ଇସଲାମ୍ବାଦ : ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହା ମହମ୍ମୁଦ କ୍ୟୁରେସୀ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ପ୍ରମୁଖ ସଚିବ ଆଜମ୍ ଖାନ୍ଙ୍କୁ ଚାପୁଡା ମାରି ସେ ଚର୍ଚ୍ଚାକୁ ଆସିଛନ୍ତି । ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ୍ ‘ବୋଲ […]
ସୋମାଲିଆ : ସୋମାଲିଆର ରାଜଧାନୀ ମୋଗାଦିଶୁର ସମୁଦ୍ର ତଟରେ ଅବସ୍ଥିତ ଏକ ହୋଟେଲ୍ରେ ଆକ୍ରମଣରେ 10ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 12ରୁ ଅଧିକ ଲୋକେ ଆହତ ହୋଇଥିବାର ସୂଚନାରହିଛି । ସ୍ଥାନୀୟ ପୋଲିସ୍ର ସୂଚନା ଅନୁସାରେ ଏହି ଘଟଣା ରବିବାରଦିନ ଘଟିଥିବାବେଳେ ଘଟଣାସ୍ଥଳରେ […]
ନୂଆଦିଲ୍ଲୀ, ଦେଶର ସମସ୍ତ ସୀମାନ୍ତବର୍ତ୍ତୀ ଓ ତଟବର୍ତ୍ତୀ ଜିଲ୍ଲାଗୁଡିକର ଯୁବ ସମାଜର ଆକାଂକ୍ଷା ପୂରଣ ପାଇଁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ବା ଏନ୍ସିସିର ଏକ ବୃହତ୍ ସଂପ୍ରସାରଣ ଯୋଜନାକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅନୁମୋଦନ କରିଛନ୍ତି। ଅଗଷ୍ଟ […]
ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟର ତଥା ଉତ୍ତରପ୍ରଦେଶର କ୍ୟାବିନେଟ୍ ମନ୍ତ୍ରୀ ଚେତନ ଚୌହାନ ଆଉ ନାହାଁନ୍ତି । କିଡ୍ନୀ ସଂକ୍ରମଣ ଯୋଗୁଁ ଗୁରୁତର ହେବା ପରେ ତାଙ୍କୁ ଗୁରୁଗାଓଁସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ମାସରେ ସେ […]
ଆମେରିକା : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସାନ ଭାଇ ରର୍ବଟ ଟ୍ରମ୍ପଙ୍କର ମୃତ୍ୟୁ ହୋଇଛି। ଶନିବାର ଦିନ ନ୍ୟୁୟର୍କର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରର୍ବଟଙ୍କର ମୃତ୍ୟୁ ହୋଇଛି । 71 ବର୍ଷୀୟ ରର୍ବଟ ଗୁରୁତର ରହିଥିଲେ । ଚିକିତ୍ସାଧୀନ […]
ଦୁବାଇ : ଆଜି 74ତମ ସ୍ବାଧୀନତା ଦିବସ ପାଳିତ ହେଉଛି । ସାରା ଭାରତରେ ଏହାକୁ ହର୍ଷୋଲ୍ଲାସରେ ପାଳନ କରାଯାଉଥିବାବେଳେ ଭାରତ ବାହାରେ ଥିବା ଆମ ଭାରତୀୟ ଭାଇ ଭଉଣୀମାନେ ମଧ୍ୟ ଏହି ଦିବସଟିକୁ ପାଳନ କରିଛନ୍ତି । ସ୍ବାଧୀନତା ଦିବସ […]
ୱାଶିଂଟନ୍ : ଆମେରିକୀୟ ଉପରାଷ୍ଟ୍ରପତି ପ୍ରାର୍ଥୀ ତଥା ଡେମୋକ୍ରାଟିକ୍ ଦଳର ମହିଳା ପ୍ରାର୍ଥୀ କମଲା ହାରିସଙ୍କୁ ଟାର୍ଗେଟ୍ କରିଛନ୍ତି ଟ୍ରମ୍ପ । କମଲାଙ୍କ ଅପେକ୍ଷା ଆମେରିକାର ଭାରତୀୟ ଭୋଟର ମତେ ଅଧିକ ପସନ୍ଦ କରନ୍ତି ବୋଲି ଟ୍ରମ୍ପ କହିଛନ୍ତି । ବିଡେନଙ୍କ […]
ଲଣ୍ଡନ୍ : 35 ବର୍ଷର ଏକ ପୁରୁଣା ଜୋତା 4.59 କୋଟିରେ ବିକ୍ରି ହୋଇଛି । ତେବେ ଏହି ଜୋତାଟି କୌଣସି ମାମୁଲି ଜୋତା ନୁହେଁ । ଏହି ଜୋତା ହେଉଛି ଆମେରିକାର ପୂର୍ବତନ ବରିଷ୍ଠ ବାସ୍କେଟବଲ୍ ଖେଳାଳୀ ମାଇକେଲ୍ ଜୋର୍ଡାନ୍ଙ୍କର […]
ବ୍ରିଟେନ୍ : କରୋନା ମହାମାରୀ ସମୟରେ ବ୍ରିଟେନ୍ରେ ଏକ ଭଳ ଖବର ସାମ୍ନାକୁ ଆସିଛି । ବ୍ରିନେଟନ୍ର ସବୁଠୁ ଦୁର୍ଲଭ ପ୍ରଜାତିର ପ୍ରଜାପତି 150 ବର୍ଷ ପରେ ପ୍ରଥମ ଥର ପାଇଁ ନଜର ଆସିଛି । ଏହି ପ୍ରଜାପତିଟି ସବଠୁ ବଡ […]
ନୂଆଦିଲ୍ଲୀ, କୋଭିଡ-୧୯ର ମୁକାବିଲା ନିମନ୍ତେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସମନ୍ଵୟରେ ମୂଳରୁ କାଯ୍ୟ କରି ଆସୁଛନ୍ତି। ସେଥିପାଇଁ ଦେଶବ୍ୟାପୀ ମେଡିକାଲ ଭିତ୍ତିଭୂମିର ଉନ୍ନତି ସହ କେତେକ ନୀତିଗତ ନିଷ୍ପତ୍ତି ମଧ୍ୟ ନିୟମିତ ଭାବେ ନିଆଯାଉଛି। ବୈଶ୍ଵିକ ମହାମାରୀ […]
ବାଂଲାଦେଶ : ବାଂଲାଦେଶ ସୀମାରେ ବିଏସଏଫ ଯବାନମାନେ ତଲାସି କରୁଥିବା ସମୟରେ ସେଠାରେ ଥିବା କିଛି ସନ୍ଦିଗ୍ଧ ଏକ ପିଞ୍ଜରା ପକାଇ ଦେଇ ପଳାଇଥିଲେ। ପିଞ୍ଜରାରେ ଦୁର୍ଲ୍ଲଭ ଟୁକେନ ପକ୍ଷୀର ଯୋଡ଼ା ଥିଲା, ଯାହାର ମୂଲ୍ୟ ପ୍ରାୟ 15 ଲକ୍ଷଟଙ୍କା। ଏହା […]
ନୂଆଦିଲ୍ଲୀ, ଜୈବିକ କୃଷି କ୍ରମଶଃ ଅଧିକରୁ ଅଧିକ ସଫଳତା ଓ ଲୋକପ୍ରିୟତା ଅର୍ଜନ କରୁଛି। କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଜୈବିକ କୃଷିଜାତ ସାମଗ୍ରୀର ଚାହିଦା ବଢିବାରେ ଲାଗିଛି । କରୋନା ଦ୍ୱାରା ଗୁରୁତରଭାବେ ପ୍ରଭାବିତ ବିଶ୍ୱ ଏବେ ଅଧିକରୁ […]
ହୁଓ୍ବଇ : ପାଞ୍ଚ ମାସ ପୂର୍ବେ କରୋନାରୁ ସୁସ୍ଥ ହୋଇଥିବା ମହିଳା ପୁଣିଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଚୀନ୍ର ଜଣେ ମହିଳା 5 ମାସ ପରେ ପୁଣିଥରେ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ମହିଳା ଜଣକ […]
ଲଣ୍ଡନ : ପ୍ରେମିକାକୁ ମନାଇବା ପାଇଁ କିଏ କେତେ ପ୍ରକାରର ଉପାୟ ଅବଲମ୍ବନ କରିଥାଏ । କିନ୍ତୁ ଜଣେ ବ୍ୟକ୍ତି ନିଜ ପ୍ରେମିକାକୁ ପ୍ରପୋଜ କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବାର ଦେଖଶଯାଇଛି । ଲଣ୍ଡନର ଜଣେ ବ୍ୟକ୍ତି ନିଜ […]
ମୁମ୍ବାଇ / ଭୁବନେଶ୍ୱର: ଓମନେସ୍ ଗ୍ଲୋବାଲ୍ ଡେଭେଲପ୍ମେଂଟ୍ ଆଣ୍ଡ୍ ପ୍ରସ୍ପରିଟି (ଡବ୍ଲୁ-ଜିଡିପି) ଅଭିଯାନ ଅଧୀନରେ ଭାରତରେ ଲିଙ୍ଗଗତ ଡିଜିଟାଲ୍ ପ୍ରଭେଦ (ବୈଷମ୍ୟ)କୁ ଦୂର କରିବା ଲାଗି ୟୁଏସ୍ ଏଜେନ୍ସି ଫର ଇଟଂରନ୍ୟାସନାଲ୍ ଡେଭେଲପ୍ମେଂଟ୍ (ୟୁଏସ୍ଏଡ୍) ଓ ରିଲାଏନ୍ସ ଫାଉଣ୍ଡେସନ ମଧ୍ୟରେ ନୂତନ […]
ୱାଶିଂଟନ୍ : ଆମେରିକୀୟ ଉପ ରାଷ୍ଟ୍ରପତି ନିର୍ବାଚନ ଦୌଡରେ ସାମିଲ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସ୍ । ଆମେରିକାରେ କରୋନା ସଂକଟ ସମୟରେ ରାଷ୍ଟ୍ରପତି ନିର୍ବାଚନର ପ୍ରସ୍ତୁତି ଚାଲିଛି । ନଭେମ୍ବର ତିନି ତାରିଖରେ ହେବାକୁ ଥିବା ଏହି ନିର୍ବାଚନ […]
ନୂଆଦିଲ୍ଲୀ, ଦେଶୀ କାରିଗରୀ ଜ୍ଞାନକୌଶଳରେ ସାମରିକ ଉପକରଣ ଓ ଅସ୍ତ୍ରଶସ୍ତ୍ର ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ କରିବାକୁ ଭାରତୀୟ ସେନା ଗୁରୁତ୍ୱ ଦେଉଛି। ଏହି ଅନୁସାରେ ନୂଆ ବ୍ୟବସ୍ଥା ଲାଗୁ ହେବା ପୂର୍ବରୁ ଆଜି 8ହଜାର […]
ମସ୍କୋ : ଆଜି ବିଶ୍ବର ପ୍ରଥମ କରୋନା ଟୀକା ଆସିଛି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଆଜି ବିଶ୍ୱର ପ୍ରଥମ କରୋନା ଟୀକା ସମ୍ପର୍କରେ ଘୋଷଣା କରିଛନ୍ତି । ରୁଷ ଗାମାଲିଆ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପକ୍ଷର ବିକଶିତ କରାଯାଉଥିବା କରୋନା […]
ବେରୁତ୍ : ବେରୁତ୍ରେ ଘଟିଥିବା ବିସ୍ଫୋରଣ ଉଗ୍ର ରୂପ ଲେବାନନର ରାଜନୀତିରେ ଦୃଶ୍ୟମାନ ହୋଇଛି । ବେରୁ୍ତ୍ ଧମାକା ଲେବାନନର ସରକାର ଭାଙ୍ଗି ଦେଇଛି । ବେରୁତ୍ ଧମାକା ପରେ ଲେବାନନର ପ୍ରଧାନମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସୋମବାର […]
ମସ୍କୋ : କରୋନାକୁ ସାରା ବିଶ୍ବ ଭୀତତ୍ରସ୍ତ ଥିବାବେଳେ କରୋନା ଟୀକାକୁ ନେଇ ଆଶା ସଞ୍ଚାର ହୋଇଛି । କରୋନା ମହାମାରୀକୁ ନେଇ ନାନା ପ୍ରକାରର କଳ୍ପନା ଜଳ୍ପନା ଲାଗି ରହିଥିବାବେଳେ ଆଜି ରୁଷ୍ କରୋନା ଟୀକା ଆଣିଛି । ଋଷ […]
ମୁମ୍ବାଇ : ଚୀନ୍ କମ୍ପାନୀ ଭିଭୋ ସହ ଆଇପିଏଲ୍ ସ୍ପନସରସିପ୍ ଚୁକ୍ତି ବିଚ୍ଛିନ୍ନ ହେବା ପରେ କ୍ରିକେଟ ବୋର୍ଡ ପକ୍ଷରୁ ଏନେଇ ପୁନର୍ବାର ଟେଣ୍ଡର ଆହ୍ୱାନ କରାଯାଇଛି । ଜିଓ, ଟାଟା ଏବଂ ଅନ୍ୟାନ୍ୟ କମ୍ପାନୀ ଏହି ଦୌଡରେ ରହିଥିବା ବେଳେ […]