ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ପାଲେଷ୍ଟାଇନ ବିଷୟରେ ଭାରତ ଏକ ବଡ଼ ବିବୃତ୍ତି ଦେଇଛି, ଯାହା ଇସ୍ରାଏଲ ପାଇଁ ଏକ ଝଟକା ବୋଲି କୁହାଯାଉଛି। ବାସ୍ତବରେ ମିଳିତ ଜାତିସଂଘରେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ପାଇଁ ଦୁଇ ରାଜ୍ୟ ସମାଧାନକୁ ଭାରତ ସମର୍ଥନ କରିଛି। […]
ନୂଆଦିଲ୍ଲୀ: ପ୍ରଶାସନିକ ସୁଧାର ଏବଂ ସାଧାରଣ ଅଭିଯୋଗ ବିଭାଗ (ଡିଏଆରପିଜି)ର ସଚିବ ଭି. ଶ୍ରୀନିବାସ ଅପ୍ରେଲ ୨୮ ଠାରୁ ୩୦, ୨୦୨୪ ତାରିଖ ପର୍ଯ୍ୟନ୍ତ ଏକ ଚାରିଜଣିଆ ପ୍ରତିନିଧି ମଣ୍ଡଳ ସହିତ ବାଂଲାଦେଶ ଯାତ୍ରା ଅବସରରେ ନେତୃତ୍ୱ ନେବେ। ୨୦୨୪-୨୦୨୯ ମସିହା ପର୍ଯ୍ୟନ୍ତ […]
ନୂଆଦିଲ୍ଲୀ: ଟେସଲା ସିଇଓ ତଥା ସୋସିଆଲ ମିଡିଆ ପ୍ଲାଟଫର୍ମର ମାଲିକ ଏଲୋନ୍ ମସ୍କ ଆଜି ଚୀନ ଗସ୍ତ ପାଇଁ ଯାତ୍ରା ଆରମ୍ଭ କରିଛନ୍ତି। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଠାରୁ ଖବର ରଖୁଥିବା ଲୋକଙ୍କଠାରୁ ଏହି ସୂଚନା ମିଳିଛି। ଏଠାରେ ଆଶ୍ଚର୍ଯ୍ୟଜନକ କଥା […]
ନୂଆଦିଲ୍ଲୀ: ନେଦରଲାଣ୍ଡର ରୋଟେରଡାମଠାରେ ବିଶ୍ୱ ଶକ୍ତି କଂଗ୍ରେସର ମନ୍ତ୍ରିସ୍ତରୀୟ ରାଉଣ୍ଡ ଟେବୁଲ୍ ସମ୍ମିଳନୀ ଏପ୍ରିଲ ୨୪, ୨୦୨୪ ତରବକ୍ଷ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ରାଉଣ୍ଡ ଟେବୁଲ ସମ୍ମିଳନୀରେ ଦୁବାଇଠାରେ ଅନୁଷ୍ଠିତ କୋପ୍୨୮ ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ କିଭଳି […]
ନୂଆଦିଲ୍ଲୀ: ଫ୍ରାନ୍ସର ୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବର ‘ଲା ସିନେଫ୍’ ପ୍ରତିଯୋଗିତାମୂଳକ ବିଭାଗରେ ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏଫଟିଆଇଆଇ)ର ଛାତ୍ର ଚିଦାନନ୍ଦ ନାଏକଙ୍କ ଗୋଟିଏ ଚଳଚ୍ଚିତ୍ର ‘‘ସନ୍ଫ୍ଲାୱାର୍ସ ୱେର୍ ଦ ଫର୍ଷ୍ଟ ୱନ୍ସ ଟୁ ନୋ’’ […]
ନୂଆଦିଲ୍ଲୀ: ଭାରତ ଏବଂ ଆର୍ମେନିଆ ମଧ୍ୟରେ ସମ୍ପର୍କ କ୍ରମାଗତ ଭାବେ ମଜବୁତ ହେଉଛି। ଭାରତ ଆର୍ମେନିଆକୁ ଅସ୍ତ୍ର ଯୋଗାଉଛି, ଯେଉଁଥିପାଇଁ ଆର୍ମେନିଆର ମୁଖ୍ୟ ଶତ୍ରୁ ଆଜେରବାଇଜାନ ଫ୍ରାନ୍ସ ଏବଂ ଗ୍ରୀସ୍ ସହିତ ଭାରତ ଉପରେ କ୍ରୋଧିତ ହୋଇଛନ୍ତି। ଆଜେରବାଇଜାନ ପାକିସ୍ତାନର ଭଲ […]
ନୂଆଦିଲ୍ଲୀ: ମାଲେସିଆରେ ଏକ ନୌସେନାର ସମାରୋହରେ ଅଭ୍ୟାସ କରୁଥିବା ଦୁଇଟି ହେଲିକପ୍ଟର ମଧ୍ୟଭାଗରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ମାଲେସିଆ ନୌସେନାର ଉଭୟ ହେଲିକପ୍ଟର ରୟାଲ ମାଲେସିଆନ ନେଭି ସେଲିବ୍ରେସନ ପାଇଁ ଅଭ୍ୟାସ କରୁଥିଲେ। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟରେ କୁହାଯାଇଛି ଯେ, […]
ନୂଆଦିଲ୍ଲୀ: ସିଙ୍ଗାପୁର ପରେ ବର୍ତ୍ତମାନ ହଂକଂ ଭାରତୀୟ ମସଲା ବ୍ରାଣ୍ଡ MDH Pvt ଲିମିଟେଡ୍ ଏବଂ ଏଭରେଷ୍ଟ ଫୁଡ୍ ପ୍ରଡକ୍ଟସ୍ ଲିମିଟେଡ୍ ର ଉତ୍ପାଦ ବିକ୍ରୟ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି, କାରଣ ଏହି କମ୍ପାନୀଗୁଡିକର ଅନେକ ମସଲା ମିଶ୍ରଣରେ କାର୍ସିନୋଜେନିକ୍ […]
ନୂଆଦିଲ୍ଲୀ: ଭାରତର ଅର୍ଥନୀତି ସମ୍ବନ୍ଧରେ ଅନେକ ରିପୋର୍ଟ ଆସିଛି, ଯେଉଁଥିରେ ଆକଳନ କରାଯାଇଛି ଯେ ଭାରତ କେବେ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ। ତେବେ ବିଭିନ୍ନ ରିପୋର୍ଟରେ ଭାରତ ତୃତୀୟ ବୃହତ୍ତମ ଅର୍ଥନୀତି ହେବ ବୋଲି ପୂର୍ବାନୁମାନ କରାଯାଇଛି। ଆନ୍ତର୍ଜାତୀୟ […]
ନୂଆଦିଲ୍ଲୀ: ମାଲଦ୍ୱୀପର ସଂସଦ ନିର୍ବାଚନରେ ମହମ୍ମଦ ମୁଇଜୁଙ୍କ ପାର୍ଟି ପିଏନସି ଏକ ବଡ଼ ବିଜୟ ହାସଲ କରିଥିବାବେଳେ ବିରୋଧୀ ଦଳ ଏମଡିପି ନିରାଶ ହୋଇଛି। ଏଭଳି ପରିସ୍ଥିତିରେ ମାଲଦ୍ୱୀପବାସୀ ଭାରତ ବିରୋଧୀ ମୁଇଜୁକୁ ପୁଣି ଥରେ ପସନ୍ଦ କରିଛନ୍ତି। ୯୩ ଆସନ […]
ନୂଆଦିଲ୍ଲୀ: ଜାପାନରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣେ କ୍ରୁ ସଦସ୍ୟ ପ୍ରାଣ ହରାଇଛନ୍ତି। ଉଭୟ ହେଲିକପ୍ଟରରେ ୮ ଜଣ ଲୋକ ଥିଲେ, ଅବଶିଷ୍ଟ ୭ ଜଣ କ୍ରୁ ସଦସ୍ୟ ନିଖୋଜ ଅଛନ୍ତି। […]
ନୂଆଦିଲ୍ଲୀ: ଆମେରିକୀୟ ଆଇଡଲ୍ ବିଜେତା ତଥା ଗ୍ରାମୀ ପୁରସ୍କାର ବିଜେତା କଳାକାର ମାଣ୍ଡିସାଙ୍କୁ ତାଙ୍କ ଘରେ ରହସ୍ୟମୟ ଭାବେ ମୃତଦେହ ମିଳିଛି। ତାଙ୍କ ମୃତ୍ୟୁ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଫ୍ରାଙ୍କଲିନ୍ ଟେନେସିର ୪୭ ବର୍ଷିୟା ଗାୟକଙ୍କ ଘରେ ଏହି […]
ନୂଆଦିଲ୍ଲୀ: ଭାରତ ସହିତ ବିବାଦ ଯୋଗୁଁ ବର୍ତ୍ତମାନ ମାଲଦ୍ୱୀପ ପାଇଁ ମହଙ୍ଗା ପଡୁଛି। ପର୍ଯ୍ୟଟକଙ୍କ ଅଭାବ ହେତୁ ମାଲଦ୍ୱୀପର ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହୋଇଛି। ଗତ ବର୍ଷ ତୁଳନାରେ ମାଲଦ୍ୱୀପ ପରିଦର୍ଶନ କରୁଥିବା ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ୩୮ ପ୍ରତିଶତ ହ୍ରାସ […]
ନୂଆଦିଲ୍ଲୀ: ଓମାନ ଗଲ୍ଫରୁ ଜବତ ହୋଇଥିବା କଣ୍ଟେନର ଜାହାଜରେ କୌଣସି ଭାରତୀୟଙ୍କୁ ବନ୍ଧକ ରଖାଯାଇଥିବା ଖବର ଇରାନ ପ୍ରତ୍ୟାଖ୍ୟାନ କରିଛି। ଗଣମାଧ୍ୟମକୁ ଇରାନର ଭାରତରେ ରାଷ୍ଟ୍ରଦୂତ ଇରାଜ ଇଲାହି କହିଛନ୍ତି ଯେ, ଇରାନରେ ଧରାଯାଇଥିବା ଇସ୍ରାଏଲ ଜାହାଜରେ କୌଣସି ଭାରତୀୟଙ୍କୁ ବନ୍ଧକ […]
ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଛି। ଏହି ସମୟରେ, ଇସ୍ରାଏଲର ଏକ କଣ୍ଟେନର ଜାହାଜରେ ବନ୍ଧକ ରହିଥିବା ୧୭ ଜଣ ଭାରତୀୟଙ୍କ ମଧ୍ୟରୁ ଜଣେ ମହିଳା ସଦସ୍ୟ ଦେଶକୁ ଫେରିଛନ୍ତି। ବୈଦେଶିକକ ମନ୍ତ୍ରଣାଳୟ ଆଜି ଏହି ସୂଚନା […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତବ୍ୟ ”ଆତଙ୍କବାଦୀଙ୍କୁ ଘରେ ପଶି ମାରିବୁ” ଉପରେ ଆମେରିକା ନିଜର ପ୍ରତିକ୍ରିୟା ଦେଇଛି। ଆମେରିକା କହିଛି ଯେ, ଆମେ ଉଭୟ ଦେଶକୁ ଟେନସନରୁ ଦୂରେଇ ରଖିବା ଏବଂ ଆଲୋଚନା ମାଧ୍ୟମରେ ସମାଧାନ ଖୋଜିବା ପାଇଁ କହିବୁ। ଆମେରିକାର […]
ନୂଆଦିଲ୍ଲୀ: ଗଲ୍ଫ ଅଞ୍ଚଳରେ ଇରାନ ଜବତ କରିଥିବା ଏକ ଇସ୍ରାଏଲ୍ ମାଲବାହୀ ଜାହାଜରେ ୧୭ ଜଣ ଭାରତୀୟଙ୍କ ମଧ୍ୟରେ କେରଳର ଜଣେ ମହିଳା ଅଛନ୍ତି। ମହିଳା ଏଣ୍ଟେସା ଜୋସେଫଙ୍କ ପରିବାର ଟିଭି ଚ୍ୟାନେଲରେ ପ୍ରସାରିତ ଏକ ଭିଡିଓରେ କହିଛନ୍ତି ଯେ, ଜାହାଜର […]
ନୂଆଦିଲ୍ଲୀ: ଆମୀର ସରଫରାଜଙ୍କ ହତ୍ୟାରେ ଭାରତର ସମ୍ପୃକ୍ତି ନେଇ ପାକିସ୍ତାନର ମନ୍ତ୍ରୀ ମୋହସିନ୍ ନକଭି ସନ୍ଦେହ ପ୍ରକଟ କରିଛନ୍ତି। ସୋମବାର ସେ କହିଛନ୍ତି ଯେ, ଏହା ସ୍ପଷ୍ଟ ଭାବରେ କୁହାଯାଇପାରିବ ନାହିଁ ଯେ ସରଫରାଜ ହତ୍ୟାରେ ଭାରତର କୌଣସି ଭୂମିକା ନାହିଁ। […]
ନୂଆଦିଲ୍ଲୀ: ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଦ୍ୱାରା ଇସ୍ରାଏଲ ଉପରେ ଇରାନ ଆକ୍ରମଣ କରିଛି। ଏହା ସମଗ୍ର ବିଶ୍ୱରେ ଟେନସନ ସୃଷ୍ଟି କରିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ତିକ୍ତତା ଏବେ ଏକ ଭିନ୍ନ ଦିଗକୁ ଯାଇଛି। ଏହି ଆକ୍ରମଣ ପରେ […]
ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧର ଧମକକୁ ଦୃଷ୍ଟିରେ ରଖି ୟୁରୋପକୁ ଯାଉଥିବା ଏୟାର ଇଣ୍ଡିଆ ବିମାନ ଇରାନର ଆକାଶ ମାର୍ଗ ଦେଇ ଯିବ ନାହିଁ। ଏଥିପାଇଁ ପଶ୍ଚିମ ୟୁରୋପକୁ ଯାଉଥିବା ଏୟାର ଇଣ୍ଡିଆର ବିମାନଗୁଡିକ ୨ ଘଣ୍ଟା […]
ନୂଆଦିଲ୍ଲୀ: କାନାଡା ନିର୍ବାଚନରେ ବିଦେଶୀ ହସ୍ତକ୍ଷେପ ଅଭିଯୋଗର ସରକାରୀ ଅନୁସନ୍ଧାନରୁ ଜଣାପଡିଛି ଯେ, କାନାଡା ରାଜନୀତିରେ ଭାରତ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିନାହିଁ। ଅନୁସନ୍ଧାନରୁ ଜଣାପଡିଛି ଯେ, କାନାଡାରେ ୨୦୨୧ ନିର୍ବାଚନ ଉପରେ ନଜର ରଖିଥିବା କାନାଡାର ବରିଷ୍ଠ ଅଧିକାରୀଙ୍କ ଏକ […]