କାବୁଲ : ଆଫଗାନିସ୍ତାନର ଘଜନୀ ପ୍ରଦେଶରେ ଘଟିଥିବା ବିମାନଟି ଆମେରିକୀୟ ଯୁଦ୍ଧବିମାନ ବୋଲି ଜଣାପଡିଛି । ଆତଙ୍କବାଦୀ ସଙ୍ଗଠନ ତାଲିବାନ୍ ଏହି ବିମାନ ଦୁର୍ଘଟଣା ପାଇଁ ନିଜକୁ ଦାୟୀ କରିଛି । ତାଲିବାନ ମୁଖପାତ୍ର ଜବିନଉଲ୍ଲା ମୁଜାହିଦ୍ ଏ ସମ୍ପର୍କରେ ଘୋଷଣା […]
ନୂଆଦିଲ୍ଲୀ : ବିମାନ ଦୁର୍ଘଟଣା ଖବରକୁ ଅସ୍ବୀକାର କରିଛି ଆରିଆନା ଏୟାରଲାଇନ୍ସ । 83 ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହି ବିମାନଟି ଅପରାହ୍ନ 1.10 ମିନିଟ୍ରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଖବର ପ୍ରକାଶ ପାଇଥିଲା । ଖବର ଅନୁଯାୟୀ ବିମାନ […]
କାନ୍ଦାହାର : 83 ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଫଗାନିସ୍ତାନର ଘଜନୀରେ ଏହି ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ସୋମବାର ଆରିଆନା ଆଫଗାନ ଏୟାରଲାଇନ୍ସର ଏହି ବିମାନଟି ଘଜନୀର ଦେହ ୟାକ୍ ପ୍ରଦେଶରୁ […]
ପାକିସ୍ତାନ : ପାକିସ୍ତାନରେ ହିନ୍ଦୁ ମହିଳାଙ୍କୁ ଜବରଦସ୍ତି ମୁସଲମାନ ଯୁବକ ସହ ବିବାହ କରିବାର ମାମଲା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ପାକିସ୍ତାନରେ ହିନ୍ଦୁ ମହିଳାଙ୍କୁ ଜବରଦସ୍ତି ଧର୍ମାନ୍ତୀକରଣ କରାଇଥିବାର ଏକ ସନ୍ସିନ୍ ମାମଲା ସାମ୍ନାକୁ ଆସିଛି । […]
କାର୍ଲିଫୋର୍ଣ୍ଣିଆ : ଆମେରିକାର କିମ୍ବଦନ୍ତୀ ବାସ୍କେଟ ବଲ ଖେଳାଳି ବ୍ରାଏଣ୍ଟଙ୍କର ଏକ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । କାର୍ଲିଫୋର୍ଣ୍ଣିଆର କେଲାବେସସରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ମୋଟ ୯ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ସୂଚନା […]
ବେଜିଂ : ଚୀନ୍ରେ କୋରୋନା ଭାଇରସ୍ର ପ୍ରଭାବ ଦିନକୁ ଦିନ ବଢିବାରେ ଲାଗିଛି । ଚୀନ୍ରେ ଦେଖାଦେଇଥିବା ନୋଭେଲ୍ କୋରୋନା ଭାଇରସ୍ ପ୍ରଭାବରେ ବର୍ତ୍ତମାନ ସୁଦ୍ଧା 41 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 1287 ଜଣ ସଙ୍କ୍ରମିତ ହୋଇଛନ୍ତି । ଶନିବାର […]
ଅଙ୍କାରା : ତୁର୍କୀରେ ଏକ ଭୟାବହ ଭୂକମ୍ପ ପ୍ରଭାବରେ 18 ଜଣଙ୍କର ପ୍ରାଣହାନି ଘଟିଛି । ଶୁକ୍ରବାର ରାତିରେ ତୁର୍କୀରେ ହୋଇଥିବା ଏହି ଭୂମିକମ୍ପରେ 18 ଜଣଙ୍କର ପ୍ରାଣ ହାନି ଘଟିଥିବା ବେଳେ 30ରୁ ଅଧିକ ଲୋକ ନିଖୋଜ ଅଛନ୍ତି । […]
ଡାଭୋସ୍ : ସ୍ବିଜରଲ୍ୟାଣ୍ଡର ଡାଭୋସ୍ରେ ଅନୁଷ୍ଠିତ ବିଶ୍ବ ଅର୍ଥନୈତିକ ସମ୍ମିଳନୀରେ ଆମେରିକୀୟ ଶିଳ୍ପପତି ଜର୍ଜ ସୋରୋସ୍ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି । ମୋଦିଙ୍କ ଉଗ୍ର ହିନ୍ଦୁତ୍ବବାଦୀ ଚିନ୍ତାଧାରାକୁ ସୋରୋସ୍ ସମାଲୋଚନା କରିଛନ୍ତି । ସେହିପରି ସମଗ୍ର ବିଶ୍ବରେ […]
ନ୍ୟୁୟର୍କ : ଆମେରିକା ସରକାରଙ୍କ ପକ୍ଷରୁ ଏକ ନୂତନ ନିୟମ ଲାଗୁ କରାଯାଇଛି । ଏହି ନିୟମ ଅନୁଯାୟୀ ଏଣିକି ଅଣ ଆମେରିକୀୟ ଗର୍ଭବତୀ ମହିଳା ମାନେ ଆମେରିକାରେ ପ୍ରବେଶ କରିପାରିବେ ନାହିଁ । ଆମେରିକା ମାଟିରେ ଜନ୍ମିତ ଶିଶୁଙ୍କୁ ଆମେରିକାର […]
ସମୀକ୍ଷା ବ୍ୟୁରୋ ନୂଆଦିଲ୍ଲୀ : ତେର ବର୍ଷ ବାଳିକାର ଗର୍ଭସ୍ଥ ସନ୍ତାନର ପିତାଙ୍କୁ ମାତ୍ର ଦଶ ବର୍ଷ । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଶୁଣିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ରୁଷ୍ର ଜଣେ 13 ବର୍ଷୀୟ ବାଳିକା ନିଜ […]
ଚୀନ : ଆମର ପଡୋଶୀ ଦେଶରେ ମାରାତ୍ମକ ଭୂତାଣୁ କୋରୋନା ଯୋଗୁଁ ମୃତକଙ୍କ ସଂଖ୍ୟା ଏବେ 25କୁ ବୃଦ୍ଧି ଘଟିଛି। ଏହି ଭୂତାଣୁ ଯୋଗୁଁ 500ରୁ ଅଧିକ ରୋଗରେ ପଡିଛନ୍ତି । ସାଉଦି ଆରବରେ ଜଣେ ଭାରତୀୟ ଏହି ଭୂତାଣୁଗ୍ରସ୍ତ ହୋଇଛନ୍ତି […]
କରାଚୀ : ପାକିସ୍ତାନ ପକ୍ଷରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲଞ୍ଚ କରାଯାଉଥିବା କ୍ଷେପଣାସ୍ତ୍ର ଘଜନଭୀର ଲଞ୍ଚ କରାଯାଇଛି । ଗୁରୁବାର ଆଇଏସ୍ପିଆର ପକ୍ଷରୁ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି । ଭୂପୃଷ୍ଠରୁ ଭୂପୃଷ୍ଠକୁ ଉତ୍କ୍ଷେପଣ କରାଯାଉଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟ ଭେଦ ଦୂରତା […]
ୟେମେନ୍ : ୟେମେନ୍ ଉପରେ ହାଉଥି ଆତଙ୍କୀ ଗୋଷ୍ଠୀଙ୍କ ପକ୍ଷରୁ ପୁନର୍ବାର କ୍ଷେପଣାସ୍ତ୍ର ମାଡ କରାଯାଇଛି ।ଶୁକ୍ରବାର ସଙ୍ଗଠିତ ଆକ୍ରମଣରେ 70ରୁ ଅଧିକ ସୈନ୍ୟ ନିହତ ହୋଇଥିବା ବେଳେ ବୁଧବାର ଦିନ ପୁନର୍ବାର ଆକ୍ରମଣ କରାଯାଇଛି । ବୁଧବାର ବିଳମ୍ବିତ ରାତିରେ […]
ଇସଲାମାବାଦ : ପାକିସ୍ତାନରେ ଯୌନ ଅପରାଧ ବୃଦ୍ଧି ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ବଲିଉଡ୍କୁ ଦାୟୀ କରିଛନ୍ତି । ଜଣେ ୟୁଟ୍ୟୁବ୍ ଡେଭେଲେପର୍ଙ୍କୁ ନିଜର ସାକ୍ଷାତକାର ସମୟରେ ଏପରି ଦାୟିତ୍ବହୀନ ମନ୍ତବ୍ୟ ଦେଇଛନ୍ତି ଇମ୍ରାନ । ଦେଶରେ ବଢୁଥିବା ଯୌନ […]
ନୂଆଦିଲ୍ଲୀ : ଏକ କପ୍ କଫିର ମୂଲ୍ୟରେ ମିଳୁଛି ଘର । ମେଟ୍ରୋ ସହର ଗୁଡିକର ମଲ୍ ଗୁଡିକରେ ଏକ କପ୍ କଫିର ମୂଲ୍ୟ 200ରୁ 250 ଟଙ୍କା ରହିଥିବା ବେଳେ ବିଶ୍ବରେ ଏମିତି ଏକ ସହର ରହିଛି ଯେଉଁଠି ମାତ୍ର […]
ନୂଆଦିଲ୍ଲୀ : ସିଏଏକୁ ନେଇ ସମଗ୍ର ଦେଶରେ ଆନ୍ଦୋଳନ ଚାଲିଥିବା ବେଳେ ଏହାର ପ୍ରଭାବ ବାର୍ଷିକ ଗଣତନ୍ତ୍ର ସୂଚକାଙ୍କ ଉପରେ ପଡିଛି । ଏହି ତାଲିକାରେ ଭାରତ 10ଟି ସ୍ଥାନ ତଳକୁ ଖସି 51 ତମ ସ୍ଥାନରେ ପହଞ୍ଚିଛି । 2018ରେ […]
ଟୋକିଓ : ବିଶ୍ବର ପ୍ରଥମ ରାଷ୍ଟ୍ର ଭାବରେ 6 ଜି ଲଞ୍ଚ କରିବାକୁ ଯାଉଛି ଏହି ରାଷ୍ଟ୍ର । ସମଗ୍ର ବିଶ୍ବର ଅଧିକାଂଶ ରାଷ୍ଟ୍ରରେ ବର୍ତ୍ତମାନ 5ଜି ଲଞ୍ଚ ହୋଇ ନଥିବା ବେଳେ ପ୍ରଥମ ଦେଶ ଭାବରେ 6ଜି ଲଞ୍ଚ କରିବାକୁ […]
ନ୍ୟୁସାଉଥଓ୍ବେଲ୍ସ : ଅଷ୍ଟ୍ରେଲିଆର ଜଙ୍ଗଲ ନିଆଁର ଭୟାବହତାରେ 29 ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ବିଶ୍ବ ସମୁଦାୟଙ୍କ ପକ୍ଷରୁ ସହାୟତାର ହାତ ବଢା ଯାଇଥିଲା । ବିଭିନ୍ନ ସେଲିବ୍ରିଟି ଏବଂ କ୍ରୀଡାବିତ୍ଙ୍କ ପକ୍ଷରୁ ସହାୟତା କରାଯାଉଥିବା ବେଳେ ଏହି […]
ମାସ୍କଟ୍ : ୟେମେନ୍ରେ ଏକ ମିଶାଇଲ୍ ଆକ୍ରମଣରୋ 70 ଜଣ ସୈନ୍ୟଙ୍କ ପ୍ରାଣ ହରାଇଛନ୍ତି । ୟେମେନ୍ର ମାରିବ୍ରେ ରବିବାର ଏକ ବାଲିଷ୍ଟିକ୍ ମିଶାଇଲ୍ ଆକ୍ରମଣ ଘଟିଛି । 70 ଜଣ ସୈନ୍ୟଙ୍କ ପ୍ରାଣହାନି ସହିତ 20ରୁ ଅଧିକ ସୈନ୍ୟ ଆହତ […]
କାଠମାଣ୍ଡୁ : ନେପାଳରେ ଭୟଙ୍କର ଭୟଙ୍କର ବରଫ ଝଡ ପ୍ରଭାବରେ 7 ଜଣ ନିଖୋଜ ରହିଥିବା ବେଳେ 150 ଜଣଙ୍କୁ ଉଦ୍ଧାର କରାଯାଇଛି । ନିଖୋଜ 7 ଗାଇଡ୍ଙ୍କ ମଧ୍ୟରେ 4 ଜଣ ଦକ୍ଷିଣ କୋରିଆର ଏବଂ 3 ଜଣ ସ୍ଥାନୀୟ […]
ସିଡ୍ନୀ : ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁର ମୁକାବିଲା ପାଇଁ ଏକ ପ୍ରଦର୍ଶନୀ ଟେନିସ୍ ମ୍ୟାଚ୍ ଖେଳାଯାଇଛି । ଏହି ପ୍ରଦର୍ଶନୀ ମ୍ୟାଚ୍ ଗୁଡିକରୁ 5 ମିଲିୟନ୍ ଅଷ୍ଟ୍ରେଲିଆନ୍ ଡଲାର (3.4 ମିଲିୟନ୍ ଡଲାର) ଅର୍ଥରାଶି ସଂଗ୍ରହ କରାଯାଇଛି । ବୁଧବାର ସନ୍ଧ୍ୟାରେ […]