ଭୁବନେଶ୍ବର: ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ବିଜେଡି ଦଳ ପରାଜୟ ପରେ ହତୋତ୍ସାହିତ ହୋଇପଡିଛନ୍ତି । ଓଡ଼ିଆ ଲୋକଙ୍କ ନିଷ୍ପତିକୁ ନିଜ ଅହଙ୍କାର କାରଣରୁ ସ୍ୱୀକାର କରିପାରୁନାହାନ୍ତି ବୋଲି ରାଜ୍ୟ ବିଜେପିର ପୂର୍ବତନ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି। […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେବୀ ଦୁର୍ଗାଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଲେଖିଥିବା ‘ଆବତୀ କଲାୟା ମାଡି ଭାୟା କଲାୟା’ ଶୀର୍ଷକ ଗୀତ ଶେୟାର କରିଛନ୍ତି। ଗର୍ବା ଗୀତ ଗାଇଥିବାରୁ ଶ୍ରୀ ମୋଦୀ ଗାୟକ ପୂର୍ବା ମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। […]
ନୂଆଦିଲ୍ଲୀ: ମହିଳା ଟି -୨୦ ବିଶ୍ୱକପ୍ରେ ଭାରତ ଏହାର ଦ୍ୱିତୀୟ ମ୍ୟାଚ୍ରେ ପାକିସ୍ତାନକୁ ପରାସ୍ତ କରିଛି। ହରମାନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତୀୟ ଦଳ ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିଛି। ଏହାପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଟିମ୍ ଇଣ୍ଡିଆକୁ ୫୮ ରନ୍ ରେ ପରାସ୍ତ […]
ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ସର୍ବଭାରତୀୟ ରେଲୱେ ବକ୍ସିଂ ଚାମ୍ପିଅନସିପରେ ପୂର୍ବତଟ ରେଳପଥ ଚାରିଟି ସମ୍ମାନଜନକ ପଦକ ହାସଲ କରି ତାରକା ପ୍ରଦର୍ଶନ କରିଥିଲା। ପୁରୁଷ ଦଳ ଦୁଇଟି ରୌପ୍ୟ ପଦକ ଜିତିଥିବାବେଳେ ମହିଳା ଦଳ ଗୋଟିଏ ରୌପ୍ୟ ଏବଂ ଗୋଟିଏ […]
ଭୁବନେଶ୍ବର: ଆଜି ପୋଲିସ ବିଭାଗରୁ ବିଦାୟ ନେଇଛନ୍ତି ବରିଷ୍ଠ ଆଇପିଏସ ଅରୁଣ ଷଡଙ୍ଗୀ। ବିଦାୟ କାଳୀନ ସଭାରେ ସେ କହିଛନ୍ତି ନିଜ ଦୁଃଖର କଥା। ତାହା ହେଲା ଯେ, ହଠାତ ସେ ଆଉ ପୋଲିସ ପୋଷାକ ପିନ୍ଧିପାରିବେ ନାହିଁ ତାହା ଜାଣି […]
ନୂଆଦିଲ୍ଲୀ: ଜଣାଶୁଣା ଶିଳ୍ପପତି ରତନ ଟାଟା ହଠାତ ଅସୁସ୍ଥ ହୋଇପଡିଛନ୍ତି ଏବଂ ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟାଟା ସନ୍ସ ଚେୟାରମ୍ୟାନ୍ ଏମିରିଟସ୍ ରତନ ଟାଟାଙ୍କୁ ୮୬ ବର୍ଷ ବୟସ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ତାଙ୍କୁ […]
ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ଅଧିକାଂଶ ଏକଜିଟ୍ ପୋଲ୍ ଝୁଲା ବିଧାନସଭା ସମ୍ଭାବନାକୁ ସୂଚାଉଛି। ଏଭଳି ପରିସ୍ଥିତିରେ ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ଦ୍ୱାରା ମନୋନୀତ ହୋଇଥିବା ୫ ଜଣ ସଦସ୍ୟ କିଙ୍ଗ ମେକର ହୋଇପାରନ୍ତି। ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଦ୍ଵାରା ପାଞ୍ଚ […]
ଭୁବନେଶ୍ବର: ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ବିତୀୟ ଭାଗ ଆଉ ଗୋଟିଏ ଦିନ ପରେ ପ୍ରଦାନ କରାଯିବ। ଯେଉଁ ମହିଳାମାନେ ଏହି ଟଙ୍କା ପାଇବେ ସେମାନଙ୍କର ଡାଟା ବେସ କରାଯିବ ସହିତ ଆକାଉଣ୍ଟ ଲିଙ୍କ ମଧ୍ୟ କରାଯାଇଛି। ତେବେ ପରୀକ୍ଷା ମୂଳକ […]
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା, ଓଡ଼ିଶା, ମହାରାଷ୍ଟ୍ର […]
ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରାଶିରେ ଉପସ୍ଥିତ ଗ୍ରହର ପ୍ରଭାବ ବ୍ୟକ୍ତିଙ୍କ ଉପରେ ପଡ଼େ। ଯେତେବେଳେ ଗ୍ରହମାନେ ରାଶିଫଳରେ ଶୁଭ ଅଟନ୍ତି, ସେତେବେଳେ ବ୍ୟକ୍ତି ଅଳ୍ପ ବୟସରେ ସଫଳତା ହାସଲ କରନ୍ତି। ଆଜି ଆମେ ଏପରି ୪ ଟି ରାଶି ବିଷୟରେ କହିବାକୁ […]
ନୂଆଦିଲ୍ଲୀ: ବୈଦେଶିକକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ, ସାର୍କ ଆଗକୁ ବଢୁନାହିଁ ଏବଂ ଗତ କିଛି ବର୍ଷ ମଧ୍ୟରେ ବୈଠକ ହୋଇ ନାହିଁ। କାରଣ ଆଞ୍ଚଳିକ ଗୋଷ୍ଠୀର ଜଣେ ସଦସ୍ୟ ‘ଆତଙ୍କବାଦ’ କୁ ପ୍ରୋତ୍ସାହିତ କରୁଛନ୍ତି। ଇସଲାମାବାଦରେ ଆୟୋଜିତ ସାଂଘାଇ […]
ନୂଆଦିଲ୍ଲୀ: ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ଦୁର୍ଗା ବାଇ ବ୍ୟାମ ବିଜେପିରେ ଯୋଗ ଦେଇଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଆଜି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସମ୍ପ୍ରଦାୟକୁ […]
ମେଷ ଆଜି ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଜଣେ ସମ୍ପର୍କୀୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି। ବରିଷ୍ଠମାନଙ୍କ ପରାମର୍ଶରେ କାମ କରନ୍ତୁ। ପରିବାର ସହିତ ବୁଲିବାକୁ ଯାଆନ୍ତୁ। ଚାକିରୀରେ ଥିବା ଲୋକମାନେ ଭଲ ଖବର ପାଇ ପାରିବେ। ତୁମର […]
ନୂଆଦିଲ୍ଲୀ: ମୁମ୍ବାଇ ଭିକ୍କୁ ସଂଘର ସଦସ୍ୟମାନେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ ଏବଂ ପାଲି ଏବଂ ମରାଠୀକୁ ଶାସ୍ତ୍ରୀୟଭାଷାର ମାନ୍ୟତା ପ୍ରଦାନ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତିରେ ଖୁସି ବ୍ୟକ୍ତକରିଛନ୍ତି। ଏକ୍ସର ଏକ ପୋଷ୍ଟରେ ସେ ଲେଖିଛନ୍ତି : “ମୁମ୍ବାଇ ଭିକ୍କୁ ସଂଘର ସଦସ୍ୟମାନେ ମୋତେ ଭେଟି […]
ନୂଆଦିଲ୍ଲୀ: ବସ୍ ମାର୍ଶଲ, ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ପ୍ରଦର୍ଶନ ପ୍ରସଙ୍ଗରେ ଆଜି ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ବିଜେପି ଉପରେ ଆକ୍ରମଣ କରିଛନ୍ତି। ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ଚାଲିଥିବା ‘ଜନତା କି ଅଦାଲତ’ କାର୍ଯ୍ୟକ୍ରମରେ ଯୋଗ […]
ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରେ ହରିୟାଣା ବିଧାନସଭାର ସମସ୍ତ ୯୦ ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ୮ ତାରିଖରେ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ସହିତ ଏହାର ଫଳାଫଳ ଆସିବ। ତେବେ ଏହା ପୂର୍ବରୁ ଏକଜିଟ୍ ପୋଲର […]
ଭୁବନେଶ୍ଵର: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଗଣିତ ବିଭାଗର ପ୍ରଥମ ବର୍ଷର ଛାତ୍ର ରୋହିତ ପାତ୍ର ଦକ୍ଷିଣ ଆଫ୍ରିକାର ସନ୍ ସିଟିରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନଶିପରେ ୧୨୦ କିଲୋଗ୍ରାମ+ ସବ୍ ଜୁନିୟର ବର୍ଗରେ ଡେଡ ଲିଫ୍ଟ ରେ ସ୍ୱର୍ଣ୍ଣ ପଦକ […]
ନୂଆଦିଲ୍ଲୀ: ୨୦୨୪ ମହିଳା ଟି -୨୦ ବିଶ୍ୱକପ ମ୍ୟାଚରେ ଭାରତ ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୦୬ ରନ୍ ସଂଗ୍ରହ କରିଥିଲା। ଜବାବରେ ଭାରତ ୧୮.୫ ଓଭରରେ ୪ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ […]
ନୂଆଦିଲ୍ଲୀ: ଏକ ବଡ଼ ସୌର ଝଡ଼ ପୃଥିବୀ ଆଡକୁ ଗତି କରୁଛି। ଆମେରିକାର ମହାକାଶ ଏଜେନ୍ସି ନାସା ଏନେଇ ସତର୍କ ସୂଚନା ଜାରି କରି କହିଛି। ନାସାର ଚେତାବନୀ ଅନୁଯାୟୀ ଏହା ପୃଥିବୀକୁ ଧକ୍କା ଦେବ, ଯେଉଁ କାରଣରୁ ଇଲେକ୍ଟ୍ରୋନିକ୍ ଯୋଗାଯୋଗ […]
ନୂଆଦିଲ୍ଲୀ: ଆଜି ଭାରତ ଏବଂ ପାକିସ୍ତାନର ଦଳ ପଡ଼ିଆରେ ଲଢେଇ କରିବେ। ବିଶ୍ୱକପ୍ ରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଦଳ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ। ତେବେ ଆସନ୍ତୁ ଜାଣିବା କେତେବେଳେ, କେଉଁଠାରେ ଏବଂ କିପରି ଆପଣ ଏହି ମ୍ୟାଚ୍ ଲାଇଭ୍ ଦେଖିପାରିବେ। […]
ନୂଆଦିଲ୍ଲୀ: ଶନିବାର ଦିନ ରାଷ୍ଟ୍ରିୟ ସ୍ଵୟମସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ହିନ୍ଦୁ ସମ୍ପ୍ରଦାୟକୁ ଏକଜୁଟ ହେବା ଏବଂ ନିଜ ମଧ୍ୟରେ ମତଭେଦ ତଥା ବିବାଦର ଅନ୍ତ ଘଟାଇବାକୁ ଆହ୍ଵାନ ଦେଇଛନ୍ତି। ସେ କହିଛନ୍ତି ଯେ, “ଭାଷା, ଜାତି ଏବଂ […]