ଭୁବନେଶ୍ୱର: ପଡୋଶୀ ପଶ୍ଚିମବଙ୍ଗରୁ ଚାଲି ଚାଲି ଓଡ଼ିଶାକୁ ଫେରୁଥିବା ଜଣେ ୫୬ ବର୍ଷୀୟ ପ୍ରବାସୀ ଶ୍ରମିକ ବାଲେଶ୍ଵର ଜିଲ୍ଲାର ଲକ୍ଷ୍ମଣନାଥ ସୀମା ଗେଟରେ ମୃତ୍ୟୁ ବରଣ କରିଛନ୍ତି। ମୃତ ଧୁବାଇ ଚରଣ ମହାନ୍ତି ପୁରୀ ଜିଲ୍ଲାର କାକଟପୁର ପୋଲିସ ସୀମା ଅନ୍ତର୍ଗତ […]
ଭୁବନେଶ୍ୱର / ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଅଧିିକ ଡାଟା ବ୍ୟବହାର କରୁଥିବା ପ୍ରିପେଡ୍ ଗ୍ରାହକମାନଙ୍କ ପାଇଁ ଶୁକ୍ରବାର ଆଉ ଏକ ନୂଆ ତ୍ରୈମାସିକ ‘ୱାର୍କ ଫ୍ରମ୍ ହୋମ୍’ ପ୍ଲାନ୍ ଆରମ୍ଭ କରାଯାଇଛି। ଏହି ନୂଆ ତ୍ରୈମାସିକ ପ୍ଲାନ୍ରେ ପ୍ରତିଦିନ ୩ଜିବି […]
ଭୁବନେଶ୍ବର : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ସବୁ ପିଲା ପାସ୍ । ରାଜ୍ୟ ସରକାରଙ୍କ ସ୍କୁଲରେ ପଢୁଥିବା ଅଷ୍ଟମ ଯାଏ ପିଲା ପାସ୍ । କରୋନା ସ୍ଥିତି ନେଇ ସବୁ ପିଲାଙ୍କୁ ପାସ୍ ଘୋଷଣା କଲେ ସରକାର । […]
ଭୁବନେଶ୍ବର : ଆଜି ସାମ୍ବାଦିକ ସମ୍ମିଳନୀରେ କୋଭିଡ୍ ସମ୍ପର୍କରେ ସୂଚନା ଦେବା ସହ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି କୋଭିଡ୍-19 ଓଡ଼ିଶାର ମୁଖପାତ୍ର ସୁବତ୍ର ବାଗ୍ଚୀ। ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇଥିବା ସମସ୍ତ 20 ଜଣ ଛୋଟ ପିଲା ସୁସ୍ଥ ହୋଇଛନ୍ତି […]
ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣ ଯୋଗୁ ଦେଶରେ ଭୟାବହ ପରିସ୍ଥିତି ଦେଖାଦେଇଛି। ବିଭିନ୍ନ ରାଜ୍ୟରୁ ଜଗତସିଂହପୁର ଜିଲ୍ଲାକୁ ଅଧିକ ସଂଖ୍ୟକ ଫେରୁଥିବା ପ୍ରବାସୀମାନଙ୍କ ପାଇଁ ଜଗତସିଂହପୁର ସ୍ଥିତ ଏସ୍.ଭି.ଏମ୍ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଟ୍ରାନଜିଟ୍ ପଏଣ୍ଟ […]
ପିଣ୍ଟୁ ବିଷୋୟୀ ଗଞ୍ଜାମ: ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ବିଭିନ୍ନ ବ୍ଲକରେ କରୋନା ସମୀକ୍ଷା କରିଥିବାବେଳେଅପରାହ୍ନରେ କବିସୂର୍ଯ୍ୟନଗର ବ୍ଲକ ରେ ପହଁଞ୍ଚି ନିର୍ବାଚନମଣ୍ଡଳୀର କରୋନା ସ୍ଥିତି ସମୀକ୍ଷା କରିଥିଲେ। କବିସୂର୍ଯ୍ୟନଗର ବିଧାୟିକା ଲତିକା […]
ଭୁବନେଶ୍ବର: ଲକ୍ ଡାଉନ୍ ପାଇଁ ଏବେ ପ୍ରବାସୀ ଶ୍ରମିକମାନେ ଚାଲି ଚାଲି ନିଜ ରାଜ୍ୟକୁ ଯାଉଛନ୍ତି। ତେବେ ଓଡ଼ିଶା ସରକାର ଏମାନଙ୍କ ପାଇଁ ଏକ ଖୁସି ଖବର ଆଣିଛନ୍ତି। ରାସ୍ତାରେ ଚାଲି ଚାଲି ଯାଉଥିବା ଶ୍ରମିକଙ୍କ ପାଇଁ ଆଶ୍ବସ୍ତିକର ଖବର ରହିଛି। […]
ଜଳେଶ୍ବର : ଲକ୍ ଡାଉନ୍ ଉଜାଡି ଦେଇଛି ପ୍ରବାସୀ ଶ୍ରମିକର ଜୀବନ । ତାଲାବନ୍ଦ ଯୋଗୁ ରୋଜଗାର ଚାଲିଯାଇଥିବାବେଳେ ଘରକୁ ଫେରିବା ପାଇଁ କୌଣସି ସାଧନ ନାହିଁ । ବାଧ୍ୟ ହୋଇ ଚାଲି ଚାଲି ନିଜ ଘରକୁ ଫେରୁଥିବା ଶ୍ରମିକମାନେ ଦୁର୍ଘଟଣାର […]
ଭୁବନେଶ୍ବର : ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେଉଛି। ଆଜି ସନ୍ଧ୍ୟାରେ ଏହା ଅବପାତର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ଦୃଷ୍ଟିରେ […]
ଭୁବନେଶ୍ବର : ଆଜି ରାଜ୍ୟରେ ଆଉ 8 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ଚାରି ଜଣ, ଭଦ୍ରକରୁ ଦୁଇ ଜଣ ଓ ବାଲେଶ୍ବର ଓ କେନ୍ଦୁଝରରୁ ଜଣେ ଲେଖାଏଁ ରହିଛନ୍ତି । ନୂଆ 8 ଜଣଙ୍କୁ ମିଶାଇ ରାଜ୍ୟରେ […]
ବଲାଙ୍ଗିର : ଆସନ୍ତା 18 ତାରିଖରୁ ବଲାଙ୍ଗିରରେହେବ କୋଭିଡ୍ ଟେଷ୍ଟ । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ହେବ କୋଭିଡ୍ ଟେଷ୍ଟ । ପ୍ରାଥମିକ ପର୍ଯ୍ୟାୟରେ ଦୈନିକ 68ଟି ନମୁନା ପରୀକ୍ଷା ହେବା ନେଇ ସୂଚନା ରହିଛି ।ସପ୍ତାହେ ମଧ୍ୟରେ ନମୁନା […]
ଭୁବନେଶ୍ବର : ଆଜି ଚିହ୍ନଟ ନୂତନ 48 ଜଣଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ଏଥିରୁ ଅଧିକାଂଶ ସୁରତ୍ ଫେରନ୍ତା ରହିଛନ୍ତି। ବାଲେଶ୍ବରର 12 ଆକ୍ରାନ୍ତଙ୍କ ମଧ୍ୟରୁ 7 ଜଣ ପଶ୍ଚିମବଙ୍ଗ ଫେରନ୍ତା ଥିବାବେଳେ ଦୁଇ ଜଣ ସୁରତ ଫେରନ୍ତା , […]
ଭୁବନେଶ୍ବର : ରାଜ୍ୟରେ ନୂଆ 48 ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ 48 ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ 12, ବାଲେଶ୍ବରରୁ 12, ପୁରୀରୁ 10 ଓ […]
କଟକ : ହାଇକୋର୍ଟ ଓକିଲଙ୍କୁ କଳା କୋର୍ଟ ଓ ଗାଉନ ନ ପିନ୍ଧିବାକୁ ପରାମର୍ଶ ଦିଆହୋଇଛି । କରୋନା ସଂକ୍ରମଣରୁ ରକ୍ଷା ପାଇଁବା ପାଇଁ ମୁଖ୍ୟ ବିଚାରପତି ଏହି ପରାମର୍ଶ ଦେଇଛନ୍ତି । କଳା କୋଟ୍, ଗାଉନ ନ ପିନ୍ଧି ଧଳା […]
ଭୁବନେଶ୍ବର : ଦୁବାଇରୁ ଆସିଲେ ପ୍ରବାସୀ। ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନରେ ଦୁବାଇରୁ ପ୍ରାୟ 150 ଯାତ୍ରୀ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। 12ଟି ଜିଲ୍ଲାର 150ଜଣ ଯାତ୍ରୀ ଆସିଥିବା ସୂଚନା ମିଳିଛି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ […]
ଭୁବନେଶ୍ବର : ସରପଞ୍ଚ ମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । 50 ଲକ୍ଷ ସହାୟତା ବର୍ଗରେ ସରପଞ୍ଚମାନଙ୍କୁ ସାମିଲ୍ କରାଯାଇଥିବାର ଘୋଷଣା କରାଯାଇଛି । ଟୁଇଟ୍ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ତୃଣମୂଳସ୍ତରରେ ସରପଞ୍ଚମାନେ […]
ଭୁବନେଶ୍ୱର : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ବରିଷ୍ଠ ଜନନେତା ତଥା ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କର ଆଜି 98 ବର୍ଷ ବୟସରେ ପରଲୋକ ହୋଇଛି। କ୍ୟାପିଟାଲ୍ ହସପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବାର ସୂଚନା ମିଳିଛି । ସ୍ୱାଧୀନତା ସଂଗ୍ରାମୀ […]
ଭୁବନେଶ୍ବର : ସିଲ୍ ହୋଇଥିବା ବାପୁଜୀ ନଗର ପୁଣି ଥରେ ଖୋଲିଛି । ତେବେ ସମ୍ପୂର୍ଣ୍ଣ ଭାବରେ ନୁହେଁ । ମାତ୍ର 50ଟି ଦୋକାନ ଖୋଲିବାକୁ ବିଏମ୍ସି ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । 50 ଟି ଦୋକାନକୁ ଅନୁମତି ଦିଆଯିବା […]
ଭୁବନେଶ୍ବର : ରାଜ୍ୟରେ ଆଉ 15 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁଏହି ସୂଚନା ପ୍ରଦାନ କରାଯାଇଛି । ସୁସ୍ଥ ହୋଇଥିବା ସମସ୍ତ ବ୍ୟକ୍ତି ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି । […]
ରଞ୍ଜିତ ପଣ୍ଡା କୁଜଙ୍ଗ : କୁଜଙ୍ଗରେ ବଧୂହତ୍ୟା ଭଳି ଏକ ଘଟଣା ଘଟିଯାଇଛି । ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ବଗଦିଆ ଗ୍ରାମର ଜନୈକା ମହିଳାଙ୍କୁ ଅଧିକ ଯୌତୁକ ଦାବିରେ ବିଷ ଦେଇ ହତ୍ୟା କରାଯାଇଥିବାର ଅଭିଯୋଗ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, […]
ଭୁବନେଶ୍ବର : କେନ୍ଦ୍ରାପଡା ଜିଲ୍ଲାରୁ 13 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାପାଳ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି । ନୂତନ ଆକ୍ରାନ୍ତକୁ ମିଶାଇ କେନ୍ଦ୍ରାପଡାରେ ଆକ୍ରାନ୍ତଙ୍କ ସଂଖ୍ୟା 22ରେ ପହଞ୍ଚିଛି । ଏହାକୁ ମିଶାଇ […]