ବବୁଲୁ ସାହୁ କଳାହାଣ୍ଡି: ଆଜି ଅପରାହ୍ନ ପ୍ରାୟ ୪ଟା ୩୦ ମିନିଟ୍ ସମୟରେ ଲାଞ୍ଚ ନେଉଥିବା ବେଳେ ଶ୍ରମ ନିରୀକ୍ଷକ ଜୟନ୍ତ କୁମାର ପଣ୍ଡା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଶ୍ରମିକ ପ୍ରେରଣ ଲାଇସେନ୍ସ ନବୀକରଣ ପାଇଁ ଡକ୍ଟର ତରାଇ ନାମକ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଅନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା କଳା ଜରିଆରେ କୋରୋନା ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି । ପୁରୀ ବେଳାଭୂମିରେ ସୁଦର୍ଶନ ଏହି ବାଲୁକା କଳା ପ୍ରଦର୍ଶନ କରିଛନ୍ତି । ସାର୍କ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କୋରୋନା ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ 225 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛି । ସୋମବାର ସନ୍ଧ୍ୟା 6.15ରେ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ବୈଠକରେ […]
ରଞ୍ଜିତ ପଣ୍ଡା ପାରାଦୀପ : ଜଗତସିଂହପୁରର ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୁଇ ଜଣ କୋରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଥିବା ନେଇ ଆଶଙ୍କା କରାଯାଉଛି । ଉଭୟ ରୋଗୀ ଦୀର୍ଘଦିନ ହେବ ଥଣ୍ଡା ଜ୍ବରରେ ପୀଡିତ ଥିଲେ । ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣେ […]
ସୀତାରାମ ଅଗ୍ରଓ୍ବାଲ ବାଣପୁର: ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏନେଇ ବ୍ୟାପକ ସତର୍କତା ଅବଲମ୍ବନ କରୁଛନ୍ତି। ଏନେଇ ପ୍ରତ୍ୟେକ ଜିଲ୍ଲା ତଥା ପଞ୍ଚାୟତ ସ୍ତରରେ ଏନେଇ ସତର୍କ କରାଯିବା ସହିତ ଜନସାଧାରଣଙ୍କୁ ସଚେତନତା କରାଯାଉଛି। […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏନେଇ ବିଭିନ୍ନ ପ୍ରକାରର ସତର୍କତା ମୂଳକ ପଦକ୍ଷେପ ନେଉଛନ୍ତି । ଆଜି ରାଜ୍ୟ ନିର୍ବାଚନ କମିଶନ ପଞ୍ଚାୟତ ଉପନିର୍ବାଚନକୁ ସ୍ଥଗିତ କରି ଦେଇଛନ୍ତି। […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ସତର୍କତା ପାଇଁ ଆଜି ଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା 24 ଘଣ୍ଟା ମଧ୍ୟରେ ହଷ୍ଟେଲ ଖାଲି କରିବାକୁ ପିଜି କାଉନସିଲ୍ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ପାଇଁ କଡା ପଦକ୍ଷେପ ନେଲା ସ୍କୁଲ ଓ ଗଣଶିକ୍ଷା ବିଭାଗ । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଥମରୁ ନବମ ଶ୍ରେଣୀ ଯାଏଁ ସମସ୍ତ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବସ୍ରେ ଓଭରଲୋଡିଂକୁ ମନା କରାଯାଇଛି। ବସ୍ରେ ଓଭରଲୋଡିଂ ନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଉଭୟ ସରକାରୀ ଓ ବେସରକାରୀ ବସ୍ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବସ୍ର ଡ୍ରାଇଭରଙ୍କ ସହ ସମସ୍ତ କର୍ମଚାରୀ ମାସ୍କ […]
କାକଟପୁର : କରୋନାର ଭୟାବହତା ଆଜି ସାରା ବିଶ୍ବ ପାଇଁ ଏବେ ମୁଣ୍ଡବ୍ୟାଥାର କାରଣ ପାଲଟିଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଏନେଇ ବେଶ୍ ସତର୍କ କରାଯାଉଛି । ସାଧାରଣରେ ସତର୍କତା ରହିବାକୁ ମଧ୍ୟ ଉପଦେଶ ଦିଆଯାଇଛି । […]
ସମୀକ୍ଷା ବ୍ୟୁରୋ ପୁରୀ : ଗତକାଲି ଶ୍ରୀମନ୍ଦିର ଛତିଶା ନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କରୋନା ସଂପର୍କରେ ସ୍ଥିତି ସମୀକ୍ଷା କରିବା ସହ […]
ସମୀକ୍ଷା ବ୍ୟୁରୋ କଟକ : ଲୋକମାନ୍ୟ ତିଲକ ଏକ୍ସପ୍ରେସର ଇଞ୍ଜିନରୁ ବଗି ଅଲଗା ହୋଇଥିବା ଖବର ମିଳିଛି। ଚାରିବାଟିଆ ଷ୍ଟେସନ ନିକଟରେ ଇଞ୍ଜିନ୍ ସହ 2ଟି ବଗି ଅଲଗା ହୋଇଯାଇଛି । ଭୁବନେଶ୍ବରରୁ ମୁମ୍ବାଇ ଯାଇଥିବା ଲୋକମାନ୍ୟ ତିଲକ୍ ଏକ୍ସପ୍ରେସ୍ର ଇଞ୍ଜିନ୍ […]
ବ୍ରହ୍ମପୁର : ଏମ୍କେସିଜିକୁ ଫେରିଲେ କରେନା ସନ୍ଦିଗ୍ଧ । ବ୍ରହ୍ମପୁର ଏମ୍କେସିଜି ଆଇସୋଲେସନ ୱାର୍ଡ଼ରେ ଥିବା ଜଣେ କରୋନା ସନ୍ଦିଗ୍ଧ ଗତକାଲି ମେଡ଼ିକାଲ୍ରୁ ଚମ୍ପଟ ମାରିଥିଲେ । ଗ୍ରାମବାସୀଙ୍କ ବାରଣ ପରେ ବାଇକ୍ ଯୋଗେ ହସ୍ପିଟାଲ୍ ଆସିଛନ୍ତି କରେନା ସନ୍ଦିଗ୍ଧ । […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜିଠାରୁ ଟୁଇନ୍ ସିଟି ଭୁବନେଶ୍ବର – କଟକ ଅଞ୍ଚଳରେ ଥିବା ସମସ୍ତ ମଲ୍ ବନ୍ଦ ରଖିବାକୁ କମିଶନରେଟ୍ ପୋଲିସ୍ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବିଶ୍ୱରେ ମାରାତ୍ମକ କରୋନା ନିଜର କାୟା ବିସ୍ତାର କରି ଚାଲିଥିବାବେଳେ ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛି । ଭୁବନେଶ୍ବର ଅଞ୍ଚଳର ଜଣେ ୩୧ ବର୍ଷୀୟ ଯୁବକଙ୍କଠାରେ ଏହି ମାରାତ୍ମକ ଭୂତାଣୁ ଚିହ୍ନଟ ହୋଇଥିବା […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଜନୈକ ରୋଗୀ ମାନସିକ ଭାରସାମ୍ୟ ହରାଇ ନିଜେ ନିଜ ହାତର ଚାରୋଟି ଆଙ୍ଗୁଠି କାଟିଦେଇଛନ୍ତି । ଏଭଳି ଏକ ଅଭାବନୀୟ ଦୃଶ୍ୟ ବ୍ରହ୍ମପୁର ଏମ୍କେସିଜିରେ ଦେଖିବାକୁ ମିଳିଛି । […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁରର ଧରାକୋଟ ଅଂଚଳରେ ନାଟକ ଚାଲିଥିବାବେଳେ ବାଣ ବିସ୍ଫୋରଣ ଘଟି ୮ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଦୋଳପୂର୍ଣ୍ଣିମା ଅବସରରେ ଧରାକୋଟ ଥାନା ଅନ୍ତର୍ଗତ କେ. ରାମଚନ୍ଦ୍ରପୁର, କଇଠଡ଼ା ଗ୍ରାମରେ ମହାଭାରତ ନାଟକ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ଏମ୍କେସିଜି ଆଇସୋଲେସନ ୱାର୍ଡ଼ରେ ଥିବା ଜଣେ କରୋନା ସନ୍ଧିଗ୍ଧ ମେଡ଼ିକାଲ୍ରୁ ଚମ୍ପଟ ମାରିଛନ୍ତି । ଏଥିନେଇ ସହରରେ ଭୟର ବାତାବରଣ ଖେଳିଯାଇଛି । ଘଟଣାରୁ ପ୍ରକାଶ ଯେ ଗତକାଲି ପୁରୀ କୃଷ୍ଣପ୍ରସାଦ ଅଂଚଳର ପ୍ରଭାତ […]
ବବୁଲୁ ସାହୁ କଳାହାଣ୍ଡି: ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି କଲାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ଗୋନ୍ତିଆପଡା ଅଙ୍ଗନବାଡି କେନ୍ଦ୍ର। ଏହି କେନ୍ଦ୍ର ସମ୍ମୁଖରେ ମାତ୍ର ୧୦ ମିଟର ଦୂରତାରେ ରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର। ଏହି ଟ୍ରାନ୍ସଫର୍ମରରୁ ବାହାରିଥିବା ବିଦ୍ୟୁତ ତାର […]
ସମୀକ୍ଷାବ୍ୟୁରୋ ପୁରୀ: ଆଜି ପୁରୀ ପ୍ରଶାସନ ପକ୍ଷରୁ କରୋନା କାରଣରୁ କଟକଣା ଜାରି କରାଯାଇଛି। ପୁରୀ ଜିଲ୍ଲାପାଳଙ୍କ ଅଧକ୍ଷତାରେ ବସିଥିବା ଏକ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। ଜିଲ୍ଲାପାଳଙ୍କ ପକ୍ଷରୁ ଏପ୍ରିଲ ୧ତାରିଖ ଯାଏଁ ପୁରୀ ନ ଆସିବା ପାଇଁ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର୍: ବ୍ରହ୍ମପୁରକୁ ସ୍ୱଚ୍ଛ ପରିମଳ ଓ ପ୍ରଦୂଷଣ ମୁକ୍ତ ପରିବେଶ କରିବାର କେତେ କେତେ ସ୍ୱପ୍ନ ଓ ସଂକଳ୍ପ ଫିକା ପଡ଼ିଯିବା ପରେ ଚକ୍ରବର୍ତ୍ତୀ ସିଂ ରାଠୋର ମହାନଗର କମିଶନର ସାହେବ ସାନିଟେସନ ଫୋରମ୍ ଗଠନ କରି […]