ସୁଧାଶ୍ରୀ ଦାସ, ଦୁବାଇ ୟୁଏଇ ଏବଂ ମଧ୍ୟ ପୂର୍ବ ଏବଂ ଉତ୍ତର ଆଫ୍ରିକା ଅଞ୍ଚଳର କମ୍ପାନୀଗୁଡିକରୁ ଓଡିଶାକୁ ଆସିବ ୨୧,୦୦୦ କୋଟିରୁ ଅଧିକ ମୂଲ୍ୟର ପୁଞ୍ଜି। ଏଥିରେ ପ୍ରାୟ ୧୯,୦୦୦ ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବାର ସମ୍ଭାବନା ରହିଛି। […]
ଭୁବନେଶ୍ବର: ଆସନ୍ତା ୧ ତାରିଖରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଓଡିଶା ଡାକ ପରିମଣ୍ଡଳ ସମସ୍ତ ପ୍ରଧାନ ଡାକଘରମାନଙ୍କରେ ଏକ ସ୍ଵତନ୍ତ୍ର ରଦ୍ଦକରଣ ମୋହର ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ପ୍ରଧାନ ଡାକ ଘରେ […]
ଭୁବନେଶ୍ୱର: କୋଭିଡ୍ ସଂକ୍ରମିତ ହେବା ପରେ ଚିକିତ୍ସିତ ହୋଇ ସମ୍ କୋଭିଡ ହସ୍ପିଟାଲ୍ରୁ ସୁସ୍ଥ ହୋଇଛନ୍ତି ଜାପାନର ନାଗରିକ ପି.ଟାକାହାରା କେଞ୍ଜି। କୋଭିଡ ସଂକ୍ରମିତ ହୋଇ ଶ୍ରୀ କେଞ୍ଜି ଗତ ଜୁନ୍ ୧୯ ତାରିଖ ଦିନ ସମ୍ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି […]
କନ୍ଦର୍ପ ବେହେରା ରେଢ଼ାଖୋଲ: ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀ ଇଂ ରୋହିତ ପୂଜାରୀ ଆଜି ନାକଟିଦେଉଳ ବ୍ଲକ୍ ର ବିଭିନ୍ନ ପଂତାୟତ ପରିଦର୍ଶନ କରିଛନ୍ତି। ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ନାକଟିଦେଉଳ ବ୍ଲକ୍ ର କିସିଣ୍ଡା, ପାଣିମୋରା, ଗିରିଶ୍ଚନ୍ଦ୍ରପୁର, ବଳମ୍, ସରାପାଲି, […]
ସୁଧାଶ୍ରୀ ଦାସ, ଦୁବାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦୁବାଇରେ ଆରମ୍ଭ ହୋଇଥିବା ଇନଭେଷ୍ଟରସ ମିଟ ରେ ପୁଞ୍ଜି ଆସିବା ଆରମ୍ଭ ହୋଇଛି। ଆଜି ମଧ୍ୟାହ୍ନରେ ହୋଟେଲ ଓବରାଇରେ ବସିଥିବା ଏହି ବୈଠକରେ ବିଶ୍ବର ନାମଜାଦା ହାଇପର ମାର୍କେଟ କଂପାନୀ ଲୁଲୁ […]
ଦୁବାଇରୁ ସୁଧାଶ୍ରୀ ଦାସଙ୍କ ରିପୋର୍ଟ ବହୁ ପ୍ରତିକ୍ଷୀତ ଦୁବାଇ ଇନଭେଷ୍ଟର ମିଟ ଦୁବାଇର ଓବରାଇ ହୋଟେଲର ବିଜିନିନେସ ବେଏ ରେ ଆରମ୍ଭ ହୋଇଛି। ଏଥିରେ ଦୁବାଇ ସମେତ ବିଭିନ୍ନ ଦେଶର ବହୁ ଶିଳ୍ପପତି ଯୋଗ ଦେଇଛନ୍ତି। ଆଜି ସକାଳ 11ଟାରୁ ଏହି […]
ଭୁବନେଶ୍ବର: ଆଜି କଟକ ଜିଲ୍ଲାର ଡମ୍ପଡା ବ୍ଲକର ଆସିଷ୍ଟାଣ୍ଡ ଇଂଜିନିୟରଙ୍କ ଘରେ ଭିଜିଲାନସ ଚଢାଉ କରିଛି। ତାଙ୍କ ନାମ ହେଲା ପ୍ରଭାତ କୁମାର ରାଉତ। ଆୟ ବର୍ହିଃଭୂତ ସମ୍ପତ୍ତି ଅଧିଗ୍ରହଣ ଅଭିଯୋଗରେ ଏହି ଚଢାଉ କରାଯାଇଛି। ଏଥିରେ 4 ଜଣ ଡିଏସପି, […]
ଭୁବନେଶ୍ବର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଊଷା ଦେବୀଙ୍କ ଅଧ୍ୟକ୍ଷତାରେ ଗତକାଲି ପୁରୀର ପୂର୍ତ୍ତ ଅତିଥି ନିବାସଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ପରିପ୍ରେକ୍ଷୀରେ ଜନସାଧାରଣ ସୁବିଧାକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ନିଆଯାଇଛି। ଭକ୍ତମାନଙ୍କ […]
ଭୁବନେଶ୍ବର: ଆଉ ଦୁଇଦିନ ପରେ ବସିବ ବିଧାନସଭା। ଏଥର ଅଧିବେସନରେ ରାଜ୍ୟର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥିପିତ ହେବ। ଏଥର ବିଧାନସଭାକୁ ପରିଚାଳନା କରିବେ ନୂଆ ବାଚସ୍ପତି ବିକ୍ରମ ଆରୁଖ। ଗୃହରେ ଶାନ୍ତି ଶୃଙ୍ଖଳା ରଖିବା ପାଇଁ ଆଜି ବାଚସ୍ପତି ସର୍ବଦଳୀୟ ବୈଠକ […]
ଭୁବନେଶ୍ଵର: ‘ଆଜାଦି କା ଅମୃତ ମହୋତ୍ସବ’ (ଏକେଏମ) – ‘ଏକ ଭାରତ ଶ୍ରେଷ୍ଠ ଭାରତ’ (ଇବିଏସବି) ଅନ୍ତର୍ଗତ ‘ଛାତ୍ର ବିନିମୟ କାର୍ୟ୍ୟକ୍ରମ’ ମାଧ୍ୟମରେ ଓଡ଼ିଶାରୁ ୨୫ ଜଣ ଛାତ୍ରଛାତ୍ରୀ ଓ ୦୨ ଜଣ ଶିକ୍ଷକ/ ଶିକ୍ଷୟିତ୍ରୀଙ୍କୁ ନେଇ ଏକ ପ୍ରତିନିଧି ଦଳ […]
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଆଜି ରାଜ୍ୟ ଅତିଥିଭବନରେ ଓଡ଼ିଶାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର କାର୍ଯ୍ୟ ଉପରେ ସମୀକ୍ଷା କରିଛନ୍ତି। ଉକ୍ତ ସମୀକ୍ଷା ବୈଠକରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି, ଜନଜାତି ବିଭାଗ, ଜଙ୍ଗଲ ବିଭାଗ, କାର୍ଯ୍ୟନିର୍ବାହୀ ଏଜେନ୍ସି, ଏଚସିଏଲ, ଇପିଆଇଏଲର […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାପାଳ ଭାବେ ପି. ଅନ୍ୱେଷା ରେଡ୍ଡୀ ଆଇ.ଏ.ଏସ. ଦାୟିତ୍ଵ ନେଇଛନ୍ତି। କଳାହାଣ୍ଡି ଜିଲ୍ଲାରେ ପୂର୍ବରୁ ପାଂଚ ଜଣ ମହିଳା ଜିଲ୍ଲାପାଳ କାର୍ଯ୍ୟ କରିସାରିଥିବା ବେଳେ ଷଷ୍ଠ ମହିଳା ଜିଲ୍ଲାପାଳ ଭାବେ ପି. ଅନ୍ୱେଷା ରେଡ୍ଡୀ […]
ଖୋର୍ଦ୍ଧା: ବିଗତ କିଛି ବର୍ଷ ହେଲା ଓଡିଶା ପୋଲିସ୍ ଦ୍ୱାରା ନିଶା କାରବାର ବିଶେଷ ଭାବରେ ଗଞ୍ଜେଇ ଏବଂ ବ୍ରାଉନ୍ ସୁଗାର ବିରୁଦ୍ଧରେ ବ୍ୟାପକ ଅଭିଯାନ ଜାରି ରହିଛି। ଏହି ସମୟରେ ଜବତ ହେଉଥିବା ନିଶା ଜାତୀୟ ଦ୍ରବ୍ୟଗୁଡ଼ିକ ବିଭିନ୍ନ ଥାନା […]
ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କର ନବଯୌବନ ଦର୍ଶନ ହେବ। ଏହାପରେ ମହାପ୍ରଭୁଙ୍କର ନେତ୍ରୋତ୍ସବ ପାଳିତ ହେବ। ତେବେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମୟ ନିର୍ଘଣ୍ଟ ଜାରି କରିଛି। ଆସନ୍ତାକାଲି ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମ ୧ […]
ଭୁବନେଶ୍ୱର: ସ୍ଥାପନା ହେବାର ପ୍ରଥମ ଦଶନ୍ଧି ମଧ୍ୟରେ ପାଇଥିବା ସଫଳତାରେ ଆଉ ଏକ ଅଧ୍ୟାୟ ଯୋଡ଼ିଛି ଏମ୍ସ ଭୁବନେଶ୍ୱର। ଦେଶର ସର୍ବୋତ୍ତମ ୨୦ ଶ୍ରେଷ୍ଠ ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଛି ଏହି ମର୍ଯ୍ୟାଦାଜନକ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ। ଇଣ୍ଡିଆ ଟୁଡେ ସର୍ଭେ- […]
ସୀତାରାମ ଅଗ୍ରୱାଲ ଖୋର୍ଦ୍ଧା: ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆଙ୍କ ନିର୍ଦ୍ଦେଶକ୍ରମେ ଆଜି ସକାଳୁ ଖୋର୍ଦ୍ଧା ସଦର ଥାନା ଆଇଆଇସି ଅନିତା ସାହୁଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଦଧିମାଛଗାଡ଼ିଆ ଠାରେ ଚଢ଼ାଉ କରାଯାଇଥିଲା। ଚଢ଼ାଉରେ ଦୁଇ ଜଣ ବ୍ରାଉନ ସୁଗାର […]
ଭୁବନେଶ୍ୱର: ତୀର୍ଥଯାତ୍ରୀମାନଙ୍କ ଗମନାଗମନ ଏବଂ ସୁବିଧା ପାଇଁ ରଥଯାତ୍ରା (କାର୍ ଫେଷ୍ଟିଭାଲ୍) ଅବଧି ସମୟରେ ପୁରୀକୁ ଏବଂ ପୁରୀ ଠାରୁ 205 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ଯୋଜନା କରିଛି। କୋଭିଡ 19 ପ୍ରୋଟୋକଲ ଯୋଗୁଁ ଗତ ଦୁଇ […]
ଭୁବନେଶ୍ବର: ଆଜି ମହାରାଷ୍ଟ୍ର ଗଲେ ଜି ଆଇ ଇ ଟି ଵିଶ୍ଵବିଦ୍ୟାଳୟ ର ୨୫ ଜଣ ଛାତ୍ରଛାତ୍ରୀ। ଭାରତ ସରକାରଙ୍କ ଅଜାଦି କା ଅମୃତ ମହୋତ୍ସବ- ଏକ ଭାରତ ଶ୍ରେଷ୍ଠ ଭାରତ’ ଯୋଜନାରେ ଛାତ୍ରଛାତ୍ରୀ ବିନିମୟ କାର୍ଯ୍ୟକ୍ରମରେ ଜି ଆଇ ଇ […]
ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ର ଭାରତର ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ ପୋଷାକ ଓ ଆକ୍ସେସୋରିଜ୍ ସ୍ପେସିଅଲ୍ଟି ଶୃଙ୍ଖଳା ଟ୍ରେଣ୍ଡ୍ସ ପକ୍ଷରୁ ଏହାର ସ୍ୱତନ୍ତ୍ର ରଜ ରାଜକୁମାରୀ ପ୍ରତିଯୋଗିତା ୨୦୨୨ର ଫଳାଫଳ ଘୋଷଣା କରାଯାଇଛି ଯାହା ଓଡ଼ିଶାର ଲୋକପ୍ରିୟ ରଜ ପର୍ବକୁ ଏକ […]
ସୀତାରାମ ଅଗ୍ରୱାଲ ଚିଲିକା: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ପ୍ରତ୍ୟାହାର ଦାବିରେ କଂଗ୍ରେସ ଦଳ ତରଫରୁ ଆଜି ସାରା ଭାରତ ବର୍ଷରେ ସତ୍ୟାଗ୍ରହ କରାଯାଉଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ମଧ୍ୟ ସତ୍ୟାଗ୍ରହ ଦେଖିବାକୁ ମିଳିଛି। ଆଜି ପୂର୍ବାହ୍ନରେ […]
ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ନିଯୁକ୍ତି ପ୍ରତ୍ୟାହାର ଦାବି ରେ କଂଗ୍ରେସ ଦଳ ତରଫରୁ ଆଜି ସାରା ଭାରତ ବର୍ଷରେ ସତ୍ୟାଗ୍ରହ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ତରଫରୁ ଆଜି ଦିନ ୧୦.୩୦ ମିନିଟ ସମୟରୁ ମଧ୍ୟାହ୍ନ ୧ […]