିଂ ବଳରେ ଏହି ଟେଷ୍ଟ କୁ ଡ୍ର କରିବାରେ ସମର୍ଥ ହୋଇଛନ୍ତି। […]
ଲାହୋର: ପାକିସ୍ତାନର ଷ୍ଟାର୍ କ୍ରିକେଟର ଭାରତର ଷ୍ଟାର୍ ଟେନିସ ଖେଳାଳି ସାନିଆ ମିର୍ଜାଙ୍କ ସ୍ଵାମୀ ଶୋଏବ ମଲିକଙ୍କ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗତକାଲି ରାତିରେ ଶୋଏବଙ୍କ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଲାହୋରରେ ରାସ୍ତା ପାର୍ଶ୍ଵରେ ପାର୍କିଂ ହୋଇଥିବା ଟ୍ରକକୁ […]
ନୂଆଦିଲ୍ଲୀ: ଇଣ୍ଡୋନେସିଆ ବିମାନ ଦୁର୍ଘଟଣା ଜନିତ ମୃତାହତ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଇଣ୍ଡୋନେସିଆର ଏହି ଦୁର୍ଭାଗ୍ୟପୂର୍ଣ୍ଣ ବିମାନ ଦୁର୍ଘଟଣାରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ମୁଁ ଗଭୀର […]
ଜାକର୍ତ୍ତା: ଇଣ୍ଡୋନେସିଆରେ ଏକ ବିମାନ ନିଖୋଜ ହୋଇଥିବା ସୂଚନା ମିଳୁଛି। ଇଣ୍ଡୋନେସିଆର ବୋଇଂ ୭୩୭-୫୦୦ କ୍ଲାସିକ ବିମାନ ନିଖୋଜ ହୋଇଥିବା ଖବର ମିଳୁଛି। ଏହି ବିମାନ ଜାକର୍ତ୍ତାରୁ ପୋଣ୍ଟିୟାନକକୁ ଯାତ୍ରା ଆରାମ୍ଭ କରିଥିଲା। ଜାକର୍ତ୍ତାରୁ ମାତ୍ର ୪ ମିନିଟ ଉଡ଼ାନ ଆରମ୍ଭ […]