କେନ୍ଦୁଝର: ବିଶିଷ୍ଟ କାଠି କଣ୍ଢେଇ ନୃତ୍ୟଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ପରଲୋକ ହୋଇଯାଇଛି। ୮୯ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ନିଜର ପୈତୃକ ବାସଭାବନ କେନ୍ଦୁଝର ଜିଲ୍ଲା ବୈଦରାଜ ସାହିରେ ତାଙ୍କର ଦେହାନ୍ତ ହୋଇଛି। […]
ଭୁବନେଶ୍ବର: ଓଡିଶାରେ ଚାଲିଛି ଶେଷ ପର୍ଯ୍ୟାୟ ନିର୍ବାଚନ। ଏଥିରେ ଛଅଟି ଲୋକସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଛି। ସେଗୁଡିକ ହେଲା କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଭଦ୍ରକ, ମୟୁରଭଂଜ ଏବଂ ବାଲେଶ୍ବର। ଏଥିସହିତ ଏହା ଅଧିନରେ ଥିବା 42ଟି ବିଧାନସଭାରେ ମଧ୍ୟ ଏକକାଳିନ […]
ଭୁବନେଶ୍ୱର: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଏନ.ସି.ଇ.ଆର.ଟି ର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱର, ଭୋପାଳ, ଆଜମେର, ମଇଶୁର ଓ ଶିଲଂରେ ୨୦୨୪-୨୦୨୫ ଶିକ୍ଷାବର୍ଷ ପାଇଁ ବି.ଏବି.ଇଡି, ବି.ଏସସି. ବି.ଇଡି, ବି.ଇଡି, ଏମ.ଇଡି, ଏମ.ଏସସି.ଇଡି, ଆଦି ଶିକ୍ଷା ଭିତ୍ତିକ ଅଧ୍ୟୟନରେ […]
ଭୁବନେଶ୍ବର: ଆଜି ଓଡିଶାର ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ଆଜି ସକାଳ ୯ଟା ସୁଦ୍ଧା ୭.୬୯ ପ୍ରତିଶତ ମତଦାନ ହୋଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଜଣାପଡିଛି।ତେବେ ଅନ୍ୟାନ୍ୟ ସ୍ଥାନରେ […]
ଭୁବନେଶ୍ବର: ନିର୍ବାଚନ ଟେନସନରୁ ମୁକ୍ତି ମିଳିବା ପରେ ଗତକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରର ଏକ ବହି ଦୋକାନରେ ଦେଖିବାକୁ ମିଳିଥିଲା। ସଂଧ୍ୟା ପ୍ରାୟ 7ଟା ବେଳେ ମୁଖ୍ୟମନ୍ତ୍ରୀ ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ମଡର୍ଣ୍ଣ ବୁକ ଡିପୋରେ ପହଞ୍ଚି […]
ଭୁବନେଶ୍ବର: ଆଜି ଓଡିଶାରେ ଶେଷ ପର୍ଯ୍ୟାୟ ମତଦାନ ଚାଲିଛି। ଆଜି ସକାଳ 7ଟାରୁ ଏହି ପକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ଶାନ୍ତି ଶୃଙ୍ଖଳାରେ ଚାଲିଛି ମତଦାନ ପକ୍ରିୟା। ଏହି ପର୍ଯ୍ୟାୟରେ ଛଅଟି ଲୋକସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଛି। ସେଗୁଡିକ […]
ଭୁବନେଶ୍ୱର: ବିଶ୍ୱ ତମାଖୁ ମୁକ୍ତ ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ ସାଇନ୍ସେସ୍ (ଆଇଡିଏସ୍)ର ପବ୍ଲିକ୍ ହେଲ୍ଥ ଡେଂଟିଷ୍ଟ୍ରି ବିଭାଗ ପକ୍ଷରୁ ସଫେଇ କର୍ମଚାରୀଙ୍କ ନିମନ୍ତେ ତମାଖୁ ବର୍ଜନ ନେଇ ଏକ ସଚେତନତା କାର୍ଯ୍ୟକ୍ରମ […]
ଭୁବନେଶ୍ଵର: କୋଲ୍ ଇଣ୍ଡିଆ ଲିମିଟେଡ଼୍ (ସିଆଇଲ) ଏବଂ ଭାରତ ହେଭୀ ଇଲେକ୍ଟ୍ରିକାଲ୍ସ ଲିମିଟେଡ଼ (ଭେଲ୍)ଭାରତ କୋଇଲା ବାଷ୍ପୀକରଣ ଏବଂ ରସାୟନ ଲିମିଟେଡ୍ (ବିସିଜିସିଏଲ) ପକ୍ଷରୁ ଓଡିଶାରେ କୋଇଲାରୁ ଆମୋନିୟମ୍ ନାଇଟ୍ରେଟ୍’ ବାଷ୍ପୀକରଣ ପ୍ରକଳ୍ପ ଏଲଏସଟିକେ-୨ ଚୟନ ନିମନ୍ତେ ପାଇଁ ଗୁରୁବାର ଦିନ […]
ଭୁବନେଶ୍ୱର: ଚଳିତ ସାଧାରଣ ନିର୍ବାଚନର ଅନ୍ତିମ ପ୍ରକ୍ରିୟା ସ୍ୱରୂପ ଆସନ୍ତା ୪ ତାରିଖରେ ଭୋଟ ଗଣନା ହେବ। ଖୋରଧା ଜିଲ୍ଲାର ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର- ଏକାମ୍ର ଓ ଜଟଣୀ ବିଧାନସଭା କ୍ଷେତ୍ର ନିମନ୍ତେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ […]
ଖୋର୍ଦ୍ଧା: ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଭାଜପା ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ନାମାଞ୍ଜୁର ହୋଇଛି। ୨ୟ ଅତିରିକ୍ତ ଜିଲ୍ଲା ଦୌରାଜଜ ଜାମିନ ପ୍ରଶାନ୍ତଙ୍କ ଆବେଦନ ଖାରଜ କରିଛନ୍ତି। ଗତ ଶନିବାର ବୋଲଗଡ ବ୍ଲକ କାଉଁରିପାଟଣା ୧୧୪ନଂ ବୁଥରେ ଇଭିଏମ […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରେଶମ ନଗରୀ ବ୍ରହ୍ମପୁର ସହରର ବ୍ରହ୍ମାନଗର ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ “କ୍ରାନ୍ତି “ଓ ସରକାରୀ ଆଇ ଟି ଆଇ ଶିକ୍ଷାନୁଷ୍ଠାନ ମିଳିତ ସହଯୋଗରେ ବିଶ୍ବ ତମାଖୁ ବର୍ଜନ ଦିବସ ସଚେତନତା କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ […]
ବାଣପୁର (ସୀତାରାମ ଅଗ୍ରୱାଲ): ଦୀର୍ଘ ୨୧ ଦିନର ପ୍ରଚଣ୍ଡ ରୌଦ୍ରତାପରୁ ଦେବା ଦେବୀମାନଙ୍କ ଶ୍ରୀଅଙ୍ଗକୁ ଶୀତଳ ରଖିବା ପାଇଁ ପାଳିତ ହୁଏ ଚନ୍ଦନ ଯାତ୍ରା। ଦୈନନ୍ଦିନ ନୀତିକାନ୍ତି ପରେ ଚନ୍ଦନ କୁଣ୍ଡର ଚନ୍ଦନ ଶ୍ରୀକର୍ପୁର ଅଗୁରୁ ମିଶ୍ରିତ ଶୀତଳ ଜଳରେ ଜିଉମାନଙ୍କୁ […]
ଭୁବନେଶ୍ବର: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ସପ୍ତମ ବା ଶେଷ ପର୍ଯ୍ୟାୟରେ ଓଡ଼ିଶାରେ ୬ ଗୋଟି ସଂସଦୀୟ କ୍ଷେତ୍ର ଯଥା ମୟୂରଭଞ୍ଜ (ଏସ୍.ଟି.), ବାଲେଶ୍ୱର, ଭଦ୍ରକ (ଏସ୍.ସି.), ଯାଜପୁର(ଏସ୍.ସି.), କେନ୍ଦ୍ରାପଡ଼ା ଓ ଜଗତସିଂହପୁର(ଏସ୍.ସି.) ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୪୨ଟି ବିଧାନସଭା […]
ଭୁବନେଶ୍ବର: ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଆଜି ମଧ୍ୟ ରାଜ୍ୟର ଆଠଟି ସହରର ତାପମାତ୍ରା 45 ଡିଗ୍ରୀ ପାର ହୋଇଯାଇଛି। ଆଶ୍ଚର୍ଯ୍ୟର କଥା ଚାରିଟି ସହରର ତାପମାତ୍ର 46 ଡିଗ୍ରୀ ପାର ହୋଇଯାଇଛି। ସେଗୁଡିକ ହେଲା ଟିଟିଲାଗଡ, ବଲାଙ୍ଗିର, ସୋନପୁର ଏବଂ […]
ଭୁବନେଶ୍ବର: ଏକକାଳୀନ ସାଧାରଣ ନିର୍ବାଚନ -୨୦୨୪ର ସପ୍ତମ ପର୍ଯ୍ୟାୟ ତଥା ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ବା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଯାଜପୁର ଜିଲ୍ଲାରେ ଅତିରିକ୍ତ ଏକ କମ୍ପାନୀ ସିଏପିଏଫ୍ ମୁତୟନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିଷ୍ପତି ଗ୍ରହଣ […]
ଭୁବନେଶ୍ଵର: ଆସନ୍ତାକାଲି ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ମତଦାନ ପାଇଁ ନିର୍ବାଚନ ଆୟୋଗ ପ୍ରସ୍ତୁତି କରିଛନ୍ତି । ବିହାର, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ପଞ୍ଜାବ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ସମେତ ୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ଲୋକସଭା ଆସନରେ […]
ଚିଲିକା (ସୀତାରାମ ଅଗ୍ରୱାଲ): ଚଳିତ ବର୍ଷ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଦୁଇ ଯାଆଁଳା ଝିଅ ଆଶ୍ଚର୍ଯ୍ୟଜନକ ସଫଳତା ଲାଭ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସୀଙ୍ଗେଶ୍ୱର୍ ଗ୍ରାମପଞ୍ଚାୟତର ଲମ୍ବୋଦରପୁର ଗ୍ରାମର କାର୍ତ୍ତିକ ସାହୁଙ୍କ ଯାଆଁଳା ଝିଅ ସମାନ […]
ଭୁବନେଶ୍ବର: ଆସନ୍ତାକାଲି ସାଧାରଣ ନିର୍ବାଚନ ତଥା ଓଡିଶା ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ। ଏଥିପାଇଁ ଭାରତୀୟ ନିର୍ବାଚନ କମିଶନରଙ୍କ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ତେବେ ଯେଉଁମାନେ ଭୋଟ ଦେବେ ସେମାନେ ସାଧାରଣତଃ ଭୋଟର ପରିଚୟ ପତ୍ର ମତଦାନ କେନ୍ଦ୍ରରେ […]
ଭୁବନେଶ୍ୱର: ମଧ୍ୟପ୍ରାଚ୍ୟର ହୋଟେଲ୍ ଶିଳ୍ପ କ୍ଷେତ୍ରରେ ୨୦୨୪ ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍)ର ପୁରାତନ ଛାତ୍ରୀ ସୋନମ୍ ଦାସ ନିଜର ନେତୃତ୍ୱର ଉତ୍କର୍ଷତା ନିମନ୍ତେ ସମ୍ମାନିତ ହୋଇଛନ୍ତି। ସୋନମ୍ ବର୍ତମାନ ଦୁବାଇ […]
ଭୁବନେଶ୍ଵର: ବୈଷୟିକ ଶିକ୍ଷା ଏବଂ ଅନୁସନ୍ଧାନରେ ସହଯୋଗର ସୁଯୋଗ ଅନୁସନ୍ଧାନ କରିବା ଉଦ୍ଦେଶ୍ୟରେ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର, ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନ୍ସେସ (ଆଇଏଲ୍ଏସ୍) ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକରଙ୍କ […]
ଭୁବନେଶ୍ଵର: ପୂର୍ବତଟ ରେଳପଥ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଅନେକ ଟ୍ରେନ ବାତିଲ ହେବ। ଯେଉଁ କାର୍ଯ୍ୟ ପାଇଁ ଆଜିଠାରୁ ଏକାଧିକ ଟ୍ରେନ ବାତିଲ ହେବ, ସେହି କାର୍ଯ୍ୟଗୁଡିକ ହେଲା…. ଢ଼େଙ୍କାନାଳ ଷ୍ଟେସନ ଠାରେ ଢ଼େଙ୍କାନାଳ ଓ ଶଦାସିବପୁର […]