ନୂଆଦିଲ୍ଲୀ: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଟି -୨୦ ବିଶ୍ୱକପ୍ ଦଳରେ ପରିବର୍ତ୍ତନ ଆଣିଛି। ଅକ୍ସର ପଟେଲଙ୍କ ସ୍ଥାନରେ ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କୁ ଦଳରେ ପ୍ରବେଶ କରାଯାଇଛି। ଶାର୍ଦ୍ଦୁଲ ଠାକୁର ପୂର୍ବରୁ ୧୫ ଜଣିଆ ଦଳରେ […]
ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ପୂର୍ଣ୍ଣ ମାଲିକାନାରେ ଥିବା ସଂସ୍ଥା ରିଲାଏନ୍ସ ନ୍ୟୁ ଏନର୍ଜି ସୋଲାର ଲିମିଟେଡ୍ (ଆର୍ଏନ୍ଇଏସ୍ଏଲ୍) ପକ୍ଷରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ବିଷୟରେ ଘୋଷଣା କରାଯାଇଛି। ଜର୍ମାନିର ନେକ୍ସୱେଫ୍ରେ ୨.୫ କୋଟି ୟୁରୋ ନିବେଶ କରିବା ବିଷୟରେ […]
ନୂଆଦିଲ୍ଲୀ: ରାଜସ୍ଥାନର ଶିକ୍ଷା ମନ୍ତ୍ରୀ ଏକ ବିବାଦିତ ବୟାନ ଦେଇଛନ୍ତି। ଯେଉଁ ବିଦ୍ୟାଳୟରେ ମହିଳା କର୍ମଚାରୀ ଅଧିକ ଥାଆନ୍ତି, ସେଠାରେ ଅଧିକ ଝଗଡା ହୁଏ ବୋଲି ସେ କହିଛନ୍ତି। ଯାହା ଫଳରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ‘ସରିଡନ୍’ (ମୁଣ୍ଡବିନ୍ଧାର ଔଷଧ) ଲଗାଇବାକୁ ପଡୁଛି। […]
ନୂଆଦିଲ୍ଲୀ: ଅର୍ଥନୈତିକ କ୍ଷେତ୍ର ସହିତ ବହୁ ସ୍ତରୀୟ ସଂଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ’ ର ଆରମ୍ଭ କରିଛନ୍ତି। ରେଳ ଏବଂ ସଡକ ସମେତ ୧୬ ଟି ମନ୍ତ୍ରଣାଳୟକୁ ସଂଯୋଗ କରୁଥିବା ଏହା […]
ଇମ୍ଫାଲ: ମଣିପୁରରେ ମାଓବାଦୀମାନେ ପୁଣି ଥରେ ଅମାନବୀୟ କାର୍ଯ୍ୟ କରିଛନ୍ତି। ମଙ୍ଗଳବାର ଦିନ ମାଓବାଦୀମାନେ ଆଖିବୁଜା ଗୁଳି ଚଳାଇଥିଲେ ଯେଉଁଥିରେ ଜଣେ ୮ ବର୍ଷର ଶିଶୁ ସମେତ ଚାରିଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ମଣିପୁରର କାଙ୍ଗପୋକପି ଜିଲ୍ଲାରେ ଏଭଳି ଅଭାବନୀୟ […]
ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ଆଜି ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ପହଞ୍ଚିଛନ୍ତି। କଂଗ୍ରେସ ପ୍ରତିନିଧୀ ଏହି ଘଟଣାର ସତ୍ୟପାଠ ସହ ଜଡିତ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ […]
ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଆଫଗାନିସ୍ତାନର ତାରକା ବୋଲର ରସିଦ ଖାନ ନିଜ ପସନ୍ଦର ଶ୍ରେଷ୍ଠ ୫ ଟି -୨୦ କ୍ରିକେଟରଙ୍କୁ ଚୟନ କରିଛନ୍ତି। ରସିଦଙ୍କ ଦ୍ୱାରା ମନୋନୀତ ଶ୍ରେଷ୍ଠ ଖେଳାଳିଙ୍କ ନାମ […]
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୫ ହଜାର ୮୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨୬ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୦ ଲକ୍ଷ ୧ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ବୈଠକରେ ସାର ଉପରେ ସବସିଡି ପ୍ରଦାନ ନିଷ୍ପତ୍ତି କ୍ୟାବିନେଟ ଅନୁମୋଦନ କରିଛି। ଏହି ବୈଠକରେ ସୈନିକ ସ୍କୁଲ୍ ସୋସାଇଟି ଅଧୀନରେ ଥିବା ୧୦୦ ବେସରକାରୀ ଏବଂ ସରକାରୀ ସୈନିକ ବିଦ୍ୟାଳୟର ମାନ୍ୟତା ମଧ୍ୟ […]
ଭୁବନେଶ୍ବର: ଦେଶ ସ୍ୱାଧୀନତାର ୭୫ତମ ବର୍ଷ ଉପଲକ୍ଷେ ଦେଶବ୍ୟାପୀ ପାଳନ କରାଯାଉଛି ଆଜାଦୀ କା ଅମୃତ ମହୋତ୍ସବ। ଏହି ପରିପ୍ରେକ୍ଷୀରେ ଡାକ ବିଭାଗ ପକ୍ଷରୁ ଓଡ଼ିଶାର ୬ ଜଣ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ସ୍ୱାଧୀନତା ସଂଗ୍ରାମର ଅପରିଚିତ ନାୟକମାନଙ୍କ ସ୍ମୃତିରେ […]
ନୂଆଦିଲ୍ଲୀ: ବ୍ରିଟିଶମାନଙ୍କ ନିକଟରେ କ୍ଷମା ମାଗିବା ପାଇଁ ବିନାୟକ ଦାମୋଦର ସାବରକରଙ୍କ ସମାଲୋଚନାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରତିକ୍ରିୟା ଦେଇଛନ୍ତି। ରାଜନାଥ ସିଂ କହିଛନ୍ତି ଯେ, ବୀର ସାବରକର କେବଳ ମହାତ୍ମା ଗାନ୍ଧୀଙ୍କ ନିର୍ଦ୍ଦେଶରେ କ୍ଷମା ପ୍ରାର୍ଥନା କରିଥିଲେ। ବୀର […]
ମୁମ୍ବାଇ/ଭୁବନେଶ୍ଵର: ଅକ୍ଟୋବର ୧୨, ୨୦୨୧: ରିଲାଏନ୍ସ ଜୁଏଲ୍ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ପାର୍ବଣ ଋତୁକୁ ସ୍ୱାଗତ କରିବା ପାଇଁ ଆକର୍ଷଣୀୟ ଜୁଏଲାରୀ “କାସ୍ୟମ୍” ର ଉତ୍କୃଷ୍ଟ କଲେକ୍ସନର ଶୁଭାରମ୍ଭ କରିଛି। ଏହି କଲେକସନ ଟି ବନାରସର ସମୃଦ୍ଧ ଐତିହ୍ୟ, ପରମ୍ପରା ଓ ବିଶ୍ୱାସକୁ […]
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) -୧୪ ରେ ଉତ୍କୃଷ୍ଟ ବୋଲିଂ ପାଇଁ ଦିଲ୍ଲୀ କ୍ୟାପିଟାଲ୍ ଫାଷ୍ଟ ବୋଲର ଆଭେଶ ଖାନଙ୍କୁ ପୁରସ୍କୃତ କରାଯାଇଛି। ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ୨୪ ବର୍ଷୀୟ ବୋଲରଙ୍କୁ ଟିମ୍ […]
ଭୁବନେଶ୍ୱର: ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ପଶ୍ଚିମ ଭାରତରେ ଥିବା ଗୁରୁତ୍ୱପୂର୍ଣ୍ଣ ତୀର୍ଥ ସ୍ଥାନ ଗୁଡିକ ଭ୍ରମଣ ପାଇଁ ସ୍ୱତନ୍ତ୍ର ଟୁର୍ ପ୍ୟାକେଜ୍ “ତୀର୍ଥଯାତ୍ରୀ ସ୍ୱତନ୍ତ୍ର ପର୍ଯ୍ୟଟନ ଟ୍ରେନ୍” ବ୍ୟବସ୍ଥା କରାଯାଇଅଛି। […]
ନୂଆଦିଲ୍ଲୀ: ବର୍ତ୍ତମାନ ୧୦୦% ଯାତ୍ରୀଙ୍କୁ ନେଇ ବିମାନଗୁଡ଼ିକ ଘରୋଇ ଉଡ଼ାଣ ଯାତ୍ରା ଆରମ୍ଭ କରିବ। ମଙ୍ଗଳବାର ଦିନ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଘରୋଇ ବିମାନକୁ ୧୦୦ ପ୍ରତିଶତ ଯାତ୍ରୀ କ୍ଷମତା ସହିତ ଚଳାଇବାକୁ ଅନୁମତି ଦେଇଛି। ଅଦ୍ୟାବଧି, ପୂର୍ଣ୍ଣ କ୍ଷମତା […]
ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୧ ପରେ, ଅକ୍ଟୋବର ୧୭ ତାରିଖରୁ ୟୁଏଇ ଏବଂ ଓମାନରେ ଟି -୨୦ ବିଶ୍ୱକପ୍ ଆରମ୍ଭ ହେବ। ଅକ୍ଟୋବର ୨୪ ତାରିଖରେ ପାକିସ୍ତାନ ବିରୋଧ ମ୍ୟାଚ୍ ସହିତ ଟିମ୍ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟରେ ନିଜର ଅଭିଯାନ ଆରମ୍ଭ କରିବ। […]
ନୂଆଦିଲ୍ଲୀ: ବର୍ତ୍ତମାନ ୨ ରୁ ୧୮ବର୍ଷର ପିଲାମାନେ ମଧ୍ୟ କରୋନା ଟିକା ପାଇପାରିବେ। ଦୁଇଟି ଡୋଜ୍ କୋଭାକ୍ସିନ୍ ପିଲାମାନଙ୍କୁ ଦିଆଯିବ। CDSCO ର ବିଷୟ ବିଶେଷଜ୍ଞ କମିଟି ୨ ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କୋଭାକ୍ସିନ୍ ଦେବା ପାଇଁ ଡ୍ରଗ୍ […]
ନୂଆଦିଲ୍ଲୀ: ଗତକାଲି ଆଇପିଏଲର ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ର ପରାଜୟ ହୋଇଛି। ଯାହା ଫଳରେ ଅଧିନାୟକ ସହିତ କୋହଲିଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି। ଭାରତର ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀର ମଧ୍ୟ କୋହଲିଙ୍କ ନେତୃତ୍ୱ ଉପରେ […]
ଶ୍ରୀନଗର: ଜମ୍ମୁ କାଶ୍ମୀରରେ ପାଞ୍ଚ ଜଣ ଯବାନଙ୍କ ଶହୀଦ ହେବାର ପ୍ରତିଶୋଧ ନେଇଛି ସୁରକ୍ଷା ବାହିନୀ। ଆଜି ଏଠାରେ ଶୋପିଆନ୍ ଠାରେ ହୋଇଥିବା ଏନକାଉଣ୍ଟର ବେଳେ ସୁରକ୍ଷା ବାହିନୀ ତିନି ଜଣ ଆତଙ୍କବାଦୀଙ୍କୁ ସଫା କରିଛି। ଶୋପିଆନ୍ ଏନକାଉଣ୍ଟରରେ ନିହତ ହୋଇଥିବା […]
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୪ ହଜାର ୩୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୧ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩୯ ଲକ୍ଷ ୮୫ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଭାରତୀୟ ମହାକାଶ ସଂଘ (ଇସ୍ପା)କୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଉପସ୍ଥିତ ମହାକାଶ ଉଦ୍ୟୋଗର ପ୍ରତିନିଧିମାନଙ୍କ ସହ ସେ ମଧ୍ୟ ମତବିନିମୟ କରି ବିଭିନ୍ନ କଥା ପଚାରି […]