ମେରଟ୍ : ଦାଢି ରଖିବା ବେଶ୍ ମହଙ୍ଗା ପଡିଛି ଜଣେ ପୋଲିସ୍ ଅଧିକାରୀଙ୍କୁ । ବିନା ଅନୁମତିରେ ଦାଢି ରଖିଥିବାରୁ ଜଣେ ଏସ୍ଆଇଙ୍କୁ ଚାକିରିରୁ ନିଲମ୍ବିତ ହେବାକୁ ପଡିଛି। ସହାରନପୁର ନିବାସୀ ଇନ୍ତସାର୍ ଅଲ୍ଲୀ ୟୁପି ପୋଲିସ୍ ବିଭାଗରେ ଜଣେ ଏସ୍ଆଇ […]
ନୂଆଦିଲ୍ଲୀ : ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 55 ହଜାର 839 ନୂତନ ଆକ୍ରାନ୍ତ ଚିୁହ୍ନଟ ହୋଇଥିବା ବେଳେ 702ଜଣଙ୍କର ମୃତ୍ୟୁ ଘଟିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 77 ଲକ୍ଷ 6 ହଜାର 946କୁ […]
ପାଟନା, ବିହାର ନିର୍ବାଚନର ଏନଡିଏର ବିଜେପି ଏବଂ ଜେଡୟୁ ଏଥର ଅଲଗା ଅଲଗା ଇସ୍ତାହାର ପ୍ରକାଶ କରିବେ। ପ୍ରଥମେ ଜେଡୟୁ କରିସାରିବା ପରେ ବିଜେପି ରାଜ୍ୟ ପାଇଁ ଅଲଗା ଇସ୍ତାହାର ପ୍ରକାଶ କରିବ। ଉଭୟ ଦଳ ଭିନ୍ନ ଭିନ୍ନ ତଥ୍ୟ ଇସ୍ତାହାରରେ […]
କୋଲକାତା, ହିନ୍ଦୁ ଧର୍ମରେ ଗ୍ରହ ନକ୍ଷତ୍ରଗୁଡ଼ିକର ବିଶେଷ ମହତ୍ତ୍ୱ ରହିଛି। ଏହି ଗ୍ରହ ନକ୍ଷତ୍ରଗୁଡିକ ଆମ ଜୀବନରେ ମଧ୍ୟ ଭଲ କିମ୍ବା ଖରାପ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ କୌଣସି ଗ୍ରହର ପ୍ରଭାବ କୌଣସି […]
ନୋଇଡା, ଆଜି ଅପରାହ୍ନରେ ଗ୍ରେଟର ନୋଇଡାର ଦାନକର ଆକାଶରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଅନ୍ୟଗ୍ରହର ମଣିଷ ଆଲିୟାନ ଖୁବ ଉଚ୍ଚରେ ଉଡୁଥିବାରେ ଲୋକେ ଦେଖି ଭୟଭିତ ହୋଇ ପଡିଥିଲେ। ଧିରେ ଧିରେ ଲୋକେ ଏହାକୁ ଦେଖିବା ପାଇଁ ଭିଡ […]
ଭୋପାଳ, ଆଜି ଅପରାହ୍ନରେ ଭୋପାଳରେ ଏକ ଚାଞ୍ଚଲ୍ୟକରଣ ହତ୍ୟାକାଣ୍ଡ ଘଟିଯାଇଛି। ଏଥିରେ ନିଜ ଝିଅ ବାପାଙ୍କୁ ଏକ ଲୁହା ଡାଲିଚଟୁରେ ପିଟିପିଟି ହତ୍ୟା କରିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଝିଅକୁ ଗିରଫ କରିବା ସହ ଡାଲିଚଟୁକୁ ଜବତ କରିଛି। […]
ମୁମ୍ୱାଇ: ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ହଲ୍ଚଲ୍ ସୃଷ୍ଟି ହୋଇଛି ।ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଏକନାଥ ଖଡ୍ସେ ବିଜେପିରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲଙ୍କୁ ପ୍ରଦାନ କରିଛନ୍ତି । […]
ନୂଆଦିଲ୍ଲୀ : କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର । ସମସ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ସରକାର ବୋନସ ଘୋଷଣା କରିଛନ୍ତି । ବୋନସ ପାଇଁ 3737 କୋଟିର ଅର୍ଥରାଶି ମଞ୍ଜୁର କରାଯାଇଥିବା ବେଳେ ବୁଧବାର ଏହାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ […]
ଲକ୍ଷ୍ନୌ : ହାଥରସ୍ ଘଟଣା ମନରୁ ନ ଲିଭୁଣୁ ଆଉ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଉତ୍ତର ପ୍ରଦେଶରେ ଆଉ ଏକ ଭୟାନକ ଏବଂ ବୀଭତ୍ସ ଗଣଦୁଷ୍କର୍ମ ଏବଂ ହତ୍ୟା ହୋଇଛି । ନିଜର ପୁରୁଷ ବନ୍ଧୁଙ୍କୁ ଭେଟି ନପାରିବାରୁ ନାବାଳିକାଙ୍କୁ […]
ମହାରାଷ୍ଟ୍ର: ମହାରାଷ୍ଟ୍ରର ନନ୍ଦୁରବାରଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଯାତ୍ରୀବାହୀ ବସ୍ ବ୍ରିଜ ଉପରୁ ଚାଳିଶ ଫୁଟ୍ ତଳକୁ ବସ୍ ଖସି ପଡ଼ିବାରୁ ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ 35 ଜଣ ଆହତ […]
ଥିରୁଅନନ୍ତପୁରମ : କେରଳରୁ ପୁଣି ଏକ ଜୀବ ହତ୍ୟାର ମାମଲା ସାମ୍ନାକୁ ଆସିଛି । କେରଳ ମଲ୍ଲାପୁରମରେ ପୁଣି ଏକ ଅମାନୁଷିକ କାଣ୍ଡ ଦେଖିବାକୁ ମିଳିଛି । ନିକଟରେ ଗର୍ଭବତୀ ହାତୀକୁ ସପୁରୀରେ ବିସ୍ଫୋରକ ଭର୍ତ୍ତି କରି ହତ୍ୟା କରାଯାଇଥିବାବେଳେ ପୁଣି […]
ମୁମ୍ବାଇ : ଲଭ ଜେହାଦକୁ ନେଇ ବିବାଦରେ ଫସିଛନ୍ତି : ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା । ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କ ସହିତ ସାକ୍ଷାତ ସମୟରେ ଲଭ୍ ଜେହାଦ୍ ସମ୍ପର୍କରେ ଆଲୋଚନା କରିଥିଲେ । ଦେଶରେ […]
ମଧ୍ୟପ୍ରଦେଶ : ଅନ୍ଧବିଶ୍ବାସର କୁପରିଣତି ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶଠାରେ ଅନ୍ଧବିଶ୍ବାସ ଯୋଗୁଁ ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କ ବେକ କାଟି କୁଳଦେବତାଙ୍କଠାରେ ଚଢାଇ ଦେଇଛନ୍ତି । ତେବେ ଏହି ଘଟଣାକୁ ଯେତେବେଳେ ତାଙ୍କ ପୁଅ ନିଜ ଆଖିରେ ଦେଖିଦେଇଥିଲେ, ସେତେବେଳେ […]
ନୂଆଦିଲ୍ଲୀ, ବର୍ତ୍ତମାନ ଟିଆରପି ବା ଟେଲିଭିଜନ ରେଟିଂ ପଏଣ୍ଟ ସ୍କାମର ନୂଆ ମୋଡ ନେଇଛି। ଏହି ସ୍କାମକୁ ତଦନ୍ତ କରିବ ସିବିଆଇ। ଏକ ଘଟଣା କ୍ରମେ ସିବିଆଇ ଯାଞ୍ଚ କରିବା ପାଇଁ ଉତ୍ତର ପ୍ରଦେଶ ସରକାର ଅନୁରୋଧ କରିଛନ୍ତି। ଫଳରେ ଖୁବ […]
ବରେଲି, ଏଣିକି ସିବିଏସଇ ଛାତ୍ରମାନେ ଚାଷର କୈଶଳ ସଂପର୍କରେ ଶିକ୍ଷାଲାଭ କରିବେ। ଏହିପରି ଏକ ଭିନ୍ନ ପଦକ୍ଷେପ ନେଇଛି ବରେଲିସ୍ଥିତ ସହୋଦୟା ପବ୍ଲିକ ସ୍କୁଲ । ଜୈବିକ କୃଷି ମାଧ୍ୟମରେ ଛାତ୍ରମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏହି ବିଦ୍ୟାଳୟ ଏକ ମିନି-କୃଷି […]
ନୂଆଦିଲ୍ଲୀ : ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା କାଳ ସମୟରେ ସାତ ଥର ପାଇଁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ମୋଦି । ପାର୍ବଣ ସମୟରେ କରୋନାକୁ ନେଇ ଅଧିକ ସତର୍କ ରହିବାକୁ […]
ନୂଆଦିଲ୍ଲୀ : ନବରାତ୍ରି ଅବସରରେ ସୋସିଆଲ ମିଡିଆରେ ଫଟୋ ସେୟାର କରି ଅଡୁଆରେ ପଡିଛନ୍ତି ଓକିଲ ଦୀପିକା ରାଜାବତ । ହିନ୍ଦୁ ଦେବାଦେବୀଙ୍କ ବିବାଦୀୟ ଫଟୋ ପୋଷ୍ଟ କରି ଅଡୁଆରେ ପଡିଛନ୍ତି ଦୀପିକା । ଏନେଇ ତାଙ୍କୁ ଖୁବ ଶୀଘ୍ର ଗିରଫ […]
ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଆଇଟମ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାହୁଲ ଗାନ୍ଧୀ । ଦୁଇ ଦିନର ନୀରବତା ପରେ କମଲନାଥଙ୍କ ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି ରାହୁଲ କହିଛନ୍ତି । ଏକ ରାଜନୈତିକ ସଭାରେ […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟା 6ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଟ୍ୱିଟ କରାଯାଇ ଏହି ସୂଚନା ପ୍ରଦାନ କରାଯାଇଛି । କେଉଁ ବିଷୟରେ ଆଜିର ଅଭିଭାଷଣ ରହିବା ସେ ନେଇ କୌଣସି ସୂଚନା […]
କର୍ଣ୍ଣାଟକ : କର୍ଣ୍ଣାଟକରେ ଚାରି ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ମଧ୍ୟ ହେଲମେଟ୍ ବାଧ୍ୟତାମୂଳକ କରାଯାଇଛି । କର୍ଣ୍ଣାଟକ ରାଜ୍ୟ ପରିବହନ ବିଭାଗର ନୂଆ ନିର୍ଦ୍ଦେଶ ଅନୁସାରେ ଏବେ ସମସ୍ତ ଦୁଇଚକିଆ ବାଇକ ଆରୋହୀଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ କରାଯାଇଛି […]
ନୂଆଦିଲ୍ଲୀ : ଦେଶରେ କରୋନା ଗ୍ରାଫ୍ ଏବେ ତଳମୁହାଁ ହୋଇଛି । ଗତ କିଛି ଦିନ ଦୈନିକ ଆକ୍ରାନ୍ତ ଓ ଦୈନିକ କରୋନା ମୃତ୍ୟୁ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହେଉଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭଗ ତରଫରୁ ମିଳିଥିବା […]