ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ କରୋନା ସ୍ଥିତ ସମୀକ୍ଷା କରିଛନ୍ତି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ତଥା ଅନ୍ୟାନ ପ୍ରମୁଖ ସଚିବମାନେ ଉପସ୍ଥିତ ରହିଥିଲେ । କରୋନା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। […]
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ଆଉ ଚାରି କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଜିଲ୍ଲାର 4 ଜଣ ଆକ୍ରାନ୍ତ ସୁସ୍ଥ ହେବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ। ନୂତନ ଚାରି ଜଣଙ୍କୁ ମିଶାଇ ମୋଟ 26 ଜଣ ସୁସ୍ଥ […]
ରାଉରକେଲା : କଣ୍ଟେନେମଣ୍ଟ ଜୋନ୍ ପ୍ରତ୍ୟାହାର ଦାବିରେ ରାଉରକେଲାରେ ପୋଲିସ୍ ଓ ସାଧାରଣ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଘଟଣାକୁ ନେଇ ମହତାବ ରୋଡ୍ ଓ ଏହାର ଆଖପାଖ ଅଞ୍ଚଳବାସୀ ତାତିଥିବାବେଳେ ମୁଖ୍ୟ ରାସ୍ତାକୁ ଆଜି […]
ସୀତାରାମ ଅଗ୍ରଓ୍ବାଲ ଚିଲିକା : ବଡ଼କୂଳ ପଞ୍ଚାୟତକୁ 72 ଘଣ୍ଟା ପାଇଁ ସଟ୍ଡାଉନ୍ କରିଛନ୍ତି ସରପଞ୍ଚ ପ୍ରମିଳା ଦଳବେହେରା। ରାଜ୍ୟ ସରକାର କ୍ବାରେଣ୍ଟାଇନ୍ ଅବଧିରେ ପରିବର୍ତ୍ତନ କରିବା ପରେ ବଡକୂଳର ଚିଲିକା ସରକାରୀ ଉଚ୍ଚ ବିଦ୍ୟାଳୟରେ ହୋଇଥିବା କ୍ବାରେଣ୍ଟାଇନ୍ ସେଣ୍ଟରରୁ 43 […]
ଭୁବନେଶ୍ବର : ଆଜି 79 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କ ମଧ୍ୟରେ କଟକରୁ 16, ବଲାଙ୍ଗିରରୁ 14, କେନ୍ଦୁଝରରୁ 8, କନ୍ଧମାଳରୁ 7, କେନ୍ଦ୍ରାପଡାରୁ 6, ଗଞ୍ଜାମରୁ 5, ନୟାଗଡ ଓ ଢେଙ୍କାନାଳରୁ ତିନି ଜଣ ଲେଖାଏଁ […]
ଭୁବନେଶ୍ବର : ରାଜ୍ୟରେ ଆଉ 79 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 1500 ଟପିଲା । ନୂତନ […]
ଭୁବନେଶ୍ବର : ଆଜିଠାରୁ ମାଟ୍ରିକ ମୂଲ୍ୟାୟନ ଆରମ୍ଭ । ସାମାଜିକ ଦୂରତ୍ୱ ଅବଲମ୍ବନ କରି ମାଟ୍ରିକ ଖାତା ଦେଖା ହେବ ପାଇଁ ନିର୍ଦ୍ଦେଶ । କରୋନା ଓ ବାତ୍ୟା ଅମ୍ଫାନ୍ ପାଇଁ ମାଟ୍ରିକ ଖାତା ମୂଲ୍ୟାୟନ ବିଳମ୍ବ ହୋଇଛି । ତେଣୁ […]
ଭୁବନେଶ୍ବର : ଆଜିଠୁ ଭୁବନେଶ୍ଵର-କଟକରେ ଗଡିଲା ‘ମୋ ବସ୍’। କରୋନା ମୁକାବିଲା ଲକ୍ ଡାଉନ ଯୋଗୁଁ ଦୀର୍ଘଦିନ ଧରି ବନ୍ଦ ଥିବା ‘ମୋ ବସ୍’ ଆଜିଠାରୁ ରାଜ୍ୟରେ ପୁଣି ଗଡିଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ କଟକର 7ଟି ରୁଟରେ ମୋ […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କୋଭିଡ ହସପିଟାଲରେ ପ୍ରଥମ ସନ୍ଦିଗ୍ଧର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରୁ ଜଣାପଡିଛି ଯେ, ତାମିଲ ନାଡୁରୁ ଗତ ୨୧.୦୫.୨୦୨୦ ଦିନ କଳାହାଣ୍ଡି […]
ଭଦ୍ରକ : କ୍ବାରେଣ୍ଟିନ୍ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ପ୍ରବାସୀ ମାନେ ତାତିଛନ୍ତି । ଆଜି ଭୋର୍ ସକାଳୁ ପ୍ରବାସ ଫେରନ୍ତାମାନେ 16 ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଦୁଇ ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ । ଫଳରେ ଜାତୀୟ ରାଜପଥରେ ଯାତାୟତ […]
ଖୋର୍ଦ୍ଧା: ଖୋର୍ଦ୍ଧା ବାଘମାରୀ ଥାନା ଭୋଗଡ଼ା ଗାଁରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ଜଣ ଘରକୁ ବୋମାମାଡ କରାଯାଇଥିଲା । ଏଥିରେ ପରିବାରର ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା ପରିବାରର ସ୍ୱାମୀ, ସ୍ତ୍ରୀ ଓ ପୁଅ […]
ଭୁବନେଶ୍ବର : ଜାମସେଦପୁରର ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଅକ୍ଷୟ ରାଉତଙ୍କ ଆଜି ପରଲୋକ ହୋଇଛି । ସୋମବାର ସନ୍ଧ୍ୟାରେ ଭୁବନେଶ୍ବରରେ ତାଙ୍କର ପରଲୋକ ହୋଇଛି। କେନ୍ଦ୍ରାପଡାର ବଲୁରିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଅକ୍ଷୟ, 1972ରେ ଏସ୍ସିବି ମେଡିକାଲ କଲେଜରୁ […]
ଭୁବନେଶ୍ବର : ଆସନ୍ତା କାଲିଠୁ ଗଡିବ ମୋ ବସ୍ । କଟକ-ଭୁବନେଶ୍ବର ମଧ୍ୟରେ 7ଟି ରୁଟ୍ରେ ଏହି ବସ୍ ଚଳାଚଳ ଆରମ୍ଭ ହେବ । ପ୍ରାରମ୍ଭିକ ଭାବରେ କେବଳ ଅଣ ଶୀତତାପ ନିୟନ୍ତ୍ରିତ ବସ୍ ଗୁଡିକୁ ଚଳାଇବାର ନିଷ୍ପତ୍ତି ନେଇଛନ୍ତି ସରକାର […]
ଭୁବନେଶ୍ବର : ପୁଣି ଥରେ ଚେନ୍ଟାଣି ଟ୍ରେନ୍ରୁ ଓହ୍ଲାଇଛନ୍ତି ପ୍ରବାସୀ । ଝାରଖଣ୍ଡର ବୋକାରୋରେ ଏହି ଘଟଣା ଘଟିଛି । ରାଉରକେଲାରୁ 100 କିମି ଦୂର ଝାରଖଣ୍ଡର କାନାରାଓ୍ବାଁ ଷ୍ଟେସନ୍ରେ ଏହି ପ୍ରବାସୀ ମାନେ ଓହ୍ଲାଇଛନ୍ତି । କୋହ୍ଲାପୁରରୁ ବୋକାରୋ ଆସୁଥିବା […]
ଜୟପୁର : ଜୟପୁର ସହରରେ କରୋନା ପଜିଟିଭ ଚିହ୍ନଟକୁ ନେଇ ଚର୍ଚ୍ଚା ଜୋର୍। ହୋମ୍ କ୍ବାରେଣ୍ଟିନ୍ରେ ଥିବା ଜଣେ ବ୍ୟକ୍ତିଙ୍କ ସାମ୍ପଲ ପଜିଟିଭ ସୂଚନା। ତେବେ ସମ୍ପୃକ୍ତ ବ୍ୟକ୍ତି ହୋମ୍ କ୍ବାରେଣ୍ଟିନ୍ ନିୟମ ଭାଙ୍ଗି ପଳାଇଥିବା ଚର୍ଚ୍ଚା। କୌଣସି କାମରେ ପରିବାର […]
ଭୁବନେଶ୍ବର : ଆଜି ରାଜ୍ୟରେ ଆଉ 99 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ନୂତନ 99 ଜଣ ସୁସ୍ଥଙ୍କ ମଧ୍ୟରେ ବାଲେଶ୍ବରରୁ ସର୍ବାଧିକ 34 […]
ଭୁବନେଶ୍ବର : କାଲିଠାରୁ ମାଟ୍ରିକ ଖାତା ମୂଲ୍ୟାୟନ ହେବ । ତେବେ ପୂର୍ବ ନିର୍ଦ୍ଧାରିତ ନିୟମକୁ ବଦଳାଯାଇଥିବାର ସୂଚନା ରହିଛି। ପ୍ରତିଦିନ ତିନି ପର୍ଯ୍ୟାୟରେ ଖାତା ମୂଲ୍ୟାୟନ ବ୍ୟବସ୍ଥା ବାତିଲ୍ କରାଯାଇଛି । କାଲିଠାରୁ ସକାଳ 10ରୁ ଦିନ 3ଟା ମଧ୍ୟରେ […]
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ବାଲୁଗାଁ ଏନ୍ଏସିର ଏକ ନମ୍ବର କ୍ବାରେଣ୍ଟାଇନ୍ ସେଣ୍ଟରରେ ଚାଲିଥିବା ଅବ୍ୟବସ୍ଥା ସାମ୍ନାକୁ ଆସିଛି । ନିମ୍ନମାନର ଖାଦ୍ୟ ନେଇ କ୍ବାରେଣ୍ଟାଇନ୍ ସେଣ୍ଟର ଆଗରେ ଅନ୍ତେବାସୀମାନେ ଅନଶନ କରିଛନ୍ତି। ବାଲୁଗାଁ ମହାବିଦ୍ୟାଳୟଠାରେ ଏକ ନମ୍ବର କ୍ବାରେଣ୍ଟାଇନ୍ ସେଣ୍ଟର […]
ରାଉରକେଲା : ଓହ୍ଲାଇ ଦେଲେନି, ଚେନ୍ ଟାଣି ପଳାଇଲେ ପ୍ରବାସୀ ଶ୍ରମିକ । ଝାଡଖଣ୍ଡ ସୀମା ନୂଆଗାଁ ଷ୍ଟେସନରେ ଚେନ୍ ଟାଣି ଓହ୍ଲାଇଗଲେ ଶ୍ରମିକ । ପ୍ରାୟ ଦୁଇ ଶହ ଶ୍ରମିକ ଓହ୍ଲାଇ ଯାଇଥିବା ବନ୍ଧମୁଣ୍ଡା ଏଆର୍ଏମ୍ ସୂଚନା ଦେଇଛନ୍ତି । […]
ଭୁବନେଶ୍ବର : ବାପ ପୁଅ ଦୁଇଜଣ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି । ଖୋର୍ଦ୍ଧା ଜିଲ୍ଲାରୁ ଆଜି ଚିହ୍ନଟ 5 ଆକ୍ରାନ୍ତଙ୍କ ମଧ୍ୟରେ ଏହି ବାପ-ପୁଅ ରହିଛନ୍ତି । ପୁଅର ବୟସ ତିନି ବର୍ଷ ହୋଇଥିବାବେଳେ ବାପାଙ୍କ ବୟସ 41 […]
ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା 10 ଜଣ ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ। ଚିହ୍ନଟ 10 ଜଣ ଆକ୍ରାନ୍ତ ପ୍ରବାସ ଫେରନ୍ତା ବୋଲି ଜଣାପଡିଛି। 8 ଜଣ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବାବେଳେ ତାମିଲନାଡୁରୁ ଦୁଇ […]