ଜାତୀୟ ଖବର

ନୂଆଦିଲ୍ଲୀ: ଥ୍ରୀ ଡି ଇଣ୍ଟ୍ରିଗ୍ରେଟେଡ୍ ସଲ୍ୟୁସନସ ଲିମିଟେଡ୍ ( ଥ୍ରୀ ଡିସ୍ ) ଓ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା…

ଭୁବନେଶ୍ଵର: ଉତ୍ତର ପ୍ରଦେଶରୁ ପ୍ରାୟ ୩୫୦ କୁଇଣ୍ଟାଲ୍ ଆଳୁ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ପହଞ୍ଚିଛି। ୭୧୫ ପ୍ୟାକେଟ୍‌ ରେ ଆସିଥ‌ିବା ଆଳୁକୁ ଯୋଗାଣ ବିଭାଗ ତରଫରୁ…

ନୂଆଦିଲ୍ଲୀ: ୨୦୦୧ ସଂସଦ ଆକ୍ରମଣର ସହିଦମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏକ୍ସର ଏକ ପୋଷ୍ଟରେ ସେ ଲେଖିଛନ୍ତି: “୨୦୦୧ ସଂସଦ ଆକ୍ରମଣର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି…

ନୂଆଦିଲ୍ଲୀ: ବିଶ୍ୱର ସର୍ବକନିଷ୍ଠ ଚେସ୍ ଚାମ୍ପିଅନ୍ ହୋଇଥିବାରୁ ଗୁକେଶ ଡି ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କର ଏହି ସଫଳତାକୁ ଐତିହାସିକ ଓ ଉଦାହରଣୀୟ…

ନୂଆଦିଲ୍ଲୀ: ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ଚେସ ଜଗତରେ ଏକ ନୂତନ ଅଧ୍ୟାୟ ଲେଖିଛନ୍ତି। ସିଙ୍ଗାପୁରରେ ଅନୁଷ୍ଠିତ ବିଶ୍ୱ ଚେସ ଚାମ୍ପିଅନସିପ୍ 2024 ରେ ସେ 7.5-6.5…

ନୂଆଦିଲ୍ଲୀ: ଶେଷରେ ଗିରଫ ହୋଇଛନ୍ତି ପୁଷ୍ପା-2 ଅଭିନେତା ଅଲ୍ଲୀ ଅର୍ଜ୍ଜୁନ। ଆଜି ତାଙ୍କୁ ହାଇଦ୍ରାବାଦ ପୋଲିସ ଗିରଫ କରିଛି। ସେ ହାଇଦ୍ରାବାଦର ଏକ ସିନେମା ହଲକୁ ବିନା…

ଭୁବନେଶ୍ବର: ନୂଆ ବର୍ଷରେ ରାଜ୍ୟ ବିଜେପିକୁ ମିଳିବ ନୂଆ ସଭାପତି। କାରଣ ବିଜେପିର ଯେଉଁ ତୃଣମୂଳ ସଂଗଠନ ନିର୍ବାଚନ ଚାଲିଛି ତାହା ଶେଷ ହେବ। ସେମାନେ ନିର୍ବାଚିତ…

ନୂଆଦିଲ୍ଲୀ: ଇଂଲଣ୍ଡର ଯୁବ ବ୍ୟାଟ୍ସମ୍ୟାନ୍ ହ୍ୟାରି ବ୍ରୁକ୍ ନିଜର ଚମତ୍କାର ପ୍ରଦର୍ଶନ ସହିତ କ୍ରିକେଟ୍ ଜଗତରେ ଏକ ସେନ୍ସେସ୍ ସୃଷ୍ଟି କରିଛନ୍ତି। ୱେଲିଙ୍ଗଟନ୍‌ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୩୨୩…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶ ଗସ୍ତରେ ଯିବେ। ସେ ଅପରାହ୍ନ ପ୍ରାୟ ୧୨ଟା ୧୫ରେ ପ୍ରୟାଗରାଜ ଯାଇ ସଙ୍ଗମ ସ୍ଥଳରେ ପୂଜାର୍ଚ୍ଚନା ଓ…

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ପାଇଁ ଭୂତାଣୁ ବାହକ ଜରିଆରେ ମାନବ ଗୁଣସୂତ୍ର ଦ୍ୱାରା ଗୁରୁତର ହିମୋଫିଲିଆ ଏ ର ଚିକିତ୍ସା କରାଯାଇଛି। ଗୋଟିଏ ଗବେଷଣା କେନ୍ଦ୍ରରେ…

ଭୁବନେଶ୍ୱର: ଚଳିତ ୭ ରୁ ୧୧ ଡିସେମ୍ବର ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ୩୯ତମ ଜାତୀୟ ଜୁନିଅର ଆଥଲେଟିକ୍ସ ଚାମ୍ପିଅନସିପରେ ରିଲାଏନ୍ସ ଫାଉଣ୍ଡେସନର ଯୁବ ଆଥଲେଟମାନେ ଚମତ୍କାର ପ୍ରଦର୍ଶନ…

ନୂଆଦିଲ୍ଲୀ: ମହାନ ରାଜ କପୁରଙ୍କ ୧୦୦ ତମ ଜୟନ୍ତୀ ଅବସରରେ କପୁର ପରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ଭାବପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହି ଆଲୋଚନା…

ନୂଆଦିଲ୍ଲୀ: ଜଳଜୀବନ ମିଶନ ମହିଳା ସଶକ୍ତୀକରଣକୁ ପ୍ରୋତ୍ସାହିତ କରୁଥିବା ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇ କହିଛନ୍ତି। ବିଶେଷ କରି ଗ୍ରାମାଞ୍ଚଳରେ ଏହା ପରିଲକ୍ଷିତ ହୋଇଛି। ସେ କହିଛନ୍ତି ଯେ,…

ମେଷ- ମେଷ ରାଶି ଆଜି ପ୍ରଭୁ ଗଣେଶଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ, ଜଣେ ବନ୍ଧୁଙ୍କ ସାହାଯ୍ୟରେ ଆୟର ମାଧ୍ୟମ ବୃଦ୍ଧି ପାଇବ। ଯାତ୍ରା ସୁଖଦ ହେବ। ବିଦେଶ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପ୍ରଥମ ଓ ଦ୍ୱିତୀୟ ପାଳି ଭଳି ତୃତୀୟ ପାଳିର ପ୍ରଥମ ୬ ମାସ ମଧ୍ୟରେ ଦେଶରେ ସ୍ୱଚ୍ଛତାର…

ନୂଆଦିଲ୍ଲୀ: ଆଜି କେନ୍ଦ୍ର କ୍ୟାବିନେଟ୍ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍ କୁ ଅନୁମୋଦନ କରିଛି। ସଂସଦର ଏହି ଶୀତକାଳୀନ ଅଧିବେଶନରେ ଏହି ବିଲ୍ ଆଗତ ହେବାର…

ଭୁବନେଶ୍ୱର: ବିଶିଷ୍ଟ ଗବେଷକ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍ ନାନୋ ସାଇନ୍‌ସ ଆଣ୍ଡ ନାନୋ ଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡ଼ାଙ୍କୁ…

ଭୁବନେଶ୍ବର: ଆଜି ତାରିଖଟି ହେଉଛି ସବୁଠାରୁ ବିରଳ ସଂଯୋଗ। କାରଣ ଆଜିର ତାରିଖ ହେଉଛି ୧୨/୧୨/୨୪ । ଏହା ବେଶ କୌତୁହଳ ପୂର୍ଣ୍ଣ ହୋଇଥିବା ବେଳେ ଆଜି ବିଭିନ୍ନ…

ନୂଆଦିଲ୍ଲୀ: ଆଡିଲେଡରେ ପରାଜୟ ପରେ, ଟିମ୍ ଇଣ୍ଡିଆ ଅନେକ ପରିବର୍ତ୍ତନ ସହିତ ଗବାରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟରେ ପ୍ରବେଶ କରିପାରେ। ପର୍ଥରେ କଙ୍ଗାରୁକୁ 295 ରନରେ…