ରାଜ୍ୟ ଖବର

ଭୁବନେଶ୍ଵର: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଓଡିଶା ସମତେ ଦେଶର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ସେହିଭଳି ଆଜି ବାଙ୍ଗାଲୋରର ଭିନ୍ନ ଭିନ୍ନ ଆପାର୍ଟମେଣ୍ଟରେ…

ପୁରୀ: ଆଜି ତିନି ରଥ ଗୁଣ୍ଡିଚା ମନ୍ଦିରରେ ଲାଗିପାରିଲେ ନାହିଁ। ଏପରିକି ପ୍ରଭୃ ଜଗନ୍ନାଥ ସଂଧ୍ୟା ପର୍ଯ୍ୟନ୍ତ ସିଂହଦ୍ବାରରୁ ହଟିଲେ ନାହିଁ। ଫଳରେ କଣ ହେବ କେମିତି…

ଖୋର୍ଦ୍ଧା: ଓଡ଼ିଆ ମାନଙ୍କ ଅସ୍ମିତା ର ପର୍ବ, ପୌରାଣିକ ଐତିହ୍ୟ ସଂସ୍କୃତି ର ପର୍ବ, ବିଶ୍ଵ ବିଦିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସଂସ୍କୃତି ସନାତନ ଧର୍ମ, ଭାଇଚାରାର…

ବାଲୁଗାଁ: ଚିଲିକା ବ୍ଳକ ଅନ୍ତର୍ଗତ ନଇରୀ ନିକଟ ଲୀଳାକ୍ଷେତ୍ର କାଙ୍କଣଶିଖରୀ ଠାରେ ମହାସମାରୋହରେ ବିଶ୍ୱନିୟନ୍ତାଙ୍କ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଚିଲିକାର ଅଥଳ ଜଳରାଶିରେ ସୁସଜ୍ଜିତ ନୌକା…

ନୂଆଦିଲ୍ଲୀ: ନୂଆଦିଲ୍ଲୀର ହାଉଜଖାସ ଭିଲେଜ ସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ସବୁଠୁ ବୃହତ ଜଗନ୍ନାଥ ମନ୍ଦିରରେ ୪୭ ତମ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଏହି…

ପୁରୀ: ରଥଯାତ୍ରା ଅବସରରେ ଆଜି ପୁରୀ ବଡ ଦାଣ୍ଡରରେ ଉନମୋଚିତ ହୋଇଛି ଉତ୍କଳ ପ୍ରସଂଗର ସ୍ବତନ୍ତ୍ର ସଂଖ୍ୟା। ଏହି ସ୍ବତନ୍ତ୍ର ସଂଖ୍ୟାଟି ପ୍ରଭୃ ଜଗନ୍ନାଥଙ୍କ ରଥଯାତ୍ରା ଉପରେ…

ଭୁବନେଶ୍ୱର: ଜୁନ ୩୦ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜନ ଅଭିଯୋଗ ଶୁଣାଣି କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତା ସୋମବାର ଦିନ…

ପୁରୀ: ମହାପ୍ରଭୁ ରଥଯାତ୍ରାର ପବିତ୍ର ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଶ୍ରୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଶାର ପୁରୀ ବେଳାଭୂମି କୂଳରେ ପ୍ରଭୁ ଜଗନ୍ନାଥଙ୍କ ୧୦୧ଟି ମୂର୍ତ୍ତି ସହିତ…

ଭୁବନେଶ୍ବର: ମୁମ୍ବାଇର ହସପିଟାଲ ବେଡରୁ ରାଜ୍ୟବାସୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ପବିତ୍ର ରଥଯାତ୍ରା ହୋଇଥିବାରୁ ସେ ଅସୁସ୍ଥ ହୋଇଥିଲେ ମଧ୍ୟ…

ପୁରୀ: ଆଜି ହେଉଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଆଜି ତିନିଠାକୁର ଶ୍ରୀମନ୍ଦିର ଛାଡି ରଥରେ ବସି ଯିବେ ଗୁଣ୍ଡିଚା ମନ୍ଦିର। ସେଥିପାଇଁ ଶ୍ରୀମନ୍ଦିର କର୍ତ୍ତୁପକ୍ଷ ଏବଂ ସେବାୟତାମାନେ…

ଭୁବନେଶ୍ବର, ପୁରୀ ଶ୍ରୀକ୍ଷେତ୍ରରେ ରଥଯାତ୍ରାର ପରଂପରା କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଛି। ଏହାର ପ୍ରମାଣ ବିଭିନ୍ନ ସମୟରେ ଐତିହାସିକମାନେ ବର୍ଣ୍ଣନା କରିଛନ୍ତି। ସେହିପରି ବହୁ ପ୍ରାଚୀନ…

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆଜି ଶିଳ୍ପ ସମାଗମ ମେଳା ଉଦଘାଟିତ ହୋଇଛି। ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ…

ଭୁବନେଶ୍ୱର: ଓଡ଼ିଶା ପବିତ୍ର ରଥଯାତ୍ରା ପାଇଁ ପ୍ରସ୍ତୁତ ହେଉଥିବା ବେଳେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ଜିଲ୍ଲା ପ୍ରଶାସନ ସହିତ ସହଭାଗିତାରେ ଦର୍ଶନାର୍ଥୀମାନଙ୍କୁ ସୁଗମ, ସୁରକ୍ଷିତ ଏବଂ ପରିପୂର୍ଣ୍ଣ…

ନୂଆଦିଲ୍ଲୀ: ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣକୁ ନେଇ ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ର ଭାରୀ ଉଦ୍ୟୋଗ ଓ ଇସ୍ପାତ ମନ୍ତ୍ରୀ ଏଚ.ଡି.…

ପୁରୀ: ଆଜି ପ୍ରଭୃ ଶ୍ରୀ ଜଗନ୍ନାଥ ଆଜ୍ଞା ଦେଲେ। ତିନି ରଥକୁ ଟଣାଯାଇ ସିଂହଦ୍ବାରା ସମ୍ମୁଖରେ ଗୁଣ୍ଡିଚା ମନ୍ଦିର ମୁହାଁ ରଖାଗଲା। ଅପରାହ୍ନରେ ଶ୍ରୀମନ୍ଦିରରୁ ସେବକମାନେ ପ୍ରଭୃଙ୍କ…

ଭୁବନେଶ୍ବର: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ତୀର୍ଥଯାତ୍ରୀଙ୍କ ପାଇଁ ଓଏସ୍ଆରଟିସି ପକ୍ଷରୁ ସାରା ଓଡ଼ିଶାରେ ସ୍ୱତନ୍ତ୍ର ବସ୍ ସେବା ଆରମ୍ଭ ହେଉଛି। ଏହା ଜିଲ୍ଲାଗୁଡ଼ିକୁ ପୁରୀ ସହିତ…

ଭୁବନେଶ୍ୱର: ଉତ୍କର୍ଷତାର ଉଲ୍ଲେଖନୀୟ ଯାତ୍ରା ଜାରି ରଖିବା ସହିତ, ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଏମ୍‌ସ ଭୁବନେଶ୍ବର, ପ୍ରତିଷ୍ଠିତ ଇଣ୍ଡିଆ ଟୁଡେ-ଏମଡିଆରଏ ମେଡିକାଲ କଲେଜ ସର୍ଭେ ୨୦୨୫ରେ ସମଗ୍ର…

ପୁରୀ: ଆସନ୍ତାକାଲି ହେଉଛି ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରା। ଆଜିଠାରୁ ପୁରୀରେ ଲକ୍ଷଲକ୍ଷ ଭକ୍ତ ଏକାଠି ହେବାରେ ଲାଗିଛନ୍ତି। ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।…

ଭୁବନେଶ୍ବର: ରଥଯାତ୍ରା ପୂର୍ବରୁ ରାଜ୍ୟର ସାମୟିକ କର୍ମଚାରୀ ମାନଙ୍କ ପାଇଁ ଖୁସି ଖବର। ଓଡିଶା ସାମୟିକ କର୍ମଚାରୀଙ୍କ ନିବୃତ୍ତି ଭତ୍ତା ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଛନ୍ତି। ପୂର୍ବରୁ ସାମୟିକ କର୍ମଚାରୀ…

ଭୁବନେଶ୍ୱର: ପୁରୀରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମହୋତ୍ସବକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ସୁଗମ ଏବଂ ଆରାମଦାୟକ…