ତେଲେଙ୍ଗାନା : ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଜାରି ରହିଥିବାବେଳେ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବାରେ ଉଭୟ କେନ୍ଦ୍ର ଓ ରାଜସରକାର ପ୍ରଯତ୍ନ କରୁଛନ୍ତି। ଦେଶର ବିଭିନ୍ନ ବଡ ବଡ ସହରରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ରାଜ୍ୟ […]
ପଞ୍ଜାବ : ପଞ୍ଜାବ ସରକାର ଏବେ ମଦର ହୋମ୍ ଡେଲିଭରୀକୁ ଅନୁମତି ଦେଇଛନ୍ତି । ଗୁରବାର ଅର୍ଥାତ୍ ମେ 7 ତାରିଖରୁ ଆପଣ ଘରେ ବସି ମନପସନ୍ଦ ବ୍ରାଣ୍ଡର ଅର୍ଡର କରିପାରିବେ । ପଞ୍ଜାବ ସରକାର ମଦ ଦୋକାନ ଆଗରେ ଗହଳି […]
ଅହମ୍ମଦାବାଦ : ଦେଶରେ କରୋନା ମାମଲା ବଢିବାରେ ଲାଗିଛି । ଦେଶରେ ମହରାଷ୍ଟ୍ରରେ ସର୍ବାଧିକ ମାମଲା ଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଛି । ମହାରାଷ୍ଟ୍ର ପରେ ଏବେ ଗୁଜୁରାଟ ଦ୍ବିତୀୟ ସର୍ବାଧିକ ଆକ୍ରାନ୍ତ ରାଜ୍ୟ ଭାବେ ଉଭା ହୋଇଛି […]
ଗାଜିଆାବାଦ : ଉତ୍ତରପ୍ରଦେଶର ଗାଜିଆବାଦରେ ଲକ୍ ଡାଉନ୍ର ଗାଇଡ୍ଲାଇନ୍ସକୁ ଆସନ୍ତା ମଇ 31 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ସହିତ କରୋନା ଭାଇରସ ଓ ଇଦ୍ ଚାଲିଥିବାରୁ ଧଶରା 144 ମଧ୍ୟ ଲାଗୁ କରାଯାଇଛି । ଗାଜିଆବାଦାର ଜିଲ୍ଲାଧିକାରୀ ଏହି ସମ୍ପର୍କରେ […]
ନୂଆଦିଲ୍ଲୀ : ଦେଶରେ ଇପିଏଫଓ ଅଧୀନରେ ମୋଟ 65 ଲକ୍ଷ ପେନସନଭୋଗୀ ରହିଛନ୍ତି । କୋଭିଡ-19 ଲକଡାଉନ କାଳରେ ପେନସନଭୋଗୀଙ୍କୁ ଯେପରି କୌଣସି ଅସୁବିଧା ନହୁଏ ସେଥିଲାଗି ଏପ୍ରିଲ ମାସରେ ଇପିଏଫଓର ସମସ୍ତ 135ଟି କ୍ଷେତ୍ରୀୟ କାର୍ଯ୍ୟାଳୟ ଅଗ୍ରୀମ ପେନସନ ପ୍ରଦାନ […]
ତେଲେଙ୍ଗାନା : ଦେଶରେ କରୋନା ସ୍ଥିତି ଜଟିଳ ରହିଛି । କରୋନା ମୁକାବିଲା ପାଇଁ ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ ଜାରି ରହିଛି । ମେ 4 ତାରିଖରୁ ଆରମ୍ଭ ହୋଇ ଏହା ମେ 17 ପର୍ଯ୍ୟନ୍ତ ଜାରି ରହିବ […]
ତାମିଲନାଡୁ : ତାମିଲନାଡୁରେ 7 ତାରିଖରୁ ପୁଣି ଥରେ ମଦ ବିକ୍ରି ଆରମ୍ଭ ହେବ । କିନ୍ତୁ ଏଠାରେ ତିରୁପୁର ପ୍ରଶାସନ ତରଫରୁ ସାମାଜିକ ଦୂରତ୍ବର ପାଳନ କରିବା ପାଇଁ ଏକ ଅଭିନବ ଉପାୟ ବାହାର କରିଛନ୍ତି । ପ୍ରଶାସନ ମଙ୍ଗଳବାର […]
ତେଲେଙ୍ଗାନା : ଦେଶବ୍ୟାପୀ ଲକ୍ଡାଉନ୍ ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି ପ୍ରବାସୀ ଶ୍ରମିକ । କିଛି ଶ୍ରମିକ ଚାଲି ଚାଲି ନିଜ ରାଜ୍ୟକୁ ପଳାଉଥିବା ବେଳେ କେହି କେହି ସାଇକେଲ ବା ଅନ୍ୟାନ୍ୟ ମାଧ୍ୟମରେ ଘରେ ପହଞ୍ଚୁଛନ୍ତି […]
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନାର ଭୟାବହତା ବଢିବାରେ ଲାଗିଛି। ବିଗତ 24 ଘଣ୍ଟା ମଧ୍ୟରେ ନୂତନ ଭାବରେ 3900 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 46 ହଜାର ଅତିକ୍ରମ କରିଛି। ଦେଶରେ ସୁମଦାୟ ଆକ୍ରାନ୍ତଙ୍କ […]
ଶ୍ରୀନଗର : ଜମ୍ମୁ କାଶ୍ମୀରରୁ ଆତଙ୍କବାଦୀ ଲିଙ୍କ ରହିଥିବା ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଜମ୍ମୁ କାଶ୍ମୀର ପୋଲିସ୍ ଏବଂ ସେନା ପକ୍ଷରୁ ମିଳିତ ଭାବରେ କରାଯାଇଥିବା ସର୍ଚ୍ଚ ଅପରେସନ୍ରେ ଏହି ଯୁବକଙ୍କୁ ଗିରଫ କରାଯାଇଛି । ଡୋଡାରୁ ମଙ୍ଗଳବାର […]
ଲକ୍ଷ୍ନୌ : ଲକ୍ଡାଉନ୍ ପ୍ରଭାବରୁ ଘରୋଇ ହିଂସା ବଢୁଥିବାର ଏକ ଖବର ନିକଟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଜୋନ୍ପୁର୍ରେ । ମଦ ପିଇବାକୁ ପଇସା ନଦେବାରୁ ନିଜର ଗର୍ଭବତୀ […]
ଅମରାବତୀ : ଗତକାଲି ଠାରୁ ବିଭିନ୍ନ ରାଜ୍ୟରେ ମଦ ବିକ୍ରି ଆରମ୍ଭ ହୋଇଥିବା ବେଳେ ମଦ କିଣିବା ପାଇଁ ଲୋକଙ୍କର ଅହେତୁକ ଭିଡ ପରିଲକ୍ଷିତ ହେଉଛି । ସାଧାରଣ ଲୋକ କରୋନା ଡରକୁ ଖାତିର ନକରି ମଦ କିଣିବା ପାଇଁ ଲମ୍ବା […]
ନୂଆଦିଲ୍ଲୀ : ମଦ ଉପରେ ସ୍ବତନ୍ତ୍ର କରୋନା ଫି ଲାଗୁ କରିବା ପରେ ଦିଲ୍ଲୀ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ମଧ୍ୟ ଅତିରିକ୍ତ ଟିକସ ଲାଗୁ କରିଛନ୍ତି । ସୋମବାର ମଧ୍ୟରାତ୍ରରୁ ପେଟ୍ରୋଲ ଏବଂ ଡିଜେଲ ଉପରେ 30 ପ୍ରତିଶତର […]
ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଜଣେ ସାମ୍ବାଦିକା ଆତ୍ମହତ୍ୟା କରିବା ପରେ ଜନୈକ ସମାଜବାଦୀ ପାର୍ଟି ନେତାଙ୍କୁ ଗିରଫ କରାଯାଇଛି । 28 ବର୍ଷୀୟ ସାମ୍ବାଦିକ ରିଜଓ୍ବାନା ତବାସୁମ୍ ଆତ୍ମହତ୍ୟା କରିବା କାରଣରୁ ସମାଜବାଦୀ ପାର୍ଟି ନେତା ସାମିମ୍ ନୋମାନିଙ୍କୁ ଗିରଫ […]
ନୂଆଦିଲ୍ଲୀ : ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 1500 ଡେଇଁଲା । ସେହିପରି ଦେଶରେ କରୋନା ସଂକ୍ରମିତଙ୍କସଂଖ୍ୟା 46,433ରେ ପହଞ୍ଚିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଏବେ ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା 1568ରେ ପହଞ୍ଚିଛି […]
ନୂଆଦିଲ୍ଲୀ : ଦିଲ୍ଲୀରେ ମଙ୍ଗଳବାରଠାରୁ ମଦ ମହଙ୍ଗା ହୋଇଯିବ । କେଜରୀଓ୍ବାଲ ସରକାର ମଦ ଉପରେ ସ୍ବତନ୍ତ୍ର କରୋନା ଫି’ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ମଦ ବିକ୍ରି ଉପରେ ଅଧିକ 70 ପ୍ରତିଶତ ଟ୍ୟାକ୍ସ ଦିଲ୍ଲୀରେ ଆଦାୟ କରାଯିବ […]
ନୂଆଦିଲ୍ଲୀ : ଦିଲ୍ଲୀ ଗୋବିନ୍ଦପୁର ଅଞ୍ଚଳରେ ମାସ୍କକୁ ନେଇ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସାମାନ୍ୟ ମାସ୍କ ପାଇଁ ଜଣେ ବ୍ୟକ୍ତି କାରଖାନା ମାଲିକର 18ବର୍ଷୀୟ ପୁଅକୁ କଇଁଛିରେ ହତ୍ୟା କରିଛି । ମିଳିଥିବା ସୂଚନା ଅନୁସାରେ ମୃତକ ଜଣକ […]
ନୂଆଦିଲ୍ଲୀ/ଭୁବନେଶ୍ୱର, ମେ ୦୪ – ବିଦେଶରୁ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତ ସରକାର ନିଷ୍ପତି ନେଇଛନ୍ତି । ଏହି ନିଷ୍ପତି କ୍ରମେ ଅନ୍ୟ ଦେଶରେ ରହୁଥିବା ଓଡିଆ ଭାଇ ଭଉଣୀଙ୍କୁ ସିଧା ଭୁବନେଶ୍ୱର ଆଣିବାକୁ ସାମାଜିକ ଗଣମାଧ୍ୟମରେ ବୈଦେଶିକ […]
ନୂଆଦିଲ୍ଲୀ : ମେ’ 7ରୁ ପର୍ଯ୍ୟାୟ କ୍ରମେ ଫେରିବେ ପ୍ରବାସୀ ଭାରତୀୟ । ପ୍ରବାସୀ ଫେରାଇ ଆଣିବା ଲାଗି ଗାଇଡ୍ ଲାଇନ୍ ପ୍ରସ୍ତୁତ କରାଯାଇଛି । ପ୍ରବାସୀଙ୍କ ଚିଠା ପ୍ରସ୍ତୁତ କରିଛନ୍ତି ଭାରତୀୟ ଦୂତାବାସ ଓ ହାଇକମିଶନର । ପ୍ରବାସୀ ଭାରତୀୟଙ୍କୁ […]
ନୂଆଦିଲ୍ଲୀ :ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ସମାପ୍ତ ହେବା ପରେ ଆଜି କେନ୍ଦ୍ରୀୟ ଲୋକସେବା ଆୟୋଗ (UPSC) ଏକ ସମୀକ୍ଷା ବୈଠକର ଆୟୋଜନ କରିଥିଲା। ତୃତୀୟ ପର୍ଯ୍ୟାୟ ଲକଡାଉନକୁ ଦୃଷ୍ଟିରେ ରଖି ଉଭୟ ପରୀକ୍ଷା ଓ ସାକ୍ଷାତକାରର ଆୟୋଜନ ବର୍ତ୍ତମାନ ପରିସ୍ଥିତିରେ ସମ୍ଭବ […]
ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା ଲକ୍ଡାଉନ୍ 3.0ରେ ଦେଶରେ ବହୁ ଅଞ୍ଚଳରେ କଟକଣାକୁ କିଛିକାଂଶରେ କୋହଳ କରାଯାଇଛି। ଏହି କ୍ରମରେ ଦେଶର ରାଜଧାନୀ ଦିଲ୍ଳୀରେ ମଧ୍ୟ କିଛି କଟକଣା କୋହଳ କରାଯାଇଛି। ଆଜି ଦିଲ୍ଲୀର ବହୁ ସ୍ଥାନରେ ଦୋକାନ ଗୁଡିକ ଖୋଲାଯାଇଥିବାବେଳେ […]