ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଛଅ ଦିନିଆ ତିନୋଟି ଦେଶ ଗସ୍ତରେ ଯାଉଛନ୍ତି। ଏହି ଗସ୍ତକାଳରେ ସେ ତିନୋଟି ଶିଖର ସମ୍ମିଳନୀରେ ଯୋଗଦେବା ସହିତ ଅନ୍ୟ ଦେଶରୁ ଆସିଥିବା ପ୍ରତିନିଧିଙ୍କ ସହିତ ସାକ୍ଷାତ କରିବେ। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ […]
ଭୁବନେଶ୍ବର: ଓଡିଶାର ଏକ ବଡ ଟିମ ଦୁବାଇ ଗସ୍ତରେ ଅଛନ୍ତି। ଦୁବାଇରେ ଆୟୋଜିତ ଓଡିଶା ଦିବସରେ ଯୋଗ ଦେବା ପାଇଁ ସେମାନେ ଯାଇଛନ୍ତି। ଏଥିରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହିତ କେତେକ ବିଧାୟକ ଅଛନ୍ତି। ସେହିପରି ଉନ୍ନୟନ କମିଶନରଙ୍କ ସହିତ କେତେକ […]
ନୂଆଦିଲ୍ଲୀ: ଜି -୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ ଶୀଘ୍ର ଜାପାନ ଗସ୍ତ କରିବେ। କାର୍ଯ୍ୟସୂଚୀ ଅନୁଯାୟୀ ପିଏମ ମୋଦୀ ମେ ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜାପାନ ଗସ୍ତରେ ଯିବେ। ଜାପାନର ପ୍ରଧାନମନ୍ତ୍ରୀ […]
ଭୁବନେଶ୍ୱର: ଜାତୀୟ ସ୍ତରୀୟ ବୃତ୍ତିଗତ ଅନୁଷ୍ଠାନ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂ (ଆଇଆଇଆଇଇ) ପକ୍ଷରୁ ଶ୍ରୀଲଙ୍କାର କଲମ୍ବୋରେ ନିକଟରେ ଆୟୋଜିତ ଏହାର ୨୩ତମ ସିଇଓ ସମ୍ମିଳନୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ସମ୍ମାନଜନକ “ପରଫର୍ମାନ୍ସ ଏକ୍ସିଲେନ୍ସ ଆୱାର୍ଡ”ରେ ସମ୍ମାନିତ କରାଯାଇଛି। […]
ନୂଆଦିଲ୍ଲୀ: ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉପରେ ହେଉଥିବା ଆକ୍ରମଣ ଉପରେ ଆମେରିକା ବିଦେଶ ବିଭାଗ ଏକ ରିପୋର୍ଟ ଜାରି କରିଛି। ଏହି ରିପୋର୍ଟ ଅନୁଯାୟୀ, ସାଧାରଣତଃ ଭାରତରେ ଧାର୍ମିକ ସମ୍ପ୍ରଦାୟକୁ ଖୋଲାଖୋଲି ଭାବେ ଟାର୍ଗେଟ କରାଯାଏ। ୱାଶିଂଟନ୍ ରେ ଏକ କାର୍ଯ୍ୟକ୍ରମରେ ସ୍ୱରାଷ୍ଟ୍ର […]
ଭୁବନେଶ୍ବର: ମାତ୍ର ଦଶ ହଜାର ଟଙ୍କା ଦେଲେ ଆପଣ ଭୁବନେଶ୍ବରରୁ ଦୁବାଇ ଯାଇପାରିବେ। ଏହିପରି ଏକ ଅଫର ଦେଇଛି ଇଣ୍ଡିଗୋ ବିମାନ ସେବା। ଆଜିଠାରୁ ଆରମ୍ଭ ହେବ ଭୁବନେଶ୍ବର ଦୁବାଇ ବିମାନ ସେବା। ସେହି ପରିପ୍ରେକ୍ଷୀରେ ଇଣ୍ଡିଗୋ ତରଫରୁ ଏହି ଅଫର […]
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ଆଜି ଅତି ଭୀଷଣ ବାତ୍ୟା ଭାବେ ପରିଣତ ହୋଇଛି। ଏହା ଘଣ୍ଟାକୁ 175 କିଲୋମିଟର ବେଗର ମିଆମାର ଆଡକୁ ଗତିକରୁଛି ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏହା ଆସନ୍ତା ରବିବାର […]
ନୂଆଦିଲ୍ଲୀ: ସର୍ବଶେଷ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ଟିମ୍ ଇଣ୍ଡିଆ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଗୋଟିଏ ସ୍ଥାନ ହରାଇ ଭାରତୀୟ ଦଳ ତୃତୀୟ ସ୍ଥାନରେ ପହଞ୍ଚିଛି। ଏଥି ସହ ପାକିସ୍ତାନୀ ଦଳ ଦ୍ୱିତୀୟ ସ୍ଥାନରେ ଏବଂ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ […]
ନୂଆଦିଲ୍ଲୀ: ପାକିସ୍ତାନରେ ଇମ୍ରାନ ଖାନ ଗିରଫ ହେବା ପରେ ଦେଶର ଅବସ୍ଥା ବିଗିଡି ଯାଇଛି। ପିଟିଆଇ ସମର୍ଥକମାନେ ପାକିସ୍ତାନର ଅନେକ ସହରରେ ହଙ୍ଗାମା ଆରମ୍ଭ କରିଛନ୍ତି। ଏହି ସମୟ ମଧ୍ୟରେ ୧୯ ଜଣ ପ୍ରାଣ ହରାଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ଶାହବାଜ […]
ଭୁବନେଶ୍ବର: ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ରେ ସୃଷ୍ଟି ହେଲା ବାତ୍ୟା “ମୋକା“। ଏହା ଆଜି ମଧ୍ୟ-ରାତ୍ର ସୁଦ୍ଧା ଭୀଷଣବାତ୍ୟା ଏବଂ ୧୨ ତାରିଖ ସନ୍ଧ୍ୟା ସୁଦ୍ଧା ଏକ ଅତିଭୀଷଣ ବାତ୍ୟା ର ରୂପ ନେବା ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ବର […]
ନୂଆଦିଲ୍ଲୀ: ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଏଲି କୋହେନ ମଙ୍ଗଳବାର ଦିନ ଭାରତ ଗସ୍ତ କରିଛନ୍ତି। ଏହି ସମୟରେ ସେ ବାଣିଜ୍ୟ, ଆଞ୍ଚଳିକ ସଂଯୋଗ ଏବଂ ପ୍ରତିରକ୍ଷା ଭଳି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି କରିବାକୁ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। […]
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଇସଲାମାବାଦ ହାଇକୋର୍ଟ ବାହାରେ ମଙ୍ଗଳବାର ଦିନ ପାକିସ୍ତାନୀ ରେଞ୍ଜର୍ସ ଗିରଫ କରିଛି। ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ନେତା ମୁସରତ ଖେମା ଟ୍ୱିଟ୍ କରି ଦାବି କରିଛନ୍ତି ଯେ, ସେମାନେ ଇମ୍ରାନ ଖାନଙ୍କୁ […]
ନୂଆଦିଲ୍ଲୀ: ରବିବାର ଦିନ ଦକ୍ଷିଣ ପେରୁର ଏକ ସୁଦୂର ଅଞ୍ଚଳରେ ଅବସ୍ଥିତ ଏକ ସୁନା ଖଣିରେ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଅତି କମରେ ୨୭ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ଅଧିକାରୀମାନେ ଏ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। […]
ନୂଆଦିଲ୍ଲୀ: ପାକିସ୍ତାନ ଏୟାରଲାଇନ୍ସର ଏକ ବିମାନ ହଠାତ୍ ଭାରତୀୟ ବାୟୁସୀମାରେ ପ୍ରବେଶ କରିଥିଲା। ଯାହାକୁ ନେଇ ଭାରତରେ ଉତ୍ତେଜନା ଦେଖାଦେଇଥିଲା। ଏହି ପାକିସ୍ତାନୀ ବିମାନ ପ୍ରାୟ ଦଶ ମିନିଟ୍ ପର୍ଯ୍ୟନ୍ତ ଭାରତୀୟ ବାୟୁସୀମାରେ ରହିଥିଲା। ବିମାନଟି ଭାରତରେ ପ୍ରବେଶ କରିବା ମାତ୍ରେ […]
ନୂଆଦିଲ୍ଲୀ: ଦୋହା ଡାଇମଣ୍ଡ୍ ଲିଗରେ ପ୍ରଥମ ସ୍ଥାନ ପାଇଁ ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି ଯେ, ‘ବର୍ଷର ପ୍ରଥମ ପ୍ରତିଯୋଗିତା ଏବଂ ପ୍ରଥମ ସ୍ଥାନ’! First event of the year and first position! With the World […]
ୱାଶିଂଟନ୍: ଆମେରିକାର ଟେକ୍ସାସରେ ପୁଣି ଥରେ ଗୁଳି ଚାଲିଛି। ଟେକ୍ସାସର ଏକ ସପିଂ ମଲରେ ଗୁଳି ବିନିମୟରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏବଂ ପୋଲିସ ଗୁଳିରେ ଆକ୍ରମଣକାରୀ ମଧ୍ୟ ନିହତ ହୋଇଛି। ଏହି ଗୁଳି ବିନିମୟରେ ଶିଶୁ ସମେତ ୭ […]
ନୂଆଦିଲ୍ଲୀ: ସାମ୍ପ୍ରତିକ ସମୟରେ ସାଉଦି ଆରବରେ ବୈପ୍ଲବିକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା, କିନ୍ତୁ ବାଂଲାଦେଶରେ କଟ୍ଟରତା ପ୍ରାଧାନ୍ୟ ବିସ୍ତାର କରିଛି। ବାଂଲାଦେଶୀ ମୂଳ ଲେଖକ ତସଲିମା ନାସିରିନ୍ ଏହି ପ୍ରସଙ୍ଗରେ ଟ୍ୱିଟ୍ କରିଛନ୍ତି। ଏଥିରେ ସେ ସାଉଦି ଆରବ ଏବଂ ବାଂଲାଦେଶର […]
ନୂଆଦିଲ୍ଲୀ: ଖାଲିସ୍ତାନ ସମର୍ଥକଙ୍କ ସହ ଜଡ଼ିତ ପାକିସ୍ତାନରୁ ବଡ ଖବର ଆସିଛି। ପାକିସ୍ତାନର ଲାହୋରରେ ଖାଲିସ୍ତାନୀ ଆତଙ୍କବାଦୀ ପରମଜିତ ସିଂ ପଞ୍ଜୱଡଙ୍କୁ ହତ୍ୟା କରାଯାଇଛି। ପରମଜିତ ପଞ୍ଜୱଡ ଏକ ଭିନ୍ନ ନାମରେ ପାକିସ୍ତାନରେ ରହୁଥିଲା ଏବଂ ସେଠାରୁ ସେ ଖାଲିସ୍ତାନ ସମର୍ଥିତ […]
ନୂଆଦିଲ୍ଲୀ: ଗୃହଯୁଦ୍ଧରେ ପ୍ରଭାବିତ ସୁଦାନରେ ଫସି ରହିଥିବା ସାଧାରଣ ନାଗରିକଙ୍କୁ ସ୍ଵଦେଶ ଫେରାଇ ଆଣିବା ପାଇଁ ଭାରତ ସରକାର ‘ଅପରେସନ୍ କାବେରୀ’ ଅଭିଯାନ ଆରମ୍ଭ କରିଥିଲେ। ଯାହା ଶୁକ୍ରବାର ଦିନ ଶେଷ ହୋଇଛି। ଭାରତୀୟ ବାୟୁସେନାର ଶେଷ ବିମାନ ୪୭ ଜଣ […]
ନୂଆଦିଲ୍ଲୀ: ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସମ୍ପର୍କ କ୍ରମାଗତ ଭାବେ ମଜବୁତ ହେଉଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୪ ତାରିଖରେ ପ୍ୟାରିସରେ ଆୟୋଜିତ ହେବାକୁ ଥିବା ବଷ୍ଟିଲ ଡେ ପ୍ୟାରେଡରେ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି […]
ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ସମ୍ବନ୍ଧରେ ବିଶ୍ୱକୁ ବହୁତ ଆଶ୍ଵସ୍ତି ଦେଇଛି। WHO କୋଭିଡ ବିଷୟରେ ଏକ ବଡ ଘୋଷଣା କରି କହିଛି ଯେ, କୋଭିଡ-୧୯ ଆଉ ବୈଶିକ ମହାମାରୀ ନୁହେଁ। ଜରୁରୀ କମିଟିର ୧୫ ତମ ବୈଠକରେ ଏ […]