ଜାପାନ : ଜାପାନର ଲୋକପ୍ରିୟ ହାସ୍ୟକଳାକାର କେନ ଶିମୁରାଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି । 70 ଦଶକରୁ କ୍ୟାରିଅର୍ ଆରମ୍ଭ କରିଥିବା ଶିମୁରା 70 ବର୍ଷ ବୟସରେ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି । ଶିମୁରା ଦେଶର ଜଣେ ଲୋକପ୍ରିୟ […]
ୱାସିଂଟନ୍, ଏଣିକି କରୋନା ଭାଇରସକୁ ଭୟ କରିବାର କିଛି ନାହିଁ, ଖୁବ ଶିଘ୍ର ବଜାରକୁ ଆସିବ କୋଭିଡ-19 ନିରାକଣ ଔଷଧ। ଏହା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ରବିବାର ରାତିରେ ଟ୍ରମ୍ପ ହ୍ବାଇଟ ହାଉସରେ ସମ୍ବୋଧିତ କରି ଏହି ତଥ୍ୟ […]
ନୂଆଦିଲ୍ଲୀ : ଚୀନରୁ ବୁହାନ ସହରରୁ ବ୍ୟାପିଥିବା କରୋନା ଏବେ ଦେଶର 199ଟି ଦେଶରେ ବ୍ୟାପି ସାରିଛି। ଦେଶର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ଏକଲକ୍ଷ 42 ହଜାରରୁ ଅଧିକ ହୋଇଥିବାବେଳେ ଏହି ମହାମାରୀରେ ମୃତ୍ୟୁବରଣ କଲେଣି ଦୁଇ […]
ଢାକା : କରୋନା ଭାଇରସ୍ ଆତଙ୍କ କାରଣରୁ ସମସ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରଖିଛି ବାଂଲାଦେଶ । ଆସନ୍ତା ଏପ୍ରିଲ୍ ୭ ତାରିଖ ପର୍ଯ୍ୟନ୍ତ ସମସ୍ତ ଘରୋଇ ଓ ଅର୍ନ୍ତଜାତୀୟ ବିମାନ ଚଳାଚଳ ବନ୍ଦ ରଖିଛି ବାଂଲାଦେଶ । ବାଂଲାଦେଶ […]
ବେଜିଂ, ସାରା ବିଶ୍ବକୁ ଏକ ସାଂଘାତିକ ସ୍ଥିତିରେ ପକାଇ ଦେଇଥିବା ଚୀନର ଉହାନ ସହର ବର୍ତ୍ତମାନ ବିପଦମୁକ୍ତ। ଦୀର୍ଘ ଦୁଇମାସ ଧରି ସେଠାରେ ଲକଡାଉନ ଜାରୀ ହେବା ଏବଂ ସ୍ବାସ୍ଥ୍ୟକର୍ମିଙ୍କ ଉଦ୍ୟମ ପରେ ଉହାନରୁ କରୋନା ଉଭେଇ ଯାଇଛି। ସ୍ଥିତିରେ ସୁଧାର […]
ସ୍ପେନ୍ : କରୋନା ଭାଇରସ୍ ଯୋଗୁଁ ସ୍ପେନ୍ର ରାଜକୁମାରୀ ମାରିଆ ଟେରେସାଙ୍କ ମୃତ୍ୟୁ ହୋଇଛି । 86 ବର୍ଷୀୟା ରାଜକୁମାରୀଙ୍କ ମୃତ୍ୟୁ ନେଇ ତାଙ୍କ ଭାଇ ରାଜକୁମାର ସିସ୍କୋଟ୍ ଏନରେିକ୍ ଡି ବରବୀନ୍ ଏକ ଫେସବୁକ୍ ପୋଷ୍ଟରେ ସୂଚନା ଦେଇଛନ୍ତି । […]
ନୂଆଦିଲ୍ଲୀ : ଭୟାନକ କରୋନା ସାରା ବିଶ୍ବରେ ତା’ର ପ୍ରକୋପ ଜାରି ରଖିଥିବାବେଳେ ଦୁନିଆର 199ଟି ଦେଶ ଏବେ ତା’ର କବଳରେ। ବିଶ୍ବରେ ସାଢେ ଛଅ ଲକ୍ଷରୁ ଅଧିକ ସଂକ୍ରମିତ ମାମଲା ସାମ୍ନାକୁ ଆସିଥିବାବେଳେ 31 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ […]
ଅଷ୍ଟ୍ରେଲିଆ : ବିଶ୍ବର କରୋନାର ଭୟାବହତା ଯୋଗୁଁ ଅର୍ଦ୍ଧାଧିକ ଦେଶ ଏବେ ଲକ୍ ଡାଉନ୍ରେ ରହିଛନ୍ତି। ଏବେ ଅଷ୍ଟ୍ରେଲିଆରେ ଛ’ ମାସ ପାଇଁ ଲକ୍ଡାଉନ୍ କରାଯିବ ବୋଲି ସୂଚନା ମିଳିଛି। ଦେଶରେ ଲୋକଙ୍କୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। […]
ମାଦ୍ରିଦ୍ : କରୋନା ଭାଇରସ୍ ପ୍ରଭାବରେ ସମଗ୍ର ବିଶ୍ବରେ ଆତଙ୍କ ଖେଳି ଯାଇଥିବା ବେଳେ ସ୍ପେନ୍ରେ ଏହି ଭାଇରସ୍ ତାଣ୍ଡବ ମଚାଇଛି । ସ୍ପେନ୍ରେ ଏହି ଭାଇରସ୍ ପ୍ରଭାବରେ ଗୋଟିଏ ଦିନରେ 769 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା […]
ଲଣ୍ଡନ : କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ । ଶୁକ୍ରବାର ଲଣ୍ଡନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । 24 ଘଣ୍ଟ ଧରି ଜନ୍ସନ୍ଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ନରହିବାରୁ ପରୀକ୍ଷଣରୁ କରୋନା […]
ନୂଆଦିଲ୍ଲୀ : ବିଶ୍ବରେ କରୋନାର ଆକ୍ରାନ୍ତଙ୍କ ସଂଖ୍ୟା 5ଲକ୍ଷ ଟପିଲାଣି । ଦୁନିଆରେ ମୋଟ୍ 5,36,617 ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେହିପରି କରୋନା ଯୋଗୁଁ ମୋଟ୍ 24,118 ଜଣଙ୍କର ମୃତ୍ୟୁ ଘଟିଲାଣି। ସେହିପରି ସୁସ୍ଥ ହୋଇଛନ୍ତି 1,24,408ଜଣ । […]
ସାଉଥ୍ ଡାକୋଟା : ଆମମେରିକୀୟ ଜେଲ୍ରୁ ଚମ୍ପଟ ମାରିଛନ୍ତି 9 ମହିଳା କଏଦୀ । କରୋନା ଆତଙ୍କ ଦିନକୁ ଦିନ ବଢି ଚାଲିଥିବା ବେଳେ ଭୟରେ ଏହି 9ମହିଳା କଏଦୀ ଜେଲ୍ରୁ ଚମ୍ପଟ ମାରିଛନ୍ତି । ସାଉଥ୍ ଡାକୋଟାର ଏହି ଜେଲ୍ରୁ […]
ପ୍ୟାରିସ୍: ଫ୍ରାନ୍ସରେ ଅନୁଷ୍ଠିତ ହେବାକୁ ଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ସ୍ଥଗିତ ରହିବା ପରେ ବାସହୀନଙ୍କ ପାଇଁ ଏହା ବାସସ୍ଥଳୀରେ ପରିଣତ ହୋଇଛି । ଫ୍ରେଞ୍ଚ ରିଭିଏରାରେ ଅନୁଷ୍ଠିତ ହେବାକୁ ଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ଜୁନ୍ ପର୍ଯ୍ୟନ୍ତ ସ୍ଥଗିତ ରହିବା […]
ହୁଓ୍ବଇ : ଦୁନିଆର ପ୍ରାୟ ଅର୍ଦ୍ଧେକ ଦେଶ ଏବେ ଲକ୍ ଡାଉନ୍ ଅବସ୍ଥାରେ। ବଜାର ବନ୍ଦ, ସରକାରୀ ଅଫିସ୍ରେ ତାଲା, ଯାତାୟତରେ ପ୍ରତିବନ୍ଧକ। ସବୁଠି ତାଲା ବନ୍ଦ। ଲୋକେ ଏବେ ଗୃହ ବନ୍ଦୀ। ଚୀନ୍ର ବୁହାନ ସହରରୁ ସାରା ଦୁନିଆକୁ ବ୍ୟାପିଥିବା […]
ନୂଆଦିଲ୍ଲୀ : ଦୁନିଆରେ କରୋନା ବେଶ୍ ଭୟଙ୍କର ଆତଙ୍କର ଖେଳାଇଛି । ଏହି ମହାମାରୀରେ ମୋଟ୍ 4,71,417 ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁବରଣ କରିଛନ୍ତି 21,295ଜଣ । ସେହିପରି ଏହି ରୋଗରୁ ସୁସ୍ଥ ହୋଇଛନ୍ତି 1,14,642ଜଣ । ସେହିପରି 198ଟି ଦେଶରେ […]
ଲଣ୍ଡନ : ସମଗ୍ର ବିଶ୍ବରେ ଏହାର ତାଣ୍ଡବ ମଚାଇଥିବା କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଛନ୍ତି ବ୍ରିଟେନ୍ର ଯୁବରାଜ ପ୍ରିନ୍ସ ଚାର୍ଲସ୍ । ବୁଧବାର ପ୍ରିନ୍ସ ଚାର୍ଲସ୍ଙ୍କ କରୋନା ସଙ୍କ୍ରମଣ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ବଙ୍କିଂହାମ୍ ପ୍ୟାଲେସ୍ ପକ୍ଷରୁ ସୂଚନା ଦିଆଯାଇଛି […]
କାବୁଲ୍ : ଆଫଗାନିସ୍ତାନରେ ଏକ ଗୁରୁଦ୍ବାରରେ ଗୁଳିକାଣ୍ଡ ଘଟି 27 ଜଣଙ୍କର ପ୍ରାଣହାନି ଘଟିଛି । 27 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 9 ଜଣ ଗୁରୁତର ଆହତ ହୋଇଛନ୍ତି । ବୁଧବାର ଆଫଗାନିସ୍ତାନର କାବୁଲରେ ଏକ ଗୁରୁଦ୍ବାରରେ ଶିଖ ସମ୍ପ୍ରଦାୟର […]
ନୂଆଦିଲ୍ଲୀ: ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତକଥା। ବର୍ତ୍ତମାନ ସାରା ପୃଥିବୀରେ କରୋନା ଭାଇରସକୁ ନେଇ ଏକ ଆତଙ୍କର ବାତାବରଣ ସୃଷ୍ଟି ହେବାରେ ଲାଗିଛି। ଲୋକମାନେ ଏକ ଭୟଭୀତ ଅବସ୍ଥାରେ କାଳାତିପାତ କରୁଛନ୍ତି। କାଳେ ଏହି ଭାଇରସ ପଶିଯିବ ଆଉ ମୋତେ ମାରିଦେବ, […]
ନୂଆଦିଲ୍ଲୀ : ଚୀନରୁ ବୁହାନ ସହରରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍ ଏବେ ବିଶ୍ବ ମହାମାରୀ । ଚୀନ୍ ପରେ ଇଟାଲୀ ଏବେ ସ୍ପେନ୍ରେ ତାଣ୍ଡବ ରଚି ଚାଲିଛି । ସ୍ବେନ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ଚାଳିଶ ହଜାର ଟପି ସାରିଛି […]
ଟୋକିଓ : ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ୍ସ କ୍ରୀଡାକୁ ଏକ ବର୍ଷ ପାଇଁ ଘୁଞ୍ଚାଇ ଦିଆଯାଇଛି । କରୋନା ଆତଙ୍କମ କାରଣରୁ ଏକହି ପଦକ୍ଷେପ ନିଆଯାଇଛି । ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଅଲମ୍ପିକ୍ସ ଘୁଞ୍ଚାଇବାର ପ୍ରସ୍ତାବ ଦେଇଥିବା ବେଳେ […]
ପାକିସ୍ତାନ : ଦୁନିଆର 192ଟି ଦେଶ ଏବେ କରୋନା କବଳରେ। ଚୀନ୍ରୁ ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ରୋଗ ଏବେ ଦୁନିଆର ପ୍ରାୟ ସମସ୍ତ ଦେଶରେ ପହଞ୍ଚିସାରିଲାଣି। ଭାରତ ପଡୋଶୀ ରାଷ୍ଟ୍ର ପାକିସ୍ତାନରେ ମଧ୍ୟ କରୋନା ବେଶ୍ ଭୟଙ୍କର ଭାବରେ […]