ନୂଆଦିଲ୍ଲୀ : ଗତକାଲି ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ଦିବଙ୍ଗତ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କୁ ସମାଲୋଚନା କରିଛନ୍ତି ପିସି ଚାକୋ । ଏହା ସହିତ ପିସି ଚାକୋ ଦିଲ୍ଲୀ କଂଗ୍ରେସ ଦାୟିତ୍ବରୁ ଇସ୍ତଫା […]
ମୁମ୍ବାଇ : ମୁମ୍ବାଇରେ ଅବୈଧ ଭାବରେ ଅବସ୍ଥାନ କରୁଥିବା 23 ଜଣ ବାଂଲାଦେଶୀଙ୍କୁ ଗିରଫ କରାଯାଇଛି । ମହାରାଷ୍ଟ୍ରର ପାଲଗଡ ଜିଲ୍ଲାରେ ଏହି 23 ଜଣ ନାଗରିକ ଅବୈଧ ଭାବରେ ଅବସ୍ଥାନ କରୁଥିଲେ । ସିଏଏକୁ ନେଇ ସମଗ୍ର ଦେଶରେ ବିରୋଧାଭାସ […]
ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶରେ ଚିତୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । କୋରୋନା ଭାଇରସ୍ରେ ସଂକ୍ରମିତ ହୋଇଥିବା ଆଶଙ୍କା କରି 50 ବର୍ଷୀୟ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି । ଚିତୁର୍ର ଶ୍ରୀକାଲହସ୍ତିରେ ଏହି ଅଘଟଣ ଘଟିଛି । ଚିତୁରର […]
ନୂଆଦିଲ୍ଲୀ : ଅଣ ସବ୍ସିଡି ଏଲ୍ପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଘଟିଛି । ବୁଧବାର ଦିନ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ବିଗତ 6 ମାସ ମଧ୍ୟରେ ଷଷ୍ଠ ଥର ପାଇଁ ଏଲ୍ପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି […]
ନୂଆଦିଲ୍ଲୀ : ଦିଲ୍ଲୀର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆସନ୍ତା ଫେବୃୟାରୀ 16 ତାରିଖରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ପୂର୍ବ ଦୁଇଥର ଭଳି କେଜ୍ରିଓ୍ବାଲ ରମଲୀଲା ମୈଦାନରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଦିଲ୍ଲୀ ବିଧାନସଭା […]
ଲକ୍ଷ୍ନୌ : 2 କୋଟି ଟଙ୍କାର ବିରଳ ସାପ ଜବତ କରାଯିବା ସହିତ ତିନି ଜଣଙ୍କୁ ଗିରଫ କରାଯାଇଛି । ଉତ୍ତର ପ୍ରଦେଶର ଲକ୍ଷ୍ମୀପୁରରେ ଏହି ବିରଳ ସାପ ଜବତ କରାଯାଇଛି । ରେଡ୍ ସାଣ୍ଡ ବୋଆ ପ୍ରଜାତିର ଏହି ବିରଳ […]
ନୂଆଦିଲ୍ଲୀ : ଗତକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପୁଣି ଥରେ ହିଂସାକାଣ୍ଡ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ମେହରୌଲୀର ଆପ୍ ବିଧାୟକ ନରେଶ ଯାଦବଙ୍କ ଜନୈକ ସହଯୋଗୀଙ୍କୁ ଗତକାଲି […]
ନୂଆଦିଲ୍ଲୀ- ଆସନ୍ତା 24 ତାରିଖରେ ଦୁଦିନିଆ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏ ନେଇ ହ୍ବାଇଟ ହାଉସ ତରଫରୁ ସଂପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରାଯାଇଛି। ଗତ ବର୍ଷ ଆମେରିକାରେ ଯେପରି ହାୱାଡି ମୋଦୀ କାର୍ଯ୍ୟକ୍ରମ କରାଯାଇଥିଲା, ଠିକ […]
ନୂଆଦିଲ୍ଲୀ, ସମସ୍ତ ପିଏମ-କିଷାନ ହିତାଧିକାରୀ ଚାଷୀଙ୍କୁ ରିହାତି ଦରରେ ସଂସ୍ଥାଗତ ଋଣ ଯୋଗାଇ ଦେବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ପକ୍ଷରୁ କିଷାନ କ୍ରେଡିଟ କାର୍ଡ (କେସିସି) ପରିପୂର୍ଣ୍ଣତା ଅଭିଯାନ ଆରମ୍ଭ କରାଯାଇଛି । ଫଳରେ ଏ ସମସ୍ତ ଚାଷୀଙ୍କୁ ଧାର୍ଯ୍ୟ ସମୟରେ […]
ନୂଆଦିଲ୍ଲୀ,୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ତିନି ବର୍ଷ ଧରି ଦେଶରେ କ୍ରମାଗତ ଭାବେ ନକ୍ସଲ ହିଂସା ଘଟଣା ହ୍ରାସ ପାଇଛି । ଆଜି ଲୋକସଭାରେ ନକ୍ସଲ ହିଂସା ସକ୍ରାନ୍ତ ଏକ ପ୍ରଶ୍ନର ଲିଖିତ ଉତର ଦେଇ ଏହା କହିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ର […]
ସମୀକ୍ଷା ବ୍ୟୁରୋ ଦିଲ୍ଲୀରେ ପୁଣି ବହୁମତ ପାଇ ତୃତୀୟ ଥର ପାଇଁ ଆପ୍ ଶାସନ କ୍ଷମତା ଦଖଲ କରିବା ସ୍ପଷ୍ଟ ହୋଇଛି। ବିଜେପିର ଶାହିନ୍ବାଗ୍ ପ୍ରସଙ୍ଗକୁ ପଛରେ ପକାଇଛି ଆପ୍ର ବିକାଶ ପ୍ରସଙ୍ଗ। ଆପ୍ ୬୨ ଟି ଆସନରେ ଆଗୁଆ ରହିଥିବା […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟ ପାଇଁ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ପଟ୍ଟନାୟକ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ବୃହତ ବିଜୟ ପାଇଁ କେଜ୍ରିଓ୍ବାଲଙ୍କୁ ଏବଂ ଆମ୍ ଆଦମୀ ପାର୍ଟି (ଆପ୍)କୁ ଧନ୍ୟବାଦ ଜଣାଇଛନ୍ତି। ସୋସିଆଲ ମିଡିଆ […]
ନୂଆଦିଲ୍ଲୀ : ଦିଲ୍ଲୀ ନିର୍ବାଚନକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ । କେଜ୍ରିଓ୍ବାଲଙ୍କୁ ପ୍ରଶଂସା କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି । ମନ୍ କୀ ବାତ୍କୁ ଜନ୍ କୀ ବାତ୍ ପଛରେ […]
ନୂଆଦିଲ୍ଲୀ : ଅରବିନ୍ଦ କେଜ୍ରିଓ୍ବାଲଙ୍କ ରାଜନୈତିକ ଦଳ ଆମ୍ ଆଦ୍ମୀ ପାର୍ଟି ବହୁମତ ହାସଲ କରି ବିଜୟୀ ହେବାକୁ ଯାଉଥିବା ବେଳେ ଅରବିନ୍ଦ କେଜ୍ରିଓ୍ବାଲ ନିଜ ପତ୍ନୀଙ୍କୁ ଏକ ଉପହାର ଦେଇଛନ୍ତି । ପତ୍ନୀ ସୁନୀତା କେଜ୍ରିଓ୍ବାଲଙ୍କ ଜନ୍ମଦିନରେ ଆପ୍ ବିଜୟୀ […]
ନୂଆଦିଲ୍ଲୀ : ପ୍ରଚଣ୍ଡ ବହୁମତ ସହିତ ପୁନର୍ବାର କ୍ଷମତାକୁ ଫେରିବା ସ୍ପଷ୍ଟ ହୋଇଥିବା ବେଳେ ଦିଲ୍ଲୀର ଜନତାଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଅପରାହ୍ନ 3.30 ସୁଦ୍ଧା ଆପ୍ର ପ୍ରାର୍ଥୀ 25ଟି ଆସନରେ ବିଜୟୀ ହୋଇଥିବା ବେଳେ କେଜ୍ରିଓ୍ବାଲ […]
ନୂଆଦିଲ୍ଲୀ : ମୁଜାଫରପୁର ଆଶ୍ରୟସ୍ଥଳୀ ଯୌନ ନିର୍ଯାତନା ମାମଲାରେ ମୁଖ୍ୟ ଅଭିଯୁକ୍ତ ବ୍ରିଜେଶ ଠାକୁରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ମଙ୍ଗଳବାର ଦିଲ୍ଲୀର ଏକ କୋର୍ଟ ବ୍ରିଜେଶଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ବ୍ରିଜେଶ ମହିଳା ଆଶ୍ରୟସ୍ଥଳୀର ଏକାଧିକ […]
କେଦାର ମିଶ୍ର ଦିଲ୍ଲୀରେ ଆମ ଆଦମି ପାର୍ଟିର ବିଜୟ ହେବ, ଏକଥା ଜଣା ପଡୁଥିଲା। ହେଲେ ଏହି ବିଜୟ ଯେ ୨୦୧୫ ବିଜୟ ସହିତ ସମାନ ହେବ, ଏକଥା କେହି ଚିନ୍ତା କରିନଥିଲେ। ଏହି ରିପୋର୍ଟ ଲେଖା ହେଲାବେଳକୁ ଆପ ୬୩ […]
ନୂଆଦିଲ୍ଲୀ : ସମସ୍ତ ରାଜ୍ୟସଭା ସାଂସଦଙ୍କ ପାଇଁ ବିଜେପି ପକ୍ଷରୁ ହ୍ବିପ୍ ଜାରି କରାଯାଇଛି । ବଜେଟ୍ ଅଧିବେଶନ ପୂର୍ବରୁ ଆଜି ଅନ୍ତିମ କାର୍ଯ୍ୟଦିବସ ହୋଇଥିବାରୁ ସମସ୍ତ ସଦସ୍ୟଙ୍କ ଉପସ୍ଥିତି ପାଇଁ ହ୍ବିପ୍ ଜାରି କରାଯାଇଛି । ବିଜେପି ପକ୍ଷରୁ ଏହି […]
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଥିବାବେଳେ ଆମ୍ ଆଦ୍ମୀ ପାର୍ଟି ପୁଣିଥରେ ବହୁମତ ନେଇ ବାଜିମାତ୍ ହାସଲ କରୁଥିବାର ସୂଚନା ମିଳୁଛି । ଦିଲ୍ଲୀରେ କ୍ଷମତାଧାରୀ ଦଳ ଆପ୍ 55ରୁ ଅଧିକ ଆସନରେ ଆଗେଇ […]
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ଗଣତି ଜାରି ରହିଛି । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରୁ ଆପ୍ ଲଗାତାର ଭାବରେ 50ଟି ଆସନରେ ଆଗୁଆ ରହିଛି । ସେହିପରି ବିଜେପି 20ଟି ଆସନରେ ଆଗୁଆ ଅଛି । ଏହି […]
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଚତୁର୍ଥ ରାଉଣ୍ଡ ଗଣନା ସୁଦ୍ଧା ବି ଆପ୍ ଆଗୁଆ ରହିଛି । ଦିଲ୍ଲୀରେ ପୁଣିଥରେ ଆପ୍ ବହୁମତ ହାସଲ କରି ଶାସନ କରିବ । ମିଳିଥିବା ସୂଚନା ଅନୁସାରେ ଆପ୍ 50ଟି ଆସନରେ ଆଗୁଆ ରହିଥିବାବେଳେ […]