ଘାତକ ଭାଇରସ ଗାୟବ: ସାରା ବିଶ୍ବକୁ ଚକିତ କରିବା ପରି ଖବର ଜଣାପଡିଛି। ତାହା ହେଲା ଅଷ୍ଟ୍ରେଲିଆର ଗୋଟିଏ ଲାବରେଟରୀରୁ ଶତାଧିକ ଘାତକ ଭାଇରସ୍ ନମୁନା କୁଆଡେ ଗାୟବ ହୋଇଯାଇଛି। ଏହାକୁ ଖୋଦ କ୍ୟୁନିସଲ୍ୟାଣ୍ଡ ସରକାର ଘୋଷଣା କରିଛନ୍ତି। ଏହାର ତଦନ୍ତ […]
ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଓମାନରେ ଛାତ ଭୁଷୁଡି ମୃତ ଓଡିଆ ଯୁବକ ବିପିନ ବିହାରୀ ସ୍ବାଇଁଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ଓମାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି […]
ନୂଆଦିଲ୍ଲୀ: ଭାରତ ବିରୋଧରେ ବିଭ୍ରାନ୍ତିକର ପ୍ରଚାର ପ୍ରସାର କରୁଥିବା ଜର୍ଜ ସୋରୋସଙ୍କ ସହ କଂଗ୍ରେସ ଦଳର ସମ୍ପର୍କକୁ ବିଜେପି କ୍ରମାଗତ ଭାବେ ଆକ୍ରମଣ କରୁଛି। ରବିବାର ଦିନ ବିଜେପି ଅଭିଯୋଗ କରିଛି ଯେ, ସୋନିଆ ଗାନ୍ଧୀ ଏଫଡିଏଲ-ଏପି ସଂଗଠନର ସହ-ସଭାପତି ଜର୍ଜ […]
ନୂଆଦିଲ୍ଲୀ: ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କାକୁ 109 ରନ୍ ରେ ପରାସ୍ତ କରିଛି। ଆଫ୍ରିକା କେବଳ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ 2-0ରେ ଜିତି ନାହିଁ ବରଂ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ପଏଣ୍ଟ ଟେବୁଲରେ ଅଷ୍ଟ୍ରେଲିଆକୁ ପଛରେ ପକାଇ ଦେଇଛି। […]
ନୂଆଦିଲ୍ଲୀ: ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଚମତ୍କାର ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ପରାସ୍ତ କରିଛି। ଦକ୍ଷିଣ ଆଫ୍ରିକା ଏହି ମ୍ୟାଚକୁ 109 ରନରେ ଜିତିଛି। ତାଙ୍କ ବିଜୟ ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ପଏଣ୍ଟ ଟେବୁଲରେ ମଧ୍ୟ ପରିବର୍ତ୍ତନ […]
ଭୁବନେଶ୍ୱର: ଅର୍ଥନୀତି ବିଜ୍ଞାନରେ “ବିଶ୍ୱ ଦାରିଦ୍ର୍ୟ ଦୂରୀକରଣ ପାଇଁ ପରୀକ୍ଷାମୂଳକ ଆଭିମୁଖ୍ୟ” ଉପରେ କାର୍ଯ୍ୟ କରି ସମ୍ମାନଜନକ ନୋବେଲ ପୁରସ୍କାର ପାଇଥିବା ବିଶିଷ୍ଟ ଅର୍ଥନୀତିଜ୍ଞ ମାଇକେଲ କ୍ରେମର୍ ଓଡ଼ିଶା ଗସ୍ତରେ ଆସି ଆଜି ଲୋକସେବା ଭବନରେ ଆୟୋଜିତ ଏକ ବକ୍ତୃତା କାର୍ଯ୍ୟକ୍ରମରେ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପରମ ପୂଜ୍ୟ ପୋପ୍ ଫ୍ରାନ୍ସିସ୍ଙ୍କ ଦ୍ୱାରା ସମ୍ମାନନୀୟ ଜର୍ଜ ଜ୍ୟାକବ୍ କୁୱାକାଡ୍ଙ୍କୁ ପବିତ୍ର ରୋମାନ୍ କ୍ୟାଥଲିକ୍ ଚର୍ଚର କାର୍ଡିନଲ୍ କରାଯାଇଥବାରୁ ସେ ଅତ୍ୟନ୍ତ ଆନନ୍ଦିତ। ଶ୍ରୀ ମୋଦୀ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି : “ଭାରତ […]
ନୂଆଦିଲ୍ଲୀ: 08 ଡିସେମ୍ବର 2024 ଭାରତୀୟ କ୍ରିକେଟ୍ ପାଇଁ ଏକ ‘କଳା ଦିବସ’ ଠାରୁ କମ୍ ନୁହେଁ। ଏହି ଦିନ ଭାରତୀୟ କ୍ରିକେଟ୍ ଦଳ ତିନୋଟି ଭିନ୍ନ ସ୍ଥାନରେ ମ୍ୟାଚ୍ ଖେଳୁଥିଲେ। ହେଲେ ଭାରତ କୌଣସି ଗୋଟିଏ ମ୍ୟାଚ୍ ବି ଜିତି […]
ନୂଆଦିଲ୍ଲୀ: ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ମୋବାଇଲ୍ ଇଣ୍ଟରନେଟ୍ ସଂଯୋଗରେ ଉନ୍ନତି ଆଣିବା ପାଇଁ ଭାରତର ଯୋଜନା ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି। କାରଣ ବାଂଲାଦେଶର ଅନ୍ତରୀଣ ସରକାର ପୂର୍ବରୁ ଅନୁମୋଦିତ ବ୍ୟାଣ୍ଡୱିଡଥ୍ ଟ୍ରାଞ୍ଜିଟ୍ ଚୁକ୍ତିନାମାକୁ ବାତିଲ କରିଦେଇଛନ୍ତି। ବାଂଲାଦେଶ ଚିନ୍ତିତ ଯେ, […]
ନୂଆଦିଲ୍ଲୀ: ଆଡିଲେଡରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ଅଷ୍ଟ୍ରେଲିଆ ୧୦ ୱିକେଟରେ ଜିତିଛି। ଚତୁର୍ଥ ଇନିଂସରେ ଅଷ୍ଟ୍ରେଲିଆ ମାତ୍ର ୧୯ ରନ୍ ସଂଗ୍ରହ କରିଥିଲା, କୌଣସି ୱିକେଟ୍ ନ ହରାଇ ଅଷ୍ଟ୍ରେଲିଆ ଟାର୍ଗେଟ ହାସଲ କରିଥିଲା। ଏହି ମ୍ୟାଚର ବିଜୟ ସହିତ […]
ନୂଆଦିଲ୍ଲୀ: ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ପରଠାରୁ ସେଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଉଛି। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଲଗାତାର ଆକ୍ରମଣ ହେବାର ଖବର ରହିଛି। ଏହି ପ୍ରସଙ୍ଗରେ ସମଗ୍ର ଦେଶରେ ଅଶାନ୍ତି ସୃଷ୍ଟି ହୋଇଛି। ଏହି ସମୟରେ, ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି […]
ନୁଆଦିଲ୍ଲୀ: କଟ୍ଟରବାଦୀମାନେ ବାଂଲାଦେଶର ହିନ୍ଦୁ ଏବଂ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଜାରି ରଖିଛନ୍ତି। ଶୁକ୍ରବାର ରାତିରେ ଢାକାରେ ଥିବା ଅନ୍ୟ ଏକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରିବାର ଖବର ରହିଛି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶୁକ୍ରବାର ରାତିରେ କଟ୍ଟରବାଦୀମାନେ […]
ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆଜିଠାରୁ ଆଡିଲେଡର ଓଭାଲରେ ଖେଳାଯିବ। ଏହା ଗୋଲାପୀ ବଲ ଟେଷ୍ଟ ହେବ ଯେଉଁଥିରେ ଅଧିନାୟକ ରୋହିତ ଶର୍ମା ଫେରିବେ। ପର୍ଥରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ଜସପ୍ରୀତ ବୁମ୍ରା ଟିମ୍ […]
ନୂଆଦିଲ୍ଲୀ: ‘୧୫ତମ ଭିଟିବି ରୁଷିଆ କଲିଂ ଇନଭେଷ୍ଟମେଣ୍ଟ ଫୋରମ୍ ଅବସରରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଇଣ୍ଡିଆ ଫାଷ୍ଟ’ ନୀତି ଓ ‘ମେକ୍ ଇନ୍ ଇଣ୍ଡିଆ’ପଦକ୍ଷେପକୁ ପ୍ରସଂଶା କରିଛନ୍ତି। ଏସବୁ ନୀତିଗୁଡ଼ିକ ଭାରତର ଅଭିବୃଦ୍ଧିରେ ଯୋଗଦାନ ଦେଇଛନ୍ତି […]
ନୂଆଦିଲ୍ଲୀ: ଏହି ସପ୍ତାହ ଭାରତ ଏବଂ ଅଷ୍ଟ୍ରେଲିଆ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ଉଭୟ ଦେଶର ପୁରୁଷ ଏବଂ ମହିଳା ଦଳ ପରସ୍ପର ବିପକ୍ଷରେ ମୁହାଁମୁହିଁ ହେବେ। ଦ୍ୱିତୀୟ ଟେଷ୍ଟ ପାଇଁ ଭାରତ ପୁରୁଷ ଦଳ ଶୁକ୍ରବାର ଠାରୁ ଅଷ୍ଟ୍ରେଲିଆ ବିପକ୍ଷରେ […]
ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫି ବିଷୟ ଭାରତ ଅପେକ୍ଷା ଅଷ୍ଟ୍ରେଲିଆରେ ଅଧିକ ଚର୍ଚ୍ଚା ହେଉଛି। ପର୍ଥ ଟେଷ୍ଟରେ ଭାରତର 295 ରନ୍ ବିଜୟ ପରେ ଆଡିଲେଡରେ ହେବାକୁ ଥିବା ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି, ଯେଉଁଠାରେ ଉଭୟ ଦଳ ଗୋଲାପୀ ବଲରେ […]
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ତାଙ୍କ କାର୍ଯ୍ୟକାଳ ଶେଷ କରିବା ପୂର୍ବରୁ ଭାରତକୁ ଏକ ବିରାଟ ଉପହାର ଦେଇଛନ୍ତି। ସେ ସୋମବାର ଦିନ 1.17 ବିଲିୟନ ଡ଼ଲାର ମୂଲ୍ୟର MH-60R ମଲ୍ଟି ମିଶନ ହେଲିକପ୍ଟର ଉପକରଣ ସମ୍ବନ୍ଧୀୟ ସାମଗ୍ରୀ ବିକ୍ରିକୁ […]
ନୂଆଦିଲ୍ଲୀ: ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଡିସେମ୍ବର ୬ ତାରିଖରୁ ଆଡିଲେଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଦିବାରାତ୍ରୀ, ସେଥିପାଇଁ ଏହା ଗୋଲାପୀ ବଲରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଉଭୟ ଦଳ […]
ଭୁବନେଶ୍ବର: କୋଣାର୍କ ଉତ୍ସବର ଦ୍ବିତୀୟ ସଂଧ୍ୟାରେ ପରିବେଷଣ ହୋଇଥିଲା ମଣିପୁରୀ ଏବଂ ଓଡିଶୀ ନୃତ୍ୟ। ପ୍ରଥମେ ଆରମ୍ଭ ହୋଇଥିଲା ମଣିପୁରୀ। ଭାରତର ପ୍ରସିଦ୍ଧ ମଣିପୁରୀ ନୃତ୍ୟାଙ୍ଗନା ଶ୍ରୀମତୀ ପ୍ରୀତି ପଟେଲ ଓ ତାଙ୍କ ସାଥିମାନେ ମଣିପୁରୀ ନୃତ୍ୟ ଶୈଳୀରେ “ନାଚେମଲେଇ” ନୃତ୍ୟ […]
ନୂଆଦିଲ୍ଲୀ: ପଡୋଶୀ ଦେଶ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଉଛି। ଜେଲରେ ଥିବା ହିନ୍ଦୁ ଧାର୍ମିକ ନେତା ତଥା ଇସ୍କନ୍ର ବିଶିଷ୍ଟ ଚେହେରା ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କ ଓକିଲ ରମଣ ରୟ ମଧ୍ୟ କଟ୍ଟରପନ୍ଥୀଙ୍କ ଦ୍ୱାରା ମରଣାନ୍ତକ […]
ନୂଆଦିଲ୍ଲୀ: ବେଆଇନ ବନ୍ଧୁକ ରଖିବା ଏବଂ ଆୟକର ଛାଡ ମାମଲାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ପୁଅକୁ କ୍ଷମା କରିଛନ୍ତି। ଡିସେମ୍ବର ୧ ତାରିଖରେ ଏକ ବିବୃତ୍ତି ଦେଇ ରାଷ୍ଟ୍ରପତି ବାଇଡେନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ତେବେ ବାଇଡେନଙ୍କ […]