ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ମାସରେ ବାଂଲାଦେଶ ଗସ୍ତ କରିବ। ଟିମ୍ ଇଣ୍ଡିଆ ଏହି ଭ୍ରମଣରେ ୩ ଟି ଦିନିକିଆ ଏବଂ ୨ ଟି ଟେଷ୍ଟ ମ୍ୟାଚ୍ ଖେଳିବ। ଭାରତୀୟ ଦଳର ଏହି ଯାତ୍ରା ଡିସେମ୍ବର ୪ ତାରିଖରୁ ଦିନିକିଆ […]
ନୂଆଦିଲ୍ଲୀ: ସାଉଦି ଆରବ ବିପକ୍ଷ ମ୍ୟାଚରେ ଲିଓନେଲ ମେସି ଏକ ବଡ଼ ରେକର୍ଡ କରିଛନ୍ତି। ବାସ୍ତବରେ ଆର୍ଜେଣ୍ଟିନାର ଲିଓନେଲ ମେସି ୪ ଟି ଭିନ୍ନ ଭିନ୍ନ ବିଶ୍ୱକପ୍ରେ ସ୍କୋର କରିଥିବା ପ୍ରଥମ ଫୁଟବଲର୍ ହୋଇଛନ୍ତି। ଏହି କିମ୍ବଦନ୍ତୀ ଫୁଟବଲର୍ ଫିଫା ବିଶ୍ୱକପ୍ […]
ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ୩ ଟି-୨୦ ସିରିଜର ଶେଷ ମ୍ୟାଚ୍ ଟାଇ ରହିଛି। ଏହିପରି ଟିମ୍ ଇଣ୍ଡିଆ ସିରିଜକୁ ୧-୦ ରେ ଜିତି ନେଇଛି। ବାସ୍ତବରେ, ଏହି ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ହେତୁ ଧୋଇ ହୋଇଯାଇଥିଲା। […]
ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ଟି -୨୦ ମ୍ୟାଚ୍ ଆଜି ନାପିଆରରେ ଖେଳାଯିବ। ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ କୁ ବର୍ଷା ପ୍ରଭାବିତ କରିଥିଲା ଏବଂ ବର୍ତ୍ତମାନ ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ, ତୃତୀୟ ମ୍ୟାଚ୍ […]
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍-୨୦୨୨ ସମାପ୍ତ ହୋଇଛି। ଅନ୍ତିମ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରି ଇଂଲଣ୍ଡ ଦ୍ୱିତୀୟ ଥର ପାଇଁ ଏହି ଟାଇଟଲ ଜିତିଛି’। ବର୍ତ୍ତମାନ ୨୦୨୪ ମସିହାରେ, ଏହି ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ସଂସ୍କରଣ ଖେଳାଯିବ। ଆମେରିକା ଏବଂ ୱେଷ୍ଟଇଣ୍ଡିଜ୍ ଏହି […]
ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୨ରେ ଧାର୍ମିକ ପ୍ରବଚନଦେବା ପାଇଁ ବିବାଦୀୟ ଭାରତୀୟ ଇସଲାମ ପ୍ରଚାରକ ଜାକିର ନାୟକଙ୍କୁ କତାର ନିମନ୍ତ୍ରଣ କରିଛି। ଭାରତରେ ଅର୍ଥ ହେରେଫେର ଏବଂ ବିବାଦୀୟ ଭାଷଣ ଅଭିଯୋଗର ସମ୍ମୁଖୀନ ହୋଇଥିବା ନାୟକ ୨୦୧୭ ମସିହାରୁ ମାଲେସିଆରେ ନିର୍ବାସନରେ […]
ନୂଆଦିଲ୍ଲୀ: ଦ୍ୱିତୀୟ ଟି-୨୦ ରେ ସୂର୍ଯ୍ୟକୁମାର ଯାଦବ ୪୯ ବଲରୁ ଧୂଆଁଧାର ଶତକୀୟ ପାଳି ଖେଳି ପ୍ରଶଂସକଙ୍କୁ ଖୁସି କରିଦେଇଛନ୍ତି। ଟି-୨୦ ଇଣ୍ଟରନ୍ୟାସନାଲରେ ଏହା ସୂର୍ଯ୍ୟଙ୍କର ଦ୍ୱିତୀୟ ଶତକ। ପ୍ରକାଶ ଯେ, ଶତକୀୟ ଇନିଂସ ବ୍ୟତୀତ ସେ ନିଜ ନାମରେ ଏକ […]
ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଉଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ୧୯୨ ରନର ଲକ୍ଷ୍ୟ ଦେଇଛି। ଏହି ସମୟରେ ସୂର୍ଯ୍ୟକୁମାର ଯାଦବ ଏକ ବିସ୍ଫୋରକ ଶତକ […]
ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଆଜି ବେ ଓଭାଲରେ ଖେଳାଯିବ, କିନ୍ତୁ ବର୍ଷା ହେବାର ଆଶଙ୍କା ମଧ୍ୟ ରହିଛି। ୱେଲିଙ୍ଗଟନ୍ରେ ପ୍ରଥମ ମ୍ୟାଚ୍ ବର୍ଷା ହେତୁ ବାତିଲ ହୋଇଯାଇଥିଲା ଏବଂ ଏହି ମ୍ୟାଚରେ ଟସ୍ ମଧ୍ୟ […]
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ସହକାରୀ ବୈଦେଶିକ ବ୍ୟାପାର ମନ୍ତ୍ରୀ ଟିମ୍ ୱାଟସ୍ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଯୁବ ବ୍ୟାପାର, କ୍ରୀଡ଼ା, ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁରଙ୍କୁ ସାକ୍ଷାତ କରିଛନ୍ତି। ଅତିଥିମାନଙ୍କ ମଧ୍ୟରେ ଉଚ୍ଚାୟୁକ୍ତ ବେରୀ ଓ’ ଫାରେଲ […]
ନୂଆଦିଲ୍ଲୀ: ବ୍ରିଟେନ ପରେ ଫ୍ରାନ୍ସ ମଧ୍ୟ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ଆସନ ଗଠନ ପାଇଁ ଭାରତ, ଜର୍ମାନୀ, ଜାପାନ ଏବଂ ବ୍ରାଜିଲ ପାଇଁ […]
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କ୍ରୀଡାପ୍ରେମୀଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି। ଫିଫା ବିଶ୍ୱକପ-୨୦୨୨ କିଛି ଦିନ ମଧ୍ୟରେ ଆରମ୍ଭ ହେବ। ୨୯ ଦିନ ଧରି ଟୁର୍ଣ୍ଣାମେଣ୍ଟରେ ରୋମାଞ୍ଚ, ଖୁସି, ଉତ୍ସାହ ଏବଂ ନିରାଶ ଦେଖାଯିବ। ନଭେମ୍ବର ୨୦ ତାରିଖରୁ ଡିସେମ୍ବର ୧୮ […]
ଭୁବନେଶ୍ବର: ଗତକାଲି ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କର ପରଲୋକ ଘଟିଛି। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୦ […]
ନୂଆଦିଲ୍ଲୀ: ବାଲିଠାରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀର ଆଜି ଉଦଯାପନୀ ଦିବସ। ଏହି ଅବସରରେ ଜି-୨୦ ଶିଖର ସମ୍ମିଳନୀର ଉଦଯାପନୀ ଅଧିବେଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି। ପଢନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂପୂର୍ଣ୍ଣ ଭାଷଣ… ମହାମହିମଗଣ, ମୁଁ ପୁଣି ଥରେ […]
ନୂଆଦିଲ୍ଲୀ: ଇଣ୍ଡୋନେସିଆର ଅଧ୍ୟକ୍ଷତାରେ ହେବାକୁ ଥିବା ୧୭ ତମ ଜି-୨୦ ନେତାଙ୍କ ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଲି ଗସ୍ତ କରିଛନ୍ତି। ସେ ସେଠାରେ ସେ ୧୪ ନଭେମ୍ବରରୁ ୧୬ ପର୍ଯ୍ୟନ୍ତ ରହିବେ। ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି […]
ନୂଆଦିଲ୍ଲୀ: ଆଇସିସି ଟୁର୍ଣ୍ଣାମେଣ୍ଟର ଟି-୨୦ ୱାର୍ଲ୍ଡ-୨୦୨୨ ଟିମ୍ ଘୋଷଣା କରିଛି। ଟି-୨୦ ବିଶ୍ୱକପ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଇଂଲଣ୍ଡ ଟାଇଟଲ ଜିତିଛି, ଇଂଲଣ୍ଡ ଟାଇଟଲ ଜିତିବା ପରେ ଆଇସିସି ଟୁର୍ଣ୍ଣାମେଣ୍ଟର ଦଳ ଘୋଷଣା କରିଛି ଯେଉଁଥିରେ ଇଂଲଣ୍ଡର ୪ ଖେଳାଳି […]
ନୂଆଦିଲ୍ଲୀ: ଇଂଲଣ୍ଡ ଦଳ ଟି-୨୦ ବିଶ୍ୱକପ ୨୦୨୨ ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଇଂଲଣ୍ଡ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି। ୨୦୧୦ ପରେ ଇଂଲଣ୍ଡ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଟାଇଟଲ ଜିତିଛି। ଏଥି ସହିତ ୱେଷ୍ଟଇଣ୍ଡିଜ ପରେ […]
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୨ର ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଇଂଲଣ୍ଡ ଟାଇଟଲ ହାସଲ କରିଛି। ବେନ ଷ୍ଟୋକ୍ସଙ୍କ ଧୂଆଁଧାର ପାଳିରେ ମେଲବୋର୍ଣ୍ଣରେ ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୩୮ […]
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୨ ରୁ ବାଦ ପଡିବା ପରେ ବର୍ତ୍ତମାନ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ। ଚଳିତ ମାସରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ଏବଂ ଦିନିକିଆ ସିରିଜ୍ ଖେଳାଯିବ। ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର […]
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୨ ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଆଜି ଖେଳାଯିବ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏହି ମ୍ୟାଚ୍ ଅପରାହ୍ନ ୧.୩୦ ରେ ଆଡିଲେଡ୍ ଓଭାଲରେ ଆରମ୍ଭ ହେବ। ଦୁଇ ଦଳ ମଧ୍ୟରେ ଏହା ୨୩ ତମ ଟି-୨୦ […]
ନୂଆଦିଲ୍ଲୀ: ଭାରତୀୟ ବଂଶଜ ଅରୁଣା ମିଲର ଆମେରିକାରେ ଇତିହାସ ସୃଷ୍ଟି କରିଛନ୍ତି। ସେ ପ୍ରଥମ ପ୍ରବାସୀ ହୋଇ ମେରିଲାଣ୍ଡରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦବୀରେ ଅବସ୍ଥାପିତ ହୋଇଛନ୍ତି। ନଭେମ୍ବର ୮ ତାରିଖରେ ରାଜ୍ୟପାଳ, ରାଜ୍ୟ ସଚିବ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟ ପାଇଁ ପ୍ରମୁଖ […]