ନୂଆଦିଲ୍ଲୀ : ମକର ସଂକ୍ରାନ୍ତି ଅବସରରେ ପ୍ରୟାଗରାଜଠାରେ ମାଘମେଳାରେ ସାମିଲ୍ ହେବାକୁ ଇଚ୍ଛା ରଖିଥିବା ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ମଧ୍ୟ ରେଳବାଇ ମକର ସଂକ୍ରାନ୍ତି ଏହି ଅବସରରେ ଆହ୍ଲାବାଦରେ କିଛି ସ୍ପେଶାଲ୍ ଟ୍ରେନ୍ ଚଳାଇବା ନେଇ ନିଷ୍ପତ୍ତି ନିଆଯାଇଛି। […]
ଆସାମ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ଜାରି ରହିଥିବାବେଳେ ଏହାକୁ ନେଇ ବିଜେପିକୁ ଟାର୍ଗେଟ୍ କରିଛନ୍ତି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇ । ଗୋଗେଇ କହିଛନ୍ତି ଯେ, ହିନ୍ଦୁ ଧର୍ମ ବିଜେପିର ଏକାଧିକାର ନୁହେଁ । […]
ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହି ନାଗରିକତା ସଂଶୋଧନ ଆଇନ୍କୁ ନେଇ ମାଇକ୍ରୋସପ୍ଟ ସିଇଓ ସତ୍ୟ ନଡେଲା ବଡ଼ ବୟାନ ଦେଇଛନ୍ତି । ଦେଶର ସାମ୍ପ୍ରତିକ ସ୍ଥିତିକୁ ନେଇ ଦୁଃଖ […]
ନୂଆଦିଲ୍ଲୀ : ଜେଏନ୍ୟୁ ହିଂସା ମାମଲାରେ ଏବେ ପୋଲିସ୍ ତଦନ୍ତ ଚାଲୁ ରଖିଛି । ଏହି ଘଟଣାରେ ଭିଡିଓ ତଥା ପ୍ରମାଣକୁ ଭିତ୍ତି କରି ଛାତ୍ରଙ୍କୁ ଏହି ଘଟଣା ସମ୍ପର୍କରେ ପଚରାଉଚୁରା କରୁଛି । କିନ୍ତୁ ଜେଏନ୍ୟୁର ଦୁଇ ଛାତ୍ର ପୋଲିସ୍ […]
ନୂଆଦିଲ୍ଲୀ : ରାଜନୀତିରେ ନିର୍ବାଚନ ପୂର୍ବରୁ ନେତାଙ୍କ ଦଳବଦଳ ଏକ ସ୍ବାଭାବିକ ପ୍ରକ୍ରିୟା । ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ତିନି ନେତା ଆପ୍ରେ ସାମିଲ୍ ହୋଇଛନ୍ତି । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନୋମିନେସନ୍ ପ୍ରକ୍ରିୟା ଆରମ୍ଭ ହେବାର […]
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗୋଟିଏ ମାସରୁ କମ୍ ସମୟ ରହିଛି। ଦିଲ୍ଲୀର ବାଜି ଜିତିବା ପାଇଁ କ୍ଷମତାଧାରୀ ଆପ୍, ବିଜେପି ଓ କଂଗ୍ରେସ ସମେସ୍ତ ନିଜ ନିଜର ପ୍ରଚାର ଚଳାଇଛନ୍ତି। କେବଳ ଏତିକି ନୁହେଁ,ସୋସିଆଲ ମିଡିଆରେ ଏହି ତିନି […]
ଆସାମ : ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ନେଇ ମୋଦିସରକାରଙ୍କ ବିରୋଧରେ ସ୍ବର ଉଠାଉଥିବା କଂଗ୍ରେସ ଆସାମରେ ଏକ ବଡ ଚାଲ୍ ଚଲାଉଛି। କଂଗ୍ରେସ ବିଧାୟକ ଦଳର ନେତା ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେଓଙ୍ବାଲ୍ଙ୍କୁ ବିଜେପି ସରକାରୁ ଛାଡି ଅନ୍ୟ ଏକ […]
ଶ୍ରୀନଗର : କାଶ୍ମୀରରେ ଏକ ବଡ ଧରଣର ଆତଙ୍କୀ ଆକ୍ରମଣକୁ ଏଡାଇବାରେ ସଫଳ ହୋଇଛନ୍ତି ସୁରକ୍ଷା ବଳ । ଜମ୍ମୁ କାଶ୍ମୀରରୁ ସୁରକ୍ଷା ବଳଙ୍କ ପକ୍ଷରୁ 2 କିଗ୍ରା ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ (ଆଇଡି) ଜବତ କରାଯାଇଛି । ପୋଲିସ୍ ଏବଂ […]
ବିହାର : ବିହାରର ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାର ଏନ୍ଆରସିକୁ ନେଇ ଏକ ବଡ ବୟାନ ଦେଇଛନ୍ତି। ନୀତିଶ୍ କୁମାର ବିହାର ବିଧାନସଭାରେ କହିଛନ୍ତି ଯେ, ବିହାରରେ ଏନ୍ଆରସି ଲାଗୁ କରିବାର କୌଣସି ପ୍ରଶ୍ନ ଉଠୁନାହିଁ। ଏହି ଚର୍ଚ୍ଚା କେବଳ ଆସାମ ପାଇଁ। […]
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଜାରି ହେଲା ପୋଲିସ୍ କମିଶନରେଟ ସିଷ୍ଟମ୍ । ପ୍ରଦେଶର ରାଜଧାନୀ ଲକ୍ଷ୍ନୌର କମିଶନର ହେଲେ ସୁଜିତ୍ ପାଣ୍ଡ । ନୋଏଡାର ପୋଲିସ୍ କମିଶନର ଭାବେ ନିଯୁକ୍ତି ପାଇଲେ ଆଲୋକ ସିଂହ । ଯୋଗୀ ସରକାର ଏନେଇ ଘୋଷଣା […]
ମୁମ୍ବାଇ : ଭାରତୀୟ ଜନତା ପାର୍ଟି (ବିଜେପି)ର ନେତା ଜୟଭଗବାନ ଗୋଏଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ପୁସ୍ତକ ଲେଖିଛନ୍ତି, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ‘ଆଜିର ଶିବାଜୀ ନରେନ୍ଦ୍ର ମୋଦି’ ଶୀର୍ଷକ ପୁସ୍ତକକୁ ନେଇ ଶିବସେନା […]
ଉତ୍ତରପ୍ରଦେଶ : ୟୁପିର ଯୋଗୀ ସରକାର ନୋଏଡା ଓ ଲକ୍ଷ୍ନୌଠାରେ ପୁଲିସ୍ କମିଶନର ସିଷ୍ଟମ୍ ଲାଗୁ ହେବା ନେଇ ନିଷ୍ପତ୍ତି ନେଇଛନ୍ତି । ଲୋକଭବନଠରେ କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହା ଘୋଷଣା କରିଛନ୍ତି । ଏବେ ନୋଏଡା […]
ମୁ୍ମ୍ବାଇ : ଆମାଜନ୍ ସିଇଓ ଜେଫ୍ ବେଜୋସ୍ଙ୍କ ଭାରତ ଗସ୍ତ ପୂର୍ବରୁ 56 ବରିଷ୍ଠ ଅଧିକାରୀଙ୍କ ଛଟେଇ କରିଛି ଓ୍ବାଲମାର୍ଟ । ଆମାଜନ୍ର ବିରୋଧୀ କମ୍ପାନୀ ଓ୍ବାଲମାର୍ଟ ପକ୍ଷରୁ ସୋମବାର ଏହି ଘୋଷଣା କରାଯାଇଛି । ବେଜୋସଙ୍କ ଗସ୍ତକୁ ନେଇ ଏହି […]
ଶ୍ରୀନଗର : ଭାରତୀୟ ସେନାର ଜଣେ ଯବାନ ବରଫରେ ନିଖୋଜ ହୋଇଛନ୍ତି । ପ୍ରବଳ ବରଫପାତ ହେଉଥିବା ସମୟରେ ଭାରତୀୟ ସେନାର ହାବିଲଦାର ଜଣକ ପାକ୍ ଅଧିକୃତ କାଶ୍ମୀରରେ ନିଘୋଜ ଅଛନ୍ତି । ଡ୍ୟୁଟି ସମୟରେ ଗୁଲମାର୍ଗରେ ପ୍ରବଳ ବରଫପାତ କାରଣରୁ […]
ନୂଆଦିଲ୍ଲୀ : କଂଗ୍ରେସ ପକ୍ଷରୁ ସିଏଏ ଏବଂ ଏନ୍ଆର୍ସିକୁ ବିରୋଧ କରି ଅନୁଷ୍ଠିତ ହେବାକୁ ଯାଉଥିବା ବୈଠକକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଦୁଇ ବିରୋଧୀ ନେତ୍ରୀ ମାୟାବତୀ ଏବଂ ମମତା ବାନାର୍ଜୀ । ଛାତ୍ର ମାନଙ୍କ ପକ୍ଷରୁ ସିଏଏ ଏବଂ ଏନ୍ଆର୍ସିକୁ ନେଇ […]
ଶ୍ରୀନଗର : ଜମ୍ମୁ କାଶ୍ମୀରର ତ୍ରାଲରେ ଏକ ଏନ୍କାଉଣ୍ଟର ସଙ୍ଗଠିତ ହୋଇଛି । ଏହି ଏନ୍କାଉଣ୍ଟରରେ ତିନି ଜଣ ଆତଙ୍କୀ ନିହତ ହୋଇଛନ୍ତି । ରବିବାର ପୁଲଓ୍ବାମାର ତ୍ରାଲର ଗୁଲଶନପୁରାରେ ଏହି ଏନକାଉଣ୍ଟରରେ ସଙ୍ଗଠିତ ହୋଇଛି । ଦକ୍ଷିଣ କାଶ୍ମୀରରେ ସୁରକ୍ଷା […]
ଶ୍ରୀନଗର : ଜମ୍ମୁ କାଶ୍ମୀର ପୋଲିସର ଜନୈକ ଡିଏସ୍ପିଙ୍କୁ ଦୁଇ ଆତଙ୍କୀଙ୍କ ସହିତ ଗିରଫ କରାଯାଇଛି । ଦୁଇ ଆତଙ୍କୀଙ୍କ ମଧ୍ୟରେ ଜଣେ ହିଜବୁଲ ଏବଂ ଜଣେ ଲସ୍କର ଆତଙ୍କୀ ରହିଛନ୍ତି । ତିନିଜଣ ଏକତ୍ର ଯାଉଥିବା ବେଳେ ଡିଏସ୍ପିଙ୍କୁ କାଶ୍ମୀର […]
କୋଲକାତା : ସାରା ଦେଶରେ ରବିବାର ଜାତୀୟ ଯୁବ ଦିବସ ପାଳିତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଲୁର ମଠ ଗସ୍ତ କରିଛନ୍ତି । ରାମକୃଷ୍ଣ ମିଶନର ମୁଖ୍ୟାଳୟ ବେଲୁର ମଠରେ ମୋଦି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି […]
ନୂଆଦିଲ୍ଲୀ : ସିଏଏ ବିଭାଜନ ସୃଷ୍ଟିକାରୀ ଏବଂ ଏନପିଆର ସହିତ ଏନ୍ସିଆରର ଛାୟା ବୋଲି ସୋନିଆ ଗାନ୍ଧୀ ମତ ଦେଇଛନ୍ତି । ଶନିବାର ଦିନ କଂଗ୍ରେସ ଅନ୍ତରୀଣ ସଭାପତି ଏହି ମତ ଦେଇଛନ୍ତି । ସିଏଏକୁ ନେଇ କେନ୍ଦ୍ର ସରକାର ଧର୍ମ […]
ଅହମ୍ମଦାବାଦ : ଗୁଜରାଟର ଏକ ଅକ୍ସିଜେନ୍ କାରଖାନାରେ ବିସ୍ଫୋରଣ ଘଟିବାରୁ 6 ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ 15ରୁ ଅଧିକ ଆହତ ହୋଇଛନ୍ତି । ଗୁଜରାଟର ଭଦୋଦରାରେ ଅବସ୍ଥାପିତ ଅକ୍ସିଜେନ୍ କାରଖାନାରେ ଏହି ଦୁର୍ଘଟଣା ଘଟିଥିଲା । ଭଦୋଦରାର […]
ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀଠାରେ ଏକ ଜୋତା କାରଖାନରେ ନିଆଁ ଲାଗିବାର ଘଟଣା ସାମ୍ନାକୁ ଆସିଛି । ମାୟାପୁରୀ ଅଞ୍ଚଳରେ ଏକ ଜୋତା କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ 90ଜଣ ଅଗ୍ନିଶମ କର୍ମଚାରୀଙ୍କ ସମେତ 23ଟି ଦମକଳଗାଡ଼ି […]