ରାଜସ୍ଥାନ : ରାଜସ୍ଥାନର ଭରତପୁରଠାରେ ଜଣେ 14 ବର୍ଷୀୟା ନାବାଳିକାଙ୍କ ସହିତ ଗଣଦୁଷ୍କର୍ମ ହୋଇଥିବାର ଘଟଣା ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ପରିଜନ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ୍ରେ ଏତଲା ଦେଇଛନ୍ତି । କାମା ଥାନା ଅଞ୍ଚଳର ଏକ ଗ୍ରାମରେ ଏହି ଅଘଟଣ […]
ନୂଆଦିଲ୍ଲୀ: ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ନାମରେ ଅସଦାଚରଣ ଅଭିଯୋଗ ଆସିଛି । ଅଭିନେତ୍ରୀ ପାୟଲ ଘୋଷ ଏଭଳି ଅଭିଯୋଗ ଆଣିଛନ୍ତି । ଟ୍ୱିଟ କରି ପାୟଲ ଏହି ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ସେ ପ୍ରଧାନମନ୍ତ୍ରୀଙ୍କୁ […]
ଦିଲ୍ଲୀ : ରାସ୍ତାକଡରୁ ଅର୍ଦ୍ଧଦଗ୍ଧ ଶବ ମିଳିବା ପରେ ଏହାକୁ ନେଇ ଚାଞ୍ଚଲ୍ୟ ସୃ୍ଷ୍ଟି ହୋଇଛି । ଦିଲ୍ଲୀର ସିନ୍ଧୁ ବର୍ଡରର କିଛି ଦୂରରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ମିଳିବା ପରେ ଏହାକୁ ନେଇ ହଡକମ୍ପ ସୃଷ୍ଟି ହୋଇଛି । […]
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ସାଗର ଜିଲ୍ଲାର ସୁରଖୀ ଥାନା କ୍ଷେତ୍ରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ନବବିବାହିତା ସ୍ତ୍ରୀ ନିଜ ସ୍ବାମୀ ଉପରେ ହତ୍ୟା କରିବାର ଅଭିଯୋଗ ଆଣିଛନ୍ତି । ମିଳିଥିବା ସୂଚନା ଅନୁସାରେ ମହିଳା […]
ଭୁବନେଶ୍ବର, ଆଜି ରାଜ୍ୟସଭାରେ କୃଷି ବିଲକୁ ବିରୋଧ କରିଛି ବିଜୁ ଜନତା ଦଳ। ବିଜେଡି ସାଂସଦ ଅମର ପଟ୍ଟନାୟକ ଆଜି ରାଜ୍ୟସଭାରେ କହିଛନ୍ତି ଯେ, ସରକାର ଏହି ବିଲକୁ ସିଲେକ୍ଟ କମିଟ ପଠାଇ କିଛି ପରିବର୍ତ୍ତନ କରନ୍ତୁ। ସେ କହିଛନ୍ତି ଯେ, […]
ଶାହାଜହାଁପୁର : ୟୁପିରେ ଏବେ ଅପରାଧିକ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଗତ କିଛି ଦିନ ହେବ ଏଠାରେ ଚୋରି, ହତ୍ୟାକାଣ୍ଡ, ଦୁଷ୍କର୍ମ ପରି ଘଟଣାମାନ ଦେଖିବାକୁ ମିଳିଛି । ୟୁପିର ଶାହଜାହାଁପୁର ଜିଲ୍ଲାରେ ତିନି ଦିନ ଭିତରେ ତିନୋଟି ହତ୍ୟା […]
ଜୟପୁର: କରୋନାର ବ୍ୟାପକ ସଂକ୍ରମଣକୁ ନଜରରେ ରଖି ରାଜସ୍ଥାନ ସରକାର 11ଟି ଜିଲ୍ଳାର ଜିଲ୍ଲା ମୁଖ୍ୟାଳୟର ସର୍ବସାଧାରଣ ସ୍ଥଳଗୁଡିକରେ ଧାରା 144 ଜାରି କରିଛନ୍ତି । ଏହି ସ୍ଥାନଗୁଡିକରେ 5 ଜଣରୁ ଅଧିକ ଲୋକ ଏକତ୍ରିତ ହେବା ଉପରେ ମଧ୍ୟ ପ୍ରତିବନ୍ଧକ […]
ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ରେକର୍ଡ଼ ସୃଷ୍ଟି କରୁଛି। ପ୍ରତିଦିନ 90 ହଜାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଦେଶରେ 24 ଘଣ୍ଟାରେ 92 ହଜାର 605 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1133 ଜଣଙ୍କ […]
ନୂଆଦିଲ୍ଲୀ, ଗତ ୨ ବର୍ଷ ମଧ୍ୟରେ ମୋଦି ସରକାର ନ୍ୟାସନାଲ୍ ପ୍ଲାନ୍ ଫର୍ କନଜରଭେସନ୍ ଅଫ୍ ଆକ୍ୱାଟିକ ଇକୋସିଷ୍ଟମ (ଏନପିସିଏ) ଅଧୀନରେ ଓଡ଼ିଶାକୁ ୪.୭ କୋଟି ଟଙ୍କା ଦେଇଛନ୍ତି । ଭାରତର ସର୍ବବୃହତ ଲୁଣି ହ୍ରଦ ଚିଲିକା ଏବଂ ଓଡିଶାର ସର୍ବବୃହତ […]
ଜମ୍ମୁକାଶ୍ମୀର : ଜମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଜମ୍ମୁ କାଶ୍ମୀର ପାଇଁ 1350 କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ପ୍ରଧାମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗେଇ ନେବା ପାଇଁ ଏହି ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି […]
ନୂଆଦିଲ୍ଲୀ, ଆଜି ଓଡିଶା ପାଇଁ ଏହା ଏକ ଗର୍ବର ଦିନ ଥିଲା। କାରଣ ୨୦ ବର୍ଷ ପରେ ଜଣେ ଓଡିଆ ସାଂସଦ ରାଜ୍ୟସଭା ପ୍ରକ୍ରିୟାରେ ଅଧ୍ୟକ୍ଷତା କରିଥିଲେ। ବିଜୁ ଜନତା ଦଳର ସାଂସଦ ଡକ୍ଟର ସସ୍ମିତ ପାତ୍ର ଆଜି ରାଜ୍ୟସଭାର ଉପାଧ୍ୟକ୍ଷ […]
ନୂଆଦିଲ୍ଲୀ: ସାରା ଭାରତରେ ଏବେ କୋଭିଡ୍ ସ୍ଥିତି ଅଣାୟତ୍ତ । ଦିନକୁ ଦିନ କରୋନା ସଂକ୍ରମିତ ମାମଲା ବଢିବାରେ ଲାଗିଛି । ଓଡ଼ିଶାରେ ସ୍ଥିତି ମଧ୍ୟ ବେଶ୍ ସଙ୍ଗୀନ ରହିଛି । ତେବେ କୋଭିଡ ପରିଚାଳନା ପାଇଁ ଓଡ଼ିଶାକୁ 802 କୋଟି ଟଙ୍କା […]
ତିରୁବନନ୍ତପୁରମ୍, ଶନିବାର ସକାଳେ ପଶ୍ଚିମବଙ୍ଗ ଏବଂ କେରଳରେ ଚଢାଉ କରି ଜାତୀୟ ତଦନ୍ତ ଏଜେନ୍ସି ବା ଏନଆଇଏ, ଅଲ କାଏଦା ଆତଙ୍କବାଦୀଙ୍କ ଏକ ଆନ୍ତଃରାଜ୍ୟ ଆକ୍ରମଣକୁ ନଷ୍ଟ କରିଦେଇଛି। ନଅ ଅଲ କାଏଦା ଆତଙ୍କବାଦୀଙ୍କ ମଧ୍ୟରୁ ତିନିଜଣଙ୍କୁ ଏର୍ନାକୁଲମ ଜିଲ୍ଲାରୁ ଏବଂ […]
ନୂଆଦିଲ୍ଳୀ : ଦିଲ୍ଲୀର ମଦନ ମୋହନ ହସ୍ପିଟାଲରେ ଅକ୍ସିଜେନ୍ ନ ମିଳିବାରୁ ନବଜାତ ଶିଶୁରୁ ମୃତ୍ୟୁ ହେବା ପରେ ଶିଶୁଟିର ସମ୍ପର୍କୀୟମାନେ ସେହି ହସ୍ପିଟାଲର ନର୍ସକୁ ବନ୍ଧକ ରଖିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ଉକ୍ତ ହସ୍ପିଟାଲରେ ଜଣେ […]
ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ହାର ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଅନୁସାରେ ଦେଶରେ ଗତ 24 ଘଣ୍ଟାରେ ରେକର୍ଡ ସଂଖ୍ୟକ 93 ହଜାର 337 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 1290ଜଣଙ୍କର […]
ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୩୦.୩ ନିୟୁତରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୯୫୦,୦୦୦ ରୁ ଅଧିକ ହୋଇଛି। ଶନିବାର ସକାଳ ସୁଦ୍ଧା ମୋଟ ମାମଲା ୩ କୋଟି ୩ ଲକ୍ଷ ୯୫ ହଜାର […]
ନୂଆଦିଲ୍ଲୀ, ଜାତୀୟ ତଦନ୍ତ ଏଜେନ୍ସି ବା ଏନଆଇଏ ଆଜି ସକାଳୁ ଚଢାଉ କରି ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଅଲ-କାଏଦାର ନଅ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି ଆତଙ୍କବାଦଙ୍କୁ ପଶ୍ଚିମବଙ୍ଗର ମୁର୍ସିଦାବାଦ ଏବଂ କେରଳର ଏର୍ନାକୁଲମରୁ ଗିରଫ କରାଯାଇଛି। ଏହି ଦୁଇ […]
ନୂଆଦିଲ୍ଲୀ, ଭାରତରେ ଦିନକରେ ଆରୋଗ୍ୟଙ୍କ ସଂଖ୍ୟା ଅପ୍ରାତ୍ୟାଶିତ ଭାବେ ବୃଦ୍ଧି ପାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୮୭,୪୭୨ ଜଣ ସକ୍ରିୟ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏମାନେ ଘରୋଇ, ସଂସ୍ଥାଗତ ସଙ୍ଗରୋଧ ଏବଂ ଡାକ୍ତରଖାନାରୁ ଛାଡ଼ ପାଇଛନ୍ତି। ବିଗତ ୧୧ […]
ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫ୍ରେସିମ ମାଧ୍ୟମରେ ବିହାରର ବହୁ ପ୍ରତୀକ୍ଷିତ କୋଶୀ ରେଳ ମହାସେତୁ ଉଦଘାଟନ କରିଛନ୍ତି। ତେବେ ଏହାର ସ୍ବତନ୍ତ୍ରତା ହେଉଛି ଏହି ରେଳ ସଂଯୋଗ ଯୋଗୁଁ ବିହାର ରାଜ୍ୟରେ ରେଳ ଯୋଗାଯୋଗ କ୍ଷେତ୍ରରେ ଏକ […]
ଭୁବନେଶ୍ବର, ଆଜି ସିସୋର ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ଚଢାଉ ନେଇ ବିଜେଡି ପ୍ରତିକ୍ରିୟା ରଖିଛି। ଏଥିରେ ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ ଠିକ୍ ନିର୍ବାଚନ ପୂର୍ବରୁ ସିବିଆଇ ଚଢାଉ କରୁଛି। […]
ନୂଆଦିଲ୍ଲୀ : ସାରା ଦୁନିଆରେ କରୋନା ନିଜର ରୌଦ୍ର ରୂପ ଦେଖାଇ ଚାଲିଛି । ଦେଶରେ ଲଗାତାର ଭାବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଏହା ମଧ୍ୟରେ ଆମେରିକାର ଏକ ଗ୍ରାମୀଣ କ୍ଷେତ୍ରରେ ଏକ ବିବାହ […]