ଜୋହାନ୍ସବର୍ଗ: ୧୫ ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ପହଞ୍ଚିଛନ୍ତି। ୱାଟରକ୍ଲୁଫ ଏୟାର ବେସରେ ପିଏମ ମୋଦୀଙ୍କୁ ରେଡ କାର୍ପେଟ ସ୍ୱାଗତ କରାଯାଇଥିଲା। ମୋଦିଙ୍କୁ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତି ଗ୍ରହଣ କରିଥିଲେ। […]
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଅଧ୍ୟକ୍ଷତାରେ ଜୋହାନ୍ସବର୍ଗଠାରେ ଆୟୋଜିତ ୧୫ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସାଙ୍କ ନିମନ୍ତ୍ରଣକ୍ରମେ ମୁଁ ୨୨-୨୪ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଗସ୍ତ କରୁଛି। ବ୍ରିକ୍ସ ବିଭିନ୍ନ କ୍ଷେତ୍ରରେ […]
ନୂଆଦିଲ୍ଲୀ: ଭାରତ ବନାମ ଆୟର୍ଲାଣ୍ଡ ମଧ୍ୟରେ ଟି -୨୦ ସିରିଜର ଅନ୍ତିମ ମ୍ୟାଚ୍ ଅଗଷ୍ଟ ୨୩ ତାରିଖରେ ଖେଳାଯିବ। ଟିମ୍ ଇଣ୍ଡିଆ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ କ୍ରମାଗତ ଦୁଇଟି ମ୍ୟାଚ୍ ଜିତି ସିରିଜ୍ ଜିତିଛି। ବର୍ତ୍ତମାନ ଟିମ୍ ଇଣ୍ଡିଆ ତୃତୀୟ […]
ନୂଆଦିଲ୍ଲୀ: ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆରେ ତିଲକ ବର୍ମାଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଏହାପୂର୍ବରୁ ତିଲକ ବର୍ମା ୱେଷ୍ଟଇଣ୍ଡିଜ ଗସ୍ତରେ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ। ତାଙ୍କ ବ୍ୟାଟିଂରେ ତିଲକ ବର୍ମା ବହୁତ ପ୍ରଭାବିତ କରିଛନ୍ତି। ଅନେକ ପୂର୍ବତନ ଖେଳାଳିଙ୍କ ଦ୍ୱାରା […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ମାଟାମେଲା ସିରିଲ ରାମାଫୋସାଙ୍କ ନିମନ୍ତ୍ରଣ କ୍ରମେ ୨୦୨୩ ଅଗଷ୍ଟ ୨୨-୨୪ରୁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଗସ୍ତ କରିବେ। ୨୦୧୯ ପରଠାରୁ ଏହା ବ୍ୟକ୍ତିଗତ ଉପସ୍ଥିତିରେ ପ୍ରଥମ ବ୍ରିକ୍ସ […]
ବେଜିଂ: ଅସୁବିଧାରେ ପଡ଼ିଥିବା ଚୀନ୍ ଏବେ ବିଶ୍ୱର ଅନେକ ବିଶେଷଜ୍ଞଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ମାନୁଫାକ୍ଚରିଂ ହବ୍ ଭାବେ ପରିଚିତ ଚୀନ୍ ଏବେ ଖରାପ ଅର୍ଥନୀତି ଓ ବଢ଼ୁଥିବା ବେକାରୀ କାରଣରୁ ସମସ୍ୟାରେ ପଡ଼ିଛି। ଏହା ମଧ୍ୟ ସତ ଯେ […]
ନୂଆଦିଲ୍ଲୀ: ମହାକାଶ ବିଜ୍ଞାନ କ୍ଷେତ୍ରରେ ବିଶ୍ୱରେ ଲୌହ ସୃଷ୍ଟି କରିଥିବା ରୁଷିଆକୁ ବଡ଼ ଝଟକା ଲାଗିଛି। ୪୭ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ରୁଷିଆର ଚନ୍ଦ୍ର ଅଭିଯାନ ବିଫଳ ହୋଇଛି। ସେହିପରି ଭାରତର ଚନ୍ଦ୍ରଯାନ-୩ ନିଜ ନିର୍ଦ୍ଧାରିତ ମାର୍ଗରେ ଦ୍ରୁତ […]
ନୂଆଦିଲ୍ଲୀ: ତିନି ବର୍ଷର କଠୋର କୋଭିଡ୍ ଲକ୍ଡାଉନ୍ ପରେ ଚୀନର ଅର୍ଥନୀତିରେ ଉନ୍ନତି ହୋଇନାହିଁ। ସାମ୍ପ୍ରତିକ ପରିସଂଖ୍ୟାନ ଏହା ଆଡକୁ ସୂଚିତ କରୁଛି। ଖୁଚୁରା ବିକ୍ରୟ, ଶିଳ୍ପ ଉତ୍ପାଦନ ଏବଂ ପୁଞ୍ଜି ବିନିଯୋଗ ଜୁଲାଇରେ ଆଶା କରାଯାଉଥିବା ଠାରୁ ମନ୍ଥର ଗତିରେ […]
ନୂଆଦିଲ୍ଲୀ: ବିଶ୍ୱ ବଜାରରେ ଭାରତୀୟ କେଶକୁ ‘କଳା ସୁନା’ଭାବେ ବିକ୍ରି କରାଯାଏ। କାରଣ ବଜାରରେ ସବୁଠାରୁ ଅଧିକ ଚାହିଦା ହେଉଛି ‘ଭର୍ଜିନ୍ ହେୟାର’ ଏବଂ ‘ରେମି ହେୟାର’। ଆପଣ ପଚାରିବେ ତାହା କ’ଣ! ଲମ୍ବା ଓ ରାସାୟନିକ ପ୍ରତିରୋଧୀ କେଶକୁ ‘ଭର୍ଜିନ୍ […]
ନୂଆଦିଲ୍ଲୀ: ରୁଷିଆର ଲୁନା-୨୫ ମହାକାଶଯାନରେ ଶନିବାର ବୈଷୟିକ ତ୍ରୁଟି ଦେଖାଦେଇଛି। ଅବତରଣ ପୂର୍ବରୁ କକ୍ଷପଥ ପରିବର୍ତ୍ତନ ବେଳେ ଜରୁରୀ କାଳୀନ ପରିସ୍ଥିତି ସୃଷ୍ଟି ହୋଇଥିଲା। ମହାକାଶ ଯାନ କକ୍ଷପଥକୁ ଠିକ୍ ଭାବେ ପରିବର୍ତ୍ତନ କରିପାରିନଥିଲା। ରୁଷ୍ର ମହାକାଶ ଏଜେନ୍ସି ଟିମ୍ ଏବେ […]
ନୂଆଦିଲ୍ଲୀ: ସୀମା ହାଇଦର ଏବଂ ସଚିନ ମୀନାଙ୍କ ପ୍ରେମ କାହାଣୀ ଏବେ ପୁଣି ଥରେ ସମସ୍ୟାଘେରରେ ରହିଛି। ଏଥର ବିପଦ ଏଠାରୁ ନାହିଁ କି ପାକିସ୍ତାନରୁ ନାହିଁ, କିନ୍ତୁ ଏଥର ଧମକ ସାଉଦି ଆରବରୁ ଆସିଛି। ସୀମା ହାଇଦର ଭାରତ ଆସିବାକୁ […]
ନୂଆଦିଲ୍ଲୀ: ସଙ୍କଟରେ ପଡ଼ିଛି ଚୀନର ଅର୍ଥନୀତି। ଜିଡିପି ହ୍ରାସ ପାଇଛି, ରପ୍ତାନି କ୍ରମାଗତଭାବେ ହ୍ରାସ ପାଉଛି, କାରଖାନାଗୁଡ଼ିକରେ ଉତ୍ପାଦନ ହ୍ରାସ ପାଉଛି, ବିଦେଶୀ ପୁଞ୍ଜିନିବେଶ ହ୍ରାସ ପାଉଛି, ବିଦେଶୀ କମ୍ପାନିଗୁଡ଼ିକ ସେମାନଙ୍କ ବ୍ୟବସାୟ ବନ୍ଦ କରୁଛନ୍ତି, ବେରୋଜଗାର ଶୀର୍ଷରେ ରହିଛି, ବ୍ୟବହାର […]
ନୂଆଦିଲ୍ଲୀ: ଆଉ କିଛି ସମୟ ମଧ୍ୟରେ, ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚ୍ ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଡବଲିନ୍ ସ୍ଥିତ ଭିଲେଜରେ ଖେଳାଯିବ। ଭାରତୀୟ ସମୟ ଅନୁଯାୟୀ, ଏହି ମ୍ୟାଚ୍ ସନ୍ଧ୍ୟା […]
ନୂଆଦିଲ୍ଲୀ: ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚ୍ ଆଜି ଡବଲିନ୍ର ଦି ଭିଲେଜରେ ଖେଳାଯିବ। ଉଭୟ ଦଳ ନୂଆ ଅଧିନାୟକଙ୍କ ସହ ପଡ଼ିଆକୁ ଓହ୍ଲାଇବେ। ଯେଉଁଠାରେ ଟିମ୍ ଇଣ୍ଡିଆର ନେତୃତ୍ଵ ଷ୍ଟାର […]
ଇସଲାମାବାଦ: କାଶ୍ମୀରରେ ନିରୀହ ଲୋକଙ୍କ ରକ୍ତ ବୁହାଇଥିବା ୟାସିନ୍ ମଲ୍ଲିକଙ୍କ ପତ୍ନୀ ମୁଶାଲ ଏବେ ପାକିସ୍ତାନର କେୟାରଟେକର ସରକାରରେ ସାମିଲ ଅଛନ୍ତି। କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ୍ କକ୍କର ମୁଶାଲଙ୍କୁ ମାନବାଧିକାର ଏବଂ ମହିଳାଙ୍କ ଉପରେ ସ୍ୱତନ୍ତ୍ର ପରାମର୍ଶଦାତାଭାବେ ନିଯୁକ୍ତ କରିଛନ୍ତି। […]
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଅଗଷ୍ଟ ୧୮ ତାରିଖରୁ ଆୟର୍ଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଖେଳିବ। ଏହି ସମସ୍ତ ମ୍ୟାଚ୍ ଡବଲିନ୍ ରେ ଖେଳାଯିବ। ଜସପ୍ରୀତ ବୁମ୍ରାଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ଵ ଦିଆଯାଇଛି। ଭାରତରେ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତ ଗଣତନ୍ତ୍ରର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ଅଷ୍ଟ୍ରେଲିଆ ସରକାରଙ୍କ ସ୍ୱାସ୍ଥ୍ୟ ଓ ବୟସ୍କ ଯତ୍ନ ବିଭାଗ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ସହଯୋଗ ସମ୍ପର୍କିତ ବୁଝାମଣାପତ୍ର (ଏମଓୟୁ)କୁ ଅନୁମୋଦନ […]
ନୂଆଦିଲ୍ଲୀ: ଚୀନରେ ଆୟୋଜିତ ୩୧ତମ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ାରେ ଭାରତୀୟ ଆଥଲେଟମାନେ ରେକର୍ଡ ସଂଖ୍ୟାରେ ୧୧ ସ୍ୱର୍ଣ୍ଣ, ୫ ରୌପ୍ୟ, ୧୦ ବ୍ରୋଞ୍ଜ ସହ ୨୬ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ପ୍ରଶଂସା କରିଛନ୍ତି। ୧୯୫୯ ମସିହାରେ ବିଶ୍ୱ […]
ନୂଆଦିଲ୍ଲୀ: ବିଶ୍ୱକପ୍-୨୦୨୩ ର ପ୍ରଥମ ମ୍ୟାଚ୍ ଅକ୍ଟୋବର ୫ ତାରିଖରେ ଖେଳାଯିବ। ଏଥି ସହିତ ଏହି ଟୁର୍ଣ୍ଣାମେଣ୍ଟର ଟାଇଟଲ ମ୍ୟାଚ ନଭେମ୍ବର ୧୯ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଅକ୍ଟୋବର ୧୪ ତାରିଖରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ […]
ଇସଲାମାବାଦ: ଏବେ ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଅଞ୍ଜୁ ନସରୁଲ୍ଲାଙ୍କ ସହ କେକ୍ କାଟି ପାକିସ୍ତାନର ସ୍ୱାଧୀନତା ଉତ୍ସବ ପାଳନ କରୁଛନ୍ତି। ଅଗଷ୍ଟ ୧୪ ରେ ପାକିସ୍ତାନ ନିଜର ସ୍ୱାଧୀନତା ଦିବସ ପାଳନ […]
ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ୫ ମ୍ୟାଚ୍ ଟି -୨୦ ସିରିଜରେ ଭାରତକୁ ୨-୩ ରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ସିରିଜର ଶେଷ ତଥା ଅନ୍ତିମ ମ୍ୟାଚ୍ ଫ୍ଲୋରିଡାଠାରେ ଖେଳାଯାଇଥିଲା, ଯେଉଁଥିରେ ଭାରତ ୮ ୱିକେଟ୍ ରେ […]