ଅନ୍ତରାଷ୍ଟ୍ରୀୟ

ଦେବୀଘାଟ: ନେପାଳରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟା ମଧ୍ୟରେ ନୁୱାକୋଟ ଜିଲ୍ଲା ଅନ୍ତର୍ଗତ ଦେବୀଘାଟ ସହରର ପୁଲିସ ଷ୍ଟେସନ ପ୍ରଭାରୀ ଏ. କେ. ବୈଠା ନିଜର ସାହସିକତା ଓ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିର୍ଗିଜସ୍ତାନର ବିଶକେକରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ରାଷ୍ଟ୍ରମୁଖ୍ୟ ପରିଷଦର ୨୬ତମ ଶିଖର ବୈଠକରେ ଅଂଶଗ୍ରହଣ କରିଛନ୍ତି। ଏସସିଓ ସମ୍ମିଳନୀ…

କିଭ୍: ୟୁକ୍ରେନର ରାଜଧାନୀ କିଭ୍ ଏବଂ ଏହାର ଆଖପାଖ ଅଞ୍ଚଳ ଉପରେ ରୁଷିଆ ପକ୍ଷରୁ ରାତାରାତି କ୍ରମାଗତ ଷଷ୍ଠ ଦିନ ପାଇଁ ଭୟଙ୍କର ଆକାଶମାର୍ଗ ଆକ୍ରମଣ କରାଯାଇଛି।…

ୱାଶିଂଟନ୍: ଆମେରିକାର ପ୍ରତିରକ୍ଷା ପ୍ରଶାସନ ମଧ୍ୟରେ ଅଭାବନୀୟ ବିବାଦ ଓ ମତଭେଦ ସାମ୍ନାକୁ ଆସିବା ପରେ ଆମେରିକୀୟ ସେନା ସଚିବ ଡାନ ଡ୍ରିସକୋଲ ନିଜ ପଦବୀରୁ ଇସ୍ତଫା…

ବୁଏନୋସ ଆଇରେସ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲରୁ ସବୁଦିନ ପାଇଁ ଅବସର ଗ୍ରହଣ କରିଛନ୍ତି। ବିଶ୍ୱକପ ଫାଇନାଲରେ ସ୍ପେନ ଠାରୁ ମିଳିଥିବା…

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ ଆହୁରି ୫ଟି ଏସ-୪୦୦ ‘ଟ୍ରାୟମ୍ଫ’ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀ ବିକ୍ରୟ କରିବାକୁ ରୁଷ ପ୍ରସ୍ତାବ ଦେଇଛି। ଭାରତୀୟ ସେନାରେ ଏହି ଶକ୍ତିଶାଳୀ…

ନୂଆଦିଲ୍ଲୀ: ସିନ୍ଧୁ ଜଳ ଚୁକ୍ତିନାମାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ପୁଣି ଥରେ ତୀବ୍ର ହୋଇଛି। ହେଗରେ ସ୍ଥାୟୀ ମଧ୍ୟସ୍ଥତା ଅଦାଲତର ନିଷ୍ପତ୍ତି ପରେ…

ନୂଆଦିଲ୍ଲୀ: ଫିନ୍‌ଲାଇଣ୍ଡରେ ଆୟୋଜିତ ପ୍ରସିଦ୍ଧ ଆଇଟିଟିଏଫ୍ ୱାର୍ଲ୍ଡ ପାରା ଫ୍ୟୁଚର ଲାହଟି ପ୍ରତିଯୋଗିତାରେ ଭାରତୀୟ ପାରା ଟେବୁଲ ଟେନିସ ଖେଳାଳିମାନେ ଅସାଧାରଣ ଓ ଚମତ୍କାର ପ୍ରଦର୍ଶନ କରି…

ନୂଆଦିଲ୍ଲୀ: କିର୍ଗିଜସ୍ତାନର ରାଜଧାନୀ ବିଶ୍‌କେକ୍‌ଠାରେ ଆୟୋଜିତ ୬ଷ୍ଠ ୱାର୍ଲ୍ଡ ନୋମାଡ୍ ଗେମ୍ସର ଉଦ୍‌ଘାଟନୀ ସମାରୋହ ଅବସରରେ ବିଶ୍ୱର ଦୁଇ ପ୍ରମୁଖ ନେତା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ନୂଆଦିଲ୍ଲୀ: କିର୍ଗିଜ୍ ରିପବ୍ଲିକର ବିଶ୍କେକ୍ଠାରେ ଆୟୋଜିତ ୨୬ତମ ଏସ୍ସିଓ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆର୍ମେନିଆ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ନିକୋଲ ପାଶିନ୍ୟାନ୍ ସାକ୍ଷାତ…

ନୂଆଦିଲ୍ଲୀ: ୨୦୨୬ ଅଗଷ୍ଟ ୩୧ ତାରିଖରେ ବିଶ୍କେକ୍‌ଠାରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କିର୍ଗିଜ୍ ରିପବ୍ଲିକର ରାଷ୍ଟ୍ରପତି…

ନ୍ୟୁୟର୍କ: ୨୪ ଥରର ଗ୍ରାଣ୍ଡସ୍ଲାମ୍ ଚାମ୍ପିଅନ୍ ସର୍ବିଆର ତାରକା ଟେନିସ୍ ଖେଳାଳି ନୋବାକ୍ ଜୋକୋଭିଚ୍ ଚଳିତ ୟୁଏସ୍ ଓପନର ପ୍ରଥମ ରାଉଣ୍ଡରୁ ହାରି ଅତ୍ୟନ୍ତ ନିରାଶାଜନକ ଭାବେ…

ନୂଆଦିଲ୍ଲୀ: ବିଶକେକ୍‌ଠାରେ ଅନୁଷ୍ଠିତ ଏସସିଓ ସମ୍ମିଳନୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଇସଲାମିକ ଗଣରାଜ୍ୟ ଇରାନର ରାଷ୍ଟ୍ରପତି ଡ. ମସୁଦ ପେଜେସକିୟାନଙ୍କ ସହ ଏକ ଦ୍ୱିପାକ୍ଷିକ…

କାଠମାଣ୍ଡୁ: ନେପାଳ-ଚୀନ୍ (ତିବ୍ବତ) ସୀମାନ୍ତରେ ବରଫ-ପାହାଡ଼ ଧସିବା ଏବଂ ଗ୍ଲାସିଅର୍‌ ବିସ୍ଫୋରଣ ଯୋଗୁଁ ସୃଷ୍ଟ ସୁନାମି ସଦୃଶ ପ୍ରଳୟଙ୍କରୀ ଜଳପ୍ଲାବନ ସମଗ୍ର ଅଞ୍ଚଳରେ ଅକଳନୀୟ ତାଣ୍ଡବ ରଚିଛି।…

ନୂଆଦିଲ୍ଲୀ: ସ୍ମୃତି ମନ୍ଧାନା ମହିଳା ଟି-୨୦ କ୍ରିକେଟରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ଅନ୍ତର୍ଜାତୀୟ ମହିଳା କ୍ରିକେଟ ଇତିହାସରେ ଦ୍ୱିତୀୟ ସର୍ବାଧିକ ରନ ସ୍କୋରର…

ନୂଆଦିଲ୍ଲୀ: ଉଜବେକିସ୍ତାନ ରାଷ୍ଟ୍ରୀୟ ଗସ୍ତର ଅଂଶସ୍ୱରୂପ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଜବେକିସ୍ତାନର ରାଷ୍ଟ୍ରପତି ଶଭକାତ୍ ମିର୍ଜିୟୋୟେଭଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିଛନ୍ତି। କୁକ୍‌ସାରୋୟ ରାଷ୍ଟ୍ରପତି ଭବନରେ ପହଞ୍ଚିବା…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ତାସକେଣ୍ଟସ୍ଥିତ ଶାସ୍ତ୍ରୀ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଚଳିତ ବର୍ଷ ୧୯୬୫ ମସିହାରେ ତାସକେଣ୍ଟରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ହେବାର…

ନୂଆଦିଲ୍ଲୀ: ରୁଷ ବିଶ୍ୱର ସବୁଠାରୁ ବଡ଼ ଅଶୋଧିତ ତୈଳ ରପ୍ତାନିକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। କିନ୍ତୁ ୟୁକ୍ରେନର ଘନଘନ ଡ୍ରୋନ ଆକ୍ରମଣ ଏହାର ଘରୋଇ ଇନ୍ଧନ ଯୋଗାଣକୁ…

ନୂଆଦିଲ୍ଲୀ: ଶ୍ରୀଲଙ୍କା ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏହି ଖବର ଶ୍ରୀଲଙ୍କା କ୍ରିକେଟ୍ ପାଇଁ ଏକ ବଡ ଝଟକା ହେବ। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ…

ନୂଆଦିଲ୍ଲୀ: ମଧ୍ୟ ଏସୀୟ ଦେଶ ଉଜବେକିସ୍ତାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି। ଏହି ସମୟରେ ଆଜି ଉଜବେକିସ୍ତାନ ରାଷ୍ଟ୍ରପତି ଶୌକତ ମିର୍ଜିୟୋୟେଭ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ପରେ ତିକ୍ତ ସମ୍ପର୍କ ମଧ୍ୟରେ ଆମେରିକାରୁ ଭାରତ ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ୍ କ୍ଷେପଣାସ୍ତ୍ର କିଣିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ସେନା ଆମେରିକାରୁ ୧୪୮ ଟି…