ରାଜ୍ୟ ଖବର

ଭୁବନେଶ୍ଵର: ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ କଲେଜର ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ପୁଲିସ ଗିରଫ କରିଛି। ଗତକାଲି ସରକାର ତାଙ୍କୁ ନିଲମ୍ବନ କରିଥିଲେ।…

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ଜୁଲାଇ ୧୪, ୨୦୨୫) ଭୁବନେଶ୍ୱର ଏମ୍ସର ପଞ୍ଚମ ସମାବର୍ତ୍ତନ ସମାରୋହରେ ଅଂଶଗ୍ରହଣ କରିଛନ୍ତି। ସମାରୋହରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ,…

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଭାରତ ସରକାରଙ୍କ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଦିନିକିଆ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସି ବିକ୍ରମ ନଗର, ତରତୁଆସ୍ଥିତ ଭାରତ ତିଦ୍ଦତ ସୀମା…

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋପାଳପୁର ୩ ନଂ ୱାର୍ଡ଼ କାଉନସିଲର ବି ଗୋପାଳକୃଷ୍ଣଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ନିଜ ଦୋକାନର ଫ୍ୟାନରେ ଝୁଲୁଥିବା ଅବସ୍ଥାରେ…

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପୋଲସରା ଥାନା ଅର୍ନ୍ତଗତ ଚିରିକିପଡା ଶାସନ ଶିବ ମନ୍ଦିର ତିନି ଛକରେ ଥିବା ମନ୍ଦିରର ସିଂହଦ୍ଵାରକୁ ମୋଟରସାଇକେଲ ଧକ୍କା ଦେଇଛି। ଯାହାଫଳରେ…

ଭୁବନେଶ୍ବର: ତାଙ୍କ ନାମ ହେଉଛି ସଂଧ୍ୟାରାଣୀ ମାଝୀ, ଘର ତାଙ୍କର ମୟୁରଭଂଜ ଜିଲ୍ଲାରେ। ହେଲେ ସେ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। କାରଣ ହେଉଛି ସେ ବର୍ତ୍ତମାନ…

ଭୁବନେଶ୍ଵର: ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ସୃଜନ ସଳିତା ନବନିତା ପକ୍ଷରୁ ଯୁବ ଲେଖକ ସମାବେଶ ‘ପଲ୍ଲଵନ’ ଅନୁଷ୍ଠିତ ହୋଇଯାଇଛି। ରାଜେଶ ଝାଙ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…

ଭୁବନେଶ୍ଵର: ନବରଙ୍ଗପୁରଠାରେ କର୍ଣ୍ଣେଲ ସୁନିଲ କୁମାର ଓ ସୁବେଦାର ମେଜର କେଦାରନାଥ ପ୍ରଧାନଙ୍କ ନେତୃତ୍ବରେ ତ୍ରୟୋଦଶ ଏନସିସି ବାଲାଟିୟନ ପକ୍ଷରୁ ସ୍ଥଳସେନା ପ୍ରଶିକ୍ଷଣ ଶିବିର ଗତକାଲିଠାରୁ ଆରମ୍ଭ…

ଭୁବନେଶ୍ଵର: ବାଲେଶ୍ବର ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ମାମଲାରେ ଜାତୀୟ ମହିଳା ଆୟୋଗ ନିଜଆଡୁ ମାମଲା ରୁଜୁ କରିଛନ୍ତି। ମହିଳା ଆୟୋଗର ଅଧ୍ୟକ୍ଷା ବିଜୟା ରତ୍ନାକର…

ଖଲ୍ଲିକୋଟ/ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରୁ ଚୋରି ହୋଇଥିବା ଦୁଇ ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କରିଛି ଖଲ୍ଲିକୋଟ ପୋଲିସ। ସୂଚନା ମୁତାବକ ବାଲୁଗାଁ ଊମା ମହେଶ୍ବର…

ଭୁବନେଶ୍ଵର: ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭୁବନେଶ୍ବର ଏମ୍ସରେ ଚିକିତ୍ସାଧିନ ବାଲେଶ୍ବର ଏଫଏମ କଲେଜ ପିଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ…

ଖୋର୍ଦ୍ଧା: ପୁରୀ ଜିଲ୍ଲାପାଳ ଭାବେ ବଦଳି ହୋଇଥିବା ପୂର୍ବତନ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣାଙ୍କୁ ଖୋର୍ଦ୍ଧା ଜିଲ୍ଲାପ୍ରଶାସନ ଓ ଖୋର୍ଦ୍ଧା କଲେକ୍ଟୋରେଟ୍ ଷ୍ଟାଫ୍…

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଅଞ୍ଚଳର ତିନି ଗୋଟି ମନ୍ଦିରରୁ ସିରିଜ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଗତକାଲି ସକାଳେ…

ଭୁବନେଶ୍ୱର: ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ପ୍ରସଙ୍ଗରେ ଆଜି ପ୍ରଦେଶ ଯୁବ କଂଗ୍ରେସ ଓ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ମିଳିତ…

ଭୁବନେଶ୍ବର: ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଶିକ୍ଷା ବିଭାଗର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ପ୍ରସଙ୍ଗରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଛି କଂଗ୍ରେସ। ଆଜି…

ନାକଟିଦେଉଳ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ ରେ ବିଦ୍ୟୁତ୍ ଆଘାତରେ ପୁଣି ଏକ ମାଈ ହାତୀର ଜୀବନ ଯାଇଥିବା ଜଣା ପଡିଛି। ଖବରରୁ ପ୍ରକାଶ…

ଭୁବନେଶ୍ୱର: ଜାତୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ର ବିଭିନ୍ନ ଶିକ୍ଷକ-ଶିକ୍ଷା କାର୍ଯ୍ୟକ୍ରମରେ ପ୍ରବେଶ ପାଇଁ ସାଧାରଣ ପ୍ରବେଶିକା ପରୀକ୍ଷା (ସିଇଇ-୨୦୨୫) ସଫଳତାର ସହ…

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୧୪ ଓ ୧୫ ତାରିଖରେ ଭୁବନେଶ୍ୱର ଏବଂ କଟକ ଗସ୍ତରେ ଆସୁଛନ୍ତି। ଆସନ୍ତାକାଲି ରାଷ୍ଟ୍ରପତି ଭୁବନେଶ୍ବରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ…

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ୨୦୨୫ ସୁଦ୍ଧା ରାଜ୍ୟକୁ ନିଶାମୁକ୍ତ କରିବାକୁ ସଂକଳ୍ପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଧାମିଙ୍କ ସଂକଳ୍ପକୁ ସାକାର କରିବା ପାଇଁ, ପୋଲିସ…

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ଶିକ୍ଷା ବିଭାଗ ଅଧିନସ୍ଥ ନାକଟିଦେଉଳ ବ୍ଲକ ଶିକ୍ଷା ବିଭାଗ ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ପରିଭ୍ରମଣ ଟଙ୍କା ହଡପ ହେବା ସମ୍ପର୍କରେ…

ରଣପୁର: ରଣପୁର ତହସିଲ ଅନ୍ତର୍ଗତ ପିମ୍ପଲ ଗ୍ରାମରେ ବଜ୍ରପାତରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି. ପ୍ରାପ୍ତ ସୂଚନା ଅନୁଯାୟୀ ପିମ୍ପଲ ଗ୍ରାମର ଉଦ୍ୟନାଥ ରାଉତରାୟଙ୍କ…