ନୂଆଦିଲ୍ଲୀ : ପଦୋନ୍ନତିରେ ଆରକ୍ଷଣକୁ ବିରୋଧ କରି ସର୍ବୋଚ୍ଚ କୋର୍ଟ ପ୍ରଦାନ କରିଥିବା ରାୟକୁ ବିରୋଧ କରି ସଂସଦରେ ହଙ୍ଗାମା ହୋଇଛି । ବିଭିନ୍ନ ବିପକ୍ଷ ଦଳଙ୍କ ସମେତ ଏନ୍ଡିଏର ସହଯୋଗୀ ଅପ୍ନା ଦଳ ଏବଂ ଏଲ୍ଜେପି ପକ୍ଷରୁ ମଧ୍ୟ ବିରୋଧ […]
ନୂଆଦିଲ୍ଲୀ : ଶାହିନବାଗରେ ସିଏଏ ବିରୋଧୀ ଆନ୍ଦୋଳନକୁ ସୁପ୍ରିମକୋର୍ଟ ସମାଲୋଚନା କରିଛନ୍ତି । ଏହା ଉପରେ କୌଣସି ରାୟ ଦେଇନଥିଲେ ମଧ୍ୟ ସୁପ୍ରିମକୋର୍ଟ ଏହାକୁ ସମାଲୋଚନା କରିଛନ୍ତି । ଆନ୍ଦୋଳନ ନାମରେ କୌଣସି ରାସ୍ତାକୁ ଆପଣ ସର୍ବଦା ବନ୍ଦ କରିବେ ନାହିଁ […]
ପାଟନା : ବିହାରର ଗାନ୍ଧୀ ମୈଦାନରେ ଏକ ବିସ୍ଫୋରଣ ଘଟି 6 ଜଣ ଆହତ ହୋଇଛନ୍ତି । ଏହି ବିସ୍ଫୋରଣରେ ଆହତଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ଦୁଇ ଜଣ ଶିଶୁ ରହିଥିବା ଜଣାପଡିଛି । ବିହାରର ରାଜଧାନୀ ପାଟନାସ୍ଥିତ […]
ଆସ୍ଥା-ପରମ୍ପରା ବନାମ ମୌଳିକ ଅଧିକାର ମାମଲାର ଶୁଣାଣି କରିଛନ୍ତି ସୁପ୍ରିମ୍କୋର୍ଟ । ଶାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ଉଠୁଥିବା ଆଇନଗତ ପ୍ରଶ୍ନଗୁଡ଼ିକ ବୃହତ୍ତର ଖଣ୍ଡପୀଠକୁ ପଠାଯାଇ ଏହାର ବିଚାର କରାଯିବ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି । ଭାରତର ପ୍ରଧାନ ବିଚାରପତି […]
ନୂଆଦିଲ୍ଲୀ : ଅନୁସୂଚିତ ଜାତି ଏବଂ ଜନଜାତି ସଂଶୋଧନ ଆଇନ୍ -2018କୁ ନେଇ ସୁପ୍ରିମ୍କୋର୍ଟଙ୍କ ତରଫରୁ କେନ୍ଦ୍ର ସରକାରକୁ ବଡ ଆଶ୍ବସ୍ତି ମିଳିଛି । ସଂଶୋଧିତ ଏସ୍ସି/ଏସ୍ଟି ଆଇନର ସାମ୍ବିଧାନିକ ବୈଧତାକୁ କାଏମ ରଖିଛନ୍ତି ସୁପ୍ରିମ୍କୋର୍ଟ । ଜଷ୍ଟିସ୍ ଅରୁଣ ମିଶ୍ର, […]
ନୂଆଦିଲ୍ଲୀ : ଜଣେ ବ୍ୟକ୍ତି ନିଜ ଦୁଇ ଛୁଆଙ୍କୁ ମାରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ରବିବାର ଜଣେ 44 ବର୍ଷୀୟ ବ୍ୟକ୍ତି ନିଜ ପୁଅ ଝିଅଙ୍କୁ ହତ୍ୟଶ କରିବା ପରେ ନିଜେ ମେଟ୍ରୋ ଟେନ୍ ଆଗକୁ ଡେଇଁ ଆତ୍ମହତ୍ୟା […]
ମୁମ୍ବାଇ : ଅବୈଧ ଅନୁପ୍ରବେଶକାରୀଙ୍କୁ ଦେଶରୁ ବିତାଡିତ କରିବା ପାଇଁ ରାଜ୍ ଠାକ୍ରେ ଏକ ମେଗା ରାଲି କରିଛନ୍ତି । ଏହା ସହିତ ସିଏଏ, ଏନ୍ଆର୍ସି ଏବଂ ଏନ୍ପିଆରକୁ ନେଇ ନିଜର ସମର୍ଥନ ଜାହିର କରିଛନ୍ତି ରାଜ୍ ଠାକ୍ରେ । ଏହା […]
ନୂଆଦିଲ୍ଲୀ : ଶନିବାର ଦିଲ୍ଲୀରେ ସମାପ୍ତ ହୋଇଥିବା ମତଦାନରେ 62 ପ୍ରତିଶତ ମତଦାନ ହୋଇଛି । ରବିବାର ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ନିର୍ବାଚନକୁ 22 ଘଣ୍ଟା ବିତିଯାଇଥିଲେ ମଧ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଚୂଡାନ୍ତ […]
ଲକ୍ଷ୍ନୌ : ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭତ୍ତାର ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ସରକାର । ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଛାତ୍ରଛାତ୍ରୀଙ୍କ ପାଇଁ ଭତ୍ତା ନିମନ୍ତେ ଘୋଷଣା କରିଛନ୍ତି । ଦଶମ ଏବଂ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରେ […]
ଜୟପୁର : ସିଏଏକୁ ନେଇ ଏକ ବଡ ବୟାନ ଦେଇଛନ୍ତି ରାଜସ୍ଥାନ ବିଧାନସଭାର ବାଚସ୍ପତି ସିପି ଯୋଶୀ । ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନ୍ ପ୍ରଣୟନ କରାଯାଇଥିବା ବେଳେ ଏହାକୁ ରାଜସ୍ଥାନ ବାଚସ୍ପତି […]
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଯୋଗୀ ସରକାର ନାମ ବଦଳାଇବାର ଅଭିଯାନ ଜାରି ରଖିଛନ୍ତି । ଏବେ ବସ୍ତୀ ଜିଲ୍ଲାର ନାମ ବଦଳାଇବାକୁ ଚେଷ୍ଟା କରୁଥିବାର ସୂଚନା ରହିଛି । ବସ୍ତୀ ଜିଲ୍ଲାର ନାମ ବଦଳାଇ ବଶିଷ୍ଠ ନଗର କରାଯିବା ନେଇ ସୂଚନା […]
ଉତ୍ତରପ୍ରଦେଶ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଯାଇଥିବାବେଳେ ଏବେ କେବଳ ଅପେକ୍ଷା ଆସନ୍ତା 11 ତାରିଖକୁ ନିର୍ବାଚନୀ ପରିଣାମ ପାଇଁ । ତେବେ ବୁଥ୍ ବାହୁଡା ମତରୁ ଜଣାପଡିଛି ଯେ, ପୁଣି ଥରେ ଦିଲ୍ଲୀରେ କେଜରୀଓ୍ବାଲ ସରକାର […]
ଶ୍ରୀନଗର : ଜମ୍ମୁ କାଶ୍ମୀର ଉପତ୍ୟାକାରେ ପୁଣି ଥରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଗତମାସରେ କାଶ୍ମୀର ଉପତ୍ୟାକାରେ 2ଜି ଇଣ୍ଟରନେଟ୍ ସେବା ଚାଲୁ କରାଯାଇଥିବା ବେଳେ ରବିବାର ପୁଣି ଥରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ସଂସଦ […]
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ଦିନ ମତଦାନ ଅନୁଷ୍ଠିତ ହୋଇଟାଇଛି । ଏବେ ନିର୍ବାଚନୀ ଫଳାଫଳକୁ ଅପେକ୍ଷା । ତେବେ ବୁଥ୍ ବାହୁଡା ମତ ଅନୁସାରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟିକୁ ପ୍ରଚଣ୍ଡ ବହୁମତ […]
ଶ୍ରୀନଗର : ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିବା ବେଳେ ଜଣେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଜମ୍ମୁ କାଶ୍ମୀରର ପୁଞ୍ଚ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯିବାରୁ ଏହି କାଣ୍ଡ ଘଟିଛି । ଶନିବାର ଅପରାହ୍ନ […]
ଭୁବନେଶ୍ୱର : ନାଗରିକତା ସଂଶୋଧନ ଆଇନ (ସିଏଏ) ନାଗରିକତ୍ୱ ଛଡ଼ାଇବା ପାଇଁ ନୁହେଁ ବରଂ ପ୍ରଦାନ ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ । ଆଜି ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ […]
ନୂଆଦିଲ୍ଲୀ: ଦିଲ୍ଲୀର ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ସମାପ୍ତ ହୋଇଛି। ଭୋଟଗ୍ରହଣ ଶେଷ ହେବା ସହିତ ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି। ସମୁଦାୟ ୧ କୋଟି ୪୭ ଲକ୍ଷ ୮୬ ହଜାର ୩ଶହ ୮୨ ଜଣ ଭୋଟର ଏହି […]
ପଞ୍ଜାବରେ ନଗର କୀର୍ତ୍ତନ ସମୟରେ ବିସ୍ଫୋରଣ : 15 ମୃତ ପଞ୍ଜାବ : ପଞ୍ଜାବର ଟାର୍ନ ଟରନ୍ରେ ଏକ ଭୟାବହ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ 15 ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ 3 ଜଣ ଗୁରୁତର ଭାବରେ […]
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ସମସ୍ତ 70 ଆସନଟି ପାଇଁ ଭୋଟ୍ଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଏହି ଭୋଟ୍ ଗ୍ରହଣ ପ୍ରକ୍ରିୟା ସକାଳ 8ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 6 ଘଟିକା ପର୍ଯ୍ୟନ୍ତ ଚାଲିବ । ମିଳିଥିବା ସୂଚନା ଅନୁସାରେ […]
ମୁମ୍ବାଇ : ଭାରତରେ ଗଚ୍ଛିତ ବିଦେଶୀ ମୁଦ୍ରା (ଫୋରେକ୍ସ)ର ପରିମାଣରେ ଅଭିବୃଦ୍ଧି ଘଟିଥିବା ନେଇ ଶୁକ୍ରବାର ସୂଚନା ମିଳିଛି । ଭାରତରେ ଗଚ୍ଛିତ ବିଦେଶୀ ମୁଦ୍ରାର ପରିମାଣରେ 40 ପ୍ରତିଶତ ଅଭିବୃଦ୍ଧି ଘଟିବା ସହିତ ଏହା 4.60 ବିଲିୟନ୍ ଡଲାରରେ ପହଞ୍ଚିଛି […]
ନୂଆଦିଲ୍ଳୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଥିବା ବେଳେ ବିଜେପି ଏବଂ ଆପକ୍ ନେତା ପରସ୍ପର ବିରୋଧରେ ମତ ଦେଇଛନ୍ତି । ଦିଲ୍ଲୀରେ ବିଜେପିକୁ ଭଗବାନ ରାମ ମଧ୍ୟ ବଞ୍ଚାଇ ପାରିବେ ନାହିଁ ବୋଲି ଆପ୍ର ରାଜ୍ୟସଭା […]