ବର୍ମିଂହାମ: ବର୍ମିଂହାମରେ ଚାଲିଥିବା କମନୱେଲଥ ଗେମ୍ସ ୨୦୨୨ରେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ ସ୍ୱର୍ଣ୍ଣ ଜିତିଛନ୍ତି। ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନର ଅନ୍ତିମ ମ୍ୟାଚରେ ସେ ମାଲେସିଆର ଟେ ୟୋଙ୍ଗ ଏନଜିଙ୍କୁ ପରାସ୍ତ କରିଛନ୍ତି। ଲକ୍ଷ୍ୟ ସେନ୍ ଜି ୟୋଙ୍ଗଙ୍କ ବିପକ୍ଷରେ […]
ନୂଆଦିଲ୍ଲୀ: ଏହି ମନ୍ଦିରଟି ହେଉଛି ଇଣ୍ଡୋନେସିଆର ବାର୍ଲି ଦ୍ବୀପର ତବାନାନଠାରେ ଅବସ୍ଥିତ। ସ୍ଥାନୀୟ ଭାଷାରେ ଏହି ମନ୍ଦିର ନାମ ହେଲା “ତାନାହା ଲୋଟ”। ଯାହାର ଅର୍ଥ ହେଲା ସମୁଦ୍ର ଭିତରେ ସ୍ଥଳଭାଗ। ଏହି ମନ୍ଦିରଟିର ବିଶେଷତ୍ବ ହେଲା ଶହଶହ ବର୍ଷ ଧରି ଏହା […]
ବର୍ମିଂହାମ: ୨୦୨୨ କମନୱେଲଥ ଗେମ୍ସର ଫାଇନାଲରେ ବର୍ମିଂହାମ, ଏଜବାଷ୍ଟନ୍ ଠାରେ ଖେଳାଯାଇଥିବା ଟିମ୍ ଇଣ୍ଡିଆକୁ ଅଷ୍ଟ୍ରେଲିଆ ୯ ରନ ରେ ପରାସ୍ତ କରିଛି। ଏହା ସହିତ ଭାରତୀୟ ଦଳର ସ୍ୱର୍ଣ୍ଣ ଜିତିବାର ସ୍ୱପ୍ନ ମଧ୍ୟ ଧୂଳିସାତ ହୋଇଗଲା। ଭାରତୀୟ ମହିଳା ଦଳକୁ […]
ନୂଆଦିଲ୍ଲୀ: କମନୱେଲଥ ଗେମ୍ସ ୨୦୨୨ ର ଦଶମ ଦିନରେ ନିଖତ ଜରିନ ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମହିଳା ଲାଇଟ ଫ୍ଲାଏ ବର୍ଗ ଫାଇନାଲରେ ସେ ଉତ୍ତର ଆୟର୍ଲାଣ୍ଡର କାର୍ଲୀ ମ୍ୟାକନାଉଲଙ୍କୁ ୫-୦ ରେ ପରାସ୍ତ କରିଛନ୍ତି। […]
ନୂଆଦିଲ୍ଲୀ: କମନୱେଲଥ ଗେମ୍ସ ୨୦୨୨ ର ଦଶମ ଦିନର ଆରମ୍ଭ ଭାରତ ପାଇଁ ବହୁତ ଭଲ ରହିଛି। ବକ୍ସିଂରେ ଟିମ୍ ଇଣ୍ଡିଆ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛି। ହକିରେ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ମହିଳା ଫାଇନାଲ ମ୍ୟାଚ୍ ଜିତି ଭାରତର […]
ବର୍ମିଂହାମ: ବର୍ମିଂହାମରେ ଚାଲିଥିବା କମନୱେଲଥ ଗେମ୍ସରେ ଟ୍ରିପଲ ଜମ୍ପ ଇଭେଣ୍ଟରେ ଭାରତ ଦୁଇଟି ପଦକ ଜିତିଛି। ଏଲଡୋସ ପାଲ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି। ଏଥି ସହିତ ଅବଦୁଲ୍ଲା ଅବୁବକର ରୌପ୍ୟ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଅନ୍ୟ ଜଣେ ଭାରତୀୟ […]
ବର୍ମିଂହାମ: ଅଷ୍ଟ୍ରେଲିଆ ପରେ ବର୍ମିଂହାମରେ ଚାଲିଥିବା କମନୱେଲଥ ଗେମ୍ସ 2022 ରେ ଆୟୋଜକ ଇଂଲଣ୍ଡ ମଧ୍ୟ ସ୍ୱର୍ଣ୍ଣ ପଦକ ସଂଖ୍ୟା ୫୦ କୁ ଛୁଇଁଛି। କମନୱେଲଥ ଗେମ୍ସର 9 ତମ ଦିନରେ ଇଂଲଣ୍ଡ ଖେଳାଳିମାନେ ସେମାନଙ୍କର 50 ତମ ସ୍ୱର୍ଣ୍ଣ ଜିତିଛନ୍ତି। […]
ବର୍ମିଂହାମ: ବର୍ମିଂହାମରେ ଚାଲିଥିବା ୨୦୨୨ କମନୱେଲଥ ଗେମ୍ସରେ ଭାରତୀୟ କୁସ୍ତି ଯୋଦ୍ଧାମାନେ କୁସ୍ତିରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ଭାରତୀୟ ଯୋଦ୍ଧା ନବୀନ କୁମାର ଫ୍ରିଷ୍ଟାଇଲ ୭୪ କିଲୋଗ୍ରାମ ବର୍ଗରେ ପାକିସ୍ତାନର ମହମ୍ମଦ ସରିଫ ତାହିରଙ୍କୁ ୯-୦ ରେ ପରାସ୍ତ କରି […]
ନୂଆଦିଲ୍ଲୀ: କମନୱେଲଥ ଗେମ୍ସ ୨୦୨୨ର ସେମିଫାଇନାଲରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଇଂଲଣ୍ଡକୁ ୪ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିଛି। ସ୍ମୃତି ମନ୍ଧନାଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡକୁ […]
ବର୍ମିଂହାମ: ବର୍ମିଂହାମରେ ଚାଲିଥିବା ୨୦୨୨ କମନୱେଲଥ ଗେମ୍ସରେ ଭାରତର ବଜରଙ୍ଗ ପୁନିଆ ଚମତ୍କାର ପ୍ରଦର୍ଶନ କରିଛନ୍ତି। ୬୫ କିଲୋଗ୍ରାମ ଓଜନ ବର୍ଗରେ କାନାଡାର ରେସଲରଙ୍କୁ ପରାସ୍ତ କରି ବଜରଙ୍ଗ ପୁନିଆ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଭାରତର ବରିଷ୍ଠ ରେସଲର ବଜରଙ୍ଗ ପୁନିଆ […]
ବର୍ମିଂହାମ: ବର୍ମିଂହାମରେ ଚାଲିଥିବା କମନୱେଲଥ ଗେମ୍ସରେ ଆଜିଠାରୁ କୁସ୍ତି ମ୍ୟାଚ୍ ଆରମ୍ଭ ହୋଇଛି। ଭାରତର ଅଂଶୁ ମଲିକ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଫାଇନାଲରେ ପହଞ୍ଚିଛନ୍ତି। ସେ ୧ ମିନିଟ ୨ ସେକେଣ୍ଡରେ ସେମିଫାଇନାଲ ମ୍ୟାଚ ଜିତିଛନ୍ତି। ଏହାପୂର୍ବରୁ କ୍ୱାର୍ଟର ଫାଇନାଲରେ […]
ବର୍ମିଂହାମ: ବର୍ମିଂହାମରେ ଚାଲିଥିବା କମନୱେଲଥ ଗେମ୍ସ ୨୦୨୨ରେ ମହିଳା କ୍ରିକେଟର ସେମିଫାଇନାଲ ମ୍ୟାଚ ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୬ ତାରିଖରେ ଖେଳାଯିବ। ପ୍ରଥମ ସେମିଫାଇନାଲରେ ଭାରତ ଏବଂ ଇଂଲଣ୍ଡ ମୁହାଁମୁହିଁ ହେବେ। ଦ୍ୱିତୀୟ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଅଷ୍ଟ୍ରେଲିଆ ଭେଟିବ। ଉଭୟ ମ୍ୟାଚ୍ […]
ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଭିଡିଓ କନଫରେନ୍ସିଂ ଜରିଆରେ ୨ ଅଗଷ୍ଟ ୨୦୨୨ରେ ଆରମ୍ଭ ହୋଇଥିବା ଦ୍ୱିତୀୟ ବ୍ରିକ୍ସ ଯୁବ ଶିବିରରେ ଅଂଶଗ୍ରହଣ କରିଥିବା ବ୍ରିକ୍ସ ରାଷ୍ଟ୍ର ସମୂହର ଯୁବ ପ୍ରତିଯୋଗୀ ଏବଂ […]
ବର୍ମିଂହାମ: ବର୍ମିଂହାମରେ ଚାଲିଥିବା ୨୦୨୨ କମନୱେଲଥ ଗେମ୍ସରେ ଭାରତର ମିରବାଇ ଚାନୁ ଦେଶ ପାଇଁ ବଡ ସଫଳତା ଆଣିଛନ୍ତି। ମହିଳା ଭାରୋତ୍ତୋଳନରେ ମିରାବାଇ ଚାନୁ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଦେଶର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ବ୍ୟତୀତ ସେ […]
ନୂଆଦିଲ୍ଲୀ: ପପ୍ ଗାୟକ ଶାକିରା ଏବେ ସମସ୍ୟାରେ ଅଛନ୍ତି। ଶାକିରାଙ୍କ ବିରୋଧରେ ଟିକସ ଫାଙ୍କିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ତାଙ୍କୁ ଜେଲ ଯାଇପାରେ। ଶାକିରାଙ୍କୁ ୧୪.୫ ନିୟୁତ ୟୁରୋ (୧୧୭ କୋଟି) ଟିକସ ଫାଙ୍କିବା ଅଭିଯୋଗ ହୋଇଛି। ଶୁକ୍ରବାର ଦିନ ସ୍ପେନର […]
ନୂଆଦିଲ୍ଲୀ: ତ୍ରିନିଦାଦର ବ୍ରାଏନ୍ ଲାରା ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି-୨୦ ରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ୬୮ ରନ୍ ରେ ପରାସ୍ତ କରିଛି। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜକୁ ୧୯୧ ରନ୍ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଆୟୋଜକ […]
ନୂଆଦିଲ୍ଲୀ: ୨୨ ତମ କମନୱେଲଥ ଖେଳ ଆରମ୍ଭ ହୋଇଛି। ଗତକାଲି ଅନୁଷ୍ଠିତ ଉଦଘାଟନୀ ସମାରୋହ ପରେ ଆଜି ଠାରୁ ମ୍ୟାଚ୍ ଆରମ୍ଭ ହେଉଛି। ଏଥର ଭାରତର ୨୧୩ ଜଣ ଖେଳାଳି ଅଂଶ ଗ୍ରହଣ କରିଛନ୍ତି। ପ୍ରଥମ ଦିନରେ କେଉଁ ଇଭେଣ୍ଟରେ ଭାରତର […]
ନୂଆଦିଲ୍ଲୀ: ଲଟେରୀ ଏପରି ଏକ ଜିନିଷ ଯେ, କାହାକୁ କୋଟିପତି କରିଦେଇଥାଏ ତ କାହାକୁ ବର୍ବାଦ କରିଦେଇଥାଏ। କିଛି ଭାଗ୍ୟବାନ ଲୋକ ଅଛନ୍ତି ଯାହାର ଭାଗ୍ୟ ସବୁଦିନ ପାଇଁ ବଦଳିଯାଏ। ଭାରତ ସମେତ ବ୍ରିଟେନ, ଆମେରିକା ଏବଂ ୟୁଏଇ ପର୍ଯ୍ୟନ୍ତ ଲଟେରୀ […]
ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଗଲେ ଟେଷ୍ଟରେ ୨୪୬ ରନ୍ର ବୃହତ ପରାଜୟ ପାକିସ୍ତାନ ପାଇଁ ଏକ ବଡ଼ ପ୍ରତିବନ୍ଧକ ବୋଲି ପ୍ରମାଣିତ ହୋଇଛି। ଏହି ପରାଜୟ ପରେ ପାକିସ୍ତାନ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରୁ ପଞ୍ଚମ […]
ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୭ ଟାରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍ ରେ ଇଣ୍ଡିଆ ଏବଂ ୱେଷ୍ଟଇଣ୍ଡିଜ୍ ଦଳ ପରସ୍ପର ମୁହାଁମୁହିଁ ହେବେ। ଭାରତୀୟ ଦଳ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଏହି ସିରିଜ୍ ଜିତି ସାରିଛି। […]
ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍ ପରେ ଟି-୨୦ ସିରିଜ୍ ଖେଳାଯିବ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଟି-୨୦ ସିରିଜ୍ ଖେଳିବ। ଏହି ସିରିଜର ପ୍ରଥମ ମ୍ୟାଚ୍ ଜୁଲାଇ ୨୯ ତାରିଖରେ ତ୍ରିନିଦାଦରେ ଖେଳାଯିବ। ଏହାପୂର୍ବରୁ […]