ମୁମ୍ବାଇ,ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରଧ୍ୟା ବଚ୍ଚନ କରୋନାରୁ ସୁସ୍ଥ ହୋଇଛନ୍ତି । ଉଭୟ କୋରୋନାରେ ଆକ୍ରାନ୍ତ ହୋଇ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେପଟେ ବଲିଉଡ ଅଭିନେତା ତଥା ବିଗ୍ବି ଅମିତାଭ […]
ଜୟପୁର, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସବୁ କଥା ଜଣାଇବା କଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ପ୍ରକାଶ କରିବାର କିଛି ଘଣ୍ଟା ପରେ ରାଜ୍ୟ ରାଜନୀତି ଆଉ ଏକ ମୋଡ ନେଇଛି। ରାଜସ୍ଥାନ ବିଧାନସଭା ଅଧିବେଶନ ଡାକିବାକୁ ରାଜ୍ୟପାଳ କାଲରାଜ ମିଶ୍ର […]
ଜୟପୁର, ଶେଷରେ ରାଜସ୍ଥାନ ବିବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ପହଞ୍ଚିଛି। ରାଜ୍ୟପାଳ କାଲରାଜ ମିଶ୍ରଙ୍କ ଆଚରଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସେ ଗତକାଲି କଥା ହୋଇଛନ୍ତି ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି କହିଛନ୍ତି। ଫେୟାରମୋଣ୍ଟ […]
ପାଟନା : ବିହାରର ରାଜଧାନୀ ପାଟନାଠାରେ ମାନବିକତାକୁ ଲଜ୍ଜିତ କରିଥିବାର ଏକ ଯନ୍ତ୍ରଣାଦାୟକ ଦୃଶ୍ୟ ନଜରକୁ ଆସିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସଦର ଡାକ୍ତରଖାନାରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅବହେଳା ମଧ୍ୟ ସାମ୍ନାକୁ ଆସିଛି। ନବଜାତ ସନ୍ତାନର ଚିକିତ୍ସା ପାଇଁ […]
ତେଲେଙ୍ଗାନା : ତେଲେଙ୍ଗାନାର କରିମନଗରଠାରେ କରୋନା ଆକ୍ରାନ୍ତଙ୍କ ସହ ହସ୍ପିଟାଲର ଦାୟିତ୍ବହୀନତା ସାମ୍ନାକୁ ଆସିଛି। କରିମନଗରରର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ଆକ୍ରାନ୍ତଙ୍କର ହସ୍ପିଟାଲ ବେଡରୁ ପଡି ଯିବା ଯୋଗୁଁ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ସରକାରୀ […]
ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 24 ଘଣ୍ଟାରେ 49 ହଜାର 931 ଜଣ ଆକ୍ରାନ୍ତ ହୋଇଥିବାବେଳେ 708ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 14 ଲକ୍ଷ […]
କର୍ଣ୍ଣାଟକ : କରୋନା ଯୋଗୁଁ ଲୋକଙ୍କ ଜୀବନ ସଂକଟରେ ପଡିଥିବାବେଳେ ଏବେ ଲୋକଙ୍କୁ ଚାକିରି ଚାଲିଯିବାର ଭୟ ବେଶି ଘାରିଛି । ଚାକିରି ଚାଲିଯିବା ଭୟରେ ଲୋକେ କେଉଁପରି ଚରମ ନିଷ୍ପତ୍ତି ନେଉଛନ୍ତି, ତାହା ଅତ୍ୟନ୍ତ ହୃଦୟବିଦାରକ । କର୍ଣ୍ଣାଟକର ଧାରବାଡ […]
ଆରତୀ ଟିକୋ ସିଂ ନୂଆଦିଲ୍ଲୀ, ଦୀର୍ଘ ଦେଢମାସ ଧରି ଭାରତ ଚୀନ ମଧ୍ୟରେ ସଂର୍ଘଷ ଏବଂ ଚୀନ ଶେଷରେ ପଛକୁ ହଟିବା ପରେ ଏବେ ସ୍ଥିତି ଶାନ୍ତ ପଡିଛି। ଜୁନ 15 ତାରିଖରେ ହୋଇଥିବା ଏହି ସଂଘର୍ଷରେ ଭାରତର 20 ଜଣ […]
ତେଲେଙ୍ଗାନା : ଦେଶରେ କରୋନା ମହାମାରୀ ଉତ୍କଟ ରୂପ ଧାରଣ କରିଥିବାବେଳେ ବର୍ଷା ବିତ୍ପାତ ମଧ୍ୟ ଦେଶର କିଛି ସ୍ଥାନରେ ବିପତ୍ତି ସୃଷ୍ଟି କରୁଛି। ଆସାମ ଓ ବିହାରରେ ବର୍ଷା ଯୋଗୁଁ ଧନଜୀବନ ନଷ୍ଟ ହେଉଥିବାବେଳେ ଏଥିରେ ଶତାଧିକ ଲୋକେ ପ୍ରଭାବିତ […]
ନୂଆଦିଲ୍ଲୀ, ସାଧାରଣତଃ ଯେତେବେଳେ ବୋର୍ଡ ପରୀକ୍ଷା ଫଳ ବାହାରେ ସେତେବେଳେ ଯେଉଁମାନେ ଭଲ ପ୍ରଦର୍ଶନ କରିଥାନ୍ତି ସେମାନଙ୍କ ଇଣ୍ଟରୟଭ୍ୟୁ ଟିଭି ରେ ବାହାରେ। ସାମ୍ବାଦିକମାନେ ସେମାନଙ୍କୁ ଖୋଜି ଖୋଜି ତାଙ୍କ ଘରେ ପହଁଚି ଯାଆନ୍ତି। ଆଉ ବିଭିନ୍ନ ପ୍ରଶ୍ନ ପଚାରିଥାନ୍ତି। ଆଜି […]
ନୂଆଦିଲ୍ଲୀ : ଜୁଲାଇ 31ରେ ଦେଶରେ ଅନଲକ୍ -2 ଶେଷ ହେବାକୁ ଥିବାବେଳେ ଅନଲକ୍ -3 ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁସାରେ ଅନଲକ୍-3ରେ ସାମାଜିକ ଦୂରତ୍ବ ରଖି ସିନେମା ହଲ ଖୋଲିବା ନେଇ ପ୍ରସ୍ତାବ ରହିଛି […]
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଜୁଲାଇ ୨୬ ତାରିଖ ଆଉ ଆଜି ଗୋଟିଏ ବିଶେଷ ଦିନ । ଆଜି “କାରଗିଲ ବିଜୟ ଦିବସ” । ୨୧ ବର୍ଷ ପୂର୍ବେ ଆଜିର ଦିନରେ ହିଁ କାରଗିଲ ଯୁଦ୍ଧରେ ଆମର ସେନାବାହିନୀ […]
ଭୁବନେଶ୍ବର : ରାଜ୍ୟରୁ ଆଜି ପୁଣି 10 ଜଣଙ୍କ ମୁଣ୍ଡ ଯାଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 140ରେ ପହଞ୍ଚିଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା 25 ହଜାର ଡେଇଁଛି । ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର, ସୁନ୍ଦରଗଡ, […]
ମୁମ୍ବାଇ : ଦେଶରେ କରୋନା ସ୍ଥିତି ସଂକଟାପନ୍ନ ରହିଥିବାବେଳେ ରାଜନୀତି ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଛି । ରାଜସ୍ଥାନରେ ଜାରି ରହିଥିବା ରାଜନୀତି ସଂକଟ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ବୟାନ୍ ବେଶ୍ ଚର୍ଚ୍ଚାକୁ ଆସିଛି । ଉଦ୍ଧବ କହିଛନ୍ତି […]
ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 24 ଘଣ୍ଟାରେ ସର୍ବାଧିକ 48 ହଜାର 661ଜଣ ଆକ୍ରାନ୍ତ ହୋଇଥିବାବେଳେ 705 ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁସଂଖ୍ୟା 32 ହଜାର […]
କର୍ଣ୍ଣାଟକ : କୋଭିଡ୍ ଯୁଦ୍ଧରେ ଡାକ୍ତର, ନର୍ସ, ଆଶକର୍ମୀମାନେ କୋଭିଡ୍ ଯୋଦ୍ଧା ସାଜି ଜୀବନ ବଞ୍ଚାଉଛନ୍ତି । କେବଳ କୋଭିଡ୍ ମହାମାରୀ ନୁହେଁ, ଏହି ଯୋଦ୍ଧାମାନେ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ମଧ୍ୟ ବାଜି ଲଗାଉଛନ୍ତି । କର୍ଣ୍ଣାଟକର ଜଣେ […]
ନୂଆଦିଲ୍ଲୀ, ରେଳବାଇ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଉତ୍ପାଦିତ ହେଉଥିବା ସାମଗ୍ରୀକୁ ରେଳବାଇ ପ୍ରୋତ୍ସାହିତ କରିବା ଏବଂ ସେସବୁ ସାମଗ୍ରୀ କିଣିବା ନେଇ ଥିବା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଏହି […]
ନୋଏଡା : ଉତ୍ତରପ୍ରଦେଶରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ସ୍ବାମୀ – ସ୍ତ୍ରୀଙ୍କ ଝଗଡାର ପରିଣାମ ମାତ୍ର 13 ମାସର ଶିଶୁକୁ ଭୋଗିବାକୁ ପଡିଛି । ସ୍ବାମୀ-ସ୍ତ୍ରୀଙ୍କ ଝଗଡା ଯୋଗୁଁ 13 ମାସ ଶିଶୁର ମୃତ୍ୟୁ […]
କର୍ଣ୍ଣାଟକ : ଭାରତରେ କରୋନାର ସ୍ଥିତି ବେଶ୍ ଗମ୍ଭୀର ଥିବାବେଳେ ଆଶ୍ବସ୍ତିକର ମାମଲା ଶୁଣିବାକୁ ମିଳିଛି । ଯଦିଓ ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ପ୍ରସାର ଲାଭ କରିଛି । ତେବେ ସୁସ୍ଥ ହାର ମଧ୍ୟ ବେଶ୍ ଭଲ ରହିଛି […]
କୋଲକାତା, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ କୋଭିଡ-19 ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ତାଙ୍କ ବଡ଼ ଭାଇ ସ୍ନେହାଶୀଷ କରୋନା ଆକ୍ରାନ୍ତ ହେବା ପରେ ଗାଙ୍ଗୁଲି ପ୍ରାୟ ସପ୍ତାହେ ହେଲା ହୋମ୍ କ୍ବାରେଣ୍ଟିନରେ ଥିଲେ। ପ୍ରତିଷେଧକ ପଦକ୍ଷେପ ସ୍ବରୁପ ସେ ସ୍ବାବ […]
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଅଭାବନୀୟ ଘଟଣା। ସିଆରପିଏଫ ଇନ୍ସପେକ୍ଟର ଉପରକୁ ଗୁଳି କରିବା ପରେ ନିଜ ଉପରକୁ ଗୁଳି ଚଳାଇଛନ୍ତି ସିଆରପିଏଫ ସବ-ଇନ୍ସପେକ୍ଟର। ଘଟଣାରେ ଉଭୟ ସିଆରପିଏଫ ଯବାନଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ବିଳମ୍ବିତ ରାତି ଦିଲ୍ଲୀର ପୋଶ ଲୋଧି ଇଷ୍ଟେଟ […]