ଭୁବନେଶ୍ୱର: ବିଜ୍ଞ ଓ ଜାଗ୍ରତ ଖାଉଟି ନିଜ ଅଧିକାର ସମ୍ବନ୍ଧରେ ପୂର୍ଣ୍ଣ ସଚେତନ। ଜାଗ୍ରତ ଖାଉଟି ହିଁ ସଶକ୍ତ ଖାଉଟି ବୋଲି ରାଜ୍ୟ ଖାଉଟି ବିବାଦ ପ୍ରତିକାର ଆୟୋଗ, ଓଡ଼ିଶା, କଟକର ଅଧ୍ୟକ୍ଷ ଜଷ୍ଟିସ୍ ଡି.ପି. ଚୌଧୁରୀ ମତବ୍ୟକ୍ତ କରିଛନ୍ତି। ଆଜି […]
ଭୁବନେଶ୍ୱର: ଆଗାମୀ ଅପ୍ରେଲ ୧୩ ତାରିଖରେ ୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ଣରେ କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍-୩ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ […]
ଭୁବନେଶ୍ୱର: ବର୍ତ୍ତମାନ ବିଶ୍ବରେ ପ୍ରାୟ ୭୮ ନିୟୁତ ଗ୍ଲୁକୋମା (କଳାମୋତିଆ) ରୋଗୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୬ ନିୟୁତ କେବଳ ଭାରତରେ ବାସକରୁଛନ୍ତି। ଏମ୍ସ ଭୁବନେଶ୍ୱର ଚକ୍ଷୁ ବିଭାଗକୁ ଆସୁଥିବା ପ୍ରତି ଶହେ ରୋଗୀଙ୍କ ମଧ୍ୟରୁ ଚାରିରୁ-ପାଞ୍ଚ ଜଣ ଗ୍ଲୁକୋମା(କଳାମୋତିଆ)ରେ […]
କନ୍ଦର୍ପ ବେହେରା ରେଢ଼ାଖୋଲ: ନାକଟିଦେଉଳ ଥାନା ସାଲେଭଟା ପଞ୍ଚାୟତ ଅଂଚଳର ଜଣେ ଅବିବାହିତା ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ନାକଟିଦେଉଳ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ଅପରାହ୍ନରେ ଯୁବତୀ ଜଣଙ୍କ ଘରଠାରୁ […]
ସୀତାରାମ ଅଗ୍ରୱାଲ ବାଲୁଗାଁ: ଉନ୍ମୋଚନ ଅପେକ୍ଷାରେ ବାଲୁଗାଁର ବିଦାୟୀ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଅଣୁଗଳ୍ପ ମାନସାଙ୍କ’। ଶ୍ରୀ ବାରିକ ରାଜ୍ୟର ଜଣେ ଦକ୍ଷ ପୋଲିସ ଅଧିକାରୀ ହୋଇଥିବା ବେଳେ ସେ ଜଣେ ଭଲ ଲେଖକ ଓ […]
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ଏବଂ କଟକ ସ୍ଥିତ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ଇନ୍ଟର୍ଣ୍ଣସିପ୍ର ସୁଯୋଗ, ଫ୍ୟାକଲ୍ଟି ଏବଂ ଷ୍ଟାଫ୍ ଡେଭଲପ୍ମେଂଟ କାର୍ଯ୍ୟକ୍ରମ ଏବଂ ପାଠ୍ୟକ୍ରମର ଗୁଣବତାକୁ ବୃଦ୍ଧି […]
ଭୁବନେଶ୍ୱର/ ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧା ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ଆଜି ଘୋଷଣା କରାଯାଇଛି। ଏଥି ସହିତ ଟ୍ରୁ-୫ଜିର ଲାଭ ସାରା ଓଡ଼ିଶାର ୧୭ଟି ସହରରେ ପହଂଚିପାରିଛି। ଜିଓ ପକ୍ଷରୁ […]
ଭୁବନେଶ୍ୱର: ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦିଆଯାଇଥିବା ପରିପ୍ରେକ୍ଷୀରେ ସେମାନଙ୍କ ଦାବିଗୁଡିକ ସରକାରଙ୍କ ସକ୍ରିୟ ବିଚାରକୁ ନିଆଯାଉଛି ବୋଲି ପରିବହନ ବିଭାଗ ତରଫରୁ ସୂଚନା ଦିଆଯାଇଛି। ବିଭାଗ କହିଛି ଯେ, ଚଳିତ ମାର୍ଚ୍ଚ ୧୩ […]
ଭୁବନେଶ୍ବର: ଆଜି ପାଣିପାଗ ବିଭାଗ ତରଫରୁ ପଶ୍ଚିମାଝଡ ନେଇ ଆସିଛି ବଡ ଖବର। ତାହା ହେଲା ଯେ, ବିଜୁଳି-ଘଡଘଡି ଏବଂ ଝଡ ପବନ ସକାଶେ ଚେତାବନୀ ଜାରି ହୋଇଥିବା ଜିଲ୍ଲାଗୁଡିକରେ ଲୋକମାନେ ସାବଧାନ ରହିବେ। ସେମାନେ ପାଣିପାଗ ଉପରେ ନଜର ରଖିବା […]
ସୀତାରାମ ଅଗ୍ରୱାଲ ଟାଙ୍ଗୀ/ଚିଲିକା: ଆଜି ରାଜ୍ୟ ବ୍ୟାପି ପରିବହନ ଚାଳକ ସଂଘ ଧର୍ମଘଟ ଡାକରା ଦେଇଛି। ଏହି ଧର୍ମଘଟରେ ଅଲ ଓଡିଶା ପରିବହନ ସଂଘର ଶତାଧିକ ଡ୍ରାଇଭର ଯୋଗଦେଇଛନ୍ତି। ଅଲ ଓଡିଶା ପରିବହନ ଚାଳକ ସଂଘ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ […]
ଭୁବନେଶ୍ବର: ଓଡିଶା ସରକାରଙ୍କ ବିଭିନ୍ନ ସମବାୟ ସମିତି ତଥା ରାଜ୍ୟ ଗୋଦାମ ନିଗମରେ ଆଜି ୧୮୪ ଜଣ ଅଧିକାରୀ ରାଜ୍ୟ ସମବାୟ ବିଭାଗରେ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୪ ଜଣ କୋଅପରେଟିଭ୍ ସୋସାଇଟି ଇନ୍ସପେକ୍ଟର ଭାବରେ ଯୋଗ ଦେଇଥିବା ବେଳେ […]
ଭୁବନେଶ୍ଵର: ମାର୍ଚ୍ଚ ୧୭ ତାରିଖରେ ଓଡ଼ିଶାର ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଆସୁଛି ଫିଲ୍ମ “ଏ ଦିଲ୍ ତତେ ଦେଲି”। ଭିନ୍ନ ଧରଣର ପ୍ରେମ ଓ ବିଚ୍ଛେଦର କାହାଣୀକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ର ‘ଏ ଦିଲ୍ ତତେ ଦେଲି’। ପ୍ରେମର ଗଣିତ […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଭିନ୍ନକ୍ଷମ ହିତାଧିକାରୀମାନଙ୍କ ପାଇଁ ପୃଥକ ସୁଧ ହାରରେ (ଡି ଆର ଆଇ) ଋଣ ବଣ୍ଟନ ମେଳା ଖୋର୍ଦ୍ଧା ଜିଲ୍ଲା ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ମେଳାରେ ଜିଲ୍ଳାର ସମସ୍ତ ବ୍ଲକ ଓ […]
ଭୁବନେଶ୍ୱର: ଏକ ମାସ ମାଗଣା ଟ୍ରାଏଲ୍ ସୁବିଧା ସହ ରିଲାଏନ୍ସ ଜିଓ ପକ୍ଷରୁ ନୂଆ ଫାମିଲି ପ୍ଲାନ୍ “ଜିଓ ପ୍ଲସ୍’ର ଶୁଭାରମ୍ଭ କରାଯାଇଛି। ଜିଓ ପ୍ଲସ୍ ପ୍ଲାନ୍ର ନୂତନ ସଂଯୋଗ ନେବା ଲାଗି ଗ୍ରାହକଙ୍କୁ ୩୯୯ ଟଙ୍କା ଦେବାକୁ ହେବ। ସେହି […]
ଭୁବନେଶ୍ବର: ପ୍ରଖ୍ୟାତ କବି ତଥା ଗୀତିକାର ତପନ ପଟ୍ଟନାୟକ ଆଉ ନାହାଁନ୍ତି। ଆଜି ଅପରାହ୍ନରେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ହୋଇ ଯାଇଛି। ସେ ଦୀର୍ଘଦିନ ଧରି କିଡନ ରୋଗରେ ପିଡିତ ହୋଇ ଚିକିତ୍ସିତ ହେଉଥିଲେ। ଗତକିଛି ଦିନ […]
ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷ ଶେଷ ହେବା ପୂର୍ବରୁ ରେଳ ବୋର୍ଡ ଦ୍ୱାରା ସ୍ଥିର ହୋଇଥିବା ସ୍କ୍ରାପ୍ ନିଷ୍କାସନ ଲକ୍ଷ୍ୟକୁ ପୂର୍ବ ତଟ ରେଳପଥ ଅତିକ୍ରମ କରିଛି। ସମଗ୍ର ଜୋନ୍ ମଧ୍ୟରେ ସ୍କ୍ରାପ୍ ମୁକ୍ତ ଏବଂ ପରିବେଶ ଅନୁକୂଳ କରିବାକୁ ପୂର୍ବତଟ […]
ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୧୬ ତାରିଖରୁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି। […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ନେଇ ତଦାରଖ କରୁଥିବା ବେଳେ ଲାଞ୍ଜିଗଡ ତହସିଲଦାରଙ୍କ ସରକାରୀ ଗାଡି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଦୁର୍ଘଟଣା ଘଟାଇଥିବାର ଜିପ ଗାଡିର ଫିଟନେସ ନ ଥିବା ବେଳେ ସରକାରୀ […]
ଭୁବନେଶ୍ଵର: ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିଅରିଂ ଛାଡ ଆନ୍ଦୋଳନ ଡାକରା ଦିଆଯାଇଛି। ଯାହା ଆସନ୍ତାକାଲିଠାରୁ ଆରମ୍ଭ ହେବ। କିନ୍ତୁ ଏହି ଆନ୍ଦୋଳନକୁ ନେଇ ଦ୍ଵନ୍ଦ୍ଵ ସୃଷ୍ଟି ହୋଇଛି। ଆନ୍ଦୋଳନ ସମୟରେ ଓଡିଶା ଘରୋଇ ବସ ମାଲିକ ସଂଘଙ୍କ ଦ୍ଵାରା ବସ ଚଳାଚଳ […]
ଭୁବନେଶ୍ୱରେ: ଓଡିଶା ଦୂରସଂଚାର ପରିମଣ୍ଡଳ, ଭୁବନେଶ୍ୱର ଦ୍ୱାରା 15 ମାର୍ଚ୍ଚ ରୁ 18 ମାର୍ଚ୍ଚ, 2023 ପର୍ଯ୍ୟନ୍ତ ଭୁବନେଶ୍ୱର ଶହୀଦ ନଗର ସ୍ଥିତ ଇନଡୋର ସ୍ପୋର୍ଟ୍ କମ୍ପ୍ଲେସ ରେ 19 ତମ ସର୍ବ ଭାରତୀୟ BSNL ଟେବୁଲ ଟେନିସ ପ୍ରତିଯୋଗିତା ଆୟୋଜନ […]
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଡିମିରିପଲୀ ଗ୍ରାମର ମୋହନ ମଲିକ ନାମକ ଜଣେ ବନ୍ଧୁକ ପ୍ରସ୍ତୁତକାରୀକୁ ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଗିରଫ କରିଛି ଓ ୪ଟି ବନ୍ଧୁକ ସହ କିଛି ବନ୍ଧୁକ […]