ଭୁବନେଶ୍ବର : ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । 23ଟି ଜିଲ୍ଲାରୁ 755 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଗଞ୍ଜାମରୁ ସର୍ବାଧିକ 320 ଜଣ ଚିହ୍ନଟ ହୋଇଥିବାବେଳେ ଯାଜପୁରରୁ 86, ସୁନ୍ଦରଗଡରୁ 62, ଖୋର୍ଦ୍ଧାରୁ […]
ଭୁବନେଶ୍ବର : ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ 755 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 508 ଜଣ […]
ଭୁବେନଶ୍ବର : ମାଓ ପ୍ରଭାବିତ ଏସ୍ଆର୍ଇ ଜିଲ୍ଲା ତାଲିକାରୁ ବାଦ୍ ପଡିଛି ପାଞ୍ଚୋଟି ଜିଲ୍ଲା । ଏହି ଜିଲ୍ଲାଗୁଡିକ ମଧ୍ୟରେ ରହିଛି ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ, ନୟାଗଡ । ସୁରକ୍ଷା ସମ୍ପର୍କିତ ଖର୍ଚ୍ଚ (ଏସ୍ଆର୍ଇ) ତାଲିକାରୁ ବାଦ୍ ପଡିଲା 5ଟି […]
ରାଉରକେଲା : ରାଉରକେଲା ସହରରେ ବି ହେବ ସପ୍ତାହାନ୍ତ ସଟ୍ଡାଉନ୍ । ଏହି ନିୟମ ଆସନ୍ତାକାଲିଠୁ ଜୁଲାଇ 31 ଯାଏଁ ଲାଗୁ ହେବ ବୋଲି ସୂଚନା ରହିଛି । ରାଉରେକଲା ସହ କଲୁଙ୍ଗା ଶିଳ୍ପାଞ୍ଚଳରେ ସଟ୍ଡାଉନ୍ କଟକଣା ଲାଗୁ ହେବ । […]
କଟକ: କଟକରେ କମିଶନରେଟ୍ ପୁଲିସର ଜଣେ କନଷ୍ଟେବଳ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମଙ୍ଗଳାବାଗ ଫାଣ୍ଡିର କାର୍ଯ୍ୟରତ ଥିବା ଜଣେ କନଷ୍ଟେବଲ ପଜିଟିଭ ଚିହ୍ନଟ ହୋଇଥିବା ନେଇ କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ ସୂଚନା ଦେଇଛନ୍ତି । କନଷ୍ଟେବଳ ଜଣକ […]
କାନପୁର: ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନ୍କାଉଣ୍ଟରରେ ନିହତ ହୋଇଥିବା ସୂଚନା ମିଳିଛି। ଗତକାଲି ମଧ୍ୟପ୍ରଦେଶ ଉଜୈନରୁ ବିକାଶକୁ ଗିରଫ କରିଥିଲା ପୁଲିସ୍। ବିକାଶ ଉଜୈନର ମହାକାଳ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ପୁଲିସ୍ ତାଙ୍କୁ ଗିରଫ କରିଥିଲା। […]
ପିଣ୍ଟୁ ବିଶୋୟୀ କୋଦଳା: ଗଞ୍ଜାମ ଜିଲ୍ଳା ପ୍ରଶାସନ, କୋଦଳା ଏନ୍ଏସି ଏବଂ ତହସିଲର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆରମ୍ଭ ହୋଇଛି ଥର୍ମାଲ ସ୍କ୍ରିନିଙ୍ଗ ଟେଷ୍ଟ। ନିୟୋଜିତ ହୋଇଥିବା ପାଞ୍ଚ ଜଣିଆ ଆୟୁଷ ଡାକ୍ତର ଟିମ୍ ସହିତ ପନ୍ଦର ଜଣିଆ ଅଙ୍ଗନୱାଡି କର୍ମୀ ସେମାନଙ୍କ […]
କନ୍ଦର୍ପ ବେହେରା ରେଢାଖୋଲ: ବିଧାୟକ ତଥା ରାଜ୍ୟ ସରକାରଙ୍କ ଉପମୁଖ୍ୟ ସଚେତକ ଇଂ ରୋହିତ କୁମାର ପୂଜାରୀଙ୍କୁ ରାଜ୍ୟ ସରକାର କଳା ,ସଂସ୍କୃତି ଓ ମାନବ ସଂବଳ ବିଭାଗ ଦାୟିତ୍ୱ ପ୍ରଦାନ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଂଚଳବାସୀ ଅଭିନନ୍ଦନ […]
ଓଡିଶାର ବିଶିଷ୍ଟ କଥାଶିଳ୍ପୀ ତଥା ଆଲୋଚକ ମନୋଜ କୁମାର ପଣ୍ଡାଙ୍କର ଆଜି ଅପରାହ୍ନରେ ପରଲୋକ ଘଟିଛି। ବଲାଙ୍ଗୀର ସ୍ଥିତ ତାଙ୍କ ବାସଭବନରେ ଆଜି ଅକସ୍ମାତ ହୃଦଘାତରେ ତାଙ୍କର ପରଲୋକ ଘଟିବା ଖବର ଓଡିଆ ସାହିତ୍ୟ ଜଗତକୁ ସ୍ତବ୍ଧ କରି ଦେଇଛି। ଏକ […]
ଭୁବନେଶ୍ବର, କୋଭିଡ ପରେ ରାଜ୍ୟରେ ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ କରାଯିବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ମିଳିତ ଭାବେ ଏହାର ଆୟୋଜନ […]
ଭୁବନେଶ୍ବର, କାଲିଠୁ ଶସ୍ତା ହେବ ମଦ। ରାଜ୍ୟରେ କାଲିଠାରୁ ମଦ ଦର 30 ପ୍ରତିଶତ କମିବ। ସ୍ବତନ୍ତ୍ର କୋଭିଡ ଫିକୁ 50 ପ୍ରତିଶତରୁ 15 ପ୍ରତିଶତକୁ କମାଇଲା ଅବକାରୀ ବିଭାଗ। ଏଣିକି ସର୍ବାଧିକ ଖୁଚୁରା ଦର ଉପରେ ସରକାର 15 ପ୍ରତିଶତ […]
ଭୁବନେଶ୍ବର, ଓଡ଼ିଆ ଝିଅ ଅଙ୍କିତା ମହାରଣା ଏବେ ଅପସରା ରାନୀ ନାଁରେ ବଲିଉଡରେ ବେଶ୍ ପରିଚିତ। ଡେରାଡୁନରେ ଜନ୍ମିତ ଅପସରା ତେଲୁଗୁ ଚଳଚ୍ଚିତ୍ରରେ କମାଲ କରିବା ପରେ ଆଗକୁ ବଲିଉଡର ବେଶ୍ ଜଣାଶୁଣା ନିର୍ଦେଶକ ରାମଗୋପାଳ ବର୍ମାଙ୍କ ଆଗାମୀ ଚଳଚ୍ଚିତ୍ର ‘ଥ୍ରିଲର’ରେ […]
ଭୁବନେଶ୍ବର, ଆଜି ରାଜ୍ୟରେ ସର୍ବାଧିକ 401 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସବୁ ଦିନ ପରି ଆଜି ବି ଗଂଜାମ ଜିଲ୍ଲାରୁ ସର୍ବାଧିକ 100 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଜପତି 67, କଟକ 42, ଯାଜପୁର 32, ଦେବଗଡ଼ […]
ନୂଆଦିଲ୍ଲୀ, ଜୁଲାଇ 11 ଓ 13 ତାରିଖରେ ପ୍ରକାଶ ପାଇବନି ସିବିଏସଇ ଦଶମ ଓ ଦ୍ବାଦଶ ରେଜଲଟ୍ । ଜୁଲାଇ 11 ତାରିଖରେ ଦ୍ବାଦଶ ଏବଂ ଜୁଲାଇ 13 ତାରିଖରେ ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇବ ବୋଲି ପ୍ରକାଶିତ ଖବର […]
ଭୁବନେଶ୍ବର, ଆୟୁଷ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ଗିରଫ କରାଯାଇଛି। ଭୁବନେଶ୍ବର ମହଳା ଥାନା ପୋଲିସ ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ଫୋନ୍,ମେସେଜ କରିଥିବା ଅଭିଯୋଗ ଉପରେ ରୁଜୁ ଏକ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଏହି […]
ଭୋପାଳ : ମଧ୍ୟପ୍ରଦେଶର ବୈତୁଲ୍ ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ଯୁବକ ଦୁଇ ଯୁବତୀଙ୍କୁ ବିବାହ କରୁଥିବାର ସୁଚନା ରହିଛି । ବିବାହ ମଣ୍ଡପରେ ଜଣେ ବର ଦୁଇ କନ୍ୟାଙ୍କ ସହ ବିବାହ କରିଛନ୍ତି […]
ନୂଆଦିଲ୍ଲୀ, ଜୁଲାଇ 11 ଓ 13 ତାରିଖରେ ସିବିଏସଇ ରେଜଲଟ୍ ପ୍ରକାଶ ପାଇବ। ଜୁଲାଇ 11 ତାରିଖରେ ପ୍ରକାଶ ପାଇବ ଦ୍ବାଦଶ ରେଜଲ୍ଟ। ଏହାର ଦୁଇ ଦିନ ପରେ ଜୁଲାଇ 13 ତାରିଖରେ ପ୍ରକାଶ ପାଇବ ଦଶମ ଶ୍ରେଣୀ ରେଜଲ୍ଟ। ରେଜଲ୍ଟ […]
ଯାଜପୁର : ରାସ୍ତା ମଝିରେ ଶିକ୍ଷୟିତ୍ରୀଙ୍କୁ ହାଣି ହତ୍ୟା କରାଯାଇଥିବାର ସୂଚନା ରହିଛି । ଶିକ୍ଷୟିତ୍ରୀଙ୍କୁ ଗୋଡାଇ ଗୋଡାଇ ହାଣି ହତ୍ୟା କରିଛି ଦୁର୍ବୃତ୍ତ । ଯାଜପୁର ରୋଡ୍ ଥାନା ରାଛିପୁର ଛକ ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି । ଆଉ […]
ଭୁବନେଶ୍ବର,ଭୀନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସର ଅନ ସ୍ପେଶାଲ ଡ୍ୟୁଟି OSD ଭାବେ ନିଯୁକ୍ତି ଦିଆଯାଇଛି। ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରହି କୋଭିଡ ପରିଚାଳନା କଥା ବୁଝିବେ। ଓଡ଼ିଶା ଖଣି ନିଗମର ଏମଡି, କ୍ରୀଡା ବିଭାଗର ନିର୍ଦେଶକ ଭାବେ ପୂର୍ବ ଦାୟିତ୍ବ […]
ଭୁବନେଶ୍ବର : କାଲିଠାରୁ ଭୁବନେଶ୍ବର ଏମ୍ସ ଓପିଡି ବନ୍ଦ ରହିବ । ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳି ସୂଚନା ଦେଇଛନ୍ତି । କର୍ମଚାରୀଙ୍କ ଅଭାବ ଦେଖାଦେବା ଯୋଗୁଁ ଓପିଡି ବନ୍ଦ ରହିବ । କିଛି କର୍ମଚାରୀ କରୋନା ପଜିଟିଭ୍ ଆସିଥିବାରୁ […]
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ଗତ କିଛିଦିନ ହେବ ବାଲୁଗାଁ-ବାଣପୁର ଅଞ୍ଚଳରେ ଅବକାରୀ ବିଭାଗ ବେଶ୍ ସକ୍ରିୟ ରହିଥିବାବେଳେ ଆଜି ଅବକାରୀ ବିଭାଗକୁ ବଡ ସଫଳତା ମିଳିଛି । ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ଏସ୍ଆଇ ମନୋଜ କୁମାର ବାରିକ୍ ଓ […]