ନୂଆଦିଲ୍ଲୀ: ଚାରିର୍ବଷ ପୂରଣ କଲା ସୌଭାଗ୍ୟ ଯୋଜନା। ସୌଭ।ଗ୍ୟ ଯୋଜନା ପ୍ରବର୍ତ୍ତିତ ହେବା ପରଠ।ରୁ ଚଳିତବର୍ଷ ମ।ର୍ଚ୍ଚ ମ।ସ ସୁଦ୍ଧ। ୨. ୮୨ କୋଟି ଘରକୁ ବିଦ୍ୟୁତ ଶକ୍ତି ଯୋଗ।ଇ ଦିଆଯ।ଇଛି । ୨୦୧୯ ମ।ର୍ଚ୍ଚ ମ।ସ ସୁଦ୍ଧ। ୧୮ମ।ସ ମଧ୍ୟରେ […]
ମିଳିତ ଜାତିସଂଘ: ପାକିସ୍ତାନ ପୁଣିଥରେ କାଶ୍ମୀରକୁ ନେଇ ୟୁଏନଜିଏ ବୈଠକରେ କୁମ୍ଭୀର କାନ୍ଦଣା କରିଛି। ଏହି ବୈଠକରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କାଶ୍ମୀର ପ୍ରସଙ୍ଗରେ ଗୋଟିଏ ପରେ ଗୋଟିଏ ଭୁଲ ତଥ୍ୟ ରଖି ଭାରତ ସରକାରଙ୍କ ବିରୋଧରେ ମିଥ୍ୟା ଅଭିଯୋଗ […]
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୯ ହଜାର ୬୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯୦ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩୬ ଲକ୍ଷ ୨୪ ହଜାର […]
ନୂଆଦିଲ୍ଲୀ: ହିମାଲୟାନ୍ ଚଳଚ୍ଚିତ୍ର ମହୋତ୍ସବକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଆଜି ଉଦଘାଟନ କରିଛନ୍ତି । ଏହି ପାଞ୍ଚଦିନିଆ ଚଳଚ୍ଚିତ୍ର ଉଦ୍ଘାଟନ ସମାରୋହରେ ଚଳଚ୍ଚିତ୍ର ଜଗତର ଅନେକ ହସ୍ତୀ ଯୋଗଦାନ କରିଥିଲେ । ଏହା ପ୍ରଥମ ହିମାଲୟାନ୍ ଚଳଚ୍ଚିତ୍ର ମହୋତ୍ସବ […]
ଭୁବନେଶ୍ବର: ଶହ ଶହ ବର୍ଷ ଧରି ଓଡିଶା ଏହାର ରମଣୀୟ ସିଲ୍କ ବିଶେଷ କରି ଟସର ପ୍ରଜାତି ସିଲ୍କ ପାଇଁ ପ୍ରସିଦ୍ଧି ଲାଭ କରିଛି । ଏହା ହଜାର ହଜାର ଆଦିବାସୀ ମହିଳାଙ୍କୁ କର୍ମନିଯୁକ୍ତି ଦେଇଥାଏ । ମାତ୍ର ଓଡିଶାର ସିଲ୍କ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସେମାନଙ୍କର ପ୍ରଥମ ଦ୍ୱିପାକ୍ଷିକ ବୈଠକ କରୁଛନ୍ତି।ବାଇଡେନ ରାଷ୍ଟ୍ରପତି ହେବା ପରେ ଏହା ହେଉଛି ପ୍ରଥମ ବୈଠକ। ଏହି ବୈଠକରେ ଆଫଗାନିସ୍ତାନ, ବାଣିଜ୍ୟ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା […]
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ରୋହିଣୀ କୋର୍ଟରେ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗିଙ୍କୁ ଗୁଳି କରି ହତ୍ୟା କରାଯାଇଛି। କୋର୍ଟକୁ ଆସିଥିବା ଜିତେନ୍ଦ୍ର ଗୋଗୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହି ହତ୍ୟା ରୋହିଣୀ କୋର୍ଟର ରୁମ୍ ନମ୍ବର -୨୦୭ ଭିତରେ ହୋଇଥିଲା। ତେବେ […]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ବିଜେପି ଏବଂ ନିଶାଦ ପାର୍ଟି ମଧ୍ୟରେ ବୁଝାମଣା ହୋଇଛି। ଧର୍ମେନ୍ଦ୍ର ପ୍ରଧାନ ଆଜି ସଞ୍ଜୟ ନିଶାଦଙ୍କୁ ଭେଟିଛନ୍ତି। ଏହା ପରେ ଉଭୟ ଦଳ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମୟରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ୟୁପି […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଆଜି ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ। ତାହା ପୂର୍ବରୁ କୃଷକ ନେତା ରାକେଶ ଟିକାଏତ ଟ୍ୱିଟ୍ କରିଛନ୍ତି। ରାକେଶ ଟିକାଏତ ଆମେରିକାର ରାଷ୍ଟ୍ରପତିଙ୍କୁ ଟ୍ୟାଗ୍ କରି […]
ମୁମ୍ବାଇ: ଭାରତୀୟ ଷ୍ଟକ ମାର୍କେଟ ପୁଣି ଥରେ ଇତିହାସ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ସେନ୍ସେକ୍ସ ୬୦ ହଜାର ସଂଖ୍ୟାକୁ ଛୁଇଁଛି। ଆଜି ସକାଳେ ଷ୍ଟକ୍ ମାର୍କେଟ୍ ଖୋଲିବା ମାତ୍ରେ ସେନ୍ସେକ୍ସ ୨୭୩ ପଏଣ୍ଟକୁ […]
କୋଲକାତା: ପଶ୍ଚିମବଙ୍ଗର ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାର ଏବଂ ଭବାନୀପୁର ବିଧାନସଭା ପ୍ରାର୍ଥୀ ପ୍ରିୟଙ୍କା ଟିବରେୱାଲଙ୍କ ସମେତ ଅନେକ ନେତାଙ୍କ ବିରୋଧରେ କୋଲକାତା ପୋଲିସ ମାମଲା ରୁଜୁ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟ କାଲିଘାଟ ଅଞ୍ଚଳରେ ବିରୋଧ ପ୍ରଦର୍ଶନ କରିଥିବାରୁ […]
ଭୁବନେଶ୍ବର: ଆଜିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀରେ ଆୟୋଜିତ ନକ୍ସଲ ମୁକାବିଲା ବୈଠକରେ ଯୋଗଦେବେ। ଗୃହମନ୍ତ୍ରୀ ଅମିତ ସାହାଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠରେ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ଏହି […]
ନୂଆଦିଲ୍ଲୀ: ଦେଶରେ କରୋନା ସକ୍ରିୟ ମାମଲା ହ୍ରାସ ପାଇଛି। ଦେଶରେ ଏବେ ୩ ଲକ୍ଷ ୧୬୨ ଜଣ କରୋନା ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ୩୧ ହଜାର ୩୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା […]
ନୂଆଦିଲ୍ଲୀ: ଓଡିଶାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ ପରେ ଏବେ ଭାରତ ସରକାର ସେହିପରି ନିଷ୍ପତି କରିଛନ୍ତି। ଆୟୁଶମାନ ଭାରତ ଯୋଜନାରେ ହିତାଧିକାରୀଙ୍କୁ ଯୋଗାଇ ଦିଆଯିବ ଡିଜିଟାଲ ସ୍ବାସ୍ଥ୍ୟ ପରିଚୟ ପତ୍ର। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ […]
ଭୁବନେଶ୍ବର: ଦୈନନ୍ଦିନ ଯାତାୟାତ କରୁଥିବା ଟ୍ରେନ ଯାତ୍ରୀମାନଙ୍କ ସୁବିଧା ପାଇଁ, ପୂର୍ବ ତଟ ରେଳପଥ କେତେକ ସ୍ୱତନ୍ତ୍ର ଟ୍ରେନରେ ମାସିକ ସିଜିନ ଟିକେଟ୍ (ଏମଏସଟି), ତ୍ରୟମାସିକ ସିଜିନ ଟିକେଟ୍ (କ୍ୟୁଏସଟି) ସହିତ ଟ୍ରେନ୍ ଯାତ୍ରାକୁ ଅନୁମତି ଦେଇଛି। ଏହି ଟ୍ରେନ୍ ଗୁଡିକ […]
ଭୁବନେଶ୍ବର: କୋଭିଡ୧୯ ମହାମାରୀ ସମୟରେ କେତେକ ଟ୍ରେନ ରେ ଖରାପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ନିମ୍ନରେ ଉଲ୍ଲେଖ କରାଯାଇଥିବା ସ୍ୱତନ୍ତ୍ର ଟ୍ରେନ୍ ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ବାତିଲ୍ ହେଉଥିବା ଟ୍ରେନ A. 08431/08432 ପୁରୀ-କଟକ-ପୁରୀ […]
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାରଙ୍କ ଉପସ୍ଥିତିରେ କୋଭିଡ ପରବର୍ତ୍ତୀ ପରିସ୍ଥିତିର ପରିମାପକ ଉନ୍ମୋଚନ କରିଛନ୍ତି । ଏହି ପରିମାପକ […]
ନୂଆଦିଲ୍ଲୀ: ସମାଜର ବଞ୍ଚିତ ବର୍ଗଙ୍କ ପାଇଁ ବିଶ୍ୱସ୍ତରୀୟ ଇଣ୍ଟରନେଟ ଏବଂ ଟେଲି-ଯୋଗାଯୋଗ ସୁବିଧା ଯୋଗାଇ ଦିଆଯିବ ବୋଲି ନିକଟରେ କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଥିଲେ। ତାଙ୍କ ଘୋଷଣା ଅନୁରୂପ, ଏହି ଲକ୍ଷ୍ୟ ହାସଲ ଦିଗରେ ଭାରତ […]
ନୂଆଦିଲ୍ଲୀ: ସେନାର ଯୁଦ୍ଧ କ୍ଷମତା ବଢାଇବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବଡ ଚୁକ୍ତିନାମା ଶେଷ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ୭ ହଜାର ୫୨୩ କୋଟି ଟଙ୍କା ବ୍ୟୟରେ ଭାରତୀୟ ସେନା ପାଇଁ ୧୧୮ ମେନ୍ ବ୍ୟାଟ୍ ଟ୍ୟାଙ୍କ (ଏମବିଟି) କ୍ରୟ […]
ମୁମ୍ବାଇ: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଡୋମ୍ବିଭଲି ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୫ ବର୍ଷର ନାବାଳିକାକୁ ୨୯ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ରର ରାଜନୀତି ତୀବ୍ର […]
ଶ୍ରୀନଗର: ଆଜି ଜମ୍ମୁ କାଶ୍ମୀରର ଉରୀ ନିକଟସ୍ଥ ରାମପୁର ସେକ୍ଟରରେ ସୁରକ୍ଷା ବାହିନୀ ଏକ ବଡ଼ ସଫଳତା ପାଇଛି। ସୁରକ୍ଷା ବାହିନୀ ସୀମାରୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୩ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି। ଏହା ପରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର […]