ଲକ୍ଷ୍ନୌ : ଦେଶବ୍ୟାପୀ କରୋନା ପ୍ରଭାବରେ ଲକ୍ଡାଉନ୍ ରହିଥିବା ବେଳେ 2021ର ଜନଗଣନା ବା ଏନ୍ପିଆରକୁ ସ୍ଥଗିତ ରଖିଛନ୍ତି ଉତ୍ତର ପ୍ରଦେଶ ସରକାର । ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏନ୍ପିଆର ଉପରେ […]
ନୂଆଦିଲ୍ଲୀ : କରୋନା ଭାଇରସ୍ ସଙ୍କଟରୁ ଦେଶରେ ଦେଖାଦେଇଥିବା ଅର୍ଥନୈତିକ ସଙ୍କଟକୁ ନେଇ ପୁଣିଥରେ ଆକ୍ରମଣ କରିଛନ୍ତି ରାହୁଲ ଗାନ୍ଧୀ । ପୁନର୍ବାର ପ୍ରବାସୀ ଶ୍ରମିକ ଏବଂ କୃଷକଙ୍କ ଆକାଉଣ୍ଟକୁ ସିଧା ପଇସା ପଠେଇବା ଦାବି ଦେହରାଇଥିଲେ ରାହୁଲ । ଏହା […]
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 24 ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ନରେନ୍ଦ୍ର ମୋଦି, ରାହୁଲ ଗାନ୍ଧୀ ଏବଂ ଅରବିନ୍ଦ କେଜ୍ରିଓ୍ବାଲ । ତିନି ନେତା ସୋସିଆଲ ମିଡିଆ ଜରିଆରେ ଦୁଃଖ ପ୍ରକାଶ […]
ଶ୍ରୀନଗର : ଜମ୍ମୁ କାଶ୍ମୀରରୁ ଜଣେ ଲସ୍କର ଏ ତୋଏବା ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଶନିବାର ସୁରକ୍ଷାବଳଙ୍କ ପକ୍ଷରୁ ଲସ୍କରର ଆତଙ୍କୀ ଜହୁର୍ ଓ୍ବାନିଙ୍କୁ ଗିରଫ କରାଯାଇଛି । ଶନିବାର ସୁରକ୍ଷା ବଳଙ୍କ ପକ୍ଷରୁ ବଡ୍ଗାମ ଜିଲ୍ଲାର ଆରିଜଲ୍ ଖାନ୍ସାଇବ୍ […]
ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ଚୀନ୍କୁ ଟପିଯାଇଛି । ଭାରତରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା 85 ହଜାର 940ରେ ପହଞ୍ଚିଛି । ଅପରପକ୍ଷରେ ଚୀନରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 82 ହଜାର 933 ରହିଛି । ଯାହା […]
ମୁମ୍ବାଇ : ମୁମ୍ବାଇରେ କରୋନା ଭାଇରସର ପ୍ରକୋପ ଜାରି ରହିଛି । ଭାରତରେ ସର୍ବାଧିକ କରୋନା ରୋଗୀ ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛନ୍ତି । ମୁମ୍ବାଇ ଓ ପୁଣେ ସବୁଠୁ ଅଧିକ ପ୍ରଭାବିତ ଅଞ୍ଚଳ ରୂପେ ପରିଚିହ୍ନିତ ହୋଇଛି । କରୋନା […]
ନୂଆଦିଲ୍ଲୀ : କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଭାରତକୁ ସହଯୋଗ କରିବ ଆମେରିକା। ଭାରତକୁ ପର୍ଯ୍ୟାପ୍ତ ଭେଣ୍ଟିଲେଟର ଦେବାକୁ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା କରିଛନ୍ତି। ମହାମାରୀ କରୋନା ସମୟରେ ଭାରତ ସହ ଆମେ ଅଛୁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ […]
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଉତ୍ତରପ୍ରଦେଶର ଔରେୟାଠାରେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ 23 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ 15 ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି […]
ବିଶାଖାପାଟନମ୍: ଆନ୍ଧ୍ରପ୍ରଦେଶର ଜଣେ ବରିଷ୍ଠ ପୋଲିସ ଅଧିକାରୀ ଶୁକ୍ରବାର ଦିନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପି. ଭି ଶ୍ରୀକାକୁଲମରେ ସ୍ୱତନ୍ତ୍ର ଶାଖା ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ୍ (ଡିଏସପି) ଭାବରେ କାର୍ଯ୍ୟ କରୁଥିବା କୃଷ୍ଣ ବର୍ମା ଏହି ଉପକୂଳବର୍ତ୍ତୀ ସହରର […]
ହରିଦ୍ବାର : ବିଶ୍ବ ମହାମାରୀ କରାନାକୁ ନେଇ ଜାରି ରହିଛି ଲକ୍ ଡାଉନ୍। ଏହି ଲକ୍ ଡାଉନ୍ ପାଇଁ ଦେଶର ବିଭିନ୍ନ ସହରରେ ଫସି ରହିଥିବା ଶ୍ରମିକଙ୍କୁ ରାଜ୍ୟମାନେ ନିଜ ରାଜ୍ୟକୁ ଫେରାଇ ନେଉଛନ୍ତି। ଲକଡାଉନ୍ କାରଣରୁ ଉତ୍ତରାଖଣ୍ଡର କିଛି ପ୍ରବାସୀ […]
ନୂଆଦିଲ୍ଲୀ : କରୋନା ସ୍ଥିତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା 20 ଲକ୍ଷ କୋଟି ଟଙ୍କାର ପ୍ୟାକେଜର ତୃତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି କୃଷି, ଗୋପାଳନ, ମତ୍ସ୍ୟ ଚାଷ ଆଦିକୁ ଗୁରୁତ୍ବ ଦିଆଯାଇଛି […]
ନୂଆଦିଲ୍ଲୀ : ସାରା ଦୁନିଆରେ କରୋନା ପ୍ରଭାବ ବିସ୍ତାର କରି ଚାଲିଥିବାବେଳେ ଏହା ମଧ୍ୟରେ ଦୁନିଆର ସବୁଠୁ ବଡ ଶରଣାର୍ଥୀ କ୍ୟାମ୍ପ୍ରେ ଏବେ କରୋନା ସଂକ୍ରମଣର ମାମଲା ସାମ୍ନାକୁ ଆସିଛି। ବାଂଲାଦେଶର ରୋହିଙ୍ଗ୍ୟା ଶରଣାର୍ଥୀ କ୍ୟାମ୍ପ୍ରେ କରୋନା ଏବେ ପହଞ୍ଚି ଯାଇଛି। […]
ଭୁବନେଶ୍ବର : ଲକ୍ଡାଉନ୍ ବଦଳାଇଦେଇଛି ପ୍ରବାସୀ ଶ୍ରମିକର ଜୀବନ। ରୋଜଗାର ଚାଲିଗଲା, ପୁଣି ଚାଲିଗଲା ନିଜ ଉପରେ ଥିବା ଛାତ। ପେଟ ପାଇଁ ଦେଶର ଭିନ୍ନ ଭିନ୍ନ ସହରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ଏବେ ଦୁଃଖର ପାହାଡ ଭାଙ୍ଗି ପଡିଛି […]
ପ୍ରୟାଗରାଜ : ବିବାହିତ ହୋଇ ମଧ୍ୟ ଜଣେ ବ୍ୟକ୍ତି ନିଜ ଘର ପାଖେ ରହୁଥିବା ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବା ପାଇଁ ଚାରି ଜଣଙ୍କୁ ହତ୍ୟା କରାଇଛନ୍ତି । 8 ଲକ୍ଷ ସୁପାରୀ ଦେଇ ନିଜ ପରିବାରର ଚାରିଜଣଙ୍କୁ ହତ୍ୟା […]
ନୂଆଦିଲ୍ଲୀ : ବିଶ୍ବବ୍ୟାଙ୍କ ପକ୍ଷରୁ ଭାରତ ପାଇଁ ଏକ ବିଲିୟନ ଡଲାର ପ୍ୟାକେଜର ଘୋଷଣା କରାଯାଇଛି। ସାମାଜିକ ନିରାପତ୍ତା ପ୍ୟାକେ୍ଜ ଘୋଷଣା କରିଛି ବିଶ୍ବ ବ୍ୟାଙ୍କ। ବିଶ୍ବବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ପ୍ୟାକେଜ୍ ବଳରେ ସହରାଞ୍ଚଳ ଗରିବ ଓ ଗ୍ରାମାଞ୍ଚଳ […]
ଉତ୍ତରାଖଣ୍ଡ: ଲକ୍ ଡାଉନ୍ ମଧ୍ୟରେ ଉତ୍ତରାଖଣ୍ଡର ପ୍ରସିଦ୍ଧ ବଦ୍ରିନାଥଧାମ ଆଜି ଭୋର 4ଟା 30 ମିନିଟ୍ରେ ଖୋଲାଯାଇଛି । ମନ୍ଦିର ଫାଟକ ଖୋଲିବା ପୂର୍ବରୁ ପୂରା ମନ୍ଦିରକୁ ସୁନ୍ଦର ପୁଷ୍ପମାଳାରେ ସୁସଜ୍ଜିତ କରାଯାଇଥିଲା। ମନ୍ଦିରର ମୁଖ୍ୟ ପୂଜକଙ୍କ ସମେତ ମୋଟ୍ 28 […]
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ 81,970ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି 2649ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 27,919ଜଣ […]
ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ ପ୍ରକଶମ ଜିଲ୍ଲାର ନଗୁଲୁପଡ୍ଡାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ରାସ୍ତାର ଏକ ବିଦ୍ୟୁତ ଖୁଣ୍ଟରେ ଟ୍ରାକ୍ଟରଟି ବାଡେଇ ହୋଇ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଡ୍ରାଇଭରଙ୍କ ସମେତ 10 ଜଣ ପ୍ରାଣ ହରାଇଛନ୍ତି । […]
ନୂଆଦିଲ୍ଲୀ: ସିବିଏସ୍ଇ ଫେଲ୍ ପିଲାଙ୍କୁ ପୁଣିଥରେ ସୁଯୋଗ ମିଳିବ ବୋଲି ସୂଚନା ରହିଛି 9ମ ଓ ଏକାଦଶ ଶ୍ରେଣୀରେ ଫେଲ୍ ଛାତ୍ରଛାତ୍ରୀଙ୍କୁ ମିଳିବ ଏହି ସୁଯୋଗ। ସେମାନଙ୍କ ପ୍ରମୋସନ ପାଇଁ ବ୍ୟବସ୍ଥା କରିବାକୁ ସିବିଏସ୍ଇ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ଲାଇନ୍ / […]
ନୂଆଦିଲ୍ଲୀ : ବିବାଦୀୟ ଇସ୍ଲାମିକ୍ ଧର୍ମଗୁରୁ ଜାକିର୍ ନାଏକ୍ର ପ୍ରତ୍ୟର୍ପଣ ପାଇଁ ମାଲେସିଆ ସରକାରଙ୍କ ନିକଟରେ ଦାବି କରିଛି ଭାରତ । ଏହି ଇସ୍ଲାମିକ୍ ଧର୍ମଗୁରୁ ବିପକ୍ଷରେ ଏନ୍ଆଇଏ ପକ୍ଷରୁ ମାମଲା ଚାଲିଥିବା ବେଳେ ସେ ଦେଶ ଛାଡି ପଳାୟନ କରିଥିଲ […]
ନୂଆଦିଲ୍ଲୀ : ଆସନ୍ତା 28 ଦିନ ମଧ୍ୟରେ ଭାରତକୁ ଫେରିବେ ବିଜୟ ମାଲ୍ୟା । ଲଣ୍ଡନ ହାଇକୋର୍ଟରେ ମାଲ୍ୟାଙ୍କ ଯାଚିକା ଖାରଜ ହେବା ପରେ ମାଲ୍ୟା ଭାରତ ଫେରିବା ସ୍ପଷ୍ଟ ହୋଇଛି । ପୂର୍ବରୁ ଓ୍ବେଷ୍ଟମିନିଷ୍ଟର କୋର୍ଟ ମାଲ୍ୟାଙ୍କ ପ୍ରତ୍ୟର୍ପଣର ନିର୍ଦ୍ଦେଶ […]