ମେଷ: – ଆଜି ଦିନଟି ସ୍ୱାଭାବିକ ହେବ । କଠିନ ପରିଶ୍ରମ ସତ୍ତ୍ବ କାର୍ଯ୍ୟରେ କୌଣସି ଆଶା କରାଯାଉଥିବା ସଫଳତା ମିଳିବ ନାହିଁ, ଯେଉଁ କାରଣରୁ ମନ ଉଦାସ…
ଜାତୀୟ ଖବର
ଭୁବନେଶ୍ବର: ଜାତୀୟ ଜଙ୍ଗଲ ଶହୀଦ ଦିବସ ଅବସରରେ ଓଡ଼ିଶାର ବଣଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସମୟରେ ପ୍ରାଣ ହରାଇଥିବା ଅମର ଶହୀଦଙ୍କ୍ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ଆଜି…
ନରସିଂହପୁର: ମଧ୍ୟପ୍ରଦେଶର ନରସିଂହପୁରରେ ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ଵରୁପାନନ୍ଦ ସରସ୍ୱତୀଙ୍କ ଦେହାନ୍ତ ହୋଇଛି। ଶଙ୍କରାଚାର୍ଯ୍ୟ ସ୍ଵରୁପାନନ୍ଦ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ। ୯୯…
ନୂଆଦିଲ୍ଲୀ: ଡିଟିସି ଦ୍ୱାରା ୧ ହଜାର ସିଏନଜି ବସ୍ କିଣିବାରେ ହୋଇଥିବା ଦୁର୍ନୀତି ଅଭିଯୋଗର ଯାଞ୍ଚ ପାଇଁ ସିବିଆଇ ତଦନ୍ତକୁ ଦିଲ୍ଲୀ ଉପ ରାଜ୍ୟପାଳ ଭି.କେ ସକ୍ସେନା…
ନୂଆଦିଲ୍ଲୀ: ଆଜି ଏସିଆ କପ୍-୨୦୨୨ ର ଅନ୍ତିମ ମ୍ୟାଚ୍ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ଏହି ଟାଇଟଲ୍ ମ୍ୟାଚ୍ ଦୁବାଇ ଆନ୍ତର୍ଜାତୀୟ…
ନୂଆଦିଲ୍ଲୀ: ଜାଲ ଚାଇନା କମ୍ପାନୀ ବିରୋଧରେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ (ଏମସିଏ) ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେପ୍ଟେମ୍ବର ୮, ୨୦୨୨ରେ ଗୁରଗାଓଁ ଠାରେ ଥିବା ଜିଲିଆନ…
ଭୁବନେଶ୍ବର: ବିଜେପି ମନ୍ତ୍ରୀଙ୍କ ପରି ଏବେ କଂଗ୍ରେସର ନେତାମାନଙ୍କ ଓଡିଶା ଗସ୍ତ ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ କଂଗ୍ରେସର କେନ୍ଦ୍ରୀୟ ନେତା ମଧ୍ୟ ଓଡିଶା ଆସିବେ ବୋଲି…
ମୁମ୍ବାଇ: ମୁମ୍ବାଇରେ ଶିବସେନାର ଉଦ୍ଧବ ଠାକରେ ଏବଂ ସିନ୍ଦେ ଗୋଷ୍ଠୀ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ବର୍ତ୍ତମାନ ଦାଦରରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ଦୁଇ ଗୋଷ୍ଠୀ…
ଭୁବନେଶ୍ବର: କାର୍ତ୍ତିକ ମାସରେ ବିଧବା ମହିଳାମାନେ ହବିଷ୍ୟ କରିଥାନ୍ତି। ସେଥିପାଇଁ ଏହି ମାସ ସାରା ପୁରୀରେ ଭିଡ ରହିଥାଏ। ଏହି ଭିଡକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫ ହଜାର ୭୬ ଟି କରୋନା ମାମଲା ଚିହ୍ନଟ ହୋଇଛି। ବର୍ତ୍ତମାନ ଦେଶରେ ମୋଟ ମାମଲା ୪ କୋଟି…
ଭୁବନେଶ୍ବର: ଦକ୍ଷିଣ ଓଡିଶା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୁଦୃଶ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତ ରେ ପରିଣତ ହୋଇଛି। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ…
ଭୁବନେଶ୍ବର: ଆସନ୍ତା ମଙ୍ଗଳବାର 13 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଦିନିଆ ମୁମ୍ବାଇ ଗସ୍ତରେ ଯିବେ। ଏ ନେଇ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। ସେ…
ବୈଦିକ ଜ୍ୟୋତିଷ: ବୈଦିକ ଜ୍ୟୋତିଷ ଅନୁଯାୟୀ, ନାମର ପ୍ରଥମ ଅକ୍ଷର ଜଣେ ବ୍ୟକ୍ତିଙ୍କ ଜନ୍ମ ସମୟରେ ଗ୍ରହ ଏବଂ ନକ୍ଷତ୍ରଗୁଡିକର ସ୍ଥିତି ବିଷୟରେ ସୂଚନା ଦେଇଥାଏ। ଏହାକୁ…
ଚାଣକ୍ୟ ନୀତି: ସୁଖ ଏବଂ ଦୁଃଖ ଜୀବନର ଏକ ଅଂଶ। ଖୁସି ବାଣ୍ଟିବା ଦ୍ୱାରା ସୁଖ ବଢିଥାଏ ଏବଂ ଦୁଃଖ ବାଣ୍ଟିଲେ କମିଯାଏ। ଚାଣକ୍ୟ ଏକ ସୁଖମୟ…
ଜ୍ୟୋତିଷ ଶାସ୍ତ୍ର: କୌଣସି ବ୍ୟକ୍ତିର ଭାଗ୍ୟ ଏବଂ କର୍ମରେ ଗ୍ରହ ଏବଂ ନକ୍ଷତ୍ରମାନଙ୍କର ବିଶେଷ ଅବଦାନ ରହିଛି। ଯଦି ଗ୍ରହମାନଙ୍କର ସ୍ଥିତି ସଠିକ୍ ନୁହେଁ, ତେବେ ଲକ୍ଷେ…
ମେଷ- ସୁଖର ମାଧ୍ୟମ ସଂଗ୍ରହ କରିବ । ଆଇନଗତ ବାଧା ଦୂର ହେବ । ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ । ଲାଭ ବୃଦ୍ଧି ପାଇବ…
ଭୁବନେଶ୍ୱର : ବିଶ୍ୱ ଇତିହାସରେ ମାନବିକ ମହାନୁଭବତା ଓ ମୂଲ୍ୟବୋଧର ଜଣେ ଅସାଧାରଣ ମୂର୍ତ୍ତିମନ୍ତ ପ୍ରତୀକ ଭାବେ ଗାନ୍ଧିଜୀ ଚିରସ୍ମରଣୀୟ। ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ବାର୍ତ୍ତା…
ମୁମ୍ବାଇ: ପ୍ରଶଂସକମାନେ ଉତ୍ସାହର ସହିତ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରକୁ ଅପେକ୍ଷା କରିଥିଲେ। ରଣବୀର-ଆଲିଆଙ୍କ ଫିଲ୍ମ ଆରମ୍ଭ ଦିନରେ ବିସ୍ଫୋରଣ ହୋଇଛି। ଫିଲ୍ମର…
କୋଲକାତା: ନକଲି ମୋବାଇଲ୍ ଗେମିଂ ଆପ୍ ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ବଡ କାର୍ଯ୍ୟାନୁଷ୍ଠାନ…
ଭୁବନେଶ୍ୱର: ଭାରତୀୟ ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସଂପର୍କିତ ଦୁଇଦିନିଆ ସମ୍ମିଳନୀ ଭୁବନେଶ୍ୱରଠାରେ ଆରମ୍ଭ ହୋଇଛି। ଭାରତର ୭୫୦୦ କିଲୋମିଟର ସୁଦୀର୍ଘ ଉପକୂଳ, ଦେଶର ସାମାଜିକ, ଅର୍ଥନୈତିକ ଓ…
ନୂଆଦିଲ୍ଲୀ: ରୋଡ ସେଫ୍ଟି ୱାର୍ଲ୍ଡ ସିରିଜ୍ ୨୦୨୨ ରେ କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଇଣ୍ଡିଆ ଲିଜେଣ୍ଡ୍ସ ଏବଂ ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି।…

