ମୁମ୍ବାଇ : ମରାଠୀ ଓ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସୀମା ଦେଓ ଏବେ ଗମ୍ଭୀର ରୋଗର ଶିକାର ହୋଇଛନ୍ତି । ସେ ଅଲ୍ଜାଇମର୍ସ ରୋଗରେ ପୀଡ଼ିତ ଥିବାର ଜଣାଯାଇଛି । ତାଙ୍କ ପୁତ୍ର ତଥା ଆଜିଙ୍କ୍ୟ ଆର୍ ଦେଓ ଟୁଇଟରରେ ଏହି […]
ହାଇଦ୍ରାବାଦ : ବଲିଉଡ ଅଭିନେତ୍ରୀ ଅଦିତି ରାଓ ହାଇଦରୀ ଏକ ଦ୍ୱିଭାଷୀ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଉଭୟ ତେଲୁଗୁ ଏବଂ ତାମିଲ ଭାଷାରେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମରେ ଅଦିତି ଅଭିନୟ କରୁଥିବା ନେଇ ଟ୍ୱିଟ କରି […]
ମୁମ୍ବାଇ : ଜୀଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଅଲିଟି ଶୋ’ ‘ସାରେଗାମାପା – ଲିଟିଲି ଚାମ୍ପସ୍’-2020ର ବିଜୟିନୀ ହୋଇଛନ୍ତି କେରଳର ଆର୍ଯ୍ୟାନନ୍ଦା ବାବୁ । ନିଜର ସ୍ବରର ଯାଦୁରେ ବିଚାରକ ସମେତ ସମସ୍ତ ଦେଶବାସୀଙ୍କୁ ସେ ମୁଗ୍ଧ କରିଛନ୍ତି […]
ବେଙ୍ଗାଲୁରୁ : 2020 ମସିହା ଚଳଚ୍ଚିତ୍ର ଜଗତ, ରାଜନୀତି ତଥା ଦେଶ ପାଇଁ ଅପୂରଣୀୟ କ୍ଷତି ସୃଷ୍ଟି କରିଛି । ବହୁ ବଡ ବଡ ନେତା, ଅଭିନେତା ଆଦି ଆମକୁ ଛାଡି ଚାଲିଯାଇଛନ୍ତି । ପ୍ରସିଦ୍ଧ କନ୍ନଡ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିଜୟ […]
ମୁମ୍ବାଇ : ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଲକ୍ଷ୍ମୀ ବମ୍ବ’ର ଟ୍ରେଲର ରିଲିଜ ହୋଇଛି। ତିନି ମିନିଟ୍ 40 ସେକେଣ୍ଡର ଅବଧି ଥିବା ଏହି ଟ୍ରେଲରରେ ହରର ଓ ଥ୍ରୀଲର ସହିତ ପାଇବେ କମେଡିର ତଡ୍କା ରହିଛି । ରାଘବ […]
ମୁମ୍ବାଇ : ଭଜନ ସମ୍ରାଟ ଅନୁପ ଜଲୋଟା ଓ ମଡେଲ୍ ଜସଲିନ୍ ମଥାରୁଙ୍କୁ ନେଇ ବି-ଟାଉନ୍ରେ ବେଶ୍ ଚର୍ଚ୍ଚା ହୋଇଥିଲା । ବିଗ୍ବସ୍ 12ରେ ଯେତେବଳେ ଦୁହେଁ ପ୍ରତିଯୋଗୀ ଭାବେ ନଜର ଆସିଥିଲେ ତାଙ୍କୁ ନେଇ ବେଶ୍ ଚର୍ଚ୍ଚା ସୃଷ୍ଟି ହୋଇଥିଲା […]
ମୁମ୍ବାଇ : ବଲିଉଡ୍ର ବରିଷ୍ଠ ଅଭିନେତା ବିଶାଲ ଆନନ୍ଦଙ୍କର ପରଲୋକ ହୋଇଛି। ଚଲ୍ତେ ଚଲ୍ତେ, ସାରେଗମା, ଦିଳ୍ସେ ମିଲ୍ ଦିଲ୍, ଟ୍ୟାକ୍ସି ଡ୍ରାଇଭର, କିସମତ୍ ପରି ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ତେବେ ଦୀର୍ଘ ଦିନଧରି ଅସୁସ୍ଥ ରହିଥିବାବେଳେ […]
ଭୁବନେଶ୍ବର, ଆଜି ହେଉଛି ପ୍ରଖ୍ୟାତ କଣ୍ଠଶିଳ୍ପ ଲତା ମଙ୍ଗେସକରଙ୍କ ଜନ୍ମଦିନ। ଲତା ୧୯୨୯ ମସିହା ସେପ୍ଟେମ୍ବର୨୮ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମ ଗ୍ରହଣ କରିଥିଲେ। ଆଜି ଏହି ମହାନ୍ ଗାୟିକାଙ୍କର ଜନ୍ମଦିବସ ଉପଲକ୍ଷେ ବିଭିନ୍ନ ମହଲରୁ ଅଭିନନ୍ଦନର ବାର୍ତ୍ତା ଆସିବାରେ ଲାଗିଛି। […]
ମୁମ୍ବାଇ : ବଲିଉଡ୍ରେ ଡ୍ରଗ୍ସ ଲିଙ୍କ ମାମଲାରେ ବଲିଉଡ୍ ଲଳନାଙ୍କୁ ଜେରା କରାଯିବା ପରେ ସେମାନଙ୍କ ମୋବାଇଲ୍ ସିଜ୍ କରାଯାଇଛି ।ଜେରାର ସମ୍ମୁଖୀନ ହୋଇଥିବା ବଲିଉଡ୍ ଅଭିନେତ୍ରୀମାନଙ୍କ ମୋବାଇଲ୍ ସିଜ୍ ହୋଇଥିବାର ସୂଚନା ରହିଛି । ଜେରା ପରେ ଅଭିନେତ୍ରୀମାନଙ୍କ ମୋବାଇଲ୍ […]
କୋଲକାତା, ବର୍ତ୍ତମାନ ସିନେମା ହଲ, ପ୍ରେକ୍ଷାଳୟ, ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ, ଯାତ୍ରା, ମ୍ୟାଜିକ ସୋ ଏବଂ ସର୍କସ ପ୍ରଦର୍ଶନ ହେବ। ଅକ୍ଟୋବର ଏକ ତାରିଖରୁ ଏହା ଲାଗୁ ହେବ ବୋଲି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଟୁଇଟ କରି ଜଣାଇଛନ୍ତି। […]
ମୁମ୍ବାଇ, ରିଲିଜ ଅପେକ୍ଷାରେ ଥିବା ତେଲୁଗୁ ଚଳଚିତ୍ର ବ୍ଲାକ ରୋଜ କୁ ନେଇ ବେଶ୍ ଆଶାବାଦୀ ହୋଇ ପଡିଛନ୍ତି ଅଭିନେତ୍ରୀ ଉର୍ବଶୀ ରାଉତେଲା। ଏହି ଚଳଚିତ୍ରରେ ତାଙ୍କୁ ଏକ ପ୍ରମୁଖ ଭୂମିକା ମିଳିଥିବାରୁ ସେଥିରେ ସେ ମନନିବେଶ କିରଛନ୍ତି। ଫିଲ୍ମର ପ୍ରଥମ […]
ନୂଆଦିଲ୍ଲୀ: ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ନାମରେ ଅସଦାଚରଣ ଅଭିଯୋଗ ଆସିଛି । ଅଭିନେତ୍ରୀ ପାୟଲ ଘୋଷ ଏଭଳି ଅଭିଯୋଗ ଆଣିଛନ୍ତି । ଟ୍ୱିଟ କରି ପାୟଲ ଏହି ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ସେ ପ୍ରଧାନମନ୍ତ୍ରୀଙ୍କୁ […]
ଭୁବନେଶ୍ବର : କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଘରୋଇ ମାମଲାରେ ପୁଣି ଏକ ନୂଆ ମୋଡ ଆସିଛି । ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ। ପଟିଆଲା ହାଉସ୍ କୋର୍ଟରେ ଦାଏର ମାମଲା ସ୍ଥାନାନ୍ତର ପାଇଁ […]
ଭୁବନେଶ୍ୱର, ଓଡିଆ ସିନେ ଜଗତର ହ୍ୟାଣ୍ଡସମ୍ ଅଭିନେତା, ପୂର୍ବତନ ବିଧାୟକ, ଓଡିଶା ସରକାରଙ୍କ “ମୋ କଲେଜ ଅଧ୍ୟକ୍ଷ” ଆକାଶ ଦାସନାୟକଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ । ପ୍ରତିବର୍ଷ ଏହି ଦିନ ଆକାଶ ଦାସନାୟକ ତାଙ୍କର ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରିଆସୁଥିଲେ। […]
ମୁମ୍ବାଇ : ବଲିଉଡ୍ ଓ ଡ୍ରଗ୍ସ୍ ଲିଙ୍କ୍କୁ ନେଇ ଏବେ ବିବାଦ ବଢିବାରେ ଲାଗିଛି । ଡ୍ରଗ୍ସ କାରାବାରକୁ ନେଇ ରିଆ ଚକ୍ରବର୍ତ୍ତୀ ଏବେ ଗିରଫ ହୋଇଥିବାବେଳେ ଅନେକ ଅଭିନେତ୍ରୀଙ୍କନାମ ମଧ୍ୟ ଏବେ ଏହି ବିବାଦକୁ ଆସିଛି । ଏହି ମାମଲାକୁ […]
ଭୁବନେଶ୍ବର : ଓଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ଶ୍ରୀତମ ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ନିଜେ ଶ୍ରୀତମ ଟୁଇଟ୍ କରି ସୂଚନା ଦେଇଛନ୍ତି। ଶ୍ରୀତମ ଗତକାଲି ଆଣ୍ଟିଜେନ୍ ଟେଷ୍ଟ କରିଥିଲେ। ସେଥିରେ ତାଙ୍କ […]
ଭୁବନେଶ୍ବର: ପଞ୍ଚଭୂତରେ ଲୀନ ହେଲେ ଅଭିନେତା ଅଜିତ ଦାଶ। ଆଜି ସତ୍ୟନଗର ସ୍ଥିତ ଶ୍ମଶାନରେ ଅଜିତଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଅଜିତଙ୍କୁ ମୁଖାଗ୍ନି ଦେଇଛନ୍ତି ତାଙ୍କ ବଡ଼ ଝିଅ। ପ୍ରଥମେ ଅଜିତ ଦାସଙ୍କୁ ଗାର୍ଡ଼ ଅଫ ଅନର ପ୍ରଦାନ କରାଯାଇଥିଲା। ଏହାପରେ […]
ଦିଲ୍ଲୀପ ହାଲି ଓଡିଆ ଚଳଚିତ୍ର, ଧାରାବାହିକ ଏବଂ ନାଟ୍ୟ ଜଗତର ଜଣେ ପ୍ରତିଭାବାନ ବ୍ୟକ୍ତିତ୍ବ ହେଉଛନ୍ତି ଅଜିତ ଦାସ। ୧୯୪୯ ମସିହା ଜାନୁୟାରୀ ୨୦ ତାରିଖରେ ବାରିପଦାରେ ଜନ୍ମ ଗ୍ରହଣ କରିଥିବା ଅଜିତ ଦାସ ଓଡିଆ ନାଟ୍ୟ ଓ ଚଳଚିତ୍ର ଜଗତରେ […]
ମୁମ୍ବାଇ : ଲୋକପ୍ରିୟ ବଲିଉଡ୍ କଳାକାର ହିମାନୀ ଶିବପୁରୀଙ୍କୁ କରୋନା। କୋଭିଡ୍ ପଜିଟିଭ୍ ଥିବା ନେଇ ହିମାନୀ ନିଜ ଇନ୍ଷ୍ଟାଗ୍ରାମ୍ରେ ସୂଚନା ଦେଇଛନ୍ତି। ହିମାନୀ ଏବେ ଲୋକପ୍ରିୟ ଟିଭି ସିରିୟଲ ‘ହପ୍ପୁ କି ଉଲଟନ୍ ପଲଟନ୍’ରେ ଅଭିନୟ କରୁଛନ୍ତି। ହିମାନୀ ଇନ୍ଷ୍ଟାଗ୍ରାମରେ […]
ଭୁବନେଶ୍ବର, ଆଜି ଓଡିଆ ଟେଲିଭିଜନ ଜଗତର ଜଣେ ପରିଚିତ ବ୍ୟକ୍ତିତ୍ବ ତଥା ପ୍ରଡକ୍ସନ ସଂଯୋଜକ ତଥା ଦକ୍ଷ ଭିଡିଓ ଏଡିଟର ରୁଦ୍ର ପ୍ରସାଦ ମହାପାତ୍ରଙ୍କ ପରଲୋକ ହୋଇଯାଇଛି। ସେ କିମସ୍ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ହଠତ୍ ହୃଦଘାତ ଯୋଗୁଁ […]
ମୁମ୍ବାଇ, ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ବାନ୍ଦ୍ରା କାର୍ଯ୍ୟାଳୟକୁ ଅନଧିକୃତ ତଥା ସମ୍ପ୍ରସାରଣ ନାମରେ ଭାଙ୍ଗିବା ଆରମ୍ଭ କରିଛନ୍ତି। ବିଏମସି ର ଏଚ୍-ୱେଷ୍ଟ ୱାର୍ଡ ଅଧିକାରୀଙ୍କ ଏକ ଟିମ୍ ପୋଲିସ୍ ଫୋର୍ସ ସହିତ ବୁଲଡୋଜର, ଜେସିବି […]