ସମୀକ୍ଷା ବ୍ୟୁରୋ ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ବିଭିନ୍ନ ବର୍ଗର କର୍ମଚାରୀମାନଙ୍କ ପଦୋନ୍ନତିରେ ବିଳମ୍ବ ଦୂର କରି ଉପଯୁକ୍ତ ସମୟରେ ଯେପରି ପଦୋନ୍ନତି ପାଇପାରିବେ ସେଥିପାଇଁ ଡିସେମ୍ବର ୩୧ ସୁଧା ପଦୋନ୍ନତି ପ୍ରକ୍ରିୟା ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : ଭୁବନେଶ୍ୱରରେ ଜାନୁଆରୀ ୧୯, ୨୦ ଓ ୨୧ ତାରିଖରେ ପଲସ୍ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୪୯ଟି ବୁଥ୍ରେ ୪୯୮ଟି ଦଳ ଅନ୍ତର୍ଭୁକ୍ତ ୯୯୬ଟି ଟୀକାଦାନକାରୀ ଏହି ବ୍ୟାପକ କାର୍ଯ୍ୟକ୍ରମକୁ ପରିଚାଳନା କରିବେ। ରେଲେୱ […]
ଭୁବନେଶ୍ୱର : ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରୀ ବାବୁଲ ସୁପ୍ରିୟୋ । କେନ୍ଦ୍ରମନ୍ତ୍ରୀ ସୁପ୍ରିୟୋ ୯.୩୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚି ବ୍ରହ୍ମପୁର ଅଭିମୁଖେ ଗସ୍ତ କରିବେ। ସେ ମଧ୍ୟାହ୍ନ ୧୨ ଟାରେ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆସନ୍ତା ଶୁକ୍ରବାର ଓ ଶନିବାର କଟକ, ଭୁବନେଶ୍ବର, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ନିମାପଡା ଜିଲ୍ଲାର କିଛି ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିବ ନେଇ ଗୁରୁବାର ଦିନ ସେସୁ ପକ୍ଷରୁ ଘୋଷଣା କରାଯାଇଛି। ଜରୁରୀକାଳୀନ ମରାମତି […]
ସମୀକ୍ଷା ବ୍ୟୁରୋ ଭୁବେନଶ୍ବର : ଖରାଛୁଟିରେ ସ୍କୁଲ ପିଲାଙ୍କ ପାଇଁ ହେବ ଏକ୍ସଟ୍ରା କ୍ଲାସ୍। ପାଠପଢାରେ ଦୁବର୍ଳ ଥିବା ପିଲାମାନଙ୍କୁ ଏକ୍ସଟ୍ରା କ୍ଲାସ ଦିଆଯିବ । ଏନେଇ ସୂଚନା ଦେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ତେବେ […]
ସମୀକ୍ଷା ବ୍ୟୁରୋ ବାଣପୁର : ରାଜ୍ୟସରକାର ମନ୍ଦିର ଓ ପର୍ଯ୍ୟଟନ ଶିଳ୍ପକୁ ବିଶେଷ ଗୁରୁତ୍ବ ଦେଉଥିବାବେଳେ ଆଜି ବାଣପୁରର ପ୍ରସିଦ୍ଧ ମା’ ଭଗବତୀଙ୍କ ମନ୍ଦିରଠାରେ ବିଜେଡି ବିଧାୟକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଏହି ଭିଡକୁ ଦେଖି ସାଧାରଣରେ ବେଶ୍ ଉତ୍ସାହ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବାଲେଶ୍ୱର ଜିଲ୍ଲାରୁ ପୁନର୍ବାର ବ୍ରାଉନସୁଗାର ଜବତ କରାଯାଇଛି । ଜଳେଶ୍ୱରସ୍ଥିତ ଶେଖବାଡରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ନିକଟରୁ ପୋଲିସ୍ 50 ଗ୍ରାମ […]
କୋଣାର୍କ- ଆଜି ବଡି ଭୋରରୁ 5ଟି ସଚିବ ଭି.କେ ପାଣ୍ଡିୟାନ କୋଣାର୍କ ଗସ୍ତରେ ଯାଇ ସେଠାକାର ସୌନ୍ଦର୍ଯ୍ୟ କରଣ ଉପରେ ଅନୁଧ୍ୟାନ କରିଥିଲେ। ପାଣ୍ଡିୟାନଙ୍କ ସହ ପୁର୍ତ୍ତ ସଚିବ କିଶନ କୁମାର ଏବଂ ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂ ମଧ୍ୟ ଉପସ୍ଥିତ […]
ଭୁବନେଶ୍ବର- ସାରା ଓଡିଶାରେ ଭାରତ ବନ୍ଦର ପ୍ରଭାବ ବେଶ୍ ପଡିଛି। ସଂଧ୍ୟା ସୁଦ୍ଧା ଶାନ୍ତି ପୂର୍ଣ୍ଣ ଭାବେ ଏହି ବନ୍ଦ ପାଳନ ଶେଷ ହୋଇଛି। ବିଭିନ୍ନ ସ୍ଥାନରେ ଟ୍ରେଡ ୟୁନିୟନ ଏବଂ କଂଗ୍ରେସ ତରଫରୁ ରାସ୍ତା ରୋକ କରାଯାଇଥିବା ବେଳେ ଦୋକାନ […]
ସମୀକ୍ଷା ବ୍ୟୁରୋ ଜଗତସିଂହପୁର : କୃଷିଋଣ ବୀମା ଛାଡ ବାବଦରେ ମିଳିଥିବା କ୍ଷତିପୂରଣ ରାଶି ପାଇଁ ଅନ୍ୟାୟ ଭାବରେ ଟଙ୍କା ଆଦାୟ କରାଯିବା ନେଇ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ଜଗତସିଂହପୁର ପଙ୍କପାଳ ସେବା ସମବାୟ ସମିତିର ସଭ୍ୟମାନେ ଏନେଇ […]
ସମୀକ୍ଷା ବ୍ୟୁରୋ କେନ୍ଦ୍ରାପଡ଼ା :୧୨ ଦଫା ଦାବି ନେଇ ଦିଆ ଯାଇଥିବା ଭାରତ୍ ବନ୍ଦ ଡାକରାର ପ୍ରଭାବ କେନ୍ଦ୍ରାପଡ଼ାରେ ମଧ୍ୟ ଦେଖିବା ପାଇଁ ମିଳିଥିଲା। ସକାଳ ୬ଟାରୁ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଥିଲେ। ସହରର ଦୁହୁରିଆ, ତିନିମୁହାଣି, ବସଷ୍ଟାଣ୍ଡ, ପୁରୁଣା […]
ସମୀକ୍ଷା ବ୍ୟୁରୋ ଗଞ୍ଜାମ: ହାତୀପଲଙ୍କ ଚଳାଚଳ ପାଇଁ ଟ୍ରେନକୁ ସତର୍କ ସୂଚନା ଜାରି କରାଯାଇଛି। ଦୁର୍ଘଟଣା ଏଡ଼ାଇବାକୁ ଏହି ପ୍ରକାର ସୂଚନା ଜାରି କରାଯାଇଛି। ନିକଟରେ ଟ୍ରେନ୍ ଲାଗି ହାତୀ ମୃତ୍ୟ ସଂଖ୍ୟା ବଢିବାରେ ଲାଗିଛି। ରାତି ସମୟରେ ଟ୍ରେନ ଇଚ୍ଛାପୁର […]
ସମୀକ୍ଷା ବ୍ୟୁରୋ ବାଣପୁର: ଆଜି ସାରା ଭାରତରେ 10 ଟ୍ରେଡ୍ ୟୁନିଅନ୍ ଭାରତ ବନ୍ଦ କରିଛନ୍ତି। ଏହାର ପ୍ରଭାବ ସାରା ରାଜ୍ୟରେ ଅନୁଭୂତ ହେଉଥିବାବେଳେ ଏଥିରୁ ବାଦ୍ ପଡିନାହିଁ ଚିଲିକା ନିର୍ବାଚନ ମଣ୍ଡଳୀ। ଆଜି ଚିଲିକା ନିର୍ବାଚନ ମଣ୍ଡଳୀରେ ପ୍ରଦୀପ ସ୍ବାଇଁଙ୍କ […]
ସମୀକ୍ଷା ବ୍ୟୁରୋ କୁଜଙ୍ଗ: ସମ୍ପତ୍ତି ପାଇଁ ରକ୍ତର ସମ୍ପର୍କ ମଧ୍ୟ ତୁଚ୍ଛ ପାଲଟିଯାଏ। ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତରେ। ଜମି ବାଡିକୁ କେନ୍ଦ୍ର କରି ଦୁଇ ଭାଇ ମା ଓ ଦୁଇ […]
ସମୀକ୍ଷା ବ୍ୟୁରୋ ବାରିପଦା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ବାଙ୍କୀଶୋଳଠାରେ ଆଦାନୀ ଶିଳ୍ପ ସଂସ୍ଥାର ସହଯୋଗରେ ପ୍ରତିଷ୍ଠିତ କିସ୍ ଆବାସିକ ବିଦ୍ୟାଳୟର ଉଦ୍ଘାଟନ କରିଥିଲେ। ଏହାସହିତ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ସଂସ୍କାର ସମ୍ବଳିତ ଶ୍ରୀମନ୍ଦିର ପ୍ରଶାସନର ରିପୋର୍ଟ ଉପରେ ସର୍ବୋଚ୍ଚ କୋର୍ଟ ଆପତ୍ତି ଉଠାଇଥିଲେ । ଚାରି ସପ୍ତାହ ପରେ ପୁନର୍ବାର […]
ବରଗଡ- ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଗତକାଲି ବରଗଡରେ ଆୟୋଜିତ ଧନୁଯାତ୍ରା ଉତ୍ସବରେ ଯୋଗଦେଇଥିଲେ। ଏଥିପାଇଁ ତାଙ୍କୁ କଂସ ମହାରାଜ ଅତିଥୀ ଭାବେ ଡାକିଥିଲେ। ଫଳରେ ଅପରାଜିତା ଏକ ସୁସଜ୍ଜିତ ରଥରେ ବରଗଡ ସହରର ପରିକ୍ରମା କରିଥିଲେ। ଧନୁଯାତ୍ରାର ଏକ ପରଂପରା […]
ଭୁବନେଶ୍ବର- ଆଜି ଭାରତ ବନ୍ଦ ଡାକରାର ପ୍ରଭାବ ଓଡ଼ିଶାରେ ଅନୁଭୂତ ହେବାରେ ଲାଗିଛି। ଆଜି ସକାଳୁ ସକାଳୁ ବିକ୍ଷୋଭକାରୀମାନେ ରାସ୍ତା ରୋକ ଆରମ୍ଭ କରିଦେଇଛନ୍ତି। ବିଭିନ୍ନ ଟ୍ରେଡ ୟୁନିୟନଗୁଡିକ ଏହି ଆନ୍ଦୋଳନ ଡାକରା ଦେଇଥିବାରୁ ସବୁ ସ୍ଥାନରେ ବିକ୍ଷୋଭକାରୀ ବନ୍ଦକୁ ସଫଳ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: ଟାଟା ଷ୍ଟିଲ୍ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଟାଟା ଷ୍ଟିଲ୍ ଭୁବନେଶ୍ୱର ହାଫ୍ ମାରାଥନ୍ (ଟିଏସ୍ବିଏଚ୍ଏମ୍)ର ପଂଚମ ସଂସ୍କରଣ ଯାହା କଳିଙ୍ଗ ଷ୍ଟାଡିୟମ୍ରେ ୨୦୨୦ ଜାନୁଆରି ୧୨ରେ ଅନୁଷ୍ଠିତ ହେବାର ଥିଲା ତାହା ସ୍ଥଗିତ କରାଯାଇଛି […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: ଜେ.ଏନ୍.ୟୁ.ରେ ଛାତ୍ର ଓ ଅଧ୍ୟାପକମାନଙ୍କୁ ହୋଇଥିବା ମରଣାନ୍ତକ ଆକ୍ରମଣକୁ ତୀବ୍ର ନିନ୍ଦା କରି ଭୁବନେଶ୍ୱରରେ ବିଭିନ୍ନ ଗବେଷଣା କେନ୍ଦ୍ର ଓ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ସ୍କଲାରମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ଏବଂ ଆଇ.ଏମ୍.ଏମ୍.ଟି ରେ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, ଆସନ୍ତା କାଲି ଘରୋଇ ବସ୍ ଚଳାଚଳ କରିବନି । ଭାରତ ବନ୍ଦ ପାଇଁ ସୁରକ୍ଷା ଦୃଷ୍ଟିରୁ ବସ୍ ନ ଚଳାଇବା ପାଇଁ ବସ୍ ମାଲିକମାନେ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଥିବାବେଳେ ବନ୍ଦ […]